/odishatv-khabar/media/post_attachments/uploadimage/library/16_9/16_9_0/IMAGE_1694088975.jpg)
Gold Biscuit
ଅଢ଼େଇ କେଜି ସୁନା ବିସ୍କୁଟ ଜବତ। ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ ହୋଇଛି । ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ କଲା DRI । ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ ଜଣାପଡିଛି । ଗିରଫ ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ମିଳିଛି ।
Advertisment
#ସୁନା_ବିସ୍କୁଟ_ଜବତ ଭୁବନେଶ୍ୱରର ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ..୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଜବତ କଲା DRI..ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ#Odisha#OTVpic.twitter.com/E7JBY2M2EU
— ଓଟିଭି (@otvkhabar) September 7, 2023
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)