• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Minor Girl Raped
Cuttack Girl Rape Case: କଟକରେ ପୁଣି ଲଜ୍ଜା!! ୮ ବର୍ଷର କୁନିଝିଅକୁ ଦୁଷ୍କର୍ମ ଅଭିଯୋଗ

୮ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । କଟକ ବାରଙ୍ଗ ଥାନା ଅଞ୍ଚଳରେ ଘଟିଛି ଲଜ୍ଜାଜନକ ଘଟଣା ।

wfo Delhi
Delhi Air Pollution: ବିଷ ବଳୟରେ ରାଜଧାନୀ ଦିଲ୍ଲୀ; ୱାର୍କ ଫ୍ରମ ହୋମ୍‌ କରିବେ ୫୦% ସରକାରୀ କର୍ମଚାରୀ

ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ହେଉଛନ୍ତି ଦିଲ୍ଲୀବାସୀ । ଚାରିଆଡ଼େ ଧୂଆଁ ଧୂଆଁ, ପ୍ରଦୂଷିତ କୁହୁଡ଼ି ଭଳି ଆସ୍ତରଣ । ଲଗାତାର କିଛିଦିନ ଧରି ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ, ଚିନ୍ତାରେ ରାଜଧାନୀବାସୀ ଏବଂ ସରକାର ।

Weather Update
Odisha Weather Forecast: ଡରାଇଲାଣି ଲଘୁଚାପ!! ନେଇପାରେ ବାତ୍ୟାର ରୂପ ..

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

World Children’s Day 2024
World Children’s Day 2024 : କେବେ ଆରମ୍ଭ ହେଲା ‘ବିଶ୍ୱ ଶିଶୁ ଦିବସ’; ଜାଣନ୍ତୁ କାହିଁକି ପାଳନ କରାଯାଏ ଏହି ଦିବସ

ନଭେମ୍ବର ମାସରେ ଥରେ ନୁହେଁ ଦୁଇଥର ‘ଶିଶୁ ଦିବସ’ ପାଳନ କରାଯାଏ। ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ଶିଶୁ ଅଧିକାର ଘୋଷଣା ସହିତ ଦ୍ୱିତୀୟ ଶିଶୁ ଦିବସ ଆରମ୍ଭ ହୋଇଥିଲା।

Unrestricted Construction
Puri Sea Beach: ପରିବେଶ ନିୟମର ଖୋଲା ଉଲଙ୍ଘନ, ସମୁଦ୍ର କୂଳ ଛାତି ଉପରେ କନଷ୍ଟ୍ରକସନ୍

ପୁରୀ ବେଳାଭୂମିରେ ବେଧଡ଼କ ଚାଲିଛି ନିର୍ମାଣ କାର୍ଯ୍ୟ । ପର୍ଯ୍ୟଟନ କ୍ଷେତ୍ର ପୁରୀର ହାର୍ଟ ଅଫ ବିଚ୍‌ରେ ନିର୍ମାଣ ଚାଲିଛି କନଷ୍ଟ୍ରକସନ୍ କାମ ।

Paddy Procurment
Paddy Procurement In Odisha: ମଣ୍ଡି ଜଗିବେ ମନ୍ତ୍ରୀ ଓ ଅଫିସର, ରହିବନି ଟୋକନ୍ ଟେନସନ୍

ବର୍ଷ ବର୍ଷ ଧରି ଟୋକନ୍ ଟେନସନ୍, ମିଲର୍ସଙ୍କ ମନମାନି ଓ କଟନୀ ଛଟନୀରେ ଧନ୍ଦି ହେଉଥିବା ଚାଷୀଙ୍କୁ ମୁକ୍ତି ଦେବାକୁ ଏଥର ମୋହନ ସରକାର ନେଇଛନ୍ତି ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

Two friend's fight and a strange peace proposal
Mahabharat Story: ଦୁଇ ବାନ୍ଧବୀଙ୍କ କଳି ଓ ଏକ ଅଜବ ସନ୍ଧିର ପ୍ରସ୍ତାବ

ଦୁଇ ବାନ୍ଧବୀଙ୍କ ଭିତରେ କାହିଁକି ଲାଗିଲା କଳି । କାହିଁକି ରାଜକୁମାରୀ ହୋଇ ବି ଦାସୀ ହେଲେ ଶର୍ମିଷ୍ଠା? କାହିଁକି ଗୁରୁକନ୍ୟା ଦେବଯାନୀଙ୍କ ଜିଦି ଆଗରେ ଅସହାୟ ହେଲେ ଜଣେ ରାଜା ।

Atibadi Pitha
Atibadi Pitha: ଅତିବଡ଼ି ଜଗନ୍ନାଥ ଦାସ ସ୍ମୃତି ପୀଠରେ ତାଲା, ଓଡ଼ିଆ ଅସ୍ମିତାକୁ ନେଇ ଉଠିଲା ପ୍ରଶ୍ନ!

ଅତିବଡ଼ି ପୀଠରେ ଝୁଲୁଛି ତାଲା । ବନ୍ଦ ରହିଛି ପୂଜା ଓ ଭାଗବତ ପାଠ।

Cuttack Bali Yatra
Cuttack Bali Yatra: କମ୍ପୁଛି ବାଲିଯାତ୍ରା, ମତୁଆଲା ଦର୍ଶକ; ସୋନୁଙ୍କ କଣ୍ଠରେ 'ପୁଚୁକୀ ଗାଲି' ..

ଦୁଲୁକିଲା ବାଲିଯାତ୍ରା ପଡ଼ିଆ, ନାଚିଲା କଟକ । ଏକାକାର ହେଲେ ପିଲାଙ୍କଠାରୁ ବୟସ୍କ ।

Panchang
Panchang Today 20th November 2024: ଆଜିର ପଞ୍ଚାଙ୍ଗ,ଶୁଭ ସମୟ ଦେଖି ନୂତନ ଯାନବାହନ କ୍ରୟ କରନ୍ତୁ

ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୦ ତାରିଖ ବୁଧବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ..

Election
Maharashtra Jharkhand Assembly Election: ମହାରାଷ୍ଟ୍ରରେ ପ୍ରଥମ, ଝାଡଖଣ୍ତରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍

ଆଜି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ପାଇଁ ପଡ଼ିବ ଭୋଟ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟିଂ ।

The best formula of walk 6-6-6 is walking rule
Health Tips: ଆପଣ ଜାଣନ୍ତି କି ଚାଲିବାର ଠିକ ଉପାୟ… ଜାଣନ୍ତୁ ଚାଲିବାର ବେଗ କେତେ ହେବା ଉଚିତ

ଚାଲିବା ହୃଦୟର ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ଏବଂ ଚାପକୁ ହ୍ରାସ କରିଥାଏ। ଏନେଇ ଆଜିକାଲି ଅନେକ ଏହାକୁ ନିଜ ଦୈନନ୍ଦିନ ଅଭ୍ୟାସରେ ଯୋଡୁଛନ୍ତି। କିନ୍ତୁ ଚାଲିବାର ସଠିକ୍ ମାର୍ଗ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

DGP Conference
ଭୁବନେଶ୍ୱରରେ DGP କନ୍‌ଫରେନ୍ସ, ଯୋଗଦେବେ ପିଏମ୍ ମୋଦି

ପ୍ରଥମ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ସର୍ବଭାରତୀୟ ପୋଲିସ୍ ଡିଜି କନଫରେନ୍ସ । ଯୋଗ ଦେବେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ପ୍ରମୁଖ ।

ଚର୍ଚ୍ଚାରେ କୁନି ବାବାଙ୍କୁ ନେଇ ଅନୁଗତଙ୍କ ରଚିତ ପୁସ୍ତକ
Fake Baba: ଭକ୍ତି ନାଁରେ ନାବାଳକକୁ ଭଗବାନ ସଜାଇ ଚାଲୁଥିଲା ଭାଣ୍ଡାମୀ, ସାମ୍ନାକୁ ଆସିଲା ଡାଏରୀ !

ରହସ୍ୟ ବଢ଼ାଇଲା ଆଶ୍ରମ ପରିସରରୁ ମିଳିଥିବା ନୀଳ ଡାଏରୀ । ନଗର ଉନ୍ନୟନ ମନ୍ତ୍ରୀ କହିଲେ, ଏହି ଘଟଣା ଉପରେ ନଜର ରଖିଛୁ ।

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା
Paddy Procurment: ଏଥର ମନମାନି, କଟନି ଛଟନି ଓ ଦଲାଲଙ୍କୁ କରାଯିବ ସାବାଡ୍ !

୩୧ଶହ ଟଙ୍କା MSPକୁ ନେଇ ଚାଷୀଙ୍କ ଭିତରେ ଉତ୍କଣ୍ଠା । ନୂଆପଡ଼ା ଓ ବରଗଡ଼ ଜିଲ୍ଲାରେ ସ୍ଥିତି ପରଖିଲେ ଯୋଗାଣ ମନ୍ତ୍ରୀ ।

MA Aspirant Sabyasachi
MA Aspirant Sabyasachi: ଜେଲରୁ MA ପଢିବେ ମାଓନେତା ସବ୍ୟସାଚୀ ପଣ୍ଡା, ମାଷ୍ଟର ଡିଗ୍ରୀ ପାଇଁ ପ୍ରସ୍ତୁତି

ଜେଲରୁ MA ପଢିବେ କୁଖ୍ୟାତ ମାଓନେତା ସବ୍ୟସାଚୀ ପଣ୍ଡା । ଡିଗ୍ରୀ କରିବା ପରେ ମାଷ୍ଟର ଡିଗ୍ରୀ ହାସଲ ପାଇଁ ଚାଲିଛି ଉଦ୍ୟମ ।

Illicit Relationship
Illicit Relationship: ଧିକ୍ ଏ କୁଳାଙ୍ଗାର! ପୁଅ ହୋଇ ମାଆ ସହ ରଖୁଥିଲା ସମ୍ପର୍କ!

ମା’-ପୁଅ ସମ୍ପର୍କରେ ଲାଗିଲା କଳଙ୍କ । ପାଳିତ ପୁଅ ସହ ପାପ ସମ୍ପର୍କ ରଖୁଥିଲା ମା’ ।

Fly Ash Hill
Fly Ash Hill: ଲୋକଙ୍କ ସ୍ୱାର୍ଥକୁ ଭୁଲି କମ୍ପାନୀ ପ୍ରତି ଅହେତୁକ ଅନୁକମ୍ପା! ପୋତା ଚାଲିଛି ଶିଳ୍ପାନୁଷ୍ଠାନ ପାଉଁଶ

ସମ୍ବଲପୁର ଡେଭଲପମେଣ୍ଟ ଅଥୋରିଟି ଦ୍ୱାରା ୯୦ ଦଶକରେ ବିକ୍ରି ହୋଇଥିବା ପ୍ଲଟରେ ଫିଲିଂ ନାଁରେ ପକାଉଛି ଫ୍ଲାଏ ଆଶ୍ ।

Paddy Procurement In Odisha
Paddy Procurement In Odisha: କାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା, ପ୍ରଶାସନ ପ୍ରସ୍ତୁତ

ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ଧାନ ସଂଗ୍ରହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ପ୍ରଶାସନ ।

Why was the mouse named mouse what was its name early
Story Of Mouse: କିଏ ତିଆରି କରିଥିଲେ କମ୍ପ୍ୟୁଟର ମାଉସ୍; ଏହାର ନାଁ ଏମିତି କାହିଁକି ହେଲା, ପୂର୍ବରୁ କ’ଣ ଥିଲା…

ଡଗଲସ୍ ୧୯୬୦ ଦଶକରେ "ଅନ୍‌ଲାଇନ୍ ସିଷ୍ଟମ୍" ରେ କାମ କରିବା ଆରମ୍ଭ କରିଥିଲେ। ଉପଭୋକ୍ତାମାନଙ୍କୁ କମ୍ପ୍ୟୁଟର ସହିତ ସହଜରେ ଯୋଗାଯୋଗ କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ଥିଲା। ଏହି ସମୟରେ, ସେ ଏକ ଡିଭାଇସ୍ ତିଆରି କରିଥିଲେ ଯାହା ମାଧ୍ୟମରେ ପରଦାରେ କର୍ସର୍ ନିୟନ୍ତ୍ରଣ ହୋଇପାରିବ।

Capital Hospital
Capital Hospital: ବଢିବ ଆଇସିୟୁ ବେଡ୍, ଚାଲୁହେବ ମିଶନ ଶକ୍ତି କାଫେ

କ୍ୟାପିଟାଲ ହସପିଟାଲରେ ବଢିବ ଆଇସିୟୁ ବେଡ୍ । ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସପିଟାଲ ।

ମହାରାଷ୍ଟ୍ରଓ ଝାଡଖଣ୍ଡରେ କାଲି ମତଦାନ
Maharastra - Jharkhand Election: ମହାରାଷ୍ଟ୍ର ଓ ଝାଡଖଣ୍ଡର ୩୨୬ ଆସନରେ ଆସନ୍ତା କାଲି ମତଦାନ

ମହାରାଷ୍ଟ୍ରର ୨୮୮ଟି ଆସନ ପାଇଁ ଗୋଟିଏ ଦିନରେ ହେଉଛି ମତଦାନ । କିନ୍ତୁ ଝାଡଖଣ୍ଡରେ କାଲି ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଝାଡଖଣ୍ଡରେ ୪୩ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଗତ ୧୩ ତାରିଖରେ ହୋଇଛି । ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟରେ ୩୮ଟି ଆସନରେ ଭୋଟଗ୍ରହଣ କରାଯିବ ।

Delhi Pollution
Delhi Air Pollution: ଦିଲ୍ଲୀ ବାୟୁରେ ପ୍ରବଳ ବିଷ ! ଦୈନିକ ୫୦ ସିଗାରେଟ୍‌ ପିଉଛନ୍ତି ଦିଲ୍ଲୀବାସୀ !!

ନିଦ ହଜାଇଛି ଦିଲ୍ଲୀ ପ୍ରଦୂଷଣ! ଅଣନିଶ୍ୱାସୀ ହୋଇପଡିଲେଣି ଦିଲ୍ଲୀ ବାସିନ୍ଦା । ଦିନ ସାରା କୁହୁଡି ଭଳି ପାଗ, ଚରମସୀମାରେ ପହଁଚିଲାଣି ପ୍ରଦୂଷଣ ।

Noida Road Accident
Noida Road Accident: କୁହୁଡ଼ି ସାଜିଲା କାଳ: ବିଭିନ୍ନ ସ୍ଥାନରେ ସିରିଜ୍‌ ଦୁର୍ଘଟଣା;  ୨ ମୃତ, ୩୬ ଆହତ...

ବିଭିନ୍ନ ସ୍ଥାନରେ ଘଟିଲା ସିରିଜ୍‌ ଦୁର୍ଘଟଣା । ଯାହାଫଳରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । ଦୁର୍ଘଟଣାରେ ୩୬ରୁ ଅଧିକ ଲୋକ ଆହତ ବି ହୋଇଛନ୍ତି ।

Rising Inflation
Rising Inflation: ଟ୍ରମ୍ଫଙ୍କ ବିଜୟ ଭାରତୀୟ ଅର୍ଥନୀତିକୁ ସୁଦୃଢ଼ କରିବ !

ଲାଭରେ କମ୍ପାନି, ସଙ୍କଟରେ ଆମ୍‌ ଆଦ୍‌ମୀ। ଦରଦାମ୍‌ ବୃଦ୍ଧି ମଧ୍ୟବିତ୍ତଙ୍କୁ ବାଧୁଛି।