• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

Naveen Patnaik
ସଭା ମଞ୍ଚରେ ଟକ୍‌ ଫାଇଟ୍; ୨୩ ବର୍ଷ ତଳେ ଶୁଭ ଦେଇଥିଲେ ନବୀନ, ଏଯାଏଁ କାମ ସରିନି...!

ଅସଂପୂର୍ଣ୍ଣ ପ୍ରକଳ୍ପ ଉଦଘାଟନ କରିଥିବା କହି ବିରୋଧୀଙ୍କ ଟାର୍ଗେଟ୍ । ମଞ୍ଚ ଉପରେ ବାକ୍ ଯୁଦ୍ଧ ।

Odisha consumed liquor worth Rs 60 crore on New Year eve
ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା; ପିଉ ପିଉ ପିଇଦେଲେ ୧୧ ଲକ୍ଷ ଲିଟର ମଦ !

ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !

Bus Service
ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍ ? କେଉଁଠି ନିୟମିତ ଗଡୁନି, କେଉଁଠି ବସ୍ ଫାଙ୍କା

ପୁରା ନାରାୟଣପାଟଣା ବ୍ଳକକୁ ଗୋଟିଏ ବସ୍ । ବିଶ୍ୱାସଭାଜନ ହେଉନି ସରକାରଙ୍କ ଲକ୍ଷ୍ମୀ ବସ୍ ସେବା ।

Odisha Politics
ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ ! ମେଡିକାଲ୍ ଶଯ୍ୟାରେ ଥିବା ବେଳେ କାହିଁକି ପ୍ରତ୍ୟାହାର ହେଲା ବହିଷ୍କାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

Fuel Tanker Catches Fire
ଓଭରବ୍ରିଜ୍‌ ଉପରେ ଓଲଟିପଡ଼ିଲା ଟ୍ୟାଙ୍କର; ଲାଗିଗଲା ନିଆଁ, ଅଟକି ରହିଲା ଶହଶହ ଗାଡ଼ି

ଟ୍ରାଫିକ୍‌ ପୋଲିସ ଉପସ୍ଥିତ ରହି ଗାଡ଼ି ଗୁଡ଼ିକୁ ଅଟକାଇବା ସହିତ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ । ଦୁର୍ଘଟଣାରେ ମୃତାହତଙ୍କ ସୂଚନା ମିଳିପାରିନାହିଁ ।

OSSSC RI,ARI & AMIN, SFS ICDS Recruitment Apply Over 2800 Posts
OSSSC ରେ ପୂରଣ ହେବ ୨୮୦୦ ରୁ ଅଧିକ ପଦବୀ; ଯୁକ୍ତ ୨ କରିଥିଲେ କରନ୍ତୁ ଆବେଦନ

OSSSC ନିକଟରେ RI, ARI, Amin, SFS, ICDS ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ପ୍ରାର୍ଥୀମାନେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୨୮୦୦ ରୁ ଅଧିକ ପଦବୀ ପୂରଣ ହେବ।

Plant Blast
KJS ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେମିତି ହେଲା ବିସ୍ଫୋରଣ ଏନେଇ ପ୍ଲାଣ୍ଟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Pahadi gang
୮ ଜଣଙ୍କୁ ବାନ୍ଧିଲା ପୋଲିସ, ସମସ୍ତ ଡକାୟତ ଝାଡ଼ଖଣ୍ଡର

ପାଖାପାଖି ୨୦ ଲକ୍ଷ ଟଙ୍କା ଲୁଟିଥିବା ନେଇ ତଥ୍ୟ ପାଇଛି ପୋଲିସ।

Cheetah
କୁନୋ ଜାତୀୟ ଉଦ୍ୟାନରେ ଜନ୍ମ ନେଲେ ତିନି ଚିତା ବାଘ

କୁନୋ ଜାତୀୟ ଉଦ୍ୟାନକୁ ୩ଟି ନୂଆ ଅତିଥି ଆସିଥିବା ସେ ସୋସିଆଲ ମିଡିଆ 'ଏକ୍ସ'ରେ ସୂଚନା ଦେଇଛନ୍ତି । 

Narsingh Mishra
ସୁକତେଲ ପ୍ରକଳ୍ପ ଲୋକାର୍ପଣ ସମାରୋହରେ ଧୋଇଦେଲେ ନରସିଂହ

ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଭାମଞ୍ଚରେ ନରସିଂହ ମିଶ୍ରଙ୍କ ଧୂଲେଇ ।

Kamia Jani
ରାଜ୍ୟପାଳଙ୍କୁ ଭେଟିଲେ ବୈଦିକ ବ୍ରାହ୍ମଣ ପରିଷଦ

ରାଜଭବନରେ ଭେଟି ସ୍ମାରକ ପତ୍ର ଦେଲା ବୈଦିକ ବ୍ରାହ୍ମଣ ପରିଷଦ । ୧୧ ଜଣିଆ ସଦସ୍ୟ ରାଜ୍ୟପାଳଙ୍କୁ ଭେଟିଲେ ।

Run Way
ନୂଆ ଟେକ୍ନୋଲୋଜି ! ଘନ କୁହୁଡ଼ି ଥିଲେ ବି ସୁରକ୍ଷିତ ଲ୍ୟାଣ୍ଡ କରିପାରିବ ବିମାନ

ଘନ କୁହୁଡିରେ ବି ପାଇଲଟଙ୍କୁ ଦୃଶ୍ୟମାନ ହେବ ରନୱେ । ଭୁବନେଶ୍ୱର ବିମାନ ବନ୍ଦରରେ ଚାଲିଛି କ୍ୟାଟ-2 ଭିଜନ ସମ୍ପ୍ରସାରଣ ।

Ram Ayenge...
‘ରାମ ଆୟେଙ୍ଗେ....’ ରାମଙ୍କର ଗୋଟିଏ ଭଜନ ରାତାରାତି କରିଦେଲା ଷ୍ଟାର ! ମୋଦି ବି କଲେ ପ୍ରଶଂସା

ସବୁଠାରୁ ବଡ଼ କଥା ହେଲା ସ୍ୱାତୀ ମିଶ୍ରଙ୍କ ଏହି ଗୀତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ରାମଲାଲାଙ୍କୁ ସ୍ୱାଗତ କରିବା ପାଇଁ ସ୍ୱାତୀ ମିଶ୍ରଙ୍କର ଏହି ଭଜନ ଖୁବ୍‌ ସୁନ୍ଦର । ଏହା ଭକ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେବ ।

Crime
ହୋଟେଲ ରୁମ୍‌ରେ IIT ଛାତ୍ରୀଙ୍କ ମୃତଦେହ, ଅଧ ରାତିରେ ନିଶାରେ କରିଥିଲେ ଚେକ୍‌ଇନ୍‌

ଐଶ୍ୱର୍ଯ୍ୟା ପୁଲୁରୀ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ବିଭାଗର ଚତୁର୍ଥ ବର୍ଷର ବି.ଟେକ୍ ଛାତ୍ରୀ ଥିଲେ । ଯାଞ୍ଚରୁ ଜଣାପଡିଛି ଯେ ଝିଅମାନଙ୍କ ସହ ଦୁଇଜଣ ପୁଅ ମଧ୍ୟ ହୋଟେଲରେ ଚେକ୍ ଇନ୍ କରିଥିଲେ ।

aamir khan daughter iras marriage with nupur shikhare
ବାଜୁଛି ଆମୀରଙ୍କ ଘରେ ଶାହାନାଇ; ଜାଣନ୍ତୁ ଝିଅର ପ୍ରେମ କାହାଣୀ

ଆମୀର ଖାନଙ୍କ ଘରେ ଆଜି ବାଜୁଛି ଶାହାନାଇ। ତାଙ୍କର ପ୍ରିୟ ଝିଅ ଆୟରା ଖାନ୍‌ ଆଜି ବିବାହ କରୁଛନ୍ତି। ଆୟରା ତାଙ୍କ ବାପାଙ୍କ ଫିଟ୍‌ନେସ୍ କୋଚ୍ ନୁପୁର ଶିଖରେଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଛନ୍ତି। ତେବେ ନୁପୁର କିଏ? ସେ ଏବଂ ଆୟାରଙ୍କ ପ୍ରେମ କାହାଣୀ କିପରି ଆରମ୍ଭ ହେଲା? ଆସନ୍ତୁ ସେ ବିଷୟ ଜାଣିବା।

Garbage Problem
ରାସ୍ତାରେ ଅଳିଆ ପକାଇଲେ ଫାଇନ୍ କାଟିବ BMC

ରାସ୍ତା ଉପରେ ଅଳିଆ ପକାଇଲେ କଡ଼ା କାର୍ଯାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛି BMC ।

Goutam Adani
ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ କ୍ଲିନ୍‌ ଚିଟ୍‌

ଏହି ମାମଲାରେ SIT ତଦନ୍ତକୁ ମନା କରିଛନ୍ତି କୋର୍ଟ। ତଦନ୍ତକୁ SEBI ଠାରୁ ସ୍ପେସାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଟିମ୍‌ (SIT)କୁ ନେବାର କୌଣସି କାରଣ ନାହିଁ।

Delivery Boy
ମିଳିଲାନି ପେଟ୍ରୋଲ, ଘୋଡ଼ାରେ ବସି ଫୁଡ୍‌ ଡେଲିଭରି କଲେ ଜୋମାଟୋ ବୟ..ଭିଡିଓ ଭାଇରାଲ

ପେଟ୍ରୋଲ ମିଳିଲାନି ବୋଲି ଘୋଡ଼ା ଉପରେ ବସି ଫୁଡ୍‌ ଡେଲିଭରି କଲେ ଜଣେ ଜୋମାଟୋ ବୟ । ଏହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

Dipika chikhlia requested narendra modi to place goddess sita with lord rama in ayodhya
ଅଯୋଧ୍ୟାରେ ରାମ ମନ୍ଦିରକୁ ନେଇ ଦୁଃଖ ପ୍ରକାଶ କଲେ ରାମାୟଣର ସୀତା; କହିଲେ ଏମିତି…

ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖ୍‌ଲିଆ ଉତ୍ସାହିତ ହେବା ସହ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି। ଏଠାରେ କିଛି ବ୍ୟତିକ୍ରମକୁ ଉପଲବ୍ଧି କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। ଜାଣନ୍ତୁ ସେ କ’ଣ କହିଛନ୍ତି…

David Warner
ଟେଷ୍ଟରେ ୱାର୍ଣ୍ଣରଙ୍କ ବିରଳ ରେକର୍ଡ; ପ୍ରତି ୭ଟି ଇଂନିସରେ ଗୋଟିଏ ଶତକ

ୱାର୍ଣ୍ଣର ୧୧୧ଟି ଟେଷ୍ଟରୁ ୪୪.୫୮ ଆଭରେଜରେ ୮,୬୯୫ ରନ୍ କରିଛନ୍ତି । ୨୦୩ଟି ଇଂନିସ ମଧ୍ୟରେ ରହିଛି ୨୬ଟି ଶତକ ଓ ୩୬ଟି ଅର୍ଦ୍ଧଶତକୀୟ ଇଂନିସ । ତାଙ୍କର ଶ୍ରେଷ୍ଠତମ ସ୍କୋର ହେଉଛି ଅପରାଜିତ ୩୩୫ ।

Lower Suktel
ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ, ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବହୁ ବାଦ ବିବାଦ, ବିରୋଧ ଯୋଗୁଁ ଏହି ପ୍ରକଳ୍ପ ସମ୍ପୂର୍ଣ ହେବାକୁ ୨୩ ବର୍ଷ ଲାଗିଯାଇଥିଲା ।

Murder
କୋଟିଏ ଟଙ୍କାର ଇନସୁରାନ୍ସ ପାଇଁ ସାଙ୍ଗକୁ ହତ୍ୟା, ପୋଲିସ୍‌ କଲା ଭୟଙ୍କର ଖୁଲାସା

ତାମିଲନାଡୁର ଜଣେ ବ୍ୟକ୍ତି ୧ କୋଟି ଟଙ୍କା ବୀମା ରାଶି ପାଇଁ କେବଳ ନିଜକୁ ମୃତ ଘୋଷଣା କରିନାହାନ୍ତି ବରଂ ତାଙ୍କ ବନ୍ଧୁଙ୍କୁ ମଧ୍ୟ ହତ୍ୟା କରିଛନ୍ତି।

Soumya Ranjan Patnaik
ମୁହଁ ଖୋଲିଲେ ସୌମ୍ୟ; କହିଲେ, ମୋର କିଛି ନାହିଁ..ଯାହାଙ୍କୁ ଗଢ଼ିଥିଲି, ସେମାନେ ଚୋଟ ମାରିଲେ

ଖୋର୍ଦ୍ଧାରେ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବଡ଼ ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ ।

Stipend
ବଢ଼ିଲା ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ

ନର୍ସିଂ, ଫାର୍ମାସୀ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଲେ ରାଜ୍ୟ ସରକାର ।

Srimandira
ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ

ଶ୍ରୀଜିଉଙ୍କ ଆଜି ବନକଲାଗି ନୀତି ଥିବାରୁ ୪ ଘଣ୍ଟା ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।