ବର୍ଷା ଯୋଗୁଁ ରାସ୍ତାରେ ଏକ ବଡ ଗର୍ତ୍ତ ସୃଷ୍ଟି ହୋଇଥିଲା। ରାସ୍ତାଟି ଧସିଯାଇ ଏକ ଗୁମ୍ଫାର ଭ୍ରମ ସୃଷ୍ଟି କରୁଥିଲା।
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୪ ତାରିଖ ସୋମବାର। ଚନ୍ଦ୍ର- ବିଛା ଦିବା ୦୪.୨୦ ଗତେ ଧନୁ, ତିଥି- ୮ମୀ ଦିବା ୦୮.୪୯ ଗତେ ୯ମୀ, ଘାତଚନ୍ଦ୍ର- ଦିବା ୦୪.୨୦ ଗତେ ତୁଳା ଓ କୁମ୍ଭ ରାଶିର, ଘାତବାର- ମିଥୁନ ରାଶିର, ପୁଷ୍କର ଦୋଷ- ନାସ୍ତି
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆଜି ବିଜେପିରେ ମିଶିବେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ।ବ୍ୟକ୍ତିଗତ କାରଣ ଦର୍ଶାଇ ଗତକାଲି କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି।
ପିଲାମାନେ ବଢିବା ସହିତ ପାଠ ପଢାପଢି ଏବଂ ଅନ୍ୟାନ୍ୟ କାମ ହେତୁ ସେମାନଙ୍କର ଶାରିରୀକ କାର୍ଯ୍ୟକଳାପ କମିଯାଏ। ଏହା ସେମାନଙ୍କର ଶାରିରୀକ ବୃଦ୍ଧି ଉପରେ ବହୁତ ପ୍ରଭାବ ପକାଇଥାଏ। ଯଦି ଆପଣ ନିଜ ପିଲାକୁ ଶକ୍ତିଶାଳୀ ଏବଂ ଫିଟ୍ କରିବାକୁ ଚାହୁଁଛନ୍ତି, ତେବେ କିଛି ଜିନିଷ ପ୍ରତି ନିହାତି ଧ୍ୟାନ ଦେବା ଜରୁରୀ।
କଟକରେ ବକ୍ସ ଡ୍ରେନ ଲୋକାର୍ପଣ ପରେ ଆରମ୍ଭ ହୋଇଛି ରାଜନୀତି। ବକ୍ସଡ୍ରେନ ନିର୍ମାଣର ଶ୍ରେୟ କାହାକୁ ଯିବ ତାକୁ ନେଇ କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଛି।
ବଢିଲା ନିର୍ମାଣ ଶ୍ରମିକଙ୍କ ପେନସନ। ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ଶ୍ରମିକ ମାନଙ୍କ ପେନସନ ରାଶିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର ।
ଶ୍ରୀମନ୍ଦିର ଭିତରେ ଅଣହିନ୍ଦୁ ତଥା ବିଦେଶୀଙ୍କ ପ୍ରବେଶ ଅଭିଯୋଗ । ଜଣେ କି ଦୁଇ ଜଣ ନୁହଁନ୍ତି, ୪ ଜଣ ଅଣହିନ୍ଦୁ ଆଜି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି ।
ଫାଳ ଫାଳ ବିଜେଡି କ୍ୟାମ୍ପ। ରାଜଧାନୀରୁ ପାରାଦୀପ। ସବୁଠି ବିଧାୟକଙ୍କ ବିରୋଧରେ ଆଶାୟୀଙ୍କ ବିଦ୍ରୋହ। ବିଜେଡି ଅସନ୍ତୁଷ୍ଟ ଏବେ ବିଜେପି ମୁହାଁ।
ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଂଜାମରେ ଶକ୍ତିହୀନ ହେଉଛି କି ବିଜେଡି ? ଗୋଟିଏ ପଟେ ଅଧିକାଂଶ ନିର୍ବାଚନ ମଣ୍ଡଳୀରେ ଛାମୁଆ ନେତା ଓ କର୍ମୀଙ୍କ ଅସନ୍ତୋଷ ଓ ଗୋଷ୍ଠୀ କନ୍ଦଳ ସୀମା ଡେଇଁଲାଣି।
ଅଙ୍ଗଦାନ ପାଇଁ ରାଜ୍ୟରେ ସୃଷ୍ଟି ହେଉଛି ସଚେତନତା। ପୁଅର ଅଙ୍ଗଦାନ କରି ପୁଣି ଚର୍ଚ୍ଚାରେ ପିତାମାତାଙ୍କ ମହନୀୟତା।
Lok Sabha Elections 2024: ୨୪ ଲଢ଼େଇ ପାଇଁ BJPର ବଡ଼ ଗୋଟି ଚାଳନା । ପ୍ରାୟ ୩୫% ଲୋକସଭା ସିଟରେ ଆଗୁଆ ପ୍ରାର୍ଥୀ ଘୋଷଣା । ୫୦ ପ୍ରତିଶତ ଯୁବ ଓ ମହିଳା ପ୍ରାର୍ଥୀଙ୍କୁ ମିଳିଛି ଟିକେଟ୍ ।
ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏବେ ଆପଣାଇଛି ଶୂନ୍ୟ ସହନଶୀଳ ନୀତି । ଅର୍ଥାତ ଆଉ ଜରିମାନା କି ଥାନାରୁ ଜାମିନ୍ ବ୍ୟବସ୍ଥା ନାହିଁ । ସିଧା ଗିରଫ କରି ଜେଲ୍ ପଠାଉଛି କମିଶନରେଟ୍ ପୋଲିସ ।
ଛାତ୍ରଛାତ୍ରୀମାନଙ୍କ ପାଇଁ ଖୁସି ଖବର । ଏଣିକି ସବୁ ସ୍କୁଲରେ ପଢାଯିବ କୋଡିଂ ଓ ଏଆଇ (AI)ର ବ୍ୟବହାର । ଯାହାଫଳରେ ସହଜରେ ପିଲା ପାଇପାରିବେ ଚାକିରି ।
ଇ କର୍ମସ କମ୍ପାନୀ ଫ୍ଲିପକାର୍ଟ ଗତ ବର୍ଷ UPI ସେବାର ପରୀକ୍ଷଣ କରିଥିଲା।
ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ ହେବେ ୩ ଲକ୍ଷ ୪୦ ହଜାର CAPF ଯବାନ।
ପାକିସ୍ତାନରେ ପିଏମ ପଲିଟିକ୍ସ ଉପରେ ପଡ଼ିଲା ପୂର୍ଣ୍ଣଛେଦ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ ।
ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା: କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ମ୍ୟାଚ୍ ପାଇଁ ଚାଲିଗଲା ଜୀବନ । କ୍ରିକେଟ୍ ଦେଖି ଟ୍ରେନ ଚଳାଉଥିଲେ ଲୋକୋ ପାଇଲଟ୍...
DU ଚାକିରି ଖୋଜୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଭଲ ସୁଯୋଗ। DUର ଶ୍ରୀ ଅରୋବିନ୍ଦ କଲେଜ (ମର୍ଣ୍ଣିଂ) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ବିଭିନ୍ନ ଅଣଶିକ୍ଷକ ପଦବୀ ପୂରଣ ହେବ।
କୋଲକାତା ହାଇକୋର୍ଟ ପୋର୍ଟ ବ୍ଲେୟାରର ବେଞ୍ଚର ବିଚାରପତି ଜୟ ସେନଗୁପ୍ତା ଏକ ମାମଲାର ଶୁଣାଣି ବେଳେ ଅଭିଯୁକ୍ତଙ୍କ ଦଣ୍ତିତ କରିବା ସହ କହିଛନ୍ତି ଯେ, ରାସ୍ତାରେ ଜଣେ ଅଜ୍ଞାତ ମହିଳାଙ୍କୁ ଡାର୍ଲିଙ୍ଗ ବୋଲି ସମ୍ବୋଧନ କରାଯାଇପାରିବ ନାହିଁ। ଏହା ଯୌନ ଉତ୍ପୀଡ଼ନ ସହିତ ସମାନ।
'ବିଗ୍ ବସ୍ ଓଟିଟି ୨' ର ଫାଇନାଲ୍ରୁ ବାଦ ପଡିଥିବା ସୋସିଆଲ୍ ମିଡିଆ ଇନ୍ଫ୍ଲ୍ୟଏନ୍ସର୍-ଅଭିନେତ୍ରୀ ଡ୍ୟାନ୍ସ ରିଅଲିଟି ସୋ 'ଝଲକ ଦିଖ୍ଲା ଜା ୧୧' ର ବିଜେତା ହୋଇଛନ୍ତି। ବିହାରର କେମୁର ଜିଲ୍ଲାର ବାସିନ୍ଦା ଏହି ଝିଅର ନାଁ ମନୀଷା ରାନୀ। ମନୀଷା ୱାଇଲ୍ଡକାର୍ଡ ପ୍ରତିଯୋଗୀ ଭାବରେ ଡ୍ୟାନ୍ସ ରିଆଲିଟି ଶୋ’ରେ ପ୍ରବେଶ କରିଥିଲେ।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି ୱେଡିଂରେ ଅନେକ ସେଲିବ୍ରେଟିଙ୍କ ଭିଡ ଦେଖିବାକୁ ମିଳିଥିଲା। ଏହି ସମାରୋହରେ ବଲିଉଡ୍ ବାଦଶାହ ଶାହରୁଖ ଖାନ ମଧ୍ୟ ସାମିଲ୍ ହୋଇଥିଲେ। ସବୁଠାରୁ ବଡ ଓ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା ସେ ସେ 'ଜୟ ଶ୍ରୀରାମ'ର ସ୍ଲୋଗାନ୍ ଦେଇଥିଲେ।
ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।
୨୦୦୫ ମସିହାରେ ହିନ୍ଦୁ ଉତ୍ତରାଧିକାର ଅଧିନିୟମ, ୧୯୬୫ରେ ସଂଶୋଧନ କରି ଝିଅମାନଙ୍କୁ ପୈତୃକ ସମ୍ପତ୍ତିରେ ସମାନ ଅଂଶ ପାଇବାକୁ ଆଇନଗତ ଅଧିକାର ଦିଆଯାଇଛି।