ଭିଡିଓ କନଫରେନ୍ସିଂରେ ଉଦଘାଟନ କଲେ ମନ୍ତ୍ରୀ ଭି.କେ.ସିଂ । ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହେବ ବ୍ୟବହାର ।
କଟକ ରୋଡ୍ରୁ ଧରାପଡ଼ିଥିବା ୪ ମଦ୍ୟପଙ୍କୁ କୋର୍ଟ ଚାଲାଣ ।
କିସ୍ କରି ଫସିଲେ ହ୍ରିତିକ୍-ଦୀପିକା। ହିନ୍ଦୀ ଫିଲ୍ମ ‘ଫାଇଟର’କୁ ଲିଗାଲ୍ ନୋଟିସ। ପଠାଇଛନ୍ତି ୱିଙ୍ଗ୍ କମାଣ୍ଡର ସୌମ୍ୟ ଦୀପ ଦାସ। ଅଭିନେତା, ଅଭିନେତ୍ରୀ ତଥା ପ୍ରଯୋଜନା ସଂସ୍ଥାକୁ ଏହି ନୋଟିସ୍ ପହଞ୍ଚିଛି।
ଏହି ଘଟଣା ଉପରୁ ପରଦା ଉଠାଇଛନ୍ତି ଖୋଦ ରାହୁଲ ଗାନ୍ଧୀ। ରାଲିରେ କ’ଣ ଘଟିଥିଲା ଓ କୁକୁର ବିସ୍କୁଟ ପଛର ସତ କ’ଣ ସେ କହିଛନ୍ତି। ଏଥିସହ ସମାଲୋଚନାକାରୀଙ୍କୁ ଓଲଟା ସମାଲୋଚନା କରିଛନ୍ତି।
ଓଡ଼ିଶାରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଝାଡ଼ଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ ଗାନ୍ଧି । ସୁନ୍ଦରଗଡ଼ ବୀରମିତ୍ରପୁରରେ ପହଞ୍ଚିଛି କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ।
ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଷାଭାଷୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ ।
ଆର୍ଶ୍ଚଯ୍ୟ କଲା ଭଳି ଘଟଣା, ୫ ବର୍ଷ ପରେ କୋମାରୁ ଉଠିଲେ ମହିଳା । ତାଙ୍କୁ ଦେଖି ଭୟଭୀତ ହେଲେ ତାଙ୍କ ମାଆ।
ଆପଣ କେବେ ଶୁଣିଛନ୍ତି କି ଅନ୍ଲାଇନ୍ରେ ଗୋଟିଏ ପରିବାର ରହିବା ଭଳି ଘର ବି ମିଳିପାରିବ? ତାହା ପୁଣି ଏ ଘରକୁ କିଣିବାକୁ ହେଲେ ଆପଣଙ୍କୁ ସେଠାକୁ ଯିବାକୁ ପଡିବନି ବରଂ ଘର ପ୍ୟାକିଂ ହୋଇ ଆପଣଙ୍କ ପାଖକୁ ଆସିବ। ଏଥର ଆପଣ ନିଶ୍ଚିତ କହିବେ, ଏହା କେବେ ସମ୍ଭବ ନୁହେଁ। ଏହା କିନ୍ତୁ ସମ୍ଭବ। ଦେଖନ୍ତୁ ଏହି ଭିଡିଓ…
ଜଣେ ବୟସ୍କ ଲୋକ ଠିକଣା ଜଣାଇବାର ଦୋକାନ ଖୋଲିଛନ୍ତି। ଯେଉଁଠି ମାତ୍ର ୧୦ଟଙ୍କାରେ ଠିକଣା ଜଣାଇବା ପାଇଁ ହୋର୍ଡିଂ ଲଗାଯାଇଛି। ବୟସ୍କ ବ୍ୟକ୍ତିଜଣକ ସେଠାରେ ଚେୟାର ପକାଇ ବସିଛନ୍ତି।
ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା ! ଆପଣ ବିଶ୍ୱାସ କରି ପାରୁଛନ୍ତି କି...ସାମାନ୍ୟ ଗୋଟିଏ ଲେମ୍ବୁର ଦାମ ଦେଢ଼ ଲକ୍ଷ ଟଙ୍କା । ହଁ ଆଜ୍ଞା, ଗୋଟିଏ ଲେମ୍ବୁ ବର୍ତ୍ତମାନ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି ।
ଯେଉଁମାନେ ରେଳବାଇରେ ଚାକିରି ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଏଥିପାଇଁ ରେଳବାଇ ନିଯୁକ୍ତି ବୋର୍ଡ (RRB) ନିଯୁକ୍ତି ପାଇଁ RRB 2024 ବାର୍ଷିକ କ୍ୟାଲେଣ୍ଡର ପ୍ରକାଶ କରିଛି।
ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।
ପୋଲିସର କହିବାନୁଯାୟୀ ଅଭିଯୁକ୍ତ ସଞ୍ଜୁ ତା’ର ସମ୍ପର୍କୀୟ ଭଉଣୀକୁ ଘରେ କେହି ନଥିବା ବେଳେ ଦୁଷ୍କର୍ମ କରିବା ସହ ହତ୍ୟା ବି କରିଛି।
ନୂଆ ଦଳ ଗଢିଛନ୍ତି ତାମିଲ ସିନେମା ଅଭିନେତା ଥାଲାପଥୀ ବିଜୟ। ସେ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ନିକଟରେ ସେ ଘୋଷଣା କରିଛନ୍ତି ଯେ ସେ ଅଭିନୟ ଛାଡି ରାଜନୀତିରେ ପ୍ରବେଶ କରିବା ପରେ ସାଧାରଣ ଜନତାଙ୍କ ପାଇଁ କାମ କରିବାକୁ ଚାହୁଁଛନ୍ତି।
ମହିଳା ମାଓବାଦୀଙ୍କୁ ଯୌନ ନିର୍ଯାତନା । ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ୨ ମହିଳା ମାଓବାଦୀ ବଖାଣିଛନ୍ତି ମାଓ କ୍ୟାମ୍ପରେ କେମିତି ଦିଆଯାଉଥିଲା ଯୌନ ନିର୍ଯାତନା ।
ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ, ହତ୍ୟା ମାମଲାର ରାୟ।
ଟିମ୍ ଇଣ୍ତିଆକୁ ବଡ଼ ଝଟକା ! ତୃତୀୟ ଟେଷ୍ଟ ମ୍ୟାଚ୍ ର୍ପୂବରୁ ଟିମ୍ ଇଣ୍ତିଆକୁ ଲାଗିଛି ବଡ଼ ଝଟକା । ତୃତୀୟ ଟେଷ୍ଟ ମ୍ୟାଚ୍ରେ ଖେଳି ନପାରନ୍ତି ଷ୍ଟାର୍ ଖେଳାଳି ।
ଯୁବକ ଯୁବତୀମାନେ ଏକାଠି ରହୁଥିଲେ ଆର୍ଥାତ୍ ଲିଭ୍-ଇନ୍ରେ ଥିଲେ ଏହି ନିୟମ ଜାଣି ରଖିବା ଜରୁରୀ । ୟୁନିଫର୍ମ ସିଭିଲ୍ କୋଡ୍ ଆଇନ୍ ହେବା ପରେ ଜିଲ୍ଲା ଅଧିକାରୀଙ୍କ ନିକଟରେ ସେମାନେ ପଞ୍ଜିକରଣ କରିବା ଆବଶ୍ୟକ ।
ମଧ୍ୟ ପ୍ରଦେଶ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ବର୍ତ୍ତମାନ ପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ଜଣ ପାଖାପାଖି ଆହତ ହୋଇଛନ୍ତି ।
ଆପଣ କେବେ ଅନ୍ଲାଇନ୍ରୁ ଖାଦ୍ୟ ଅର୍ଡ଼ର କରିଛନ୍ତି କି ? ଡେଲିଭରି ବୟଙ୍କୁ ଖୁସିରେ ଟିପ୍ସ ଦେଇଛନ୍ତି କି ?
ହକି ଖେଳାଳି ବରୁଣ କୁମାରଙ୍କ ନାମରେ ସାଙ୍ଘାତିକ ଅଭିଯୋଗ । ବେଙ୍ଗାଲୁରୁର ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଅଣିଛନ୍ତି । ପୋଲିସ ତରଫରୁ ଏନେଇ ସୂଚନା ମିଳିଛି । ଜଣେ ୨୨ ବର୍ଷୀୟ ମହିଳା ବରୁଣଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ।
ପୂର୍ବରୁ ତୁରେକେଲା ଥାନା ତେନ୍ତୁଳିଖୁଣ୍ଟିର ଦାଦନ ସର୍ଦ୍ଦାର ସମାରୁ ନାୟକ ଜରିଆରେ ଇଟାଭାଟି ମାଲିକ ଠାରୁ ୮୦ ହଜାର ଟଙ୍କା ବଇନା ନେଇଥିଲେ । କିଛିଦିନ କାମ କରିବା ପରେ ଅସୁସ୍ଥ ହୋଇପଡ଼ିଥିଲେ କାହ୍ନୁ ।
ଡାକ୍ତର ତାଙ୍କୁ ସାର୍ବଜନୀନ କାର୍ଯ୍ୟକଳାପ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ ସେ ସରକାରୀ କାର୍ଯ୍ୟ ତୁଲାଇବେ ବୋଲି କୁହାଯାଇଛି ।
ମନି ଲଣ୍ଡ୍ରିଂ ମାମଲାରେ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ଘରେ ରେଡ୍ କରୁଛି ଇଡି । ଏହାସହ ଦିଲ୍ଲୀ ଜଳବୋର୍ଡର ପୂର୍ବତନ ସଦସ୍ୟ ସଲାଭ କୁମାରଙ୍କ ଘରେ ବି ରେଡ୍ ଚାଲିଛି ।
ଭଗବାନ ଶର୍ମା ଏବଂ ଉଷା ଦେବୀ । ଯିଏକି ୧୬ ବର୍ଷ ପୂର୍ବେ ବିବାହ କରିଥିଲେ । ଆଉ ଏବେ ନିଜର ୧୭ତମ ବିବାହ ବାର୍ଷିକୀକୁ କିଛି ଅଲଗା ରୂପରେ ପାଳିଛନ୍ତି ।