ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି ।
ବିରୋଧୀ ବିଜେପି ବିରୋଧରେ ନବୀନଙ୍କ ଜନବିରୋଧୀ ମନ୍ତବ୍ୟ ଉପରେ ଜବାବ ରଖି, ଆମେ କେମିତି ଜନବିରୋଧୀ ହେଲୁ ବୋଲି ବି ପ୍ରଶ୍ନ ପଚାରିଛନ୍ତି ଅନୁରାଗ ।
"ସ୍ୱଚ୍ଛତା ହିଁ ପ୍ରକୃତ ସେବା" ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ବାର୍ତ୍ତାରେ ଅନୁପ୍ରାଣିତ ହୋଇ କିଛି ନୂଆ କରି ଦେଖାଇବାର ଉଦ୍ୟମ କରିଛନ୍ତି ବ୍ରହ୍ମପୁର ସରକାରୀ ଆଇଟିଆଇର ଛାତ୍ରଛାତ୍ରୀ ।
ଅନ୍ୟପଟେ ବିଧାନସଭା କାର୍ଯ୍ୟସୂଚୀ ଅନୁସାରେ ୪ ତାରିଖରେ ଚଳିତ ଅଧିବେଶନ ଶେଷ ହେବାକୁ ଥିବା ବେଳେ, କୌଣସି ବେସରକାରୀ କାର୍ଯ୍ୟ ଦିବସ ରହିନଥିବାରୁ ଆଜି ବିଧାନସଭା ଶେଷ ହୋଇପାରେ ବୋଲି ଆଶା କରାଯାଉଛି ।
ବସ୍ଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବସ୍ଟି ବ୍ରିଜ୍ରେ ଲଟକି ରହିଛି। ତେବେ ବସ୍ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।
ଆଜିକାଲି ମାଣ୍ଡିଆ ବିଭିନ୍ନ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଷ୍ଟୋର୍ଗୁଡିକରେ ମିଳୁଛି। ମାଣ୍ତିଆରେ ଏମିତି ଅନେକ କିଛି ଅଛି ଯାହା ମାନବର ପୋଷଣ ପାଇଁ ଜରୁରୀ। ମାଣ୍ଡିଆରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ଫାଇବର ରହିଛି। ଏଥିରୁ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ଯେଉଁଥିରେ କର୍କଟ ବିରୋଧୀ ଗୁଣ ମଧ୍ୟ ଥାଏ।
ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଅତି ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ସଂପୃକ୍ତ ମହିଳାଙ୍କ ଅବାଧ ପ୍ରବେଶ କାହିଁକି ? ଗୁପ୍ତ ଚିକିତ୍ସା ନିର୍ଦ୍ଦିଷ୍ଟ ରହସ୍ୟମୟୀ ମହିଳାଙ୍କ ଦ୍ୱାରା କରାଯାଉଛି କି ? ଏହି ରହସ୍ୟମୟୀ ମହିଳାଙ୍କୁ ଚିକିତ୍ସା ପାଇଁ କିଏ ଚୟନ କରିଛି ? ରହସ୍ୟମୟୀ ମହିଳା କେଉଁ ପ୍ରକାର ଚିକିତ୍ସା କରୁଛନ୍ତି ? ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଉଠାଇଲେ ପ୍ରଶ୍ନ..
ତାରା, ଗ୍ରହ ଏବଂ ଉଲ୍କାପିଣ୍ଡ ଉପରେ ତୀକ୍ଷ୍ଣ ନଜର ରଖିବା ପରେ ନାସା ବର୍ତ୍ତମାନ ଏକ ଭୟଙ୍କର ଭବିଷ୍ୟବାଣୀ କରିଛି। ପୃଥିବୀ ଶେଷ ହେବାର ତାରିଖ ଘୋଷଣା କରିଛି। ଏକ ବିଶାଳ ଗ୍ରହ ପୃଥିବୀକୁ ଧକ୍କା ଦେବ ଏବଂ ଏହା ବିନାଶ ହେବ ବୋଲି ନାସା କହିଛି।
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୩ ତାରିଖ ମଙ୍ଗଳବାର । ଚନ୍ଦ୍ର –ବୃଷ ଅହୋରାତ୍ର ।
SCB ମେଡିକାଲରେ ଅନ୍ତଃହୀନ ଦୁର୍ଦ୍ଦଶା । କେବେ ଲାଇନ୍ ରହୁନି ତ କେବେ ପାଣି ସଙ୍କଟ ।
ପ୍ରସନ୍ନ ଆଚାର୍ଯ୍ୟଙ୍କ ନିଶାନାରେ ବିଧାୟକ ରୋହିତ ପୂଜାରୀ ? ରେଢ଼ାଖୋଲରେ ପ୍ରସନ୍ନଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା
ଦୁଇ ବିଧାୟକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିଜେପି ଗୃହକୁ ଅଚଳ କରିପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମ୍ୟାଲେରିଆ ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କ ମ୍ୟାଲେରିଆ ମୁକାବିଲା ପାଇଁ ବିଶେଷ ଫଳପ୍ରଦ ହେବ ।
ଛତିଶଗଡ଼ ରାଜଧାନୀ ରାଇପୁରଠାରୁ ୪୫ କିଲୋମିଟର ଦୂରରେ ଥିବା ତୁଲସୀ ଗାଁକୁ ୟୁଟ୍ୟୁବରଙ୍କ ଗାଁ ଆଖ୍ୟା ଦେଇଛି ଏଠିକାର ଲୋକଙ୍କ ପ୍ରୟାସ।
ରାଉରକେଲା ଉଦିତନଗର ଥାନା ମହିଳା ASI ମୃତ୍ୟୁ ମାମଲା । ୨ ଜଣଙ୍କୁ ଗିରଫ କଲା ଉଦିତନଗର ଥାନା ପୋଲିସ । ସାମ୍ନାକୁ ଆସିଲା ମହିଳା ASIଙ୍କ ମୃତ୍ୟୁପୂର୍ବରୁ ଗଣ୍ଡଗୋଳର ଚିତ୍ର ।
ଔଷଧ ଓ କର୍ମଚାରୀଙ୍କ ଅଭାବ ପାଇଁ ଅଘଟଣ ଆଶଙ୍କା...ଶନିବାର ଓ ରବିବାର ମଧ୍ୟରେ ଉଦବେଗଜନକ ଘଟଣା..ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସହ ୨୪ ମୃତ
ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ହେତୁ, ଲୋକମାନେ ଚାହିଁଲେ ମଧ୍ୟ ପରଦା ଧୋଇବାରେ ସକ୍ଷମ ନୁହଁନ୍ତି। ତେଣୁ ଆସନ୍ତୁ ପରଦା ସଫା କରିବା ପାଇଁ କିଛି ଟିପ୍ସ ଜାଣିବା, ଯାହା ସାହାଯ୍ୟରେ ପରଦାଗୁଡ଼ିକୁ ଖୁବ୍ କମ୍ ସମୟ ମଧ୍ୟରେ ନୂଆ ଭଳି ଚମକାଇ ପାରିବା।
ମୋନିକା ଯେତେବେଳେ ୨୦୨୦ରେ ଦିଲ୍ଲୀ ପୋଲିସରୁ ଇସ୍ତଫା ଦେଇ ମୁଖାର୍ଜୀ ନଗରରେ UPSC ତୟାରି ଆରମ୍ଭ କଲେ, ସେତେବେଳେ ବି ତାଙ୍କ ଉପରେ ଥିଲା ସୁରେନ୍ଦ୍ରର ୨୪ ଘଣ୍ଟିଆ ପାପ ନଜର ।
ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ବାବୁ ବି ଟୁରରେ ସାମିଲ । ରାଜ୍ୟ ତହବିଲରୁ ଖର୍ଚ୍ଚକୁ ନେଇ ଉଠିଲା ଆପତ୍ତି ।
ସାରା ରାଉରକେଲାରେ ସୃଷ୍ଟି ହୋଇଛି ହଇଚଇ । ASI ଆଲିଶାଙ୍କୁ ହତ୍ୟା ଅଭିଯୋଗ ପରେ ମାମଲା ରୁଜୁ ।
ଲୋକୋ ପାଇଲଟ୍ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଯାତ୍ରୀଙ୍କ ଜୀବନ । ଚିତ୍ତୋରଗଡ଼ ନିକଟରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ ।
ଜବାବରେ ବିଜେପି କହିଛି ନବୀନ ହେଉଛନ୍ତି ସବୁଠୁ ବଡ଼ ଜନବିରୋଧୀ । ସେ ଜନ ବିରୋଧୀ ହେଇନଥିଲେ ଜଣେ ଆଇଏଏସ୍ ଅଫିସରଙ୍କୁ ସରକାର ଚଳାଇବାକୁ ଲିଜ୍ରେ ଦେଇଥାନ୍ତେ କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା ।
ଦୁଇ ଦିନ କାଳ ଲାଇନ୍ କଲବଲ କରିଥିଲା । ଆଉ ଲାଇନ୍ ଆସିବା ପରେ କାଲି ସନ୍ଧ୍ୟାରୁ ସାରା ରାତି ପାଣି ପାଇଁ ଦହଗଞ୍ଜ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱସ୍ତରୀୟ ମେଡିକାଲର ଘୋଷା ଚାଲିଥିବା ଏସସିବିରେ ଯେମିତି ରୋଗୀଙ୍କ ଦୁର୍ଦ୍ଦଶା ଦେଖିବାକୁ କି ଶୁଣିବାକୁ କେହି ନାହିଁ ।