ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜିବାରେ ଲାଗିଛି। ବିଭିନ୍ନ ରାଜନୈତିକ ଦଳର ନେତା ଉଦୟନିଧିଙ୍କୁ ସମାଲୋଚନା କରିଛନ୍ତି।
ଗୁରୁଙ୍କୁ କେତେକ ସ୍ଥାନରେ ବ୍ରହ୍ମା, ବିଷ୍ଣୁ, ମହେଶ ଏବଂ କେତେକ ସ୍ଥାନରେ ଗୋବିନ୍ଦ ମଧ୍ୟ କୁହାଯାଏ। ତେବେ ଆଜିର ଏହି ପବିତ୍ର ଗୁରୁଦିବସ ଅବସରରେ ଆସନ୍ତୁ ଗୁରୁ ପରମ୍ପରା ସହିତ ଜଡିତ କେତେକ ମୂଲ୍ୟବାନ ବାଣୀ ବିଷୟରେ ଜାଣିନେବା।
ନେପାଳ ଟିମ୍ ବ୍ୟାଟିଂ କରୁଥିବା ବେଳେ ଷ୍ଟାଡିୟମରେ ନେପାଳୀ ଗୀତ ବାଜୁଥିଲା । ଏହି ଗୀତରେ ବିରାଟ କୋହଲି ବେଶ୍ ନିଆରା ଅନ୍ଦାଜରେ ନାଚୁଥିବାର ଦେଖିବାକୁ ମିଳିଥିଲା ।
ଗୋଟିଏପଟେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନଙ୍କ ପୁଅ ତଥା ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଅସନ୍ତୋଷ ଓ ପ୍ରତିବାଦ ତେଜୁ ଥିବାବେଳେ ଅନ୍ୟପକ୍ଷେ ନିଜ ଜୀବନ ପ୍ରତି ଥିବା ବିପଦକୁ ଉଦୟନିଧି ଖଣ୍ଡନ କରିଛନ୍ତି।
ଗୁରୁ ବିନା ସଫଳତା ନାହିଁ। ଅନ୍ଧାରରେ ଆଲୋକ ଗୁରୁ ହିଁ ଦେଖେଇଥାନ୍ତି। ସେ ବତେଇ ଦେଇଥାନ୍ତି ସଫଳତାର ଶୀର୍ଷରେ ପହଞ୍ଚିବାର ରାସ୍ତା। ଭାରତୀୟ ପୁରାଣରେ ଅନେକ ମହାନ ଗୁରୁଙ୍କ ଉଦାହରଣ ରହିଛି ଯେଉଁମାନଙ୍କ ଶିକ୍ଷା ସେମାନଙ୍କ ଶିଷ୍ୟମାନଙ୍କୁ କରିଛି ଶକ୍ତିଶାଳୀ। ଆସନ୍ତୁ ସେମିତି କିଛି ଗୁରୁଙ୍କ ବିଷୟରେ ଜାଣିନେବା।
ଗତକାଲି କବିସୂର୍ଯ୍ୟନଗର ପଙ୍କଳବାଡି ଗାଁରେ ଦୁଇ ପରିବାର ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିଲା। ଗୋଷ୍ଠୀ ସଂଘର୍ଷ ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି।
ଦାନଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ଦାନର ଏହି ମହତ୍ତ୍ୱକୁ ଜଣାଇବା ଲକ୍ଷ୍ୟରେ, ପ୍ରତିବର୍ଷ ସେପ୍ଟେମ୍ବର ୫ରେ ‘ଆନ୍ତର୍ଜାତୀୟ ଚାରିଟି ଡେ’ ବା ‘ଆନ୍ତର୍ଜାତୀୟ ଦାନ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।
ନୂଆ ସିମ୍ କାର୍ଡ ବିକ୍ରି ପାଇଁ ଅକ୍ଟୋବର ୧ରୁ କଟକଣା ଲାଗୁ ହେବ। ଜଣେ ବ୍ୟକ୍ତିଙ୍କ ନାଁରେ ଏକାଧିକ ସିମ୍ କାର୍ଡ ବିକ୍ରି ରୋକିବା ଉପରେ ପଦକ୍ଷେପ ନିଆଯିବ।
ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଆଜି ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଦିବା ୦୩.୦୧ ଗତେ ବୃଷ । ତିଥି- ୬ଷ୍ଠୀ ଦିବା ୦୩.୪୬ ଗତେ ୭ମୀ । ଜାଣନ୍ତୁ ଶୁଭ ଅଶୁଭ ସମୟ
ସନ୍ଧ୍ୟାରେ କଟକ ଏବଂ ଭୁବନେଶ୍ୱରରେ ଦେଖା ଦେଉଥିବା ଅସମ୍ଭାଳ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ନିଲାମ ଟଙ୍କାରେ ସେ ତିଆରି କରିଥିଲେ ମଣିଷ ତିଆରି କାରଖାନା। ଦୁଇ ବଖରା ଆଜ୍ବେଷ୍ଟସ୍ ଘରୁ ଆରମ୍ଭ ହୋଇଥିବା ସେହି ଶିକ୍ଷାନୁଷ୍ଠାନ ଏବେ ମହାଦ୍ରୁମରେ ପରିଣତ ହୋଇଛି। ସେ ହେଲେ ଢେଙ୍କାନାଳ ପରଜଙ୍ଗ ବ୍ଲକ ସାଆନ୍ଦା ଆଞ୍ଚଳିକ ମହାବିଦ୍ୟାଳୟର ଆଦର୍ଶ ଶିକ୍ଷକ ଶିଶିର ଦେହୁରୀ। ତେବେ ଆସନ୍ତୁ ଆଜି ଗୁରୁ ଦିବସ ଅବସରରେ ତାଙ୍କ ବିଷୟରେ ଜାଣିନେବା।
ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକମାନଙ୍କ ଅବଦାନ କିଛି କମ୍ ନୁହେଁ। ଅନେକ ସମୟରେ ଏ ସମାଜ ଏମିତି କିଛି ଗୁରୁଙ୍କୁ ପାଏ ଯେଉଁମାନେ ସବୁଦିନ ପାଇଁ ଉଦାହରଣ ହୋଇ ରହିଯାଆନ୍ତି। ସେମିତି ଜଣେ ଗୁରୁ ହେଲେ ମୟୂରଭଞ୍ଜର କଙ୍କ ମୁର୍ମୁ। ସେ ଦିବ୍ୟାଙ୍ଗ ସତ, ହେଲେ ବିନା ଅର୍ଥରେ କରୁଛନ୍ତି ଶିକ୍ଷାଦାନ।
ପ୍ରତିବର୍ଷ ସେପ୍ଟେମ୍ବର ୫କୁ ସାରାଦେଶ ଗୁରୁ ଦିବସ ଭାବେ ପାଳନ କରେ। ଗୁରୁ ହିଁ ଜଣେ ବ୍ୟକ୍ତିଙ୍କୁ ଜୀବନର ସଫଳତାର ଶିଖରକୁ ନେଇ ଯାଆନ୍ତି। ଜଣେ ଗୁରୁଙ୍କ ଆଶୀର୍ବାଦରେ ହିଁ ଆମେ ଅଜ୍ଞତାର ଅନ୍ଧକାରରୁ ଜ୍ଞାନର ଆଲୋକକୁ ଯାଇଥାଉ।
ନୂଆଦିଲ୍ଲୀ ସ୍ଥିତ ତାମିଲନାଡୁ ହାଉସକୁ ଯାଇ ଉଦୟନିଧିଙ୍କ ମନ୍ତବ୍ୟର ଦୁଢ ବିରୋଧ କରି ତାମିଲନାଡୁର ଆବାସିକ କମିଶନରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଛନ୍ତି ଦିଲ୍ଲୀର ସମସ୍ତ ବିଜେପି ସାଂସଦ।
ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।
ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ପ୍ରତି ଅସମ୍ମାନ କହି ବିରୋଧୀଙ୍କ ନିନ୍ଦା । ଅସମ୍ମାନ ଅଭିଯୋଗକୁ ଖଣ୍ଡନ କଲା ବିଜେଡି ।
ପ୍ରିମିୟମ୍ ଦେଇନପାରି ଅତିରିକ୍ତ ଜାଗା ଫେରାଇବାକୁ ଧାଡ଼ିରେ ହିତାଧିକାରୀ । ବିଏମସି ଅଭିଯୋଗ ପ୍ରକୋଷ୍ଠରେ ବସ୍ତିବାସିନ୍ଦାଙ୍କ ଲାଗୁଛି ଲମ୍ବା ଲାଇନ୍ ।
ବଡ଼ କଥା ହେଉଛି ଯେ, ଜବତ ଜାଲ୍ ନୋଟ୍ ଭିତରେ ୫ ଶହ ସମେତ ଶହେ ଏବଂ ଦୁଇ ଶହର ନୋଟ୍ ବି ରହିଛି । ଯାହାକୁ ନେଇ ବ୍ୟବସାୟୀ ଓ ଗ୍ରାହକଙ୍କ ମଧ୍ୟରେ ଖେଳିଯାଇଛି କୋକୁଆ ଭୟ ।
ଶଙ୍ଖଭବନରେ ବିଧାୟକଙ୍କ ସହ ବିଜେଡିର ମନ୍ତ୍ରଣା । ମନ୍ତ୍ରୀ ବଡ଼ କି ସଚିବ ବଡ଼ ପ୍ରସଙ୍ଗରେ ଅକଳରେ ବିଜେଡି ।
ମ୍ୟାଚ୍ କରୁନି ଡିଏନଏ, କଣ୍ଟେନରରେ 28 ମୃତଦେହ । ଏମସ କର୍ତ୍ତୃପକ୍ଷ କହିଲେ ମିଳୁନାହାନ୍ତି ଦାବିଦାର ।
କେନ୍ଦ୍ର ସରକାର ଅଧିନରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନାବିକ ପଦବୀରେ ନିଯୁକ୍ତି ପାଇଁ ଇଣ୍ଡିଆନ୍ କୋଷ୍ଟଗାର୍ଡ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୩୫୦ଟି ପଦବୀ ପୂରଣ ହେବ।
ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।
ରାୟଗଡ଼ା କମରଡ଼ା ବ୍ଲକ ଆର୍ତମ୍ ଗାଁ ନିକଟରେ ଏକ ବସକୁ ଅଟକାଇ ଦେଇଛି ଦନ୍ତା ହାତୀ । ବସରେ ୪୦ରୁ ଅଧିକ ଯାତ୍ରୀ ରାୟଗଡ଼ା କଲ୍ୟାଣସିଂହପୁରରୁ ଆନ୍ଧ୍ର ପ୍ରଦେଶର ପାର୍ବତୀପୁରମକୁ ଯାଉଥିଲା ।
ଖାଦ୍ୟରେ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟକୁ ସାମିଲ କରି ଆପଣ ଦୀର୍ଘ ବୟସ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବିତାଇ ପାରିବେ। ତେବେ ଆସନ୍ତୁ ଏମିତି କିଛି ଖାଦ୍ୟ ବିଷୟରେ ଜାଣିନେବା ଯେଉଁସବୁ ଖାଦ୍ୟକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବା ଉଚିତ, ଯାହା ଦ୍ୱାରା ଏକ ସୁସ୍ଥ ଜୀବନ ଜୀଇବା ସଜହ ହୋଇଯିବ। ଏହା ଦ୍ୱାରା ଅନେକ ରୋଗ ଆପଣଙ୍କ ପାଖ ମାଡିବ ନାହିଁ। ଫଳରେ ଜଣେ ସହଜରେ ଦୀର୍ଘ ଜୀବନ ବଞ୍ଚିପାରିବ।