ମିଛ ମୃତ୍ୟୁର ସତ ନାଟକ। ଖୋଦ୍ ପୋଷ୍ଟ କଲେ ମୃତ୍ୟୁ ଖବର, ଟିମ୍ ଦ୍ୱାରା ସେୟାର ହୋଇଛି ବୋଲି ଦର୍ଶାଇଲେ, ଆଉ ୨୪ ଘଣ୍ଟା ନ ପୁରୁଣୁ ଭିଡିଓ ପୋଷ୍ଟ କରି ବଞ୍ଚିଥିବା କଥା ସାମ୍ନାକୁ ଆସି କହିଲେ ବିବାଦୀୟ ସେଲିବ୍ରିଟି ପୁନମ୍ ପାଣ୍ଡେ ବଞ୍ଚିଛନ୍ତି।
ଖୁବ୍ଶୀଘ୍ର ଦ୍ୱିତୀୟ ସନ୍ତାନର ବାପା-ମା’ ହେବେ ବିରାଟ-ଅନୁଷ୍କା । ଏନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି । ସବୁଠାରୁ ବଡ଼ କଥା ହେଉଛି ଏହି ଖବର ନିଜେ ଅନୁଷ୍କା କିମ୍ବା ବିରାଟ ପ୍ରକାଶ କରିନାହାନ୍ତି ।
ଓଡ଼ିଶାରେ ଗରିବଙ୍କୁ ସଶକ୍ତୀକରଣ, ସବୁ କଚ୍ଚା ଘର ପକ୍କା ହେବ, କୃଷକଙ୍କ ଆୟ ବଢିବ। ସମ୍ବଲପୁର ଗ୍ୟାରେଣ୍ଟି ସମାବେଶ ମଞ୍ଚରୁ ଓଡ଼ିଶାବାସୀଙ୍କୁ ଏହି ଗ୍ୟାରେଣ୍ଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଓଡ଼ିଶାର ବିକାଶ ଯାତ୍ରା ପାଇଁ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ୭୦ ହଜାର କୋଟିର ପ୍ରକଳ୍ପ ପାଇଁ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା । ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ମହତ୍ତ୍ବପୂର୍ଣ୍ଣ ସ୍ଥାନକୁ ନେବାକୁ ପ୍ରୟାସ ଚଳାଇଛୁ ।
ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପି ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ। ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନରେ ସମ୍ମାନିତ ହେବେ ଆଡଭାନୀ।
ପାଖେଇ ଆସିଲାଣି ଛାତ୍ର ଜୀବନର ଗୁରୁତ୍ୱପୂର୍ଣ୍ଣ ସୋପାନ୍ କୁହାଯାଉଥିବା ମାଟ୍ରିକ ପରୀକ୍ଷା । ମଝିରେ ରହିଲା ଆଉ ମାତ୍ର ୨ ସପ୍ତାହ । ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବ ପରୀକ୍ଷା ।
କର୍ମଚାରୀ ଚୟନ ଆୟୋଗ (SSC)ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। SSC ଏନେଇ ବାହାର କରିଛି ବିଜ୍ଞପ୍ତି। ଏହି ପଦବୀ ପାଇଁ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଗଲାଣି। ଏହି ନିଯୁକ୍ତି ମାଧ୍ୟମରେ ମୋଟ୍ ୨୨୦ଟି ପଦବୀ ପୂରଣ ହେବ।
ବନୱରିଲାଲ ପୁରୋହିତ ଇସ୍ତଫା ଦେବା ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ଇସ୍ତଫା ରାଜ୍ୟପାଳ ବନୱରିଲାଲ ଓ ମୁଖ୍ୟମନ୍ତ୍ରୀ ଭଗବନ୍ତଙ୍କ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ହୋଇଥିବା କୁହାଯାଉଛି ।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗରିବଙ୍କ କଥା ଉଠାଇଛନ୍ତି । ସେ କହିଛନ୍ତି, ବିଜେପି ସରକାର, ଗରିବଙ୍କ କଲ୍ୟାଣକାରୀ ସରକାର । ଓଡ଼ିଶାର ସାଢ଼େ ୩ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି ।
ଗତକାଲିଠାରୁ ପୁନମ୍ ପାଣ୍ଡେ ତାଙ୍କ ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ତାଙ୍କ ସମ୍ପତ୍ତି ଏବଂ ରୋଜଗାର ବିଷୟରେ କହିବାକୁ ଯାଉଛୁ। ପୁନମଙ୍କ ଜୀବନଶୈଳୀ କିପରି ଏବଂ ତା’ର ମୋଟ କେତେ ସମ୍ପତ୍ତି ଅଛି ଆସନ୍ତୁ ଜାଣିବା।
ପାନୀୟ ଜଳ, ଗମନାଗମନ, ଟ୍ରାଫିକ, ପ୍ରଦୁଷଣ ଭଳି ଦୈନନ୍ଦିନ ସମସ୍ୟା ସହ ନିଯୁକ୍ତି,ବିସ୍ଥାପନ, ଶ୍ରମିକଙ୍କ ଅସୁବିଧା, ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଏବଂ ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଆଦି ପାରାଦୀପ ନିର୍ବାଚନ ମଣ୍ଡଳୀର ପ୍ରମୁଖ ପ୍ରସଙ୍ଗ।
ନିଜର ଅଭିଭାଷଣରେ ମୋଦି ସମ୍ବଲପୁରୀ ଭାଷାରେ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ୪ ଜଣ ପଦ୍ମ ପୁରସ୍କାର ବିଜେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
୨୪ ନିର୍ବାଚନରେ ସମ୍ବିତଙ୍କ ସମତଳ ରାସ୍ତାରେ କଣ୍ଟା ସାଜି ପାରନ୍ତି ପାରଦୀପ ପୌରପାଳିକା ଅଧ୍ୟକ୍ଷ ତଥା ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ।
ମୋଦି କହିଛନ୍ତି ଯେ, ଭାରତର ସବୁ ରାଜ୍ୟ ବିକଶିତ ହେଲେ ଦେଶ ବିକଶିତ ହୋଇପାରିବ । ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକରୁ ଅଧିକ ସହଯୋଗ ଦେଇଆସୁଛୁ ।
ATMରେ ଟଙ୍କା ଉଠାଇବା ବେଳେ ଆପଣ ଠାକାମୀର ଶିକାର ହୋଇପାରନ୍ତି । ଆପଣଙ୍କ ଟିକିଏ ଅସାବଧାନତା କାରଣରୁ ବ୍ୟାଙ୍କରୁ କଟିଯାଇପାରେ ଟଙ୍କା ।
ମରଣୋତ୍ତର ଭାବେ ଏହି ସମ୍ମାନ ଦିଆ ନ ଯିବାକୁ ସ୍ଥିର କରାଯାଇଥିଲେ ହେଁ ପରେ ଏଥିରେ ସଂଶୋଧନ କରାଯାଇ ମରଣୋତ୍ତର ବ୍ୟକ୍ତିବିଶେଷଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ପୁନମ୍ ପାଣ୍ଡେ ତାଙ୍କର ଭିନ୍ନ ଷ୍ଟାଇଲ୍ ପାଇଁ ଜଣାଶୁଣା। ବିବାଦ କାରଣରୁ ପୁନମ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। କେବଳ ଖବରରେ ରହିବାକୁ ଚାହାନ୍ତି ବୋଲି ସେ କୁହନ୍ତି।
ବିଜେପି ଶିବିରରେ ବି ଉତ୍ସାହ ଭରି ଡବଲ୍ ଇଞ୍ଜିନ୍ ସରକାରର ମାହୋଲ ବନାଇବେ । ଏଥିପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା ରାଜନୀତି । କାରଣ ନିର୍ବାଚନକୁ ଆଉ ମାତ୍ର ଦୁଇମାସ ବାକି ଥିଲା ବେଳେ ବଜେଟ୍ ପରେ ପ୍ରଥମ ଜନସମାବେଶକୁ ସମ୍ବୋଧିତ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ।
୨୦୧୯ରେ ସେ ବିଜେପିର ଏବେକା ରାଜ୍ୟ ସଭାପତି ତଥା ହେଭିୱେଟ୍ ମନମୋହନ ସାମଲଙ୍କୁ ୮୦୮୦ ଭୋଟରେ ହରାଇ ବିଜେଡିର ବିଜୟ ଧାରାକୁ ଅବ୍ୟାହତ ରଖିଥିଲେ। ଆଉ ଏଥର ବି ତୃତୀୟ ଥର ପ୍ରାର୍ଥୀ ହୋଇ ବିଜୟ ପାଇଁ ଆଶାୟୀ ବ୍ୟୋମକେଶ।
ଜୀବିତ ଥିବା ନେଇ ପୁନମ ନିଜ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ।
୨୦୧୪ରେ ବିଧାୟକ ଏବଂ ଗତଥର କଂଗ୍ରେସରୁ ପ୍ରାର୍ଥୀ ହୋଇ ପରାଜୟର ସାମ୍ନା କରିବା ପରେ କେ. ସୁରିୟା କଂଗ୍ରେସ ଦଳ ଛାଡ଼ି ଦେଇଥିବାରୁ ବିଜୟଙ୍କ ରାସ୍ତା ବି ପରିସ୍କାର।
ଭଦ୍ରକ ଆସନରୁ ବିଜେଡି ଟିକେଟ ପାଇଁ ଏକାଧିକ ଆଶାୟୀ । ତା’ଭିତରୁ ସବା ଆଗରେ ଅସୀତ ପଟ୍ଟନାୟକ।
ରାଜ୍ୟ ସରକାରଙ୍କ ପାଖରୁ କୌଣସି ନ୍ୟାୟ ମିଳିଲା ନାହିଁ। ସେମାନେ ମୋ କଥା ଶୁଣିଲେ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବିପତ୍ର ଦେବାକୁ ଆସୁଥିଲି।
ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।