• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

School Principal Forces Girls To Remove Shirts:
School Principal Forces Girls To Remove Shirts: ଲଜ୍ଜାଜନକ ଘଟଣା; ସ୍କୁଲରେ ୮୦ ଛାତ୍ରୀଙ୍କୁ ସାର୍ଟ ଖୋଲିବାକୁ ନିର୍ଦ୍ଦେଶ ଦେଲେ ପ୍ରିନ୍ସିପାଲ୍ !

ବିନା ସାର୍ଟରେ ଘରକୁ ଫେରିଲେ ୮୦ ଜଣ ଛାତ୍ରୀ। ଏଭଳି ଲଜ୍ଜାଜନକ ଘଟଣା ଘଟିଛି ଝାଡ଼ଖଣ୍ଡ ଧାନବାଦର ଏକ ଘରୋଇ ସ୍କୁଲରେ ।

National Youth Day 2025
National Youth Day 2025: ଯୁବକଙ୍କ ବିକାଶ ପାଇଁ ସରକାର ଏହି ୫ ପଦକ୍ଷେପ ନେବା ଜରୁରୀ

ବିବେକାନନ୍ଦଙ୍କ ଜୟନ୍ତୀକୁ 'ଜାତୀୟ ଯୁବ ଦିବସ' ଭାବେ ପାଳନ କରାଯାଏ। ଅନେକ ଯୁବକ ସ୍ୱାମୀ ବିବେକାନନ୍ଦଙ୍କ ଠାରୁ ପ୍ରେରଣା ପାଇ ଆଜି ବହୁତ ଉଚ୍ଚକୁ ଯାଇପାରିଛନ୍ତି ସତ କିନ୍ତୁ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ।

Coastal Villages Under Threat As Sea Levels Rise
Coastal Villages: ସମୁଦ୍ର ଆଁରେ ଗାଁ; ବିପନ୍ନ ଜୀବିକା-ଜୀବନ, ଚେଇଁ ଶୋଇଛି ପ୍ରଶାସନ...

ଆଖି ଆଗରେ ଭାସି ଯାଉଛି ଜନ୍ମମାଟି ମାଆ। ଅହନ୍ନିଶି ଅବିଶ୍ରାନ୍ତ ଢେଉ ମାଡ଼ରେ ଲୀନ ହେଉଛି ଘର ଦ୍ବାର। ଅନ୍ୟତ୍ର ଜୀବନ ଜୀଇଁବାକୁ ବାଧ୍ୟ ହେଉଛନ୍ତି ବେସାହାରା ପରିବାର।

Paddy Procurement
Paddy Procurement: ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା; ବୁଝାମଣା ନାଁରେ ଚାଲିଛି ୪ରୁ ୫କେଜି ଧାନ କଟନି ଛଟନି

ଶୀତ କାକରରେ ସପ୍ତାହେ ଧରି ଅମଳ ଧାନ ସହ ମଣ୍ଡିରେ ପଡିରହିଥିବା ଚାଷୀ ଏବେ ସନ୍ଧି କରିଛି । ବର୍ଷକର ପରିଶ୍ରମ ବିକ୍ରି ନ ହେବାରୁ ବାଧ୍ୟ ହୋଇଛି ମିଲର ସହ ବୁଝାମଣା କରିବାକୁ। 

Hansita-Anil Case
Hansita-Anil Case: ଟେରା କରୁଛି ଠକ ଯୋଡ଼ିଙ୍କ ଅଚଳାଚଳ ସଂପତ୍ତି; ଖୋଲିବ ପ୍ରଭାବଶାଳୀ ପଲଟିକାଲ ଲିଙ୍କ୍

ଆର୍ଥିକ ଦିଗକୁ ଧରି ଖୋଳତାଡ଼ ଚଳାଇଥିବା ଆୟକର ବିଭାଗ କିଛି ରାଜନେତା ଏବଂ ବିଲଡରଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ବ୍ୟକ୍ତିଙ୍କ ପାଖକୁ ଆସନ୍ତା ସୋମବାରରୁ ଆୟକର ବିଭାଗ ନୋଟିସ୍ ପଠାଇବ। ମାମଲାରେ ଖୁବଶୀଘ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଏଣ୍ଟ୍ରି ମାରିବ ବୋଲି ସୂଚନା ମିଳିଛି।

Comet G3 ATLAS
Comet G3 ATLAS: ୧,୬୦,୦୦୦ ବର୍ଷ ପରେ ଏହି ଦିନ ଦେଖାଯିବ ବିରଳ ଧୂମକେତୁ; ଜାଣନ୍ତୁ କିପରି ଦେଖିବେ

ଜାନୁୟାରୀ ୧୩ ତାରିଖ ଦିନ ଏହି ଧୂମକେତୁ ସୂର୍ଯ୍ୟଙ୍କ ଖୁବ୍ ନିକଟରେ ଥିବ। ସେତେବେଳେ ସୂର୍ଯ୍ୟଙ୍କ ଠାରୁ ଏହାର ଦୂରତା ୮.୭ ମିଲିୟନ ମାଇଲ ଦୂରରେ ରହିବ। ତେବେ ଏହି ଧୂମକେତୁ ଦେଖିବା ପାଇଁ ଲୋକଙ୍କୁ ଦୂରବୀକ୍ଷଣର ବ୍ୟବହାର କରିବାକୁ କୁହାଯାଇଛି। ସୂର୍ଯ୍ୟ ଏହାର ଖୁବ ନିକଟରେ ଥିବାରୁ ଏହାକୁ ଦେଖିବାରେ ଅସୁବିଧା ହୋଇପାରେ।

Mahakumbh Begins Soon in Prayagraj
Mahakumbh Begins Soon in Prayagraj: ଦିନକ ପରେ କୁମ୍ଭ ମେଳା; ଅସ୍ଥା-ବିଶ୍ବାସର ମହାପର୍ବ, ଚର୍ଚ୍ଚାରେ ଏନଭାଇରନମେଣ୍ଟ-ଗୋଲ୍ଡେନ୍ ବାବା 

ଆସ୍ଥା ଓ ବିଶ୍ବାସର ସଂଗମ... ପୁଣ୍ୟ ଓ ମୋକ୍ଷର ସଂଗମ... ସାଧୁ ସନ୍ଥ, ସ୍ଥାବର ଜଙ୍ଗମର ସଂଗମ...ସଂଗମ ନଗରୀ ପ୍ରୟାଗରାଜରେ, ମହାକୁମ୍ଭ ପାଇଁ ମହାଆୟୋଜନ। 

Pravasi Bharatiya Divas
Pravasi Bharatiya Divas 2025: ବିଶ୍ୱ ଦରବାରରେ ଓଡ଼ିଶାକୁ ମିଳିଲା ପରିଚିତି; ଆଗକୁ ହେବ ପ୍ରବାସୀ ଓଡ଼ିଆ ସମ୍ମିଳନୀ !

ଗତ ୩ ଦିନରେ ରାଜ୍ୟର ଅନେକ ପର୍ଯ୍ୟଟନ ସ୍ଥଳୀ ବୁଲିଛନ୍ତି ପ୍ରବାସୀ। ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ବି କରିଛନ୍ତି। ଏମିତି କି ଆଗକୁ ପୁଣି ଥରେ ଓଡ଼ିଶା ଆସିବାକୁ ଆଶା ରଖିଛନ୍ତି। ତେଣୁ ଏହା ସ୍ପଷ୍ଟ, ଆଗାମୀ ଦିନରେ ବିଦେଶୀ ପର୍ଯ୍ୟଟଙ୍କ ଭିଡ଼ ଓଡ଼ିଶାରେ ବଢିବ।

expired saline
Pregnant Woman Dies: ସରକାରୀ ଡାକ୍ତରଖାନାରେ ଚରମ ଅବହେଳା; ଗର୍ଭବତୀଙ୍କୁ ଦେଲେ ଏକ୍ସପାୟରି ସାଲାଇନ୍, ଚାଲିଗଲା ଜୀବନ

ମୃତ ମହିଳା ମେଦିନାପୁର ଜିଲ୍ଲାର ଗଡବେଟା ଅଞ୍ଚଳର ମାମୋନି ରୁଇ ଦାସ । ସେ ଗର୍ଭବତୀ ଥିଲେ। ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବୁଧବାର ରାତିରେ ମାମୋନି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ।

BEL Probationary Engineer Recruitment 2025
BEL Probationary Engineer Recruitment 2025: ପୂରଣ ହେବ ପ୍ରୋବେସନାରୀ ଇଞ୍ଜିନିୟର ପଦବୀ; ଦରମା ୧.୪ ଲ‍କ୍ଷ

ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଆପଣଙ୍କ ପାଇଁ ନେଇ ଆସିଛି ସୁଯୋଗ। ଇଞ୍ଜିନିୟର ପଦବୀ ପୂରଣ ହେବ। ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Subhadra
Subhadra Yojana: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

ଖୁବଶୀଘ୍ର ଚତୁର୍ଥ ପର୍ଯ୍ୟାୟ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରଦାନ କରାଯିବ । ହେଲେ ଏବେ ବି ଦୁଇ ଲକ୍ଷରୁ ଅଧିକ ଆବେଦନକାରୀ ସେମାନଙ୍କର e-KYC କରିନାହାନ୍ତି ଅବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି । ଯୋଗ୍ୟ ବିବେଚିତ ହେଲେ ମଧ୍ୟ ସେମାନେ ଅର୍ଥରାଶି ପାଇବାରେ ଅସୁବିଧା ହେବ ।

ଅପରାଧୀଙ୍କ ଆଖିରେ ଢାଳୁଥିଲେ ଏସିଡ
Crime Story: ଭାରତର ଅପରାଧ ଦୁନିଆର କଳା ଇତିହାସ, ଅପରାଧୀଙ୍କ ଆଖିରେ ଢାଳୁଥିଲେ ଏସିଡ୍

୧୯୭୯ ଆରମ୍ଭରୁ ଭାଗଲପୁରରେ ଅପରାଧୀଙ୍କୁ ସାବାଡ଼ କରିବାକୁ ଋଣନୀତି ପ୍ରସ୍ତୁତ ହୋଇଥିଲା। ଗିରଫ ପରେ ଯେହେତୁ ଅପରାଧୀମାନେ ସାକ୍ଷୀ ଅଭାବରୁ ଖସିଯାଉଛନ୍ତି, ସେଥିପାଇଁ ଏମାନଙ୍କୁ ସାବାଡ଼ କରିବାକୁ ସେ ସମୟରେ ପୁଲିସ ଯେଉଁ ନିଷ୍ପତ୍ତି ନେଇଥିଲା, ଏକଥା ଶୁଣିଲେ ଦେହ ଶୀତେଇଯିବ। ଏକ ଅଜଣା ଭୟରେ ଛାତି ଥରିଉଠିବ।

Crocodile
Crocodiles Found During IT Raid: ପୂର୍ବତନ ବିଧାୟକଙ୍କ କୁମ୍ଭୀର ପ୍ରେମ ! ଘରେ ପାଳିଥିଲେ ୪କୁମ୍ଭୀର, IT ରେଡ୍ ବେଳେ ଉଦ୍ଧାର

ପୋଖରୀଟି ତାଙ୍କ ଘର ନିକଟରେ ରହିଛି, କିନ୍ତୁ ରାଠୋରଙ୍କ ପରିବାର ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେମାନେ ବହୁ ପୂର୍ବରୁ ଏହାକୁ ମନ୍ଦିରର ପୂଜାରୀମାନଙ୍କୁ ଦାନ କରିଦେଇଥିଲେ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପୋଖରୀରୁ କୁମ୍ଭୀରମାନଙ୍କୁ ବାହାର କରିବା ପାଇଁ ସେ ଅନେକ ଥର ବନ ବିଭାଗକୁ ଚିଠି ଲେଖିଛନ୍ତି।

Rashmika mandanna share photos from pushpa 2 set on sukumar birthday
Rashmika Mandanna: “ଆପଣ ମୋର ଭାରି ମନେ ପଡୁଛନ୍ତି”; ସୁକୁମାରଙ୍କୁ ଏମିତି କାହିଁକି କହିଲେ ରଶ୍ମିକା…

ରଶ୍ମିକା ମନ୍ଦାନା ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ଫିଲ୍ମର ସେଟ୍‌ରୁ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଏଥିରେ ରଶ୍ମିକା ଆରାମ୍ କରୁଥିବା ସମୟରେ ସୁକୁମାର ଲୁଚି ଲୁଚି ତାଙ୍କୁ ଦେଖୁଛନ୍ତି। ଏହି ପୋଷ୍ଟରେ ରଶ୍ମିକା ନିର୍ଦ୍ଦେଶକଙ୍କ ପ୍ରତି ନିଜର ଭାବନା ଏବଂ ତାଙ୍କୁ କେତେ ମିସ୍ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି।

Job
Viral Post: ଝିଅ ହେବ ତ ଏମିତି; ବାପାଙ୍କୁ ଚାକିରି ଦେବାକୁ କଲେ ଏମିତି କାମ...

ଏହି ପୋଷ୍ଟ ଦେଖି, ଅନେକ ଲିଙ୍କଡିନ୍ ବ୍ୟବହାରକାରୀ ପ୍ରିୟାଂଶୀଙ୍କୁ ପ୍ରଶଂସା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଏପରି ପୋଷ୍ଟ ଦେଖୁଛି। ତୁମ ପରି ଝିଅ ପାଇବା ଜଣେ ବାପା ପାଇଁ ସୌଭାଗ୍ୟର କଥା। ଭଗବାନ ତୁମ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ନିଶ୍ଚିତ ଯେ ତୁମ ବାପାଙ୍କୁ ଏକ ଭଲ ସୁଯୋଗ ମିଳିବ।"

Virat
Kohli-Yuvraj Controversy: ଉଥପ୍ପାଙ୍କ ବଡ଼ ବୟାନ; କହିଲେ, କୋହଲିଙ୍କ ପାଇଁ ଶେଷ ହୋଇଯାଇଥିଲା ଯୁବରାଜଙ୍କ କ୍ୟାରିୟର !

ଯୁବରାଜ ସିଂହ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ, ଯିଏକି ଭାରତକୁ ୨୦୦୭ ଓ ୨୦୧୧ ବିଶ୍ୱକପ୍ ଜିତାଇଥିଲେ । ଏହା ପରେ, କର୍କଟ ରୋଗ ଭଳି ଗମ୍ଭୀର ରୋଗ ସହିତ ଲଢ଼ି ପଡ଼ିଆକୁ ଫେରିଥିଲେ ।

ନାଗାସାଧୁଙ୍କ ଇତିହାସ
Mahakumbh- 2025: ମହାକୁମ୍ଭକୁ କେଉଁଠୁ ଆସନ୍ତି ନାଗା ସାଧୁ ? ହଠାତ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଯାଆନ୍ତି ?

ନାଗାସାଧୁ ହେବାର ପଥରେ ଯାତ୍ରା କରିବା କେବଳ ନିଷ୍ପତ୍ତି ନୁହେଁ; ଏହା ଏକ କଠୋର ଯାତ୍ରା । ଏଥିପାଇଁ ଦିବ୍ୟ ସମର୍ପଣ ଭାବ ଓ କଠିନ ଅନୁଶାସନ ଆବଶ୍ୟକ । ପ୍ରାଚୀନ ହିନ୍ଦୁ ପରମ୍ପରାରେ ନିହିତ ଏହି ପ୍ରକ୍ରିୟା ପାଇଁ ଇଚ୍ଛୁକ ଲୋକଙ୍କୁ ଆଧ୍ୟାତ୍ମିକ ଏବଂ ଶାରୀରିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼େ । ବ୍ରହ୍ମଚର୍ଯ୍ୟ ପରି କଠିନ ବ୍ରତ ସହିତ ଆରମ୍ଭ ହୁଏ ଏହି ଆଧ୍ୟାତ୍ମିକ ପ୍ରକ୍ରିୟା ।

Ram charan game changer had blockbuster opening with 186 crore on first day
Game Changer Box Office Collection Day 1: ୨୦୨୫ରେ ବି ତେଲୁଗୁ ରାଜ୍: ଏଣ୍ଟରଟେନ୍‌ମେଣ୍ଟରେ ‘ଗେମ୍ ଚେଞ୍ଜର’ ବିସ୍ଫୋରଣ

୨୦୨୪ରେ ଅଲ୍ଲୁ ଅର୍ଜୁନ ପ୍ରେକ୍ଷାଳୟକୁ ଝଡ଼ ହୋଇ ଆସିଥିବା ବେଳେ ବର୍ତ୍ତମାନ ତାଙ୍କ କଜିନ୍ ରାମ ଚରଣ ସୁନାମୀ ହୋଇ ଆସିଛନ୍ତି। ରାମ ଚରଣଙ୍କ ଲାଟେଷ୍ଟ୍ ରିଲିଜ୍ ‘ଗେମ୍ ଚେଞ୍ଜର’ ସମଗ୍ର ବିଶ୍ୱରେ ସବୁ ଖେଳକୁ ପରିବର୍ତ୍ତନ କରିଦେଇଛି।

ମ୍ୟାଟ୍ରିକ୍‌ରେ A1 ଗ୍ରେଡ୍‌ ରଖିବାକୁ ଚାହୁଁଛନ୍ତି ?
Special Story: ମ୍ୟାଟ୍ରିକରେ A1 ଗ୍ରେଡ ରଖିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ପାଇବେ

ପୁରୀ ଜିଲ୍ଲାରେ A1 ମାର୍କ ରଖିବା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୋଲିସ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କ୍ଳାସର ଆୟୋଜନ କରାଯାଇଛି। ଯାହାଦ୍ୱାରା ମାଟ୍ରିକ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ।

ଅନଲାଇନରେ ଲଟୁଥିଲେ, ଚେକ୍‌ରେ ଟଙ୍କା ଫେରାଇଲେ
OTV Impact: ବାଜିଲା ଖବର, ଆକାଉଣ୍ଟରେ କ୍ରେଡିଟ ହେଲା ୮୦ ହଜାର

୨୬ ଡିସେମ୍ବର ୨୦୨୪। ଚାନ୍ଦବାଲି ଥାନା ଅନ୍ତର୍ଗତ ବିଜୟ ନଗର ଗାଁର ପଦ୍ମଲୋଚନ ସାହାଣୀଙ୍କ ୨ଟି ଆକାଉଣ୍ଟରୁ ହଠାତ କଟିଯାଇଥିଲା ୮୫ ହଜାର ଟଙ୍କା ।

ନିଜକୁ ଗୁଳି କଲେ ବିଧାୟକ
Gurpreet Gogi Found Dead: ନିଜ ବନ୍ଧୁକରୁ ନିଜକୁ ଗୁଳି କଲେ ଆପ୍‌ ବିଧାୟକ, ପରିବାର ଲୋକେ କହିଲେ....

ଗୁଳିମାଡ଼ ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗ୍ରୀନ୍‌ଲାଣ୍ଡ କିଣିବେ ଟ୍ରମ୍ପ
Donald Trump: ପୁଣି ଗ୍ରୀନଲାଣ୍ଡ କିଣିବା ପ୍ରସଙ୍ଗ ଉଠାଇଲେ ଡୋନାଲ୍ଡ ଟ୍ରମ୍ପ: ଦରକାର ପଡ଼ିଲେ ଖୋଲିଦେବେ ଭଣ୍ଡାର !

ଐତିହାସିକ ତଥ୍ୟରୁ ଜଣାଯାଏ, ୧୯୪୬ ମସିହାରେ ଆମେରିକାର ରାଷ୍ଟ୍ରପତି ହ୍ୟାରି ଟ୍ରୁ ମ୍ୟାନ ୧୦ କୋଟି ଡଲାର ଦେଇ ସେତେବେଳେ ଗ୍ରୀନଲାଣ୍ଡକୁ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ ଯାହା ଆଜି ୧.୩ ଅରବ ଡଲାର ସଙ୍ଗେ ସମାନ । ତେବେ ଗ୍ରୀନଲାଣ୍ଡର ରଣନୀତିକ ଅବସ୍ଥାନ, ଏଠାରେ ଥିବା ଅମୂଲମୂଲ ସଂପଦ ହିଁ ଏହାର ବିଶେଷତ୍ୱକୁ ଦର୍ଶାଇଥାଏ । ଅର୍ଥନୈତିଜ୍ଞ ତଥା ଗବେଷକମାନେ ଏହାର ମୂଲ୍ୟ ଶତାଧିକ ଅରବରୁ ଅଧିକ ହେବ ବୋଲି ଅନୁମାନ କରୁଛନ୍ତି ।

Gold Price
Gold Price Today, 11th January 2025: କମୁନି ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍...

ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୯,୬୪୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୭୩,୦୦୦ ଟଙ୍କା ରହିଛି ।

ଋଷି ହତ୍ୟା ମାମଲା: ବଢ଼ିଲା ଅନନ୍ତଙ୍କ ଅଡ଼ୁଆ
Special Story: ଖୋଲିବ ବହୁଚର୍ଚ୍ଚିତ ଋଷି ହତ୍ୟାକାଣ୍ଡର ଫାଇଲ୍‌ ! ଅଡୁଆରେ ଅନନ୍ତ ଜେନା

ସେକ୍ସ ସ୍କାଣ୍ଡାଲରେ ଫସିଥିବା ପୂର୍ବତନ ମେୟର ଅନନ୍ତ ଜେନା ସହଦେବ ନାୟକକୁ ନେଇ ଅଯଥା ରାଜନୀତି ନକରନ୍ତୁ । କାଚ ଘରେ ରହି ଅନ୍ୟକୁ ଟେକା ନପକାନ୍ତୁ ।

Who will be India's Test captain after Rohit
Team India Test Captaincy: ରୋହିତଙ୍କ ପରେ କିଏ ହେବେ ଭାରତର ଟେଷ୍ଟ ଅଧିନାୟକ

ରୋହିତ ଶର୍ମାଙ୍କ ପରେ କିଏ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ ହେବେ, ତାହାକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ଉପ-ଅଧିନାୟକ ଯଶପ୍ରୀତ ବୁମ୍‌ରାଙ୍କୁ ମିଳିବ କି ଟେଷ୍ଟ ନେତୃତ୍ୱ, ୱିକେଟ୍‌କିପର୍‌-ବ୍ୟାଟର୍ ରିଷଭ ପନ୍ତଙ୍କୁ ଦିଆଯିବ କି ଟିମ୍‌ର ଦାୟିତ୍ୱ ନା ପୁଣି ଅଧିନାୟକତ୍ୱକୁ ଫେରିବେ କିଙ୍ଗ୍ କୋହଲି?