ଦୁଆର ବନ୍ଦ, ଦର୍ଶନ ବନ୍ଦ। ଚାଲିଛି ମହାପ୍ରଭୁଙ୍କ ବନକଲାଗି ନୀତି। ସାଧାରଣ ଭକ୍ତଟିଏ ବୁଝିବା ପାଇଁ ଏହାର ସରଳ ଅର୍ଥ ହେଲା ମୁଖ ଶିଙ୍ଗାର ବା ମୁଖସଜ୍ଜା। ଶ୍ରୀମନ୍ଦିର ଗର୍ଭଗୃହସ୍ଥ ରତ୍ନସିଂହାସନରେ ବିରାଜିତ ମହାପ୍ରଭୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ମୁଖମଣ୍ଡଳର ଦୀପ୍ତି ବଢ଼ାଇବା ଲାଗି ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଛି ଏହି ଗୁପ୍ତ ନୀତି।
ହାତରେ ଇଞ୍ଜିନିୟରିଂ ଓ ଡାକ୍ତରୀ ଡିଗ୍ରୀ। କିନ୍ତୁ ଇଚ୍ଛା ବାବୁ ଚାକିରିରେ। ଏବେ ଏଭଳି କିଛି ଟ୍ରେଣ୍ଡ ଯୁବ ପିଢି ଭିତରେ। ଯାହାର ପ୍ରତିଫଳନ ଦେଖିବାକୁ ମିଳୁଛି ୟୁପିଏସସି ଏବଂ ଓପିଏସସି ପରୀକ୍ଷାରେ।
୪ ମାସ ଅନ୍ତରରେ ସଂସଦକୁ ଫେରିଛନ୍ତି । ଆଉ ଫେରୁ ଫେରୁ ଫ୍ଲାଇଂ କିସ୍ ଦେବା ଭଳି ନୂଆ ବିବାଦରେ ଛନ୍ଦି ହୋଇଯାଇଛନ୍ତି।
ଅଭଦ୍ରୋଚିତ ଆଚରଣ ବିରୋଧରେ ହେଉ କଡ଼ା ଆକ୍ସନ କହିଲା ବିଜେପି । ବାଚସ୍ପତିଙ୍କୁ ଫେରାଦ ହେଲେ ଏନଡିଏ ମହିଳା ସାଂସଦ ।
ଓଡ଼ିଶା ରାଜନୈତିକ ମୈଦାନରେ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ କହୁଥିବା ବିଜେପି-ବିଜେଡି ଭିତରେ ଏବେ ଚାଲିଛି ପ୍ରଶଂସାର ପର୍ବ।
ଏଭଳି ନିୟମ କଥା ଶୁଣି ଆପଣ ଚମକି ପଡ଼ିଥିବେ । ଆଉ ଭାବୁଥିବେ ଯେଉଁଠି ସାରା ରାଜ୍ୟର ନେତା ଏକାଠି ହେବେ ସେଠି ହଙ୍ଗାମା କେମିତି ବା ନହେବ । ହୋହଲ୍ଲା କେମିତି ବା ନହେବ । ଆଜ୍ଞା ହଁ । ଆଶ୍ଚର୍ଯ୍ୟ ଲାଗିଲେ ବି ଆମ କଥା ସତ । ଉତ୍ତର ପ୍ରଦେଶ ବିଧାନସଭାରେ ଏଭଳି ଏକ ନିୟମ ଲାଗୁ କରାଯାଇଛି ।
ନଛୋଡ଼ବନ୍ଧା ଦୀପିକା, ଆଜିଠୁ ପୁଣି ଧାରଣା ଦେଇଛନ୍ତି ବ୍ରହ୍ମପୁର ବଡ଼ବଜାର ଥାନା ଦେଶୀବେହେରା ସାହିର କେ.ଦିନେଶଙ୍କ ଘର ଦାଣ୍ଡ ଆଗରେ।
ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ନୂଆଦିଲ୍ଲୀଠାରେ ଜାତୀୟ ମାନବାଧିକାର କମିଶନ ବୈଠକରେ ଯୋଗଦେଇ ମାନବାଧିକାର ପ୍ରସଙ୍ଗରେ ଉଦ୍ବୋଧନ ଦେଇଛନ୍ତି । ସେ କହିଛନ୍ତି ଯେ ସର୍ବାଧିକ କାଳ ପାଇଁ ସର୍ବାଧିକ ଲୋକଙ୍କର ସର୍ବାଧିକ ଖୁସିକୁ ଗଣତନ୍ତ୍ରର ପ୍ରକୃତ ସାର୍ଥକତା ବୋଲି କୁହାଯାଇପାରିବ।
ଜଣେ କଳିଯୁଗିଆ ମା’କୁ ଦେଖିବାକୁ ମିଳିଛି। ଏହି ମା’ ନିଜର ଦେଢ ମାସର ପିଲାକୁ ଚୁପ୍ କରିବା ପାଇଁ ଏକ କ୍ଷୀର ବୋତଲରେ ମଦ ଭର୍ତ୍ତି କରି ଦେଇଦେଇଛନ୍ତି। ଖବର ଅନୁଯାୟୀ, ଏହାକୁ ତାଙ୍କର ୭ ସପ୍ତାହର ପିଲା ପିଇଦେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି।
ଆନୁଷ୍ଠାନିକ ଭାବରେ 'ଡନ୍' ଫ୍ରାଞ୍ଚାଇଜ୍ର୍ ‘ଡନ୍-୩’ ଘୋଷଣା ହୋଇଛି। ତେବେ ଏଥର ଶାହରୁଖ ଖାନ କି ଅମିତାଭ ବଚ୍ଚନ ଦର୍ଶକଙ୍କ ମଧ୍ୟରେ 'ଡନ୍' ହେଇ ଆସିବେ ନାହିଁ। ଏହି ଫିଲ୍ମ ପାଇଁ ନୂଆ 'ଡନ୍' ପରଦାକୁ ଆସିବେ….
ଏହି ଘଟଣାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି ।
ମୋଦି ଭ୍ରଷ୍ଟାଚାର, ପରିବାରବାଦ ଓ ତୁଷ୍ଟୀକରଣକୁ ହଟାଇଛନ୍ତି । ସେଥିପାଇଁ ବିରୋଧୀ ଅସମ୍ଭାଳ ହେଉଛନ୍ତି ବୋଲି ନିଜ ଭାଷଣରେ କହିଛନ୍ତି ଶାହ ।
ଆଲିଗଞ୍ଜରେ ଥିବା ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ କରିଥିବା ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହସିନା ପେନ୍ସନ୍ ଆବେଦନପତ୍ରରେ ଚତୁରତାର ସହ ତାଙ୍କ ମା’ଙ୍କ ନାମ ଏବଂ ନିଜର ଫଟୋଗ୍ରାଫ୍ ବ୍ୟବହାର କରି ଟଙ୍କା ହଡ଼ପ୍ କରିଛନ୍ତି।
ଫିଲ୍ମ 'ଜେଲର’କୁ ନେଇ ଲୋକଙ୍କ ଭିତରେ ଯେଉଁଭଳି ଉତ୍ସାହ ଦେଖିବାକୁ ମିଳୁଛି, ଲାଗୁଛି ପ୍ରଥମ ଦିନରୁ ହିଁ ଫିଲ୍ମ ଧମାଲ୍ କରିବ। ଲୋକେ ଏତେ ଉତ୍ସାହିତ ହୋଇପଡିଛନ୍ତି ଯେ ଗୋଟିଏ ଟିକେଟ୍କୁ ୫ ହଜାର ଟଙ୍କା ଦେଇ କିଣିବାକୁ ବି ପଛଘୁଞ୍ଚା ଦେଉ ନାହାନ୍ତି।
ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ।
ସଂସଦରେ ଅନେକ ମହିଳା ଉପସ୍ଥିତ ଅଛନ୍ତି । ସେମାନଙ୍କ ସାମ୍ନାରେ ଏଭଳି ଆଚରଣ ଆଦୌ ସମୀଚିନ ନୁହେଁ କହିଲେ ରବି ଶଙ୍କର ପ୍ରସାଦ ।
ଏହାକୁ ‘ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା’ PMSBY ନାମରେ ନାମିତ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ସ୍କିମ୍ ୨୦୧୫ରେ ଆରମ୍ଭ ହୋଇଥିଲା ।
ମୃତ୍ୟୁ ପୂର୍ବରୁ ଜଣେ ଛୋଟ ଝିଅର ଏକ ଅଜବ ଇଛାକୁ ପୂରଣ କରି ବାପା ମାଆ ଏବେ ଚର୍ଚ୍ଚାରେ ଅଛନ୍ତି। ମୃତ୍ୟୁର କିଛି ଦିନ ପୂର୍ବରୁ କର୍କଟ ରୋଗରେ ପୀଡିତ ଏହି ଝିଅ ତା’ ବାପାମାଆଙ୍କୁ ନିଜ 'ବିବାହ'ର ସ୍ୱପ୍ନ ବିଷୟରେ କହିଥିଲା। ଏହା ଶୁଣି ପ୍ରଥମେ ବାପାମାଆଙ୍କ ଆଖି ଲୁହରେ ଭିଜିଗଲା। ଆଉ ତା’ ପରେ…
ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର। ଆସନ୍ତା କିଛି ମାସ ମଧ୍ୟରେ ଓଡ଼ିଶାରେ ବଡ଼ ଧରଣର ନିଯୁକ୍ତି ଆରମ୍ଭ ହେବାକୁ ଯାଉଛି। ଏନେଇ ବିଭିନ୍ନ ସରକାରୀ ବିଭାଗରେ ଖାଲି ପଡ଼ିଥିବା ପଦବୀ ପୂରଣ ହେବ।
ଉଭୟଙ୍କ ସହମତିରେ ୬ ବର୍ଷ ଶାରୀରିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଦୁଷ୍କର୍ମ ଅଭିଯୋଗ ଅଣାଯାଇପାରିବନି। ମାମଲାର ଶୁଣାଣି କରି କର୍ଣ୍ଣାଟକ ହାଇକୋର୍ଟ ଏଭଳି କିଛି ନିଷ୍ପତ୍ତି ଶୁଣାଇଛନ୍ତି।
ASO ଚୟନ ପ୍ରକ୍ରିୟା ଉପରେ ସ୍ଥଗିତାଦେଶ। ଚୟନ ପ୍ରକ୍ରିୟା ଅଗ୍ରଗତି ଉପରେ ଓଡ଼ିଶା ହାଇକୋର୍ଟ ରୋକ୍ ଲଗାଇଛନ୍ତି।
ସମ୍ଭବତଃ ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରୟାନ-୩। ଏବେ ଚନ୍ଦ୍ର ଚାରିପଟେ ପରିକ୍ରମା କରୁଥିବା ଚନ୍ଦ୍ରୟାନ କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେଉଛି।
ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ
ଗଳା ସଂକ୍ରମଣର ଉପଚାର ପାଇଁ ଡାକ୍ତର ଲେଖିଥିଲେ ସ୍ପ୍ରେ। ହେଲେ ଔଷଧ ଦୋକାନର କର୍ମଚାରୀ ଦେଇଦେଲେ ରକା ଉପଶମର ସ୍ପ୍ରେ। ଏହାକୁ ବ୍ୟବହାର କରିବା ପରେ ଏବେ ୬ ବର୍ଷୀୟା ଶିଶୁକନ୍ୟା ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି।
କୋଲେଷ୍ଟ୍ରଲ୍ ସ୍ତର ନିୟନ୍ତ୍ରଣ ନ କଲେ ଏହା ସାଂଘାତିକ ହୋଇପାରେ। ଔଷଧ ବ୍ୟତୀତ, ଘରୋଇ ଉପଚାର ମଧ୍ୟ କୋଲେଷ୍ଟ୍ରଲ୍କୁ ନିୟନ୍ତ୍ରଣ କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ପ୍ରମାଣିତ। ଏହି ୨ଟି ଜିନିଷ ବ୍ୟବହାର କରି କମେଇଦିଅନ୍ତୁ କୋଲେଷ୍ଟ୍ରଲ୍ ସ୍ତର।