• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

America President Election
ସାଉଥ କରୋଲିନା ନିର୍ବାଚନରେ ବାଇଡେନ ବିଜୟୀ...ଡେମୋକ୍ରାଟିକ ପାର୍ଟି ରେସରେ ଆଗୁଆ

ଆମେରିକୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାଷ୍ଟ୍ରପତି ବାଇଡେନ୍‌ ଦୁଇଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ପରାସ୍ତ କରି ନିଜ ଦଳ ତରଫରୁ ପୁଣି ରାଷ୍ଟ୍ରପତି ପ୍ରାର୍ଥୀ ରେସରେ ଆଉ ପାଦେ ଆଗେଇଛନ୍ତି।

specialist office job apply at union bank of india
Union Bank Recruitment: ୟୁନିଅନ୍ ବ୍ୟାଙ୍କରେ ପୂରଣ ହେବେ ୬୦୬ ସ୍ପେଶାଲିଷ୍ଟ ଅଫିସର୍‌

ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଅନ୍‌ଲାଇନ୍ ମାଧ୍ୟମରେ ଏହି ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସ୍ପେଶାଲିଷ୍ଟ ଅଫିସର ପଦବୀ ପୂରଣ ହେବ। ବିଜ୍ଞପ୍ତି ଅନୁଯାୟୀ ମୋଟ ୬୦୬ଟି ପଦବୀ ପୂରଣ ହେବ।

up ats arrest isi agent
ମିରଟରୁ ISI ଏଜେଣ୍ଟକୁ ଗିରଫ କଲା ୟୁପି ATS, ମସ୍କୋରୁ ପାକିସ୍ତାନ ପଠାଉଥିଲା ଗୋପନୀୟ ତଥ୍ୟ

ଉତ୍ତରପ୍ରଦେଶ ATSର ସୂଚନା ଅନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ MTS ଭାବରେ କାର୍ଯ୍ୟରତ ଥିବା ସତ୍ୟେନ୍ଦ୍ର ସିୱାଲଙ୍କୁ ଗିରଫ କରାଯାଇଛି।

Modi meet Padma awardees
ସମ୍ବଲପୁରରେ ପଦ୍ମ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ସୋସିଆଲ ମିଡିଆରେ କଲେ ପୋଷ୍ଟ

ଗତକାଲି ସମ୍ବଲପୁର ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ୍ମ ପୁରସ୍କାର ବିଜେତଙ୍କୁ ଭେଟିଥିଲେ।

Man stabs wife
ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀର ଛୁରା ମାଡ଼ରେ ସ୍ତ୍ରୀ ଗୁରୁତର

ବାସନ୍ତୀଙ୍କ ପେଟ ଓ ହାତରେ ଗୁରୁତର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ପଡ଼ୋଶୀମାନ ତାଙ୍କୁ ଡାକ୍ତରଖାନା ନେଇଥିଲେ।

South stars who failed to create impact in bollywood
ସାଉଥ୍‌ର୍ ଏହି ୫ ତାରକା ବଲିଉଡ୍‌ରେ କରିଛନ୍ତି ଭାଗ୍ୟ ପରୀକ୍ଷା; କିନ୍ତୁ ହେଇ ନାହାନ୍ତି ସଫଳ

ସାଉଥ୍‌ର ପ୍ରାୟ ସମସ୍ତ କଳାକାର ନିଶ୍ଚିତ ଭାବରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାହାଁନ୍ତି। କେତେକ ସେଲିବ୍ରେଟ୍ ସଫଳ ହୋଇଥିଲେ ମଧ୍ୟ ଏମିତି କିଛି ତାରକା ଅଛନ୍ତି ଯେଉଁମାନେ ନିଜ ଅଭିନୟର ଯାଦୁକୁ ବଲିଉଡ୍‌ରେ ଦେଖେଇ ପାରି ନାହାନ୍ତି। ତେବେ ଆସନ୍ତୁ ସେହି ସେଲିବବ୍ରେଟିମାନଙ୍କୁ ଜାଣିନେବା।

Public Property Damage
ସରକାରୀ ସଂପତ୍ତି ନଷ୍ଟ କଲେ ମିଳିବନି ତ୍ରାହି...ଯିବେ ଜେଲ୍, ଭରିବେ ମୋଟା ଅଙ୍କର ତଣ୍ଡ

ଲ’ କମିଶନଙ୍କ ଅନୁଯାୟୀ, କ୍ଷତିଗ୍ରସ୍ତ ହୋଇଥିବା ସଂପତ୍ତିର ମୂଲ୍ୟ ସହ ସମାନ ପରିମାଣର ଜରିମାନା ଭରିବାକୁ ହେବ। ଯେଉଁଠି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଟଙ୍କାରେ ଆକଳନ କରିହେବନାହିଁ ସେହି ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନ ଦେବାକୁ ପଡିବ।

Nua O Programme
ନୂଆ ଓ’ରେ କେଁ, ପରୀକ୍ଷା ବେଳେ ବାଧ୍ୟ କରୁଛନ୍ତି କାର୍ଯ୍ୟକ୍ରମକୁ ଆସ

ପରୀକ୍ଷା ପାଖେଇ ଆସୁଥିଲେ ମଧ୍ୟ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ଯିବାକୁ ବାଧ୍ୟ କରାଯାଉଥିବା BNMA କଲେଜରେ ଛାତ୍ରୀ ଅଭିଯୋଗ କରିଛନ୍ତି ।

Paytm Payments Bank
କାହିଁକି Paytm ଉପରେ କାର୍ଯ୍ୟାନୁଷ୍ଠାନ ନେଲା RBI, ସାମ୍ନାକୁ ଆସିଲା କାରଣ....

ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କ୍‌ ଉପରେ ବ୍ୟାନ୍‌ ଲଗାଇବାର ମୁଖ୍ୟ କାରଣ ହେଉଛି ସଠିକ୍‌ ପରିଚୟ ବିନା ସୃଷ୍ଟି ହୋଇଥିବା କୋଟି କୋଟି ଆକାଉଣ୍ଟ ।

Juhi chawla says jay Mehta used to send her love letter
ଜୁହି କହିଲେ ନିଜ ପ୍ରେମ କାହାଣୀ; ମିଳିଥିଲା ଗୋଟେ ଟ୍ରକ୍ ନାଲି ଗୋଲାପ, ତା’ପରେ…

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ଜୁହି ଚାୱଲାଙ୍କ ବିବାହ ପୂର୍ବରୁ ତାଙ୍କର ହେବାକୁ ଥିବା ସ୍ୱାମୀ କେବଳ ଗୋଟିଏ ଗୋଲାପ ନୁହେଁ ଗୋଲାପରେ ପରିପୂର୍ଣ୍ଣ ଏକ ଟ୍ରକ୍ ପଠାଇ ନିଜର ପ୍ରେମ ବ୍ୟକ୍ତ କରିଥିଲେ। ତା’ କ’ଣ ହେଲା ଜାଣନ୍ତୁ…

Chile Forest Fire
ଜନବସତିକୁ ବ୍ୟାପିଲା ଜଙ୍ଗଲ ନିଆଁ...୪୬ ମୃତ, ୧୧୦୦ରୁ ଅଧିକ ଘର ପାଉଁଶ

ଭାଲପାରାଏଜୋରେ ନିଆଁକୁ ଆୟତ୍ତ କରିବା ପାଇଁ ୧୯ଟି ହେଲିକାପ୍ଟର ଓ ୪୫୦ରୁ ଅଧିକ ଫାୟାର ଫାଇଟର୍ସ ନିୟୋଜିତ ହୋଇଛି । ନିଆଁ ବ୍ୟାପିବା ଯୋଗୁଁ ଅଧିକାଂଶ ସ୍ଥାନରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

Baijayant Panda
‘ମୋଦି ସରକାରଙ୍କ ନେତୃତ୍ୱ ଓଡ଼ିଶାର ବିକାଶ ପାଇଁ ରହିବନି ଅର୍ଥର ଅଭାବ’

ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ବୈଜୟନ୍ତ କହିଛନ୍ତି, ୫୦୦ ବର୍ଷର ତ୍ୟାଗ ଓ ଆନ୍ଦୋଳନ ଯୋଗୁଁ ଅଯୋଧ୍ୟାରେ ରାମ ମନ୍ଦିର ହୋଇ ପାରିଛି। ସାରା ଦେଶରେ ଏହାକୁ ସ୍ୱାଗତ କରାଗଲା।

Taliban
ତାଲିବାନୀ ଶାସନରେ ଅତିଷ୍ଠ ମହିଳା... ଭୋଗୁଛନ୍ତି ନର୍କ ଯନ୍ତ୍ରଣା

ମହିଳାମାନଙ୍କୁ ଜେଲରେ ବନ୍ଦୀଭାବରେ ରଖାଯାଇଛି। ସେଠାରେ ଶାରୀରିକ ନିର୍ଯାତନା ଦିଆଯାଉଛି। ଆଫଗାନିସ୍ତାନରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ କୋଡର ବ୍ୟବସ୍ଥା କରାଯାଇଛି।

Police Encounter
କନ୍ଧମାଳ କାମେରିକିଆ ଜଙ୍ଗଲରେ ଏନକାଉଣ୍ଟର, ପୋଲିସ୍‌ ଗୁଳିରେ ଜଣେ ମାଓବାଦୀ ନିହତ

ଜଣେ ମାଓବାଦୀର ମୃତ୍ୟୁ ପରେ ବି ସେହି ଅଞ୍ଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି। ତେବେ ମାଓବାଦୀ ଓ ପୋଲିସ୍‌ ଗୁଳି ବିନିମୟରେ ଜଣେ DVF ଯବାନ ମଧ୍ୟ ଆହତ ହୋଇଛନ୍ତି।

Bank Fraud
ବାଡ଼ ଖାଉଛି ଫସଲ...ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ

ଆଳି ଥାନାରେ ଏନେଇ ଏତଲା ହେବା ପରେ ପୋଲିସ ମାମଲା ରୁଜୁ କରିବା ସହିତ ବ୍ୟାଙ୍କ ପିଅନ ସତ୍ୟାନନ୍ଦ ଘଡାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leopard Dead
ପୁଣି ଏକ କଲରାପତରିଆ ବାଘ ମୃତ...ଶିକାରୀ ଫାଶରେ ପଡ଼ିଥିବା ଅନୁମାନ

ଆଠମଲ୍ଲିକ ଉପଖଣ୍ଡରେ ଜନ୍ତୁ ଶିକାର ଘଟଣା ବଢ଼ିବାରେ ଲାଗିଛି। କିଛି ଶିକାରୀ ଫାଶ ବସାଇ ନିୟମିତ ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଛି ।

Delhi Chief Minister Arvind Kejriwal
କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡି, ଆସନ୍ତା ୭ରେ ପରବର୍ତ୍ତୀ ଶୁଣାଣି

କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ଶୁକ୍ରବାର ପଞ୍ଚମ ଥର ସମନ କରାଯାଇଥିବା ବେଳେ ସେ ଇଡିରେ ହାଜର ହୋଇନଥିଲେ।

World Cancer Day
World Cancer Day 2024: କ୍ୟାନ୍‌ସରକୁ ମାତ ଦେବା ପାଇଁ ଦୃଢ଼ ଇଚ୍ଛା ଶକ୍ତି ହିଁ ସବୁଠୁ ବଡ଼ ଅସ୍ତ୍ର

ଝରିଗାଁ ବ୍ଲକ କର୍ମରୀ ଗାଁର ମନୋହର ପ୍ରଧାନୀ । ନିଜେ ବଞ୍ଚିବା ସହ ଅନ୍ୟକୁ ବଞ୍ଚିବାର ବାଟ ଦେଖାଇଛନ୍ତି ।

World Cancer Day
World Cancer Day 2024: ପଡ଼ୋଶୀ ହେଉ କି ଅଚିହ୍ନା ବ୍ୟକ୍ତି, ସମସ୍ତଙ୍କ ପାଇଁ ସବୁବେଳେ ପ୍ରସ୍ତୁତ...

ଭଦ୍ରକ ବାସୁଦେବପୁରର ଗୟାଧର ସାହୁ । ଦୃଢ଼ ଇଚ୍ଛା ଶକ୍ତି ଆଗରେ ହାର ମାନିଛି କର୍କଟ ରୋଗ ।

OTV Mini Marathon
World Cancer Day 2024: ଲୋକଙ୍କୁ ସଚେତନ କରିବାକୁ OTVର ମିନି ମାରାଥନ୍

ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ସାମିଲ ହୋଇଥିଲେ ।

World Cancer Day
World Cancer Day 2024: ରୋଗର ଭୟାବହତା ନେଇ ଲୋକଙ୍କୁ ସଚେତନ କରାଇବା ମୂଳ ଲକ୍ଷ୍ୟ

୨୦୨୩- ୨୪ ପାଇଁ ଥିମ୍ ରହିଛି ‘କ୍ଲୋଜ୍ ଦି କେୟାର ଗ୍ୟାପ୍’ ।

world cancer day 2024 know cancer causes risk and prevention
World Cancer Day 2024: କାହିଁକି ବଢୁଛି କ୍ୟାନ୍‌ସର ବିପଦ; କିପରି ଏହାକୁ ରୋକିବେ

ଚିକିତ୍ସା କ୍ଷେତ୍ରରେ ଆଧୁନିକତା ଏବଂ ବୈଷୟିକ ବିକାଶ ହେତୁ କର୍କଟ ରୋଗ ଆଉ ଦୂରାରୋଗ୍ୟ ହୋଇ ନାହିଁ, କିନ୍ତୁ ଏହାର ଚିକିତ୍ସା ସାଧାରଣ ଲୋକଙ୍କ ପାଇଁ ବହୁତ କଷ୍ଟସାଧ୍ୟ ହୋଇରହିଛି। ସାରା ବିଶ୍ୱରେ କର୍କଟ ରୋଗର ସଚେତନ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ରେ ‘ବିଶ୍ୱ କର୍କଟ ଦିବସ’ ପାଳନ କରାଯାଉଛି।

Five cancer that impact only women know yogasan to avoid
World Cancer Day 2024: ମହିଳାମାନେ ଶିକାର ହେଉଥିବା ୫ କ୍ୟାନ୍‌ସର୍; ଏଥିରୁ ରକ୍ଷା ପାଇବାକୁ ୩ ଯୋଗାସନ

ମହିଳାମାନେ କେତେକ ପ୍ରକାରର କର୍କଟ ପ୍ରତି ଅଧିକ ସମ୍ବେଦନଶୀଳ ହୋଇଥନ୍ତି। ଏଭଳି ପରିସ୍ଥିତିରେ, କର୍କଟ ଦିବସ ଅବସରରେ, ମହିଳାମାନଙ୍କଠାରେ ଘଟୁଥିବା ଏହି ପ୍ରମୁଖ କର୍କଟ ବିଷୟରେ ଜାଣିବା ଏବଂ ଏନେଇ କେଉଁସବୁ ଯୋଗାସନ କଲେ ଫଳ ମିଳିବ ଜାଣିବା।

Road Accident
ରାସ୍ତାରେ ଛକିଥିଲା ଯମ, ଦିନକରେ ଚାଲିଗଲା ୧୦ ଜୀବନ

ବଡ଼ଭାଇର ବିବାହ ଭୋଜି ସାରି ସାନଭାଇ କାରରେ ବାଙ୍କି ଖଜୁରିପଦା ଗାଁରୁ ଫେରିବାବେଳେ ଏହି ଦୁର୍ଘଟଣା ଘଟିଛି। ବିବାହିତ ଯୁବକଙ୍କ ସାନଭାଇ ତପନ ରାଉତ, ତପନଙ୍କ ସାଙ୍ଗ, ସଂପର୍କିୟ ଭାଇ ଏବଂ ପିଉସାଙ୍କ ମୃତ୍ୟୁ ହୋଇଛି।

Ind vs Eng
ଜୟସ୍ୱାଲଙ୍କ ପରେ ବୁମ୍ରାଙ୍କ ଜଲୱା, ଦ୍ୱିତୀୟ ଟେଷ୍ଟରେ ମଜବୁତ୍‌ ସ୍ଥିତିରେ ଭାରତ

ବିଶାଖାପାଟଣାରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ଆଜି ଥିଲା ଦ୍ୱିତୀୟ ଦିନ। ଦ୍ୱିତୀୟ ଦିନରେ ଯଶ୍ୱସୀ ଜୟସ୍ୱାଲ ଦମଦାର ଦ୍ୱିଶତକ ହାସଲ କରି ଭାରତକୁ ଭ୍ରମଣକାରୀ ଦଳ ବିପକ୍ଷରେ ଏକ ବଡ଼ ସ୍କୋର କରିବାରେ ସଫଳ ହୋଇଥିଲେ।