/odishatv-khabar/media/post_attachments/uploadimage/library/16_9/16_9_0/Kidnap_1704386747.jpg)
Kidnap
ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଅପହରଣ ଅଭିଯୋଗ । ଚନ୍ଦକା ଥାନା ନିକଟରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଏକ କାରରେ ଆସି ଉଠାଇନେଲେ କିଛି ଦୁର୍ବୁତ୍ତ। ଅପହୃତ ଯୁବକ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା। ଅଳ୍ପକେ ଅନ୍ୟ ଜଣେ ବନ୍ଧୁ ଖସିଯାଇଛନ୍ତି। ଚନ୍ଦକା ଥାନାରେ ଅଭିଯୋଗ ପରେ ପୋଲିସ ତନାଘନା ଜାରି ରଖିଛି।
Advertisment
-ରାଜଧାନୀ ଉପକଣ୍ଠ ଚନ୍ଦକାରୁ ଜଣେ ଯୁବକଙ୍କୁ ଅପହରଣ
-ଚନ୍ଦକା ଥାନାର ଅଳ୍ପଦୂରରୁ ଉଠାଇନେଲେ ଦୁର୍ବୃତ୍ତ
-ଅପହୃତ ଯୁବକ ଦାରୁଠେଙ୍ଗ ଗାଁର ଆଶିଷ ରଞ୍ଜନ ବେହେରା
-କାର୍ରେ ଆସି କିଛି ଦୁର୍ବୃତ୍ତ ତାଙ୍କୁ ଉଠାଇନେଲେ#Bhubaneswar#Kidnappic.twitter.com/pkRDKWER2P— ଓଟିଭି (@otvkhabar) January 4, 2024
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)