• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deepak Acharya

ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୫ ଶୁକ୍ରବାର । ଚନ୍ଦ୍ର- କନ୍ୟା ପ୍ରାତଃ ୦୬.୪୫ ଗତେ ତୁଳା । ତିଥି- ୯ମୀ ରାତ୍ରି ୧୧.୪୬ ଗତେ ୧୦ମୀ । ଘାତଚନ୍ଦ୍ର- ବୃଷ ରାଶିର ପ୍ରାତଃ ୦୬.୪୫ ପର୍ଯ୍ୟନ୍ତ । ଘାତବାର- ବିଛା, ଧନୁ ଓ ମୀନ ରାଶିର । ପୁଷ୍କର ଦୋଷ- ନାସ୍ତି ।

ଶୁଭ ସମୟ

ପ୍ରାତଃ- ୦୬.୨୬ରୁ ୦୭.୦୯

ପ୍ରାତଃ- ୦୭.୫୩ରୁ ୦୯.୦୯

ଦିବା- ୧୨.୧୩ରୁ ୦୩.୦୭

ଦିବା- ୦୩.୫୦ରୁ ୦୫.୧୭

ସନ୍ଧ୍ୟା- ୦୬.୦୯ରୁ ୦୮.୩୪

ରାତ୍ରି- ୧୨.୧୮ରୁ ୦୨.୦୩

ରାତ୍ରି- ୦୨.୫୬ରୁ ୦୪.୪୧

ଅଶୁଭ ସମୟ

ରାହୁକାଳ- ଦିବା ୧୦.୩୦ରୁ ୧୧.୫୧

କାଳବେଳା- ଦିବା ୧୦.୩୦ରୁ ୧୧.୫୧

ବାରବେଳା- ଦିବା ୦୯.୦୯ରୁ ୧୦.୩୦

କାଳରାତ୍ରି- ରାତ୍ରି ୦୮.୩୪ରୁ ୧୦.୧୩