ଆପଣ ଯଦି ପ୍ରେମରେ ବିଫଳ ହୋଇଛନ୍ତି, ଆପଣଙ୍କ ହୃଦୟ ଯଦି ପ୍ରେମରେ ଭାଙ୍ଗି ଯାଇଛି ତେବେ ନିଜକୁ ସମ୍ଭାଳିବା ଆବଶ୍ୟକ। ଏଥିରୁ ବାହାରିବା ପାଇଁ କିଛି ସମୟ ଲାଗିବ, କିନ୍ତୁ ଆପଣ ଏଥିରୁ ବାହାରି ପାରିବେ। ତେବେ ଆସନ୍ତୁ ଏ ବିଷୟରେ ଜାଣିନେବା।
ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।
ଟଙ୍କା ଉଠୁଥିଲା ବ୍ୟାଙ୍କ ଆକାଉଣ୍ଟରୁ, ହେଲେ ନା ଉପଭୋକ୍ତା ଜାଣିପାରିଲେ ନା ବ୍ୟାଙ୍କ କର୍ତ୍ତୃପକ୍ଷ ଆଦିଅନ୍ତ ପାଇଲେ । ୬ ଜଣ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରୁ ୮୫ ଲକ୍ଷ ଟଙ୍କା ଉଠାଇ ହରଣଚାଳ କରିଥିବା ଅଭିଯୋଗ ହୋଇଛି ।
ଗତ ଶୁକ୍ରବାର ଦିନ ଜଙ୍ଗଲରେ ନିଆଁ ଲାଗିଥିଲା । ଘଟଣା ସମ୍ପର୍କରେ ସୂଚନା ପାଇ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ।
ଦୁର୍ନୀତି ଅଭିଯୋଗରେ ଇଡି ଦ୍ୱାରା ଗିରଫ ହୋଇ ହେମନ୍ତ ସୋରେନ ଏବେ ଜେଲରେ ଥିବା ବେଳେ, ବରିଷ୍ଠ ନେତା ତଥା ମନ୍ତ୍ରୀ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି JMM ସମେତ ଶାସକ ଦଳ ବିଧାୟକ ।
ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତସିଂହପୁର, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ପୁରୀ, ଖୋର୍ଦ୍ଧା, ଗଂଜାମ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ।
ଯଦି ଆପଣଙ୍କର ପିଲା ନକାରାତ୍ମକ ପ୍ରତିକ୍ରିୟା ଆରମ୍ଭ କରି ଦେଇଛନ୍ତି କିମ୍ବା ସଠିକ୍ ବ୍ୟବହାର କରୁନାହାଁନ୍ତି, ତେବେ ଏହା ନିଶ୍ଚିତ ଯେ ସେ ନକାରାତ୍ମକ ଶକ୍ତି ଦ୍ୱାରା ଘେରି ରହିଛନ୍ତି କିମ୍ବା ଅବସାଦରେ ପୀଡିତ ଅଛନ୍ତି। ଜାଣନ୍ତୁ କିପରି ଆଣିବେ ବାଟକୁ।
କେନ୍ଦ୍ର ସରକାରଙ୍କ ସଫଳତା ଓ ଆଗାମୀ ଦିନର ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ସୂଚନା ଦେଇଥିଲେ । ନୂଆ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପ ପାଇଁ ସାରା ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ରାଷ୍ଟ୍ରପତି ।
ପ୍ରତ୍ୟେକ ଯୁବତୀଙ୍କ ଆଲମାରୀରେ ଶାଢି ନିଶ୍ଚିତ ଭାବରେ ଥିବ, କିନ୍ତୁ ସ୍ୱଳ୍ପ ଉଚ୍ଚତା ହେତୁ ଅନେକ ଶାଢି ପିନ୍ଧିବାକୁ ଦ୍ୱିଧା କରନ୍ତି। ତେବେ ଏମିତି କିଛି ଉପାୟ ମଧ୍ୟ ଅଛି ଯାହାକୁ ଆପଣ ଗ୍ରହଣ କରି ଆପଣ ମଧ୍ୟ ଶାଢି ପିନ୍ଧି ସୁନ୍ଦର ଏବଂ ଲମ୍ବା ଦେଖାଯିବେ।
ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତାର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ୫ଟି ସ୍ଥାନରେ ଅସ୍ଥାୟୀ ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି ।
ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବା ବେଳେ, ରାଜ୍ୟପାଳ ରଘୁବର ଦାସ ପ୍ରଥମ ଥର ପାଇଁ ଗୃହରେ ଅଭିଭାଷଣ ରଖିବେ ।
ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ସୋମବାର ଚନ୍ଦ୍ର- ବିଛା ଅହୋରାତ୍ର ତିଥି- ୧୦ମୀ ସନ୍ଧ୍ୟା ୦୫.୨୫ଗତେ ୧୧ଶୀ ଘାତଚନ୍ଦ୍ର- ନାସ୍ତି ଘାତବାର- ମିଥୁନ ରାଶିର ପୁଷ୍କର ଦୋଷ- ନାସ୍ତି
ପତ୍ନୀ ପ୍ରତିବାଦ କରିବାରୁ ରୋଗୀଣା ସ୍ୱାମୀ ସହ ସ୍ତ୍ରୀ ଓ ଜଣେ ଦୃଷ୍ଟିବାଧିତ ଝିଅକୁ ଗାଁକୁ ପଠାଇ ଦେଇଥିଲା । ଏଣେ ଗାଁରେ ପହଞ୍ଚିବାର କିଛିଦିନ ପରେ ପ୍ରାଣ ହରାଇଛନ୍ତି ଅସୁସ୍ଥ କାହ୍ନୁ ମଲ୍ଲିକ । ତେଣେ ୧୧ ବର୍ଷର ନାବାଳିକା ଝିଅକୁ ଅଟକ ରଖିଛି ସର୍ଦ୍ଦାର ।
‘ମୋ ବସ୍’ ଦୁର୍ଘଟଣାକୁ ନେଇ ଲୋକେ ତାତିବା ସହ ‘ମୋ ବସ୍’କୁ ଭଙ୍ଗା ରୁଜା କରିଛନ୍ତି । ଏ ନେଇ ସୂଚନା ପାଇବା ପରେ ଘଟଣାସ୍ଥଳରେ ଇନ୍ଫୋସିଟି ପୋଲିସ ପହଞ୍ଚିଛି ।
ୱାଶିଂ ମେସିନ୍କୁ ବ୍ୟବହାର କରୁଥିବା କର୍ମଚାରୀମାନେ କହିଛନ୍ତି ଯେ, ପୁରୁଣା ୱାଶିଂ ମେସିନ୍ ନୂଆ ୱାଶିଂ ମେସିନ୍ ଅପେକ୍ଷା ବହୁତ ଭଲ କାମ କରୁଛି । କପଡ଼ା ଗୁଡ଼ିକ ଭଲଭାବେ ସଫା ହେଉଛି ।
ଜଗନ୍ନାଥ ସତରେ ଜଣେ ଆଶ୍ଚର୍ଯ୍ୟ । ସତେ ଯେମିତି ତାଙ୍କ ରକ୍ତରେ କର୍କଟ ନୁହେଁ, ଫୁର୍ତ୍ତି ଧାଉଁଛି । ଶିମିଳିପାଳ ଅଭୟାରଣ୍ୟର ଚ୍ୟାଲେଞ୍ଜପୂର୍ଣ୍ଣ ଡ୍ୟୁଟି ଭିତରେ ବି କ୍ୟାନସର ଡରକୁ ହରାଇଛନ୍ତି ପୋଡ଼ାଡିହା ରେଞ୍ଜର ଜଗନ୍ନାଥ ପରିଡ଼ା ।
ଦୀର୍ଘ ଦିନ ଧରି ଜେଲ୍ରେ ସଢୁଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥାର ଦେଶର ସବୁଠୁ ଲୋକପ୍ରିୟ ନେତା ଇମ୍ରାନ ଖାନ୍ । ତାଙ୍କ ଦଳ ତେହରିକ-ଏ- ପାକିସ୍ତାନକୁ ନିର୍ବାଚନ ଲଢିବାରୁ ବ୍ୟାନ୍ କରାଯାଇଥିବା ବେଳେ ଦଳର ଚିହ୍ନ, କ୍ରିକେଟ ବ୍ୟାଟକୁ ବି ବାତିଲ କରିଦେଇଛନ୍ତି ସେଠିକାର ନିର୍ବାଚନ କମିଶନ ।
୨୦୧୯ ମସିହାର କଥା। ସଂପୃକ୍ତ ମହିଳା ସବ ଇନିସପେକ୍ଟରଙ୍କ ଅଭିଯୋଗ ଥିଲା, ଥାନାବାବୁ ରମେଶ ପ୍ରଧାନ ନିଜ ସରକାରୀ କ୍ବାର୍ଟର୍ସରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ । ଏ ସଂପର୍କରେ ୨୦୧୯ ନଭେମ୍ବର ୯ ତାରିଖରେ ଗଞ୍ଜାମ ପାଟପୁର ଥାନାରେ ଏକ ଅଭିଯୋଗ କରିଥିଲେ ।
ସମ୍ବଲପୁର ସମାବେଶରେ ରାଜ୍ୟବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି ପରେ ଆସନ୍ତା ନିର୍ବାଚନରେ ଏହାର କେତେ ପ୍ରଭାବ ପଡ଼ିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା।
ଦୌଡ଼ିଲା ରାଜଧାନୀ। ଦୌଡ଼ିଲେ ସେଲିବ୍ରିଟି, ସିନେ ଷ୍ଟାର, ଯୁବ ଗୋଷ୍ଠୀ ଓ ଛାତ୍ରଛାତ୍ରୀ। ସାମାଜ ପାଇଁ ଥିଲା ମାରାତ୍ମକ କର୍କଟଠୁ ଦୂରେଇବାର ବଡ଼ ସଚେତନତା ବାର୍ତ୍ତା। ତ ଓଟିଭିର ଥିମ୍ ଥିଲା ଜୀବନ ଆଡକୁ ଦୌଡ଼....
ଯେ କୌଣସି ବ୍ୟକ୍ତି ଏହି ୱେବସାଇଟ୍ ମାଧ୍ୟମରେ ଟିକେଟ୍ ପାଇଁ ଆବେଦନ କରିପାରିବେ। ଉଭୟ ଇଂରାଜୀ ଓ ଓଡ଼ିଆରେ ଏହି ଫର୍ମ ଉପଲବ୍ଧ।
ବିଧାନସଭାରୁ ଆରମ୍ଭ କରି ଲୋୟର ପିଏମଜି, ରବୀନ୍ଦ୍ର ମଣ୍ଡପ ଛକ ଓ ତା’ର ନିକଟବର୍ତ୍ତୀ ରାସ୍ତାରେ ସିସିଟିଭି ଲଗାଯାଇଛି । ସନ୍ଦିଗ୍ଧଙ୍କ ସହ ଆନ୍ଦୋଳନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବ ।
ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ କ୍ରାଇମବ୍ରାଞ୍ଚରେ ଏକ ମାମଲା ରୁଜୁ ହୋଇଛି । ଜଣେ ମହିଳା ଡିଏସପି ମାମଲାର ତଦନ୍ତ କରୁଥିବା ପୋଲିସ ଡିଜି ଅରୁଣ ଷଡଙ୍ଗୀ ସୂଚନା ଦେଇଛନ୍ତି ।
ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।
ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।