ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି।
ଆପଣ ଜାଣନ୍ତି କି ଆଜିର ଯୁଗରେ ମଧ୍ୟ ଭାରତୀୟ ସିନେମାରେ ଜଣେ ଅଭିନେତା ଅଛନ୍ତି ଯିଏ ତାଙ୍କ ପାଖରେ ମୋବାଇଲ୍ ରଖନ୍ତି ନାହିଁ? ଏଠାରେ ଆମେ ଥାଲା ଅଜିତଙ୍କ ବିଷୟରେ କହୁଛୁ ଯିଏ ତାଙ୍କ ସହିତ କେବେବି ମୋବାଇଲ୍ ଫୋନ୍ ରଖନ୍ତି ନାହିଁ ବୋଲି କୁହାଯାଏ। ଏହାର ଖୁଲାସା ତାଙ୍କର ଜଣେ ସହ-କଳାକାର।
ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ପ୍ରି-ୱେଡିଙ୍ଗ ସମାରୋହର ତୃତୀୟ ଦିନରେ ମହା ଆରତୀ ଆୟୋଜିତ ହୋଇଥିଲା। ଆରତୀ ପରେ ରାଧିକା ମର୍ଚାଣ୍ଟ୍ ଏକ ବଲିଉଡ ଗୀତରେ ଆଶ୍ଚର୍ଯ୍ୟଜନକ ଭାବେ ଏଣ୍ଟ୍ରୀ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।
ଲାଗୁହେଲା କଠୋର ନିୟମ । ପାଣି ନଷ୍ଟ କଲେ କଠୋର ଦଣ୍ଡବିଧାନ ସହ ଦେବାକୁ ପଡ଼ିବ ଫାଇନ୍ । ଏଥିସହିତ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ...
ଖାଲି ସେତିକି ନୁହେଁ ଆକୁରେସି ଏବଂ ସଠିକ୍ ବିଚାର ପାଇଁ ମଧ୍ୟ ଡାକ୍ତର ଏହି AIର ସହଯୋଗ ନେଇପାରିବେ ।
ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
ଅନେକ ଯୁବକଙ୍କ ସ୍ୱପ୍ନ ଥାଏ ପୋଲିସ୍ ବିଭାଗରେ ଚାକିରି କରିବା ପାଇଁ। ଆପଣ ଯଦି ଏହି ସ୍ୱପ୍ନ ଦେଖୁଥିବା ଆଶାୟୀଙ୍କ ମଧ୍ୟରୁ ଜଣେ, ତେବେ ସୁଯୋଗ ଆପଣଙ୍କ ପାଖରେ। ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଷ୍ଟାଫ୍ ସିଲେକସନ କମିଶନ (SSC) ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ସ୍ତ୍ରୀର ବର୍ବରକାଣ୍ତ । ମିଳିଲାନି ବିବାହ ବାର୍ଷିକୀ ଉପହାର, ସ୍ୱାମୀକୁ ଛୁରୀ ଭୁସି ଦେଲା ସ୍ତ୍ରୀ । ସ୍ୱାମୀ ଶୋଇଥିବା ବେଳେ ରୋଷେଇ ଘରର ଛୁରୀ ନେଇ ସ୍ୱାମୀ ହାତରେ ଭୁସି ଦେଲା ସ୍ତ୍ରୀ ।
ଦାରିଦ୍ରତାର ନଗ୍ନ ଚିତ୍ର । ଜଣେ ହ୍ୱିଲ୍ ଚେୟାରରେ ତ ଆଉ ଜଣେ ଦେଖିପାରୁନାହାନ୍ତି । ସରକାର ଦେଉଥିବା ଚାଉଳ ଗଣ୍ଡେ ହିଁ ଏମାନଙ୍କର ସାହା ଭରସା । ହେଲେ ସେତକରୁ ମଧ୍ୟ ବଞ୍ଚିତ ଏମାନେ ।
ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ବିରଳ ଚିତ୍ର । ଏଠି ଡାକ୍ତରଙ୍କ କାମ କରୁଛନ୍ତି ସିକ୍ୟୁରିଟି ଗାର୍ଡ ।
ଧନୀ ବ୍ୟକ୍ତି ତାଲିକାରେ ତଳକୁ ଖସିଲେ ‘ଏକ୍ସ’ର ମାଲିକ ଏଲନ୍ ମସ୍କ । ତାଙ୍କ ସ୍ଥାନରେ ଜେଫ୍ ବେଜୋସ୍ ଏବେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି ହୋଇଛନ୍ତି ।
୨୦୨୩ରେ ଅନୁରାଧା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଦେଇଥିଲା ଯେ ଏବେ ଅପରାଧ ସହ ତାର କୌଣସି ସମ୍ପର୍କ ନାହିଁ, ସେ କେବଳ ଜଣେ ଗୃହିଣୀ ଏବଂ ସନ୍ଦୀପର ଘର ସମ୍ଭାଳୁଛି । ଅନୁରାଧା ଏବେ ସାଧାରଣ ଜୀବନଯାପନ କରୁଛି ।
ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗାଁର ଅଧିକାଂଶ ଯୁବକ ଦେଶ ସେବାରେ ନିୟୋଜିତ । ଏହି ଗାଁର ସଭିଙ୍କ ମନରେ ଦେଶ ପ୍ରତି ସ୍ନେହ ଓ ଭଲପାଇବା ରହିଛି । ଗାଁରେ ପିଲା ଜନ୍ମ ହେବାକ୍ଷଣି ମନରେ ଦେଶସେବା ପାଇଁ ଉତ୍ସାହ ଭରିଦିଏ ଗାଁର ବାତାବରଣ ।
ମହାପ୍ରଭୁଙ୍କ ଜଗନ୍ନାଥ ବଲ୍ଲଭରେ ଅବସ୍ଥିତ ପ୍ରମୋଦ ଉଦ୍ୟାନର ପରିବେଶ ବଦଳି ଯାଇଛି। ପୂର୍ବପରି ଆଉ ଜଙ୍ଗଲ ଭରା ପରିବେଶ ନାହିଁ। କୋଇଲିର ଶବ୍ଦ ଶୁଭୁ ନାହିଁ କି ଶୁଆ,ସାରିଙ୍କ ବସା ନାହିଁ। ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନର ବହୁ ସ୍ଥାନ କଂକ୍ରିଟ ଉଦ୍ୟାନ ପାଲଟିଛି।
ଥାନାରେ ଏତଲା ଦେବା ପରେ ପୋଲିସ୍ ଦୁଇ ଅଭିଯୁକ୍ତ ବୁଲୁ ପତି ଓ ପ୍ରିୟରଞ୍ଜନ ନାୟକଙ୍କୁ ଗିରଫ କରିଛି।
ସମ୍ବେଦନଶୀଳ ପୋଷ୍ଟ ପରେ ତଦନ୍ତ ଆରମ୍ଭ କରିଛି କର୍ଣ୍ଣାଟକ ପୋଲିସ୍। ବ୍ୟକ୍ତି ଜଣକ ହାଇଦ୍ରାବାଦର ହୋଇଥିବା ଜଣାପଡ଼ିଛି। ଏଣୁ ହାଇଦ୍ରାବାଦର ଏକାଧିକ ସ୍ଥାନରେ ଚଢ଼ାଉ ହୋଇଛି।
ଲୁଟ୍ କରି ଜଣେ ସନ୍ଦିଗ୍ଧ ଖସି ପଳାଉଥିବାର ଚିତ୍ର ସିସିଟିଭିରେ କଏଦ୍ । ଖୋଳତାଡ଼ କରୁଛି ବଳିଆପଣ୍ଡା ଥାନା ପୋଲିସ ।
ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର
ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା ।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ତାତିରେ ଲାଗିବ କି ବ୍ରେକ୍ ? ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ, ପୁଣି ୭ ତାରିଖରୁ ବର୍ଷା ସମ୍ଭାବନା ରହିଛି।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
ଖଣ୍ଡଗିରି ଥାନାରେ ଏତଲା ଦେଲେ ଯୁବକଙ୍କ ମାଆ । ମୃତ ଯୁବକ ଡେଲ୍ଟା ଛକ ରେଙ୍ଗାଳ ବସ୍ତିର ଦୀପକ ସାହୁ ।
'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।