ଗତ ଡିସେମ୍ବର ୨୯ ତାରିଖରେ ଭୁବନେଶ୍ବର ପାଣ୍ଡରା ସ୍ଥିତ ହାଇଟେକ ମେଡିକାଲ କଲେଜ ଓ ହସ୍ପିଟାଲ କ୍ୟାମ୍ପସରେ ଏକ ଆଉଟସୋର୍ସିଂ ଏଜେନ୍ସି ଦ୍ବାରା ଏହି ଏସି ମରାମତି ବେଳେ କଂପ୍ରେସର ବିସ୍ଫୋରଣ ଘଟିଥିଲା ।
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଜାଣନ୍ତୁ ଆଜି କେଉଁ ସମୟ ରହିଛି ଆପଣଙ୍କ ପାଇଁ ଶୁଭ...
ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି।
୧୦ ବର୍ଷ ପରେ ଏଥର ପାଲାସ ଫିସ୍ ଇଗଲ ପକ୍ଷୀ ଚିଲିକାରେ ଦେଖାଦେଇଛି।
ସୁମିତ ରଣଜୀ ଦଳରୁ ବିଦା ହେବା ପରେ ତାଙ୍କ ସ୍ଥାନରେ ତାରିଣୀ ସାଙ୍କୁ ସ୍ଥାନ ମିଳିଛି । ଆସନ୍ତାକାଲିଠାରୁ ଓଡିଶା ଦଳ ବରୋଦା ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବା ପୂର୍ବରୁ ଏଭଳି ବୟସ ଜାଲିଆତି ଘଟଣା ନୂଆ ବିବାଦ ସୃଷ୍ଟି କରିଛି ।
କଂଗ୍ରେସର ବି ଦେଲା ସମାନ ପ୍ରତିଶ୍ରୁତି । ଆନ୍ଦୋଳନ ଚେତାବନୀ ଦେଲା କ୍ଷତିଗ୍ରସ୍ତ ଜମାକାରୀ ମଞ୍ଚ ।
ଗାଡ଼ି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ । ବିକଶିତ ଭାରତ ସଂକଳ୍ପ ରଥକୁ ଅସହଯୋଗକୁ ନେଇ ରାଜନୀତି ।
କମିଶନରେଟ୍ ପୋଲିସର ବଛା ବଛା ଅଫିସରଙ୍କୁ ଚୟନ କରି ଡିପ୍ ଫେକ୍ ସଂପର୍କରେ ଦିଆଯିବ ତାଲିମ । ଏକ ସଫ୍ଟୱେର୍ କମ୍ପାନୀର ୨୦ ସାଇବର୍ ଏକ୍ସପର୍ଟ ସଂପୃକ୍ତ ଅଫିସରକୁ ତାଲିମ ଦେବେ ।
କାଲି ସଂଧ୍ୟାରେ ଏକ ସ୍କୁଟିଯୋଗେ ମୁଦିପଡ଼ାରୁ କୁଞ୍ଜେଲପଡ଼ା ଯାଉଥିଲା ବେଳେ ୧୩ ବର୍ଷିୟ ଏଇ ନବମ ଶ୍ରେଣୀ ଛାତ୍ର ଦିଶାନ୍ତ ନାୟକଙ୍କୁ ମୁଦିପଡ଼ା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଅଫିସ୍ ଆଗରେ ଏକ ଟୁରିଷ୍ଟ ବସ୍ ଧକ୍କା ଦେଇଥିଲା ।
ଅନୁଗୁଳ ସହରର ପ୍ରଦୂଷଣ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ମାତ୍ରାକୁ ଟପିଯାଇଛି । ଗତକାଲି ଦିଲ୍ଲୀରେ AIR QUALITY INDEX- AQI ୩୪୧ ଥିବାବେଳେ ଅନୁଗୁଳର AQI ଥିଲା ୩୫୪ ।
ମାଡିକେରି ଜିଲ୍ଲାର ମୁକୋଡାଲୁ ଗାଁର ୧୯ ବର୍ଷୀୟ ଯୁବକ ବିଷ୍ଣୁ ଉଥାପା ନିଜ ବାପାଙ୍କ ବନ୍ଦୁକରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସାଙ୍ଗର କୁକୁରକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଲେ । କୁକୁର ତ ଆରାମରେ ପହଁରି ପହଁରି ଆସିଗଲା । କିନ୍ତୁ ରହିଗଲେ ଯୁବକ ଜଣକ । ପାଣି ଭିତରେ ସଲୀଳ ସମାଧି ନେଲେ ।
ବିଭିନ୍ନ ମହଲରେ ଏହି ଘଟଣାକୁ ନିନ୍ଦା କରାଯାଇଥିବା ବେଳେ ଅନେକ ଏହି ଭିଡିଓକୁ ଦେଖି ଖୁସି ହୋଇଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ୟୁଜର୍ସଙ୍କୁ ମନୋରଞ୍ଜନର ଦେଇଛି ।
ହୋଟେଲ ମାଲିକ ଓ ହୋଟେଲର କର୍ମଚାରୀ ଓମ୍ ପ୍ରକାଶ ଏବଂ ହେମରାଜକୁ ଗିରଫ କରିଛି ପୋଲିସ । ମଡେଲ ଦିବ୍ୟା ପାହୁଜାଙ୍କ ମୃତଦେହକୁ ଏହି ଦୁଇ ହୋଟେଲ କର୍ମଚାରୀ ଲୁଚାଇଥିବା ଜଣାପଡ଼ିଛି ।
ଶିଳ୍ପୀ ଲକ୍ଷ୍ମୀଧର ରଣାଙ୍କ ସହ ୧୫ ଜଣ କାରିଗର ଏହି ମୂର୍ତ୍ତି ନିର୍ମାଣରେ ଲାଗିପଡିଛନ୍ତି ।
‘ବରିଷ୍ଠ ନେତା ତଥା ବିଧାୟକଙ୍କ ଉପରୁ ଉଠିବ ନିଲମ୍ବନ’ । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ମନ୍ତବ୍ୟ ।
୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡ଼ାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ ଏ ସଂପର୍କୀତ ଗାଇଡଲାଇନ ନେଇ ଚିଠିରେ ଉଲ୍ଲେଖ ରହିଛି ।
ଦେଢ଼ ଦିନରେ ଶେଷ ହୋଇଗଲା ଖେଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟରେ ଭାରତର ଦମଦାର ବିଜୟ । ବିଜୟ ସହ ସିରିଜ ବରାବର କଲା ଭାରତୀୟ ଦଳ ।
ଶ୍ରୀରାମଙ୍କୁ ନେଇ ସେ ଅନେକ କିଛି ଖରାପ ମନ୍ତବ୍ୟ ଦେଇଥିଲେ । ଯାହାଫଳରେ ବିବାଦ ଆରମ୍ଭ ହୋଇଥିଲା ।
ବଲିଉଡରେ ଆଇଟମ ଗୀତର ପ୍ରବଳ ଚାହିଦା ରହିଛି । ଫିଲ୍ମ ଖରାପ ହେଉ କି ଭଲ.. ଆଇଟମ ଗୀତ କିନ୍ତୁ ସବୁବେଳେ ହିଟ ହୋଇଥାଏ । ଆଉ ଏହି ଆଇଟମ ଗୀତ ପାଇଁ ଅଭିନେତ୍ରୀମାନେ ପ୍ରବଳ ପାରିଶ୍ରମିକ ନେଇ ଥାଆନ୍ତି । ଆପଣ ଜାଣନ୍ତି କି, ବେଳେ ବେଳେ ଆଇଟମ ଗୀତ ପାଇଁ ନେଉଥିବା ପାରିଶ୍ରମିକ, ଅଭିନେତ୍ରୀଙ୍କଠାରୁ ମଧ୍ୟ ଅଧିକ ଥାଏ ।
ଏହି ଆଇଟି କମ୍ପାନୀର ମୁଖ୍ୟ ହେଲେ ମୁରଲୀ । ସେ ତାଙ୍କ ପତ୍ନୀଙ୍କ ସହ ମିଶି ୨୦୦୯ ମସିହାରେ ଏହି ସଂସ୍ଥା ଆରମ୍ଭ କରିଥିଲେ ।
ପୂର୍ବରୁ EPFO ତା’ର ସମସ୍ତ ଗ୍ରାହକଙ୍କୁ ଏନେଇ ସୂଚନା ଦେଇଥିଲା । ଅନ୍ଲାଇନ୍ ମାଧ୍ୟମରେ ଗ୍ରାହକମାନଙ୍କୁ ଆବେଦନ ପାଇଁ ସୂଚନା ଦେଇଥିଲା । ଏଥି ସହିତ ଅନଲାଇନ୍ ଜରିଆରେ ବିଭିନ୍ନ ସୁବିଧା ପ୍ରଦାନ କରାଯାଇଥିଲା ।
ସୁନ୍ଦର କାରୁକାର୍ଯ୍ୟରେ ନିଜକୁ ଚକ୍ମକ୍ କରି ପ୍ରଭୁ ଶ୍ରୀରାମଙ୍କୁ ଅପେକ୍ଷା କାରିଛି ରାମ ମନ୍ଦିର । ସେହି ୨୨ ତାରିଖକୁ । ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତକୁ । ଯେଉଁ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ର ରାମ ମନ୍ଦିରରେ ପୂଜା ପାଇବେ ।
ତିନି ଠାକୁରଙ୍କ କେଉଁ ବିଗ୍ରହଟି ଗର୍ଭଗୃହରେ ପୂଜା ପାଇବେ, ତାହାର କୌଣସି ଫଟୋ କିମ୍ବା ଭିଡିଓ ସର୍ସମ୍ମୁଖକୁ ଆସିବ ନାହିଁ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତୀୟ ବାୟୁ ସେନାର ସୂଚନା ଅନୁସାରେ ପ୍ରାର୍ଥୀମାନେ IAF Agniveervayuର ଅଫିସିଆଲ୍ ୱେବସାଇଟ୍ agnipathvayu.cdac.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ ।