ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୫,୧୩୦ ଟଙ୍କା ହୋଇଛି।
ନେହାଙ୍କର ଏକ ଅନୌପଚାରିକ କଥା ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯାହା ଅନୁମାନ କରାଯାଉଛି ଯେ ନେହା ବଲିଉଡ୍ର ସୁନ୍ଦର ଯୋଡି ଅନନ୍ୟା ପାଣ୍ଡେ ଏବଂ ଆଦିତ୍ୟ ରାୟ କାପୁରଙ୍କ ସମ୍ପର୍କ ବିଷୟରେ କିଛି ଖୁଲାସା କରୁଛନ୍ତି।
ଅନେକ ସମୟରେ ଦେଖାଯାଏ ଯେ, ଭାରତରେ ବିଦେଶୀମାନେ ଅନେକ ପ୍ରକାର ଖାଦ୍ୟ ତିଆରି କରନ୍ତି । ଭାରତୀୟ ଷ୍ଟ୍ରିଟ୍ ଫୁଡ୍ ଟେଷ୍ଟ କରନ୍ତି । ଇଣ୍ଟରନେଟରେ ଅନେକ ସମୟରେ ଏପରି ଭିଡ଼ିଓ ଆମର ଦୃଷ୍ଟିଗୋଚର ହୁଏ ।
ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଲା । ଦିଲ୍ଲୀରେ ଏପରି ଭୟଙ୍କର ତଥା ବିଭତ୍ସ ହତ୍ୟାକାଣ୍ତ ଘଟିଛି ।
ଘରେ ଆପଣ କଙ୍କଡ଼ାରେ ତିଆରି ବହୁ ରେସିପି ଖାଇଥିବେ । ଆଜି ଆମେ ଆପଣଙ୍କୁ କଙ୍କଡ଼ାର ଏକ ସୁଆଦିଆ ରେପିପି ବିଷୟରେ କହିବୁ । ଏହି ରେସିପି ର ନାଁ ହେଉଛି ‘କଙ୍କଡ଼ା କର୍ମା ’ । ଏହି ରେସିପିଟିକୁ ଆପଣ ଘରେ ଅତି ସହଜ ଓ ସରଳ ଭାବରେ ବନେଇ ପାରିବେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଯଦି ଆପଣ ମଧ୍ୟ ଚୁଟି ରଙ୍ଗ କରିବାକୁ ଚିନ୍ତା କରୁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ଜାଣିନେବା ଜରୁରୀ। କାରଣ, ଯଦି ଆପଣ କିଛି ବି ଭୁଲ କରନ୍ତି ତେବେ ଚୁଟିର ରଙ୍ଗ ମଳିନ ହୋଇପାରେ କିମ୍ବା ହାଲୁକା ହୋଇପାରେ। ଆସନ୍ତୁ ଏ ବିଷୟରେ ଜାଣିବା।
ବ୍ୟସ୍ତ ବହୁଳ ଜୀବନ ଓ ଅତ୍ୟଧିକ କାର୍ଯ୍ୟ ହେତୁ ଚେହେରାର ସୌନ୍ଦର୍ଯ୍ୟ ଏବଂ ଚମକ କମିଯାଏ । ଯଦି ଆପଣ ଚାହାଁନ୍ତି ଆପଣଙ୍କ ତ୍ୱଚା ଭଲ ଦେଖାଯାଉ, ତେବେ ଆପଣ କିଛି ଘରୋଇ ଉପଚାର ଗ୍ରହଣ କରି ତତକ୍ଷଣାତ୍ ଚମକ ପାଇପାରିବେ।
ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ନିଶା ଦେଇ ଲୁଟ୍ । ୧୫ଶହ ଟଙ୍କା ଆଡଭାନ୍ସ ଦେଇ ବିଶ୍ୱାସ ଜନ୍ମାଇଲେ, ସିଗାରେଟ୍ ଓ କୋଲଡ୍ରିଙ୍କସ୍ ପିଆଇଲେ, ତା ପରେ ବସରୁ ୯୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ।
ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି ।
ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଫ୍ରିଜ’ ପାଣି ପିଇଥାନ୍ତି ତ ଅନେକ କ୍ରମାଗତ ଭାବରେ ଏସିରେ ରହିଥାନ୍ତି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ। ତେବେ ଏମିତି କିଛି ଯୋଗ କୌଶଳ ଅଛି ଯାହାକୁ ଅଭ୍ୟା ସରେ ପରିଣତ କଲେ ଗରମରୁ ରକ୍ଷା ମିଳିବା ସହିତ ଅନ୍ୟକୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ।
ପୁଣି ଲୋହିତ ସାଗର ନିକଟରେ ହୁତି ଆକ୍ରମଣର ଶିକାର ହେଲା ଜାହାଜ । ପୁଣି ଥରେ ଏହାକୁ ମଝି ସମୁଦ୍ରରେ ସହାୟତା ଯୋଗାଇ ନିଜ ବୀରତ୍ୱର ପରିଚୟ ଦେଲା ଭାରତୀୟ ନୌସେନା ।
ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ଭାରତ ସରକାରଙ୍କ 'ସାଇବର ସାନିଟେସନ୍ ସେଣ୍ଟର', ଯାହା ବୋଟ୍ନେଟ୍ କ୍ଲିନିଂ ଏବଂ ମାଲ୍ୱେର୍ ଆନାଲିସିସ୍ ସେଣ୍ଟର ଭାବରେ ମଧ୍ୟ ଜଣାଶୁଣା, ଏକ ମାଗଣା ବୋଟ୍ନେଟ୍ ଡିଟେକ୍ସନ୍ ଏବଂ ରିମୁଭାଲ ଟୁଲ୍ସ ପ୍ରସ୍ତୁତ କରିଛି। ଏହି ଆପ୍ ଯେକୌଣସି ପ୍ରକାରର ବଟ୍ ଆପ୍, ମାଲ୍ୱେର୍ ଏବଂ ଭାଇରସ୍ ଚିହ୍ନଟ କରିବାରେ ସକ୍ଷମ ହେବ।
ଦିନସାରା ଜେରା, ରାତି ତମାମ୍ ଜେରା । ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ । ଭଣ୍ଡାରିପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତିସାରା ଘାଣ୍ଟିଲା ଇଡି । ୧୮ ଘଣ୍ଟାର ଜେରା ପରେ ଭୋର ସାଢ଼େ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି ।
ବର୍ଷ ବର୍ଷର ଆଇନର ଲଢେଇ ପରେ ଏବେ ଛାତିଫଟା ଖୁସି ବି ନିଅଣ୍ଟ ପଡୁଛି। ୮ ବର୍ଷରେ ଘଟିଥିବା ଗୋଟି ଗୋଟି କାହାଣୀ କହୁଛନ୍ତି ଜୟପୁରର ନିରଞ୍ଜନ ଦାଶ।
ଯୁଆଡେ ଦେଖିବେ ଖାଲି ବଡ ବଡ କୋଠା। ହେଲେ ନାହିଁ ବର୍ଣ୍ଣ କେୟାର ୟୁନିଟ୍। ଦକ୍ଷିଣ ଓଡ଼ିଶାର ସବୁଠାରୁ ସବୁଠାରୁ ପ୍ରମୁଖ MKCG ମେଡିକାଲରେ ପରିତାପର ବିଷୟ।
ଏଣିକି ଆଉ ବର୍ତ୍ତି ପାରିବେନି ସାଇବର୍ ଠକ। ଲୋକଙ୍କୁ ଭୁଆଁ ବୁଲେଇ କଲ୍, ମେସେଜ୍ କିମ୍ବା ହ୍ବାଟସ୍ ଆପ୍ ମାଧ୍ୟମରେ ଠକୁଥିବା ସାଇବର ଲୁଟେରାଙ୍କୁ ଚେକ୍ ଦେବ ଟେଲିକମ୍ ବିଭାଗ।
ଫେସବୁକ୍ ଖୋଲିଲେ 'ଲଗ୍ ଇନ' ମାଗୁଛି। ଲଗ୍ ଇନ୍ ରିଜେକ୍ଟ ଦେଖାଉଛି।
ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ। ରିସେପସନରୁ ଟଙ୍କା, ସୁନା, ଗିଫ୍ଟ ନେଇ ମାରୁଛନ୍ତି ଚମ୍ପଟ।
ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।
ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ୨୦ ହଜାର କୋଟିର ବିବିଧ ବିକାଶମୁଖୀ ପ୍ରକଳ୍ପ ଉପହାର। ଚଣ୍ଡିଖୋଲରେ ରେଲୱେ, ରାଜପଥ ଓ ଗ୍ୟାସ କ୍ଷେତ୍ରରେ ବିଭିନ୍ନ ନୂଆ ପ୍ରକଳ୍ପର ଲୋକାର୍ପଣ ସହ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।
ଆମେ ପ୍ରାୟତଃ ହୋଟେଲରେ ମିଲ୍ ଖାଇବା ପରେ ମାଉଥ୍ ଫ୍ରେସନର୍ ଖାଇଥାଉ। ହରିୟାଣା ଗୁରୁଗ୍ରାମରେ ମାଉଥ ଫ୍ରେସନର ଖାଇ ୫ଜଣ ରକ୍ତବାନ୍ତି କରିଥିବାର ସୂଚନା ମିଳିଛି।
ଘରେ ବସି ରୋଜଗାର କରନ୍ତୁ ଟଙ୍କା । ପୋଷ୍ଟ ଅଫିସ୍ର ଏହି ସ୍କିମ୍ରେ ବିନିଯୋଗ କରନ୍ତୁ...ମାସିକ ରୋଜଗାର କରନ୍ତୁ ୨୦ ହଜାର ! ଜାଣନ୍ତୁ କେମିତି ଓ କିପରି କରିବେ...
ଜଣେ ଯୁକ୍ତ ୨ ଛାତ୍ରୀଙ୍କ ପରୀକ୍ଷାର ଉତ୍ତର ଖାତା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ପଢ଼ି ସବୁ ଆଶ୍ଚର୍ଯ୍ୟ ହୋଇ ପଡ଼ିଛନ୍ତି।