ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ଅଧ୍ୟାପକ ଚୟନ ନିମନ୍ତେ ସର୍ବନିମ୍ନ ଯୋଗ୍ୟତା ଭାବେ SET ( State Eligibility Test) ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ୨୪ ବର୍ଷର ବିଜେଡି ସରକାର ଏ ଦିଗରେ କର୍ଣ୍ଣପାତ କରିନଥିଲା l
ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଏହା ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ।
ମୈତ୍ରୀବିହାର ଅଞ୍ଚଳର ଘଟଣାକୁ ନେଇ ରାଜଧାନୀରେ ହଇଚଇ । ଡିସିପି କହିଲେ ‘ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ’ ।
ଜଗା ସହ ମାସକର ଭାବ ତୁଟାଇ ଫେରିଲେ ହବିଷ୍ୟାଳି ।
ଶିମିଳିପାଳ ପାଇଲା ଦ୍ୱିତୀୟ ମରାଠା ବାଘୁଣୀ । ଜିନ୍ଗତ ବିବିଧତା ପାଇଁ ଯମୁନା ପରେ ଜିନତକୁ ନିଜର କରିଛି ରାଜ୍ୟର ସବୁଠୁ ବଡ଼ ବ୍ୟାଘ୍ର ଅଭୟାରଣ୍ୟ ।
ଆଦିବାସୀଙ୍କ ପାଇଁ ଖୁସି ଖବର । ବହୁ ପ୍ରତୀକ୍ଷିତ ପେସା ଆଇନ ପାଇଁ ଏଣିକି ସେମାନଙ୍କୁ ପ୍ରତିବାଦ କରିବାକୁ ପଡିବନି ।
ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।
ଆଜି ଯୁଦ୍ଧର ଦେବତା କାର୍ତ୍ତିକେୟଙ୍କ ଜନ୍ମଦିନରେ ଜାଣିବା ଆସନ୍ତୁ ତାଙ୍କର ଜନ୍ମ କାହାଣୀ। ଜାଣିବା ମାତ୍ର ୬ ଦିନରେ ସେ କେମିତି ହେଲେ ଦେବତାଙ୍କର ସେନାପତି ଓ ହରାଇଲେ ତାରକାସୁରକୁ।
ଉତ୍ତର-ପଶ୍ଚିମ ରେଳବାଇ(NWR) ନେଇଆସିଛି ନିଯୁକ୍ତି ସୁଯୋଗ। ଏନେଇ NWR ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
କବିତା ସନ୍ଧ୍ୟା ସମୟରେ ଖାଦ୍ୟରେ ଆଚାର ଖାଇବାକୁ ମନ ବଳାଇଥିଲେ । ଏଥିପାଇଁ ସେ ଘର ଛାତ ଉପରେ ରହିଥିବା ଆଚାର ଆଣିବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାରରେ ଏକ ସାପ ତାଙ୍କ ହାତକୁ କାମୁଡି ଦେଇଥିଲା ।
ନୃଶଂସ ସାଜିଲା ମାଆ । ଅମଣିଷ ସାଜିଲା ଜନ୍ମ କଲା ମାଆ । ସାମ୍ନାକୁ ଆସିଲା ମାଆର ନାରକୀୟ କାଣ୍ଡ ।
ଆଜିଠୁ ଆରମ୍ଭ ହେଲା କଟକ ପ୍ରସିଦ୍ଧ ବାଲିଯାତ୍ରା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦଘାଟନ କରିଛନ୍ତି ।
ବର୍ତ୍ତମାନ ୫୯ ବର୍ଷୀୟ ଆମୀର ଖାନ୍ ତାଙ୍କ ଜୀବନକୁ ନେଇ ଏମିତି କିଛି କହିଛନ୍ତି ଯାହା ଚର୍ଚ୍ଚାର ବିଷୟ ହୋଇଛି। ସେ ଏବେ ଗୋଟିଏ ହିଟ୍ ଫିଲ୍ମ ଦେବାକୁ ବ୍ୟାକୁଳ ଥିବା ବେଳେ ଏମିତି କ’ଣ କହିଛନ୍ତି ଆସନ୍ତୁ ଜାଣିବା।
କେବେ ଭାବିଛନ୍ତି, ଯେଉଁଠାରେ ଆପଣ ରେଗୁଲାର୍ ଖାଇବାକୁ ଯାଉଛନ୍ତି ତାହା ଆପଣଙ୍କର ଅତି ନିଜ ଲୋକଙ୍କର ହୋଇଥିବ ! ସେ ବେକେରୀ ବା ରେଷ୍ଟୁରାଣ୍ଟର ମାଲିକ ଆପଣଙ୍କର ବାପା କିମ୍ବା ମାଆ ହୋଇଥିବେ ଓ ଏହି ଖବର ଆପଣଙ୍କୁ ଜଣାନଥିବ ।
ପ୍ରଧାନମନ୍ତ୍ରୀଙ୍କ ବିମାନରେ ବୈଷୟିକ ତ୍ରୁଟି କାରଣରୁ ଏହି ବିମାନଟି ଦେଓଘର ବିମାନ ବନ୍ଦରରେ କିଛି ସମୟ ଅଟକି ରହିଥିଲା । ଯାହା ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ଫେରିବାରେ ସାମାନ୍ୟ ବିଳମ୍ବ ହୋଇଥିଲା ।
ପେସା ଆଇନ୍ ଲାଗୁ କରିବା ପୂର୍ବରୁ ଲୋକଙ୍କ ମତ ନେବା ସହ ସଚେତନତା ସଭା କରିବେ ରାଜ୍ୟ ସରକାର ।
ନଈ କୂଳରେ ଏକ ଶିଶୁ କନ୍ୟାକୁ ଅସହାୟ କରି କାହିଁକି ଛାଡିଲେ ତା'ର ବାପ ମା ? ଜଣେ ଋଷି କନ୍ୟାକୁ ଗୋପନରେ ବିବାହ କରି ଜଣେ ରାଜା କାହିଁକି ପରେ ଅସ୍ବୀକାର କଲେ? ଜାଣନ୍ତି କି କେମିତି ହେଲା ଆମ ଭାରତ ଦେଶର ନାମକରଣ ?
କଟକ ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଆସନ୍ତାକାଲିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ।
ଅନ୍ଧବିଶ୍ୱାସ ମଣିଷକୁ କେତେ ଅନ୍ଧ କରିପାରେ ... କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିପାରେ .. ମାନବ ବଳିଦାନର ଏକ ଭୟଙ୍କର ଖବର ବର୍ତ୍ତମାନ ସାମ୍ନାକୁ ଆସିଛି ।
ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।
'କଙ୍ଗୁଭା' ପ୍ରେକ୍ଷାଳୟକୁ ଆସିଛି। ୨୦୨୪ ବର୍ଷର ଏହା ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ତେବେ ପ୍ରଥମ ଦିନରେ ଘରୋଇ ବକ୍ସ ଅଫିସ୍ରେ ଆଶା କରାଯାଉଥିବା ରୋଜଗାର ଠାରୁ ଏହା କମ୍ ଆୟ କରିଛି।
ଆସନ୍ତା ୨୦ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ହେବ ମତଦାନ । ତେବେ କନ୍ନଡ ଆସନକୁ ନେଇ ସାରା ମହାରାଷ୍ଟ୍ରରେ ଚର୍ଚ୍ଚା ଜୋର୍ ଧରିଛି । ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ଯାଦବ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପତ୍ନୀ ସଞ୍ଜନା ଯାଦବ ଶିବସେନା ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଯୋଗୁ ଏହା ଆଜି ଦେଶରେ ଏକ ନମ୍ବର ବନ୍ଦର ହୋଇପାରିଛି । ଆଗକୁ ଅସ୍ତରଙ୍ଗ ସମେତ ଓଡ଼ିଶାର ଅନେକ ସ୍ଥାନରେ ନୂଆ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ତଡ଼ବା ଜଙ୍ଗଲରୁ ବାଘୁଣୀ ଯମୁନା ଆସିବାର ୧୭ ଦିନ ପରେ, ଗତକାଲି ଆସିଛି ଦ୍ବିତୀୟ ବାଘୁଣୀ ଜିନତ୍ ।
ଏହି ଅବସରରରେ ନିଜ ଉଦବୋଧନରେ ବିର୍ସା ମୁଣ୍ଡାଙ୍କୁ ଜଣେ ମହାନ ସ୍ବାଧୀନତା ସଂଗ୍ରାମୀ ବୋଲି କହିଥିଲେ ଅମିତ ଶାହ । ଏଥିସହ ସେ କହିଥିଲେ, ୧୮୭୫ ମସିହାର ମାଧ୍ୟମିକ ଶିକ୍ଷା ଗ୍ରହଣ ବେଳେ ବିର୍ସା ମୁଣ୍ଡା ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇଥିଲେ।