ଲ’ ପରୀକ୍ଷା ଚାଲୁଥିବା ବେଳେ ଜଣେ ମହିଳା କପି କରୁଥିବାର ସେଠାରେ ଉପସ୍ଥିତ ଥିବା ଶିକ୍ଷକ ଦେଖିଥିଲେ । ସେ ତାଙ୍କୁ ବାରଣ ବି କରିଥିଲେ । ଏହାପରେ ଆରମ୍ଭ ହେଲା ହାଇଡ୍ରାମା ।
ସମସ୍ତ ଆକ୍ରାନ୍ତଙ୍କୁ ହୀରାକୁଦ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କହିବା କଥା, ଲୋକେ ନିକଟରେ ଥିବା କେନାଲର ପାଣି ବ୍ୟବହାର କରୁଥିବାରୁ ଝାଡ଼ାବାନ୍ତି ବ୍ୟାପିଥାଇପାରେ ।
ଲୁହା ବୋଝେଇ ଟ୍ରକ କେନ୍ଦୁଝର ପଟୁ ଆସି ଏକ ଟ୍ରକ୍ ପଛରେ ଥିବା ଇନୋଭା ଗାଡ଼ିକୁ ଚାପି ଦେଇଥିଲେ । ଫଳରେ ଗାଡ଼ିରେ ଥିବା ଦୁଇ ମହିଳାଙ୍କ ଗାଡିରେ ଚାପି ହୋଇ ମୃତ୍ୟୁ ହୋଇଛି ।
୪ବର୍ଷ ହେଲା ଆତ୍ମନିର୍ବାସନରେ ଲଣ୍ଡନରେ ରହୁଥିଲେ । ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଲଣ୍ଡନ ଚାଲିଯାଇଥିଲେ ।
ପାଡୁଆ ପୋଲିସ୍ ଗାଡ଼ିରୁ ଜବତ କରିଛି ୫୧ କେଜିର ଗଂଜେଇ । ଦାର୍ଲିପୁଟ ଗାଁ ନିକଟରେ କାରକୁ ଅଟକାଇଥିଲା ପୋଲିସ । କାରକୁ ଛାଡ଼ି ଚମ୍ପଟ ମାରିଥିଲା ଗାଡ଼ିର ଡ୍ରାଇଭର । ଗାଡ଼ିର ନମ୍ବର ପ୍ଲେଟରେ ଲେଖାଯାଇଛି ‘PWD, ଭାରତ ସରକାର’ ।
ପୋଷ୍ଟମର୍ଟମ ରିପୋର୍ଟରୁ ଆସିଲା ବଡ଼ ଅପଡେଟ୍ । ଆଲିଶାଙ୍କ ମୃତ୍ୟୁ କୌଣସି ଆକ୍ରମଣ ପାଇଁ ହୋଇନି କିମ୍ବା ତାଙ୍କ ଦେହରେ ସେଭଳି କୌଣସି ଆକ୍ରମଣର ଚିହ୍ନବର୍ଣ୍ଣ ବି ନାହିଁ ।
ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ....ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି...ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା...
ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି।
ରମାଦେବୀ ଜୁନିୟର କଲେଜ ଛାତ୍ରୀ ଆଣିଲେ ରାଗିଂ ପରି ସାଂଘାତିକ ଅଭିଯୋଗ । ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି ।
ମା’ଙ୍କର ସ୍ଥାପନା ପୂର୍ବରୁ, ପ୍ରତିମା ପ୍ରସ୍ତୁତ କରାଯାଏ। ଆପଣ ଜାଣନ୍ତି କି ମା’ଙ୍କର ମୂର୍ତ୍ତି ତିଆରି ପାଇଁ ମାଟି କେଉଁଠାରୁ ଅଣାଯାଏ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ବେଶ୍ୟାଳୟର ମାଟି ବ୍ୟବହୃତ ହୁଏ। ଜାଣନ୍ତୁ କାହିଁକି…
ବିଧାୟକ ତାରା ବାହିନୀପତିଙ୍କ ଦାଣ୍ଡିଆ ଡ୍ୟାନ୍ସ....ଜୟପୁରରେ ଦାଣ୍ଡିଆ ନାଇଟରେ ନାଚିଲେ ତାରା
ସୌର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୧ ତାରିଖ ଶନିବାର, ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...
କାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ...ଏବେ ଉତ୍କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ TV-D1
ଜୟଙ୍କ ସହ ସଂପର୍କରେ ତିକ୍ତତାରୁ ଅଲଗା ହୋଇଥିଲେ ମହୁଆ....ପୋଷା କୁକୁର 'ହେନରୀ'କୁ ନେଇ ସୃଷ୍ଟି ହୋଇଥିଲା ବିବାଦ...ଝଗଡ଼ାରୁ ହିଁ ମହୁଆଙ୍କ ଗୁମର ଖୋଲିଥିବା ଚର୍ଚ୍ଚା..
ଉତ୍କ୍ଷେପଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ ।
ଛୁଟିରେ ବାହାରକୁ ଗଲେ କୌଣସି ଲୋକଙ୍କୁ ଜିମା ଦିଅନ୍ତୁ....ଘର ଭିତରେ କୌଣସି ବି ମୂଲ୍ୟବାନ ଜିନିଷ ରଖନ୍ତୁ ନାହିଁ...କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଲେ ୧୧୨କୁ ଫୋନ୍ କରନ୍ତୁ...
ମାଆଙ୍କ ଘଟ ସ୍ଥାପନ ସହ ନବପତ୍ରିକା ପ୍ରବେଶ, ଚକ୍ଷୁ ଦାନ, ପ୍ରାଣ ପ୍ରତିଷ୍ଠା କରାଯାଇ ସପ୍ତମୀ ବିହୀତ ପୂଜାର୍ଚ୍ଚନା କରାଯିବ । ମନ୍ତ୍ରଧ୍ୱନିରେ ପ୍ରକଂପିତ ହେବ ପୂଜା ମଣ୍ଡପ ।
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ସ୍ଥଗିତ... ଜିଲ୍ଲା ସଂଘ ସହ ଆଲୋଚନା ପରେ ନିଷ୍ପତ୍ତି ନେଲା ରାଜ୍ୟ ସଂଘ...ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କ ଅପିଲ ପରେ ସ୍ଥଗିତ ...
ମିଶନ ଗଗନୟାନର ପ୍ରଥମ ଟେଷ୍ଟ ଫ୍ଲାଇଟ୍…ସକାଳ ୮ଟାରେ ଶ୍ରୀହରିକୋଟ୍ଟାରୁ TV-D1ର ଉତକ୍ଷେପଣ…ଭୂପୃଷ୍ଠରୁ ୧୭ କି.ମି. ଉପରକୁ ଯାଇ ଖସିବ କ୍ରୁ-ମଡ୍ୟୁଲ୍…୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ,,
ଆଜି ହେଉଛି ନବରାତ୍ରୀର ସପ୍ତମ ଦିନ। ଏହି ଦିନ ଦେବୀ ଦୁର୍ଗାଙ୍କ ସପ୍ତମ ଶକ୍ତି ମା’ କାଳରାତ୍ରୀଙ୍କୁ ପୂଜା କରିବାର ପରମ୍ପରା ରହିଛି। ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ମା’ କାଳରାତ୍ରୀଙ୍କ ପୂଜା ବିଧି ଏବଂ ମହତ୍ତ୍ୱ।
କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ ।
ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ।
ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ ଦର୍ଶନ ହୀରାନନ୍ଦାନି। ଏହାକୁ ନେଇ ପିନାକୀଙ୍କ ଉପରେ ବର୍ଷିଛି ବିଜେପି।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।
ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।