• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

AI Teacher
ଶିକ୍ଷା କ୍ଷେତ୍ରରେ ବଡ଼ ସଫଳତା; କ୍ଲାସରୁମ୍‌ରେ ପାଠ ପଢ଼ାଉଛନ୍ତି AI ଦିଦି, ଭିଡିଓ ଭାଇରାଲ୍‌..

ପିଲାଙ୍କୁ ପାଠ ପଢ଼ାଉଛନ୍ତି AI ଶିକ୍ଷକ। ଯାହାର ଭିଡିଓ ଏବେ ବେଶ୍‌ ଭାଇରାଲ ହେବାରେ ଲାଗିଛି। କଥାଟି ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଘଟଣାଟି ସମ୍ପୂର୍ଣ୍ଣ ଭାବେ ସତ। ଦେଖନ୍ତୁ ଭିଡିଓ..

Ind Vs Eng Test Series
ଧର୍ମଶାଳାରେ ଇଂଲଣ୍ତ ବିପକ୍ଷ ଅନ୍ତିମ ଟେଷ୍ଟ; ଡେବ୍ୟୁ କଲେ ଦେବଦତ୍ତ ପାଡିକଲ୍‌

ଶେଷ ଟେଷ୍ଟରେ ଇଂଲଣ୍ତ ଟସ୍‌ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ବାମହାତୀ ବ୍ୟାଟ୍ସମ୍ୟାନ୍‌ ଦେବଦତ୍ତ ପାଦିକଲ୍‌ ଡେବ୍ୟୁ କରିଛନ୍ତି। ତେବେ କ୍ୟାପଟେନ୍‌ ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରିଛି।

food poision
କାଳ ହେଲା ବାହାଘର ଭୋଜି, ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର

ବାହାଘର ଭୋଜି ଖାଇ ଗୋଟିଏ ପରିବାରର ଜଣେ ମୃତ, ୪ ଗୁରୁତର। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ଏଭଳି ଦୁଃଖଦ ଘଟଣା ଘଟିଛି।

Matric Exam
କପି ଯୋଗାଇବାର ନୂଆ ତରିକା; କାନ୍ଥ ଡେଇଁଲେ ଲୋକେ..ଭିଡିଓ ଭାଇରାଲ

ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ କପି ଯୋଗାଇବା ପାଇଁ କାନ୍ଥ ଡେଉଁଛନ୍ତି।

kangaroo court
ଅଙ୍ଗନୱାଡ଼ି କର୍ମୀଙ୍କୁ ନିଆଁ ପାଣି ବାସନ୍ଦ, କଥା ହେଲେ ୫୦ ହଜାର ଜୋରିମାନା

ନୟାଗଡ଼ରେ କଙ୍ଗାରୁ କୋର୍ଟ ବିଚାର, ଅଙ୍ଗନୱାଡ଼ି କର୍ମୀଙ୍କୁ ଗାଁ ସଭାରେ ନିଆଁ ପାଣି ବାସନ୍ଦ । ଚାକିରି ଛାଡ଼ିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ।

Rifle
ଆସିଥିଲେ ରାଷ୍ଟ୍ରପତି, ଡ୍ୟୁଟିରେ ଥିଲେ ପୋଲିସ ଅଫିସର... ଚୋରି ହୋଇଗଲା ବନ୍ଧୁକ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ସମୟରେ ଡ୍ୟୁଟିରେ ଥିବା ପୋଲିସଙ୍କ ବନ୍ଧୁକ ଚୋରି ହୋଇଥିବା ଅଭିଯୋଗ । ଭୁବନେଶ୍ୱର ସପ୍ତମ ବାଟାଲିୟନରେ ରହି ଡ୍ୟୁଟି କରୁଥିବା ପି.ଲଛମୟାଙ୍କ ଇନ୍ସାସ ରାଇଫଲ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି ।

weather
୩୮ ଡିଗ୍ରୀ ଟପିଲା ପାରଦ, ପାରଳାଖେମୁଣ୍ଡିରେ ସର୍ବୋଚ୍ଚ ତାପମାତ୍ରା ରେକର୍ଡ

ରାଜ୍ୟରେ ବଢିଛି ତାପମାତ୍ରା । ୩୮ ଡିଗ୍ରୀ ଟପିଲା ପାରଦ। ଏପଟେ ଆଗାମୀ ୩ ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷାର ସମ୍ଭାବନା ରହିଛି ।

Politics
ମିଳିଲା ସ୍ପଷ୍ଟ ସଙ୍କେତ...ଗୋଟିଏ ମଞ୍ଚରେ ବସିବେ ବିଜେଡି-ବିଜେପି, ମେଣ୍ଟ ପକ୍କା !

ବିଜେଡି-ବିଜେପି ମେଣ୍ଟ ହେବା ଏକ ପ୍ରକାର ଥୟ । ଭୁବନେଶ୍ୱରରେ ବିଜେଡିର ଓ ଦିଲ୍ଲୀରେ ବିଜେପିର ମାରାଥନ ମିଟିଂ ପରେ ଆପାତତଃ ଏହା ଚୂଡ଼ାନ୍ତ ହୋଇଥିବା ଜଣାପଡ଼ିଛି ।

If the this part of the house is rented out the landlord will be ruined
Vastu Tips: ଗୃହର କେଉଁ ଭାଗକୁ ଭଡ଼ା ଦେଲେ ଗୃହକର୍ତ୍ତାଙ୍କର ହୁଏ ସର୍ବନାଶ

ପ୍ରତ୍ୟେକ ସ୍ଥାନ ଯାହା ଆବଧ କରାଯାଏ ତାହା ଗୋଟେ ଗୋଟେ ଏନର୍ଜି ଫିଲ୍‌ଡ୍ ତିଆରି କରେ ଯାହା ପଞ୍ଚମହାଭୁତ ଅର୍ଥାତ୍ ଜଳ, ବାୟୁ, ଅଗ୍ନି, ପୃଥିବୀ ଓ ଆକାଶ ଦ୍ୱାରା ପରିଚାଳିତ। ଏଣୁ ଗୃହକର୍ତ୍ତା ସ୍ୱୟଂ ନିଜେ ରୁହନ୍ତୁ କି ସେହି ଗୃହରେ କାହାକୁ ଭଡାରେ ରଖନ୍ତୁ, ବାସ୍ତୁର ପ୍ରଭାବ ଗୃହବାସୀଙ୍କ ଉପରେ ପଡିଥାଏ।

Panchang
Panchang Today 7th March 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ..

ସୌର କୁମ୍ଭମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୭ ତାରିଖ ଗୁରୁବାର ଚନ୍ଦ୍ର- ମକର ଅହୋରାତ୍ର ତିଥି - ୧୨ଶୀ ରାତ୍ରି ୦୧.୨୦ ଗତେ ୧୩ଶୀ ଘାତଚନ୍ଦ୍ର- ସିଂହ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୦୧.୦୧ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ରାତ୍ରି ୦୧.୨୦ ପର୍ଯ୍ୟନ୍ତ 

Lokanath Temple
ପବିତ୍ର ପଙ୍କୋଦ୍ଧାର ଏକାଦଶୀ; ବର୍ଷକରେ ଥରେ ଗମ୍ଭୀରାରେ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାବା ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ। ଗମ୍ଭୀରା ଭିତରୁ ରୀତିନୀତି ଅନୁଯାୟୀ କରାଗଲା ପଙ୍କୋଦ୍ଧାର। ମହାସ୍ନାନ ପରେ ସର୍ବସାଧାରଣର ସୁଯୋଗ ପାଇଲେ ଶ୍ରଦ୍ଧାଳୁ।

Duplicate Nurse
ସରକାରୀ ହସପିଟାଲରେ ନକଲି ନର୍ସ ! କିଏ ଦେଇଥିଲା ନିଯୁକ୍ତି ?

ରାଉରକେଲା ସରକାରୀ ହସପିଟାଲରେ ନକଲି ନର୍ସ ! ୨୦୨୦ ମସିହାରୁ କରି ଆସୁଥିଲେ ଡ୍ୟୁଟି। କିଏ ନିଯୁକ୍ତି ଦେଲା ଉଠିଲା ପ୍ରଶ୍ନ।

Baijayant Panda
ୟୁପି ଲକ୍ଷ୍ନୌରେ ଟିକଟ୍ କସରତ; ବୈଜୟନ୍ତଙ୍କ ନେତୃତ୍ୱରେ ବସିବ ବୈଠକ

ବିଜେପି ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଓ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଆଜି ଲକ୍ଷ୍ନୌ ଗସ୍ତରେ ଯାଉଛନ୍ତି।

coalition between BJP and BJD
ନୂଆ ନୁହେଁ ମେଣ୍ଟ; ୧୯୯୮ରୁ ୨୦୦୯ ଭିତରେ ଏକାଠି ଲଢ଼ିଛନ୍ତି ବିଜେଡ଼ି-ବିଜେପି

ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ।

Khelo India Medal Winners
ଖୁସି ଖବର...ଖେଲୋ ଇଣ୍ଡିଆ ବିଜେତାଙ୍କୁ ମିଳିବ ସରକାରୀ ଚାକିରି...

ଖେଲୋ ଇଣ୍ଡିଆ ମେଡାଲ ବିଜେତାଙ୍କୁ ମିଳିବ ସରକାରୀ ନିଯୁକ୍ତି । ସରକାରୀ ନିଯୁକ୍ତି ଲାଗି ଆବେଦନ କରିପାରିବେ କ୍ରୀଡ଼ାବିତ୍ । କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ବିଭାଗ କଲା ଘୋଷଣା । 

NDA
ବଢୁଛି NDAର ଶକ୍ତି; ପୁରୁଣା, ନୂଆ ସହଯୋଗୀଙ୍କୁ ନିଜ ଆଡ଼କୁ ଟାଣୁଛି ବିଜେପି

ବଢୁଛି ଏନଡିଏର କଳେବର । ମୋଦିଙ୍କ ମିଶନ ଅବ୍ କି ବାର୍ ଚାର୍ ସୋ ପାର୍ କୁ ପୂରଣ କରିବା ପାଇଁ ବିଜେପିର ବଡ଼ ଷ୍ଟ୍ରାଟେଜି ।

Alliance speculation
ବିଜେପି ନେତାଙ୍କୁ ଦିଲ୍ଲୀ, ବିଜେଡି ନେତାଙ୍କୁ ନବୀନ ନିବାସ; ହେଇଯିବ BJP-BJD ମେଣ୍ଟ !

୧୫ ବର୍ଷ ପରେ ପୁଣି ଏକ୍ ହେବାକୁ ଯାଉଛନ୍ତି କି ବିଜେଡି-ବିଜେପି ? ଏନଡିଏକୁ ଫେରିବ କି ବିଜେଡି? ଦୁଇ ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀରେ ଦୁଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ବଢିଲା ଚର୍ଚ୍ଚା।

BJP MP Jual Oram
ରାଜ୍ୟରେ ବିଜେପି-ବିଜେ଼ଡି ମେଣ୍ଟ ! ମୌନେ ସମ୍ମତିର ଲକ୍ଷଣ..

ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ?

 drinking coffee
ସକାଳୁ ଖାଲି ପେଟରେ କଫି ପିଉଥିଲେ ସାବଧାନ ! ହୋଇପାରେ ଭୟଙ୍କର ରୋଗ...

Health Tips: ଅଧିକାଂଶ ଲୋକ କଫି ପିଇବାର ସଉକ ରଖିଥାନ୍ତି । ଆପଣ ସକାଳୁ ଖାଲି ପେଟରେ କଫି ପିଉଛନ୍ତି କି ? ପିଉଥିଲେ ହୋଇପାରେ ଭୟଙ୍କର ରୋଗ...

Automated Driving Testing System
ଆରମ୍ଭ ହେଲା ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ; ତଦାରଖ କରିବ AI...

ରାଜ୍ୟରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । ୬ଟି ସ୍ଥାନରେ ଅଟୋମେଟେଡ୍ ଡ୍ରାଇଭିଂ ଟେଷ୍ଟିଂ ସିଷ୍ଟମ ଆରମ୍ଭ । କମ୍ପ୍ୟୁଟର, କ୍ୟାମେରା ଓ AI ଦ୍ବାରା ହେବ ତଦାରଖ । 

Odisha Politics
ଯୋଡ଼ି ହେବ ୧୫ ବର୍ଷର ପୁରୁଣା ସମ୍ପର୍କ; ମେଣ୍ଟ କରିବେ କି BJD-BJP ?

୧୫ ବର୍ଷ ତଳେ BJD ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP ।

indigo passenger smokes beedi
ବିମାନ ଭିତରେ ବିଡ଼ି ଟାଣିଲେ; ଗିରଫ ହୋଇ ଜେଲ୍‌ ଗଲେ...

ବିମାନ ଭିତରେ ବିଡ଼ି ଟାଣିବା ପଡ଼ିଲା ମହଙ୍ଗା । ବିମାନରେ ବିଡ଼ି ଟାଣୁଥିଲେ, ବନ୍ଧା ହୋଇ ଜେଲ୍‌ ଗଲେ । ୪୨ ବର୍ଷୀୟ ମହମ୍ମଦ ଫାରକୁଦ୍ଦିନଙ୍କୁ ମୁମ୍ବାଇର ଚତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ଏୟାରପୋର୍ଟରେ ଗିରଫ କରାଯାଇଛି । 

OAVS Recruitment 2024 Apply Offline For TGT & PGT Various Posts
OAVS Recruitment 2024: ଆଦର୍ଶ ବିଦ୍ୟାଳୟରେ ପୂରଣ ହେବ ଶିକ୍ଷକ ପଦବୀ; ଦରମା ୩୦ ହଜାର

ଓଡ଼ିଶାରେ ଶିକ୍ଷକ ପଦବୀରେ ନିଯୁକ୍ତି ଅନେକ ଯୁବପିଢିଙ୍କ ସ୍ୱପ୍ନ। ଆପଣ ଯଦି ଶିକ୍ଷକ ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁଯୋଗ ଆସିଛି।

Emraan hashmi said his wife parveen shahani always threatens to leave him
ଇମ୍ରାନ୍‌ଙ୍କ ଖୁଲାସା; ବାହାଘରକୁ ହେଲାଣି ୧୭ ବର୍ଷ, ପତ୍ନୀ ସବୁବେଳେ ଦେଉଛନ୍ତି ଏମିତି ଧମକ

ଇମ୍ରାନ୍ ହାଶ୍‌ମୀ ୨୦୦୬ ମସିହାରେ ପରବୀନ୍‌ ସାହନୀଙ୍କୁ ବିବାହ କରିଥିଲେ। ଏହି ଦମ୍ପତିଙ୍କର ଏକ ପୁଅ ମଧ୍ୟ ଅଛି ଯାହାର ନାଁ ଆୟାନ୍ ହାଶ୍‌ମୀ। ବର୍ତ୍ତମାନ ଏକ ପୁତ୍ରର ପିତା ହେବା ପରେ ଏବଂ ବିବାହର ୧୭ ବର୍ଷ ପରେ, ଇମ୍ରାନ୍‌ ତାଙ୍କ ପତ୍ନୀଙ୍କୁ ନେଇ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କୁ ଅନେକ ସମୟରେ 'ଛାଡିଦେବାକୁ' ଧମକ ଦିଅନ୍ତି।

BJP-BJD alliance ?
ବିଜେପି-ବିଜେଡି ହେବ କି ମେଣ୍ଟ ? ୧୫ ବର୍ଷ ପରେ ପୁଣି ହେବେ କି ଏକାଠି ? 

ହେଇଯିବ କି ମେଣ୍ଟ ? ବିଜେପି ବିଜେଡି ଭିତରେ ପୁଣି ଥରେ ମେଣ୍ଟ ହେବ କି ? ୧୫ ବର୍ଷ ପରେ ପୁଣି ଏକାଠି ହେବେ କି ବିଜେପି-ବିଜେଡି ?