• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Ratna Bhandar
ପଡ଼ିଲା ମୂଳଦୁଆ; ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।

Floodwater
ବର୍ଷକର ଦାନା ଭସେଇ ନେଲା ବଢ଼ିଲା ନଈ: ଗଛରେ ଥାଇ ସଢ଼ୁଛି କଞ୍ଚା ପରିବା

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ।

Subroto Bagchi
ନୂଆ ଦାୟିତ୍ୱ ସହ ସୁବ୍ରତ ବାଗଚୀଙ୍କୁ କ୍ୟାବିନେଟ ପାହ୍ୟା

ଦୀର୍ଘ ୭ବର୍ଷ ଧରି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଗତ ଜୁନ୍ ୨୯ତାରିଖରେ ପଦରୁ ଇସ୍ତଫା ଦେଇଥିବା ସୁବ୍ରତ ବାଗଚୀଙ୍କୁ ରାଜ୍ୟ ସରକାର ଆଜି ପୁଣିଥରେ ଥଇଥାନ କରିଛନ୍ତି ।

Chandrayaan-3
ଆସନ୍ତାକାଲି ଚନ୍ଦ୍ରୟାନ ଥ୍ରୀ ପାଇଁ ଆଉ ଏକ ବଡ଼ ପରୀକ୍ଷା

ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଦୁର୍ବଳ ହୋଇଥିବାରୁ, ଠିକ୍ ସମୟରେ ସ୍ପେଶକ୍ରାଫ୍ଟର ବେଗ ହ୍ରାସ କରିବା ଇସ୍ରୋ ପାଇଁ ବଡ଼ ଚାଲେଞ୍ଜ ରହିବ ।

Gukesh D
ଖତରନାକ୍‌ ଖିଲାଡି ଗୁକେଶ ! ଚେସ୍‌ ଖେଳରେ ବିଶ୍ୱନାଥନ୍‌ଙ୍କୁ ଟପିଗଲେ

ଚେସ୍ ପ୍ରତିଯୋଗିତାରେ କିମ୍ବଦନ୍ତୀ ବିଶ୍ୱନାଥନ୍‌ ଆନନ୍ଦଙ୍କ ରେକର୍ଡ ଭାଙ୍ଗିଲେ ଡି ଗୁକେଶ।

Can Team India win the World Cup under Dravid's coaching
Sports: ଦ୍ରାବିଡ଼ଙ୍କ କୋଚିଂରେ ବିଶ୍ୱକପ୍ ଜିତିପାରିବ କି ଟିମ୍ ଇଣ୍ଡିଆ

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ପାଇଁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଏକ ଅଗ୍ନିପରୀକ୍ଷା । ଏଥିରେ ଉତ୍ତୀର୍ଣ୍ଣ ହେଲେ, ସେ ପ୍ରଶଂସିତ ହେବେ ଏବଂ ସମ୍ଭବତଃ ତାଙ୍କ କାର୍ଯ୍ୟକାଳ ବଢ଼ିବ; କିନ୍ତୁ ବିଫଳତା ସ୍ଥଳେ ତାଙ୍କୁ କଡ଼ା ସମାଲୋଚନାର ଶରବ୍ୟ ହେବାକୁ ପଡ଼ିବ ।

OTV Cares Free Health Camp
OTV ଅଫିସ୍ ପରିସରରେ ହେଲଥ୍ କ୍ୟାମ୍ପ ଆୟୋଜନ

ସ୍ୱାସ୍ଥ୍ୟ ପରୀକ୍ଷା କରାଇଲେ ଓଟିଭିର ସମସ୍ତ କର୍ମଚାରୀ । ଓଟିଭି-କେୟାର୍ ହସ୍ପିଟାଲ୍ ସହଭାଗିତାରେ ହେଲ୍ଥ କ୍ୟାମ୍ପ ଆୟୋଜିତ ହୋଇଛି ।

vacancies announced for 323 posts in Indian Railway Recruitment
Indian Railway Recruitment 2023: ଦଶମ ପାଶ୍ ସହିତ ଏହିସବୁ ଯୋଗ୍ୟତା ଥିଲେ ଭାରତୀୟ ରେଳ ବିଭାଗରେ ଚାକିରି

ରେଳ ବିଭାଗରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍, ଟେକ୍‌ନିସିଆନ୍, ଜୁନିୟର ଇଞ୍ଜିନିୟର, ଟ୍ରେନ୍ ମ୍ୟାନେଜର ପଦ ପାଇଁ ଉତ୍ତର ରେଳ ବିଭାଗ ବିଜ୍ଞାପନ ଜାରି କରିଛି। ସମୁଦାୟ ୩୨୩ଟି ପଦବୀ ପୂରଣ ହେବ।

Crime
ନୃଶଂସ ପ୍ରେମିକ !! ସ୍ୱାମୀର ଶବ ପାଖରେ ସ୍ତ୍ରୀକୁ କଲା ଦୁଷ୍କର୍ମ

ପ୍ରଥମେ ପ୍ରେମିକାର ସ୍ୱାମୀକୁ ବିଭତ୍ସ ଭାବେ ହତ୍ୟା, ତା’ପରେ ପ୍ରେମିକା ସହ ଦୁଷ୍କର୍ମ ।

Rice Price Hike
ସରକାରୀ ତଥ୍ୟ ; କେବଳ ଟମାଟୋ ନୁହେଁ ଡାଲି-ଚାଉଳ ଦର ବି ବେଲଗାମ୍‌

ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବଢ଼ିଥିବା କଥା ସଂସଦରେ ଉଠିବା ସହ କିଲୋଗ୍ରାମ ପିଛା ପୂର୍ବରୁ କେତେ ଟଙ୍କା ଥିଲା ଓ ପରେ କେତେ ଟଙ୍କା ହୋଇଛି ସେନେଇ ମଧ୍ୟ ଟିକିନିଖି ସୂଚନା ଦିଆଯାଇଛି ।

Radio jockey
କଏଦୀ ହୋଇ ଆସିଥିଲେ...R.J Tusar ବନିଗଲେ

ଜୀବନ ବଦଳାଇ ଦେଲା ଜେଲ୍‌ । ଗିରଫ ହୋଇ ଝାରପଡା ଜେଲ୍‌ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି।

2023 can become a headache for salman khan because of ICC world cup
ଆଇସିସି ବିଶ୍ୱକପ୍ ସଲମାନଙ୍କ ପାଇଁ ହେବ କି ମୁଣ୍ଡବିନ୍ଧାର କାରଣ…

ଦୀପାବଳି ଅବସରରେ ପ୍ରେକ୍ଷାଳୟରେ ‘ଟାଇଗର ୩’ ରିଲିଜ୍ ହେବାକୁ ଯାଉଛି। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ଚଳିତ ବର୍ଷ ଭାଇଜାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହେବ। କାରଣ ଚଳିତ ବର୍ଷ ଆଇସିସି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି, ଯାହା ଅକ୍ଟୋବରରୁ ଆରମ୍ଭ ହେବ। ଆଇସିସି ବିଶ୍ୱକପ ଏକ ମାସରୁ ଅଧିକ ସମୟ ଧରି ଚାଲିବ।

Banaka Lagi Of Lord Jagannath
‘ବୁଧବାର ହିଁ ହେବ ମହାପ୍ରଭୁଙ୍କ ବନକଲାଗି ନୀତି’

ଆସନ୍ତା ୯ ତାରିଖରେ ଶ୍ରୀଜିଉଙ୍କ ବନକଲାଗି କରାଯିବ ।

Bhadrak Flood
ଘରେ ପାଣି...ଛେଳିକୁ ଧରି ଜୀବନ ବଞ୍ଚାଇଲେ ଯୁବତୀ

ଆଖି ଯେତେ ଯାଏଁ ପାଇବ, ସେତେ ଯାଏଁ କେବଳ ପାଣି ହିଁ ପାଣି...କାହା ଘରେ ପାଣି ପଶିଲାଣି ତ କାହା ବେଡ୍‌ରୁମ୍‌ରେ । ଏମିତି ସ୍ଥିତିରେ ଛେଳିକୁ ନେଇ ଧାଇଁଲେ ଯୁବତୀ।

Worlds fattest kids
ଦୁନିଆର ସବୁଠାରୁ ମୋଟା ବାଳକ ! ଖାଦ୍ୟ ଖାଆନ୍ତି ଆବଶ୍ୟକ ଠାରୁ ପ୍ରାୟ ୬ ଗୁଣା ଅଧିକ

ମୋଟାପଣ ପାଇଁ ୨୦୧୭ ଏପ୍ରିଲ୍ ମାସରେ ଆର୍ଯ୍ୟଙ୍କ ବାରିଆଟ୍ରିକ୍ ସର୍ଜରୀ ହୋଇଥିଲା । ଜାକର୍ତ୍ତାର ଓମନି ହସ୍ପିଟାଲରେ ଅସ୍ତ୍ରୋପଚାର ପରେ ସେ ବଡି ବିଲଡିଂ ଚାମ୍ପିଅନ୍ ଆଡେ ରାୟଙ୍କୁ ଭେଟିଥିଲେ ।

Ratna Bhandar
ବଡ଼ ଖବର ! ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିର ସୁପାରିସ

୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ।

OAS exam
କାହା ବାପା ପାଲା ଗାୟକ ତ ଆଉ କାହା ବାପା ତେଜରାତୀ ଦୋକାନୀ...ପୁଅ ଏବେ OAS

ସଂଘର୍ଷ କଲେ ସଫଳତା ନିଶ୍ଚୟ ମିଳିବ । କାହା ବାପା ପାଲାଗାୟକ ତ ଆଉ କାହାର ତେଜରାତୀ ଦୋକାନୀ...କଠିନ ପରିଶ୍ରମର ଫଳ ପାଇଛି ପୁଅ । ଏବେ ହାକିମ ହେବ।

Man brutally kills female friend
ସୈତାନ ସାଜିଲା ପ୍ରେମିକ...ଯାହାକୁ ଭଲ ପାଉଥିଲା ତାକୁ ହିଁ ମାରିଦେଲା

ପ୍ରେମିକ ନାଁରେ କଳଙ୍କ । ଯାହାକୁ ଭଲପାଉଥିଲା, ବିବାହର ପ୍ରତିଶ୍ରୁତି ଦେଇଥିଲା...ତା’କୁ ହିଁ ମାରିଦେଲା । ୨ ସହଯୋଗୀଙ୍କ ଗିରଫ ପରେ ପୂରା ଘଟଣାର ହେଲା ପର୍ଦ୍ଦାଫାଶ । ଭାଇ କହୁଛି ଭଉଣୀର ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ।

Supreme Court
ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି; ଦଣ୍ଡ ଉପରେ ରୋକ୍ ଲଗାଇଲେ ସୁପ୍ରିମ୍‌କୋର୍ଟ

ମାନହାନୀ ମାମଲାରେ ରାହୁଲଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ରାହୁଲଙ୍କ ଦଣ୍ଡ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରୋକ୍ ଲଗାଇଛନ୍ତି ।

ASO recruitment
ASO ଚୟନ ଅନିୟମିତତା ମାମଲା; ୬ ସପ୍ତାହରେ ଚୟନ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।

Rahul Gandhi
ଗୋଆରୁ ଫେରିବା ବେଳେ ଜ୍ୟାକ୍‌ ରସେଲ୍ ଟେରିଅର କୁକୁର କିଣିଛନ୍ତି ରାହୁଲ

କୁକୁର ଛୁଆଟି ଜ୍ୟାକ୍‌ ରସେଲ ଟେରିଅର ପ୍ରଜାତିର ହୋଇଥିବା ବେଳେ ତାକୁ ମାତ୍ର ୩ ମାସ ବୋଲି ଜଣାଯାଇଛି।

Sunday Off
ଅଜବ ସ୍କୁଲ ! ଶୁକ୍ରବାର ବନ୍ଦ ରହୁଛି, ରବିବାର ଖୋଲା

ସରକାରୀ ସ୍କୁଲ ହେଲେ ଶୁକ୍ରବାର ଛୁଟି, ରବିବାର ଖୋଲା ରହୁଛି । ପିଲାମାନେ ପାଠ ପଢୁଛନ୍ତି କିନ୍ତୁ ଅଭିଭାବକ ଅସନ୍ତୋଷ ଝାଡୁଛନ୍ତି ।

NCC Cadets
NCC ଛାତ୍ରଙ୍କୁ ନିର୍ଯାତନା; ବର୍ଷା ପାଣିରେ ମୁଣ୍ଡ ତଳକୁ କରି ପ୍ରବଳ ପିଟିଲେ ସିନିୟର ଛାତ୍ର

ବାନ୍ଦୋଦକର କଲେଜରେ ଏନସିସି ତାଲିମ ବେଳେ ଏପରି ଘଟଣା ଘଟିଥିବା କୁହାଯାଉଛି । ଭିଡିଓରେ ବାଡ଼ି ଧରିଥିବା ବ୍ୟକ୍ତି ଜଣକ ଜଣେ ସିନିୟର କ୍ୟାଡେଟ ବୋଲି ଜଣାପଡିଛି ।

Tomato Price Hike
୬୦ ଟଙ୍କାରେ ଟମାଟୋ କିଣିବାକୁ ୫ ଘଣ୍ଟାରୁ ଅଧିକ ସମୟ ଅପେକ୍ଷା !

ଟମାଟୋ ହେଉଛି ଆମ ଦୈନନ୍ଦିନ ଖାଦ୍ୟରେ ବ୍ୟବହାର ହେଉଥିବା ଏକ ଜରୁରୀ ପରିବା । 

crocodile
ଅଜବ ବିଶ୍ୱାସ: ଏଇ ନଈରେ ହଳଦୀ ଲଗାଇ ଗାଧୋଇଲେ କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।