• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Puja Mandap
ପୂଜା ପେଣ୍ଡାଲରେ ମାତିଛନ୍ତି କୁନି ଲୁଟେରା ! ୨୦ରୁ ଅଧିକ ମଣ୍ଡପରେ ପକେଟ୍‌ମାର...

ବିହାରୀ ଓ ଝାଡଖଣ୍ଡି ଗ୍ୟାଙ୍ଗର ୨୬ ଅଟକ । ଛୋଟ ପିଲାଙ୍କ ସହ ଗ୍ୟାଙ୍ଗରେ ଶହେରୁ ଅଧିକ ସଦସ୍ୟ ।

5T Secretary VK Pandian takes voluntary retirement
ସ୍ୱେଚ୍ଛାକୃତ ଅବସର ନେଲେ ଭି.କେ ପାଣ୍ଡିଆନ୍‌

5T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍‌ଙ୍କୁ VRS ମିଳିଛି । ପାଣ୍ଡିଆନ୍‌ଙ୍କ VRSକୁ ମଂଜୁର କରିଛି କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ।

Cyber Loot
ମାତିଛନ୍ତି ସାଇବର ଲୁଟେରା; ସାଙ୍ଗ ବନାଇ ଲୁଟିନେଲେ ୩୫ ଲକ୍ଷ

ସାହାଯ୍ୟ କରିବା ଆଳରେ କିଶୋରଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଡାଟା ନେଇ ଯାଇଥିଲେ । ପରେ ବିଭିନ୍ନ ଆକାଉଣ୍ଟକୁ ଟ୍ରାନସଫର କରି ଲୁଟି ନେଇଥିଲେ ୩୫ ଲକ୍ଷ ଟଙ୍କା ।

Puja Mandap
ଧରାପୃଷ୍ଠରେ ପୂଜା ପାଉଛନ୍ତି ଶକ୍ତି ସ୍ୱରୂପିଣୀ, ପୂଜା ମଣ୍ଡପରେ ଦହି ପଖାଳ-ମାଛ ଭୋଗ

କନ୍ୟାରତ୍ନଙ୍କୁ ପୂଜି ପୁଣ୍ୟ ଅର୍ଜିଲେ ବ୍ରତଧାରୀ । ସନ୍ଧ୍ୟାରେ ପୂଜା ପେଣ୍ଡାଲରେ ଅସମ୍ଭବ ଭିଡ଼ ।

Odisha Politics
ମା'ଙ୍କ ପାଖରେ ରାଜନେତାଙ୍କ ଗହଳି; କିଏ ମାରିବ ୨୪ ବାଜି ?

ମା'ଙ୍କ ପାଖରେ ନେତାଙ୍କ ଗହଳି। ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବୀ ଦୁର୍ଗାଙ୍କ ଦର୍ଶନ କରିଥିବାବେଳେ କଟକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମା’ଙ୍କ ପେଣ୍ଡାଲ ବୁଲିଛନ୍ତି ।

quack
କ୍ୱାକ୍ ନେଇଗଲେ କାର୍ ଡ୍ରାଇଭରଙ୍କ ଜୀବନ !

କାର ଡ୍ରାଇଭର ମୁକୁନ୍ଦ ନନ୍ଦ ଅଚେତ ହୋଇଯାଇଥିଲେ । ତାଙ୍କୁ ବିଳମ୍ବିତ ରାତିରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ଆଣିଥିଲେ କ୍ୱାକ୍ ଅନିଲ ମହାକୁଡ଼ ।

Cyclone
ଓଡ଼ିଶାକୁ ନାହିଁ ବାତ୍ୟା ଭୟ; ୨୫ରେ ବାଂଲାଦେଶ ଉପକୂଳ ଛୁଇଁବ 'ହାମୁନ'

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ଆଜି ସକାଳୁ ଓ କିଛି ସ୍ଥାନରେ ମଧ୍ୟାହ୍ନରୁ ବର୍ଷା ଆରମ୍ଭ ହୋଇଯାଇଛି । ଏହି ପ୍ରଭାବ ଆସନ୍ତା ୨୬ ତାରିଖ ଯାଏଁ ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

Paradeep Rain
ଅଶାନ୍ତ ରହିଛି ସମୁଦ୍ର; ପାରାଦୀପରେ ଲାଗି ରହିଛି ତୁହାକୁ ତୁହା ବର୍ଷା

ପାରାଦୀପର ଷଣ୍ଢକୁଦ, ନୂଆବଜାର ବସ୍ତି ହେଉ କିମ୍ବା ଏରସମାର ସମୁଦ୍ରକୂଳିଆ ଅଞ୍ଚଳ ହେଉ ବାତ୍ୟାକୁ ନେଇ ଲୋକେ ଚିନ୍ତିତ ହୋଇଛନ୍ତି । ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଉପରେ ପ୍ରଶାସନ ନଜର ରଖଥିବା ବେଳେ ଦରକାର ସମୟରେ ଆବଶ୍ୟକ ପଦକ୍ଷେପ ନେବ ବୋଲି ପାରାଦୀପ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

Happy Birthday Prabhas
ଆଜି ସାଉଥ୍ ସୁପର ଷ୍ଟାର ପ୍ରଭାସଙ୍କ ଜନ୍ମଦିନ; ଏହି ଫିଲ୍ମରୁ ଆରମ୍ଭ କରିଥିଲେ କ୍ୟାରିୟର

୨୦୦୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ବର୍ଷମ୍‌’ ପ୍ରଭାସଙ୍କ ଅଭିନୀତ ପ୍ରଥମ ସଫଳ ଚଳଚ୍ଚିତ୍ର ଥିଲା । ଏସ୍ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଛତ୍ରପତି’ ତାଙ୍କୁ ଅଧିକ ଲୋକପ୍ରିୟ କରିଥିଲା ।

Former India captain Bishan Bedi
ଭାରତର କିମ୍ବଦନ୍ତୀ ସ୍ପିନର ବିଶନ ସିଂ ବେଦୀଙ୍କ ପରଲୋକ

ଭାରତ ପଇଁ ୧୯୬୭ରୁ ୧୯୭୯ ପର୍ଯ୍ୟନ୍ତ ୬୭ଟି ଟେଷ୍ଟ ମ୍ୟାଚ ଖେଳି ସେ ୨୬୬ଟ ୱିକେଟ୍ ଅକ୍ତିଆର କରିଥିଲେ । ଏମିତିକି ତାଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ମ୍ୟାଚରେ ବି ବିଜୟୀ ହୋଇଥିଲା ।

cyber crime
ପୂର୍ବତନ ବାୟୁସେନା ଅଧିକାରୀଙ୍କ ଆକାଉଣ୍ଟ ଖାଲି; ୩୫ ଲକ୍ଷ ଲୁଟିନେଲା ସାଇବର ଲୁଟେରା

କିଶୋରଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କ ଆକାଉଣ୍ଟ ଖାଲି କରି ଦେଇଛି ସନ୍ତୋଷ । କିଶୋରଙ୍କ ଅଭିଯୋଗ ପରେ ତଦନ୍ତ କରି ସନ୍ତୋଷକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ପୋଲିସ। ତାଠାରୁ ୬ ଲକ୍ଷ ଟଙ୍କା, ଚେକ୍, ବ୍ୟାଙ୍କ୍ ପାସବୁକ ଜବତ କରାଯାଇଛି ।

Dalit boy
ଦୁଇ ଦୁଇ ଥର ଫେରାର ହେଲା, ଏଣୁ ବାପା ମାରିଦେଲା ...

ପିଶାଚ ପାଲଟିଲା ବାପା । ନିଜ ଜନ୍ମ କଲା ଝିଅକୁ କଲା ହତ୍ୟା । ବୟଫ୍ରେଣ୍ତ ସହ ନାବାଳିକା ଜଣକ ଫେରାର ହୋଇ ଯିବାରୁ ହତ୍ୟା ।

Lakme Fashion
ଲାକ୍ ମି ଫେସନ ସୋ’ରେ ଚମକିଲେ ଓଡ଼ିଆ ଯୁବକ

ଦୁଇବର୍ଷ ହେଲା ସେ ମଡେଲିଙ୍ଗକୁ ନିଜର କ୍ୟାରିଅର କରିଛନ୍ତି । ଏହି ପୂର୍ବରୁ ମିଷ୍ଟର କୋରାପୁଟ ଭାବେ ସେ ଆଗରୁ ଟ୍ରଫି ଜିତିଥିଲେ ।

actress and leader gautami tadimalla resigns from bjp
ବିଜେପିର ହାତ ଛାଡିଲେ ଗୌତମୀ ତାଡିମଲା; ଦେଲେ ସାଂଘାତିକ ଅଭିଯୋଗ

ତାମିଲନାଡୁରେ ବିଜେପିକୁ ବଡ଼ ଝଟ୍‌କା। ଅଭିନେତ୍ରୀ ତଥା ବିଜେପି ନେତା ଗୌତମୀ ତାଡିମଲା ବିଜେପିରୁ ଇସ୍ତଫା ଦେଇଛନ୍ତି। ଗୌତମୀ ଏକ ଚିଠି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

2 men loot Rs 13.75 lakh from parked BMW car in Bengaluru
ଦିନ ଦ୍ୱିପ୍ରହରରେ କାର୍‌ କାଚ ତାଡି ଲୁଟ୍; BMWରୁ ଲୁଟିନେଲେ ୧୩ ଲକ୍ଷ ୭୫ ହଜାର ଟଙ୍କା

ବାଇକରେ ୨ ଯୁବକ ସବ୍ -ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ । ସେଠାରେ ଜଣେ ବାଇକ୍ ବୁଲାଇ ଛିଡା ହୋଇଥିବା ବେଳେ ଅନ୍ୟଜଣେ ପାର୍କିଂ ହୋଇଥିବା BMW କାରର କାଚ ଭାଙ୍ଗି ଦିନ ଦ୍ୱିପ୍ରହରରେ ଲୋକଙ୍କ ସମ୍ମୁଖରୁ ୧୩.୭୫ ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ ।

Bishan Singh
ବିଶନ ସିଂ ବେଦିଙ୍କ ପରଲୋକ

ପୂର୍ବତନ କ୍ରିକେଟ ଅଧିନାୟକ ତଥା କିମ୍ବଦନ୍ତୀ ବାମହାତୀ ସ୍ପିନର ବିଶନ ସିଂ ବେଦିଙ୍କ ପରଲୋକ । ୭୭ ବର୍ଷରେ ପରଲୋକ ଗମନ କରିଛନ୍ତି ବିଶନ ।

street dog attack
ବୁଲା କୁକୁରଙ୍କ ଆକ୍ରମଣରେ ପରାଗ ଦେଶାଇଙ୍କ ମୃତ୍ୟୁ

ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।

Durga Puja
ଆଜି ମା’ଙ୍କ ମହାନବମୀ; କଟକର ବିଭିନ୍ନ ପୂଜା ମଣ୍ଡପରେ ଲାଗି ହେବ ମାଛ ଭୋଗ

କେବଳ ଦହିପଖାଳ ନୁହେଁ ନବମୀ ଅବସରରେ ମାଛ ଭୋଗର ରହିଛି ଅନନ୍ୟ ପରମ୍ପରା । କଟକ ଅଲିଶାବଜାର ପୂଜା ମଣ୍ଡପରେ ଆଜକୁ ୨୦୦ ଶହ ବର୍ଷ ଧରି ନବମୀ ଦିନ ମା’ଙ୍କ ପାଖରେ ମାଛ ଭୋଗ ଲାଗି କରାଯାଇଥାଏ ।

Cyclone Warning
'ବାତ୍ୟା ଯିବ ବାଂଲା, ଓଡ଼ିଶାକୁ ଭୟ ନାହିଁ'

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

aamir khan Fatima sana sheikh dating rumours take over internet
ଚର୍ଚ୍ଚାରେ ଅମୀର୍ ଖାନ୍; ଫାତିମାଙ୍କ ସହ ଚାଲିଛି କି ପ୍ରେମ...

ଅମୀର ଖାନ ଖୁବ୍ ଶୀଘ୍ର ଏକ ଫିଲ୍ମରେ କାମ କରିପାରନ୍ତି ଏବଂ ଏହି ଚଳଚ୍ଚିତ୍ରରେ ତାଙ୍କୁ ଫାତିମା ସନା ଶେଖଙ୍କ ସହ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଅମୀର ଖାନ ଏବଂ ଫାତିମା ସନା ଶେଖଙ୍କ ସମ୍ପର୍କର ଖବର ସୋସିଆଲ ମିଡିଆରେ ପୁଣି ଥରେ ଚର୍ଚ୍ଚାର ପରିସର ପାଲଟିଛି।

Agniveer
ଦେଶର ସୁରକ୍ଷା ପାଇଁ ଯାଇଥିଲେ, ସହିଦ ହୋଇ ଫେରିଲେ

ଲଦାଖ ନିକଟ ସିଆଚେନରେ ଡ୍ୟୁଟି କରୁଥିବା ବେଳେ ଦେହାନ୍ତ ହୋଇଥିବା ସୂଚନା । ସେନାର ଲେହର 'ଫାୟାର ଆଣ୍ଡ ଫ୍ୟୁରି କର୍ପସ' ପକ୍ଷରୁ ସୂଚନା ଜାରି କରାଯାଇଛି ।

tiger 3 first song leke prabhu ka naam release
Tiger 3: ଆସିଲା ପୂରା ଗୀତ; 'ଲେକେ ପ୍ରଭୁ କା ନାମ୍‌'ରେ ସଲମାନ-କ୍ୟାଟ୍ରିନାଙ୍କ ଦମଦାର ଡ୍ୟାନ୍ସ

YRF ଗତ ସପ୍ତାହରୁ ‘ଟାଇଗର ୩’ ର ପ୍ରଥମ ଟ୍ରାକ୍‌କୁ ଅପେକ୍ଷା କରାଯାଇଥିଲା ଏବଂ ଆଜି ଏହି ପାର୍ଟି ଟ୍ରାକ୍ ‘ଲେକେ ପ୍ରଭୁ କା ନାମ୍’ ସାମ୍ନାକୁ ଆସିଛି। ସଲମାନ ଏବଂ କ୍ୟାଟ୍ରିନାଙ୍କୁ ପୁଣି ଥରେ ଏକାଠି 'ଲେକେ ପ୍ରଭୁ କା ନାମ୍‌'ରେ ଦମଦାର ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

Cyclone Threat To Odisha
ଅକ୍ଟୋବରରେ କାହିଁକି ମୁଣ୍ତ ଟେକେ ବାତ୍ୟା ?

ଅକ୍ଟୋବର ଆସିଲେ କାହିଁକି ବଙ୍ଗୋପସାଗରରେ ହୁଏ ବାତ୍ୟା ? ୯୯’ ମସିହାର ସେହି ସର୍ବଗିଳା ମହାବାତ୍ୟା ହେଉ କିମ୍ବା ଫାଇଲିନ, ହୁଡହୁଡ୍ ତଥା ଫନି ହେଉ। ସବୁ ବାତ୍ୟା ଆସିଛନ୍ତି ଠିକ୍ ଏହି ଅକଟୋବର ମାସରେ।

pakvsafg
ବିଶ୍ବକପରୁ ବାଦ ପଡ଼ିବ ପାକିସ୍ତାନ!

ଲଗାତାର ଭାବେ ବିଶ୍ବକପରେ ଖରାପ ପ୍ରଦର୍ଶନ, ପାକିସ୍ତାନକୁ କର ଅବା ମର ସ୍ଥିତିରେ ଆଣି ଛିଡ଼ା କରିଛି । ଆଜିର ମ୍ୟାଚରେ ପାକିସ୍ତାନ ପାଇଁ ଅଫଗାନିସ୍ତାନର ସ୍ପିନ ବୋଲିଂ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ।

Israel-Palestine
ଯୁଦ୍ଧର ଘନଘଟା ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବାକୁ ୪୮ ମହଲା ଟାୱାର ଚଢ଼ିଲେ ସ୍ପାଇଡରମ୍ୟାନ୍

ଶାନ୍ତି ପାଇଁ ହେକଲା ଟାୱାର ଚଢ଼ିଲେ ସ୍ପାଇଡର ମ୍ୟାନ । ଗତକାଲି ଫ୍ରାନ୍ସ ପର୍ବତାରୋହୀ ପ୍ୟାରିସରେ ଥିବା ହେକଲା ଟାୱାରକୁ ଚଢ଼ିଛନ୍ତି । ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଶାନ୍ତିର ବାର୍ତ୍ତା ଦେବା ପାଇଁ ସେ ଟାୱାର ଚଢ଼ିଥିବା ଜଣା ପଡ଼ିଛି ।