• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଇଣ୍ଡିଆନ ଟେକ୍ସ ଟାଇଲସ୍ ଆଣ୍ଡ କ୍ରାଫ୍ଟମେନଶିପ ଓ ଲେକମି ଫେଶନ ସପ୍ତାହରେ ଚମକିଲେ ଓଡ଼ିଆ ଯୁବକ ସନ୍ତୋଷ କୁମାର । ଏହି ଫେସନ ୱିକରେ ଏକ ମାତ୍ର ପୁରୁଷ ମଡେଲ ଭାବେ ରାମ୍ପ ୱାକ କରି ସମ୍ମାନୀତ ହୋଇଛନ୍ତି ସନ୍ତୋଷ କୁମାର । ଦୁଇବର୍ଷ ହେଲା ସେ ମଡେଲିଙ୍ଗକୁ ନିଜର କ୍ୟାରିଅର କରିଛନ୍ତି । ଏହି ପୂର୍ବରୁ ମିଷ୍ଟର କୋରାପୁଟ ଭାବେ ସେ ଆଗରୁ ଟ୍ରଫି ଜିତିଥିଲେ ।

ଏବେ ଇଣ୍ଡିଆର ବିଗେଷ୍ଟ ଫେଶନ ସୋ’ ଲେକମି ଫେଶନଦ୍ୱାରା ଆୟୋଜିତ ରନ ସୋ’ରେ ଭାଗ ନେଇ ଜାତୀୟ ଓ ଆନ୍ତର୍ଜାତୀୟ ମଡେଲଙ୍କୁ ପଛରେ ପକାଇ ରନ ସୋ’ରେ ପୁରୁଷ ମଡେଲ ଭାବେ ସମ୍ମାନୀତ ହୋଇଛନ୍ତି ।