ଜନ୍ମ କଲା ବାପା ହତ୍ୟା କଲା ପୁଅକୁ । ପତ୍ନୀଙ୍କୁ ଶିକ୍ଷା ଦେବା ପାଇଁ ନିଜ ଜନ୍ମ କଲା ପୁଅକୁ ହତ୍ୟା କରିଦେଲା ବାପା । ଏପରି ଏକ ଘଟଣା ଘଟିଛି ଦିଲ୍ଲୀରେ । ବର୍ବର ଆଉ ବିଭତ୍ସ...ଯେତେ ନିନ୍ଦା କଲେ ମଧ୍ୟ କମ ହେବ ।
ଭାରତରେ ଅଟୋ ଚାଳକଙ୍କୁ ସାଧାରଣତଃ ଛୋଟ ନଜରରେ ଦେଖାଯାଏ, ସେମାନଙ୍କୁ ଅଶିକ୍ଷିତ ବୋଲି କୁହାଯାଏ। କିନ୍ତୁ ଏହି ଅଟୋ ଚାଳକଙ୍କ ଇଂରାଜୀ ଶୁଣି ଆପଣଙ୍କ ମୁହଁ ଲାଜରେ ନଇଁଯିବ। ଆପଣ ଭାବିବେ ତାଙ୍କ ଆଗରେ ଆପଣ କିଛି ନୁହେଁ।
ବର୍ତ୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାର ଅଭିଯୁକ୍ତ ପୁଣେରେ ଲୁଚିଥିବା ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ବିସ୍ଫୋରଣ ପରେ ଅଭିଯୁକ୍ତ କର୍ଣ୍ଣାଟକ ବଲ୍ଲାରୀ ବସ୍ରେ ପଳାଇଥିଲା। ଏହାପରେ ଭଟକଲ୍, ଗୋକର୍ଣ୍ଣା, ବେଲଗୌମ ଓ କୋଲ୍ହାପୁର ଦେଇ ପୁଣେ ପଳାଇଥିବା କୁହାଯାଉଛି।
‘ମହାଭାରତ’ର ଶ୍ରୀକୃଷ୍ଣ ଅର୍ଥାତ୍ ନୀତୀଶ ଭରଦ୍ୱାଜ ଲୋକଙ୍କୁ ବୁଝାଇଥିଲେ ଯେ ପରିବାର ଛଡା ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ। କୃଷ୍ଣ ଯାହାକୁ ଥରେ ନିଜର ବୋଲି ଗ୍ରହଣ କରିଦେଉଥିଲେ, ସେ ତାଙ୍କୁ ଜୀବନସାରା ସମର୍ଥନ କରୁଥିଲେ। କିନ୍ତୁ, ବାସ୍ତବ ଜୀବନରେ ନୀତୀଶ ଭରଦ୍ୱାଜ ଏହାକୁ ସାର୍ଥକ କରିବାରେ ଅସମର୍ଥ ହୋଇଛନ୍ତି।
ଇଂଲଣ୍ତ ବିପକ୍ଷ ପଞ୍ଚମ ଟେଷ୍ଟର ପ୍ରଥମ ଇନିଂସରେ ଆୟୋଜକ ଭାରତ ଅତିଥି ଦଳ ବିପକ୍ଷରେ ବିପୁଳ ଅଗ୍ରଣୀ ହାସଲ କରିଥିଲା । ଆଜି ତୃତୀୟ ଦିନରେ ଇଂଲଣ୍ତ ଲଢ଼େଇ କରି ହାରିଛି ।
ହରଦୀପ ସିଂହଙ୍କୁ ହତ୍ୟା କରିବା ପୂର୍ବରୁ ଆକ୍ରମଣକାରୀମାନେ ପ୍ରଥମେ ତାଙ୍କ କାର୍କୁ ପିଛା କରିଥିଲେ। ଏହାପରେ ହରଦୀପଙ୍କ ଗାଡିକୁ ଓଭରଟେକ୍ କରି ଅଟକାଇଥିଲେ।
ରାଜ୍ୟ ସଭାପତି ଏନେଇ ସ୍ପଷ୍ଟ କରିଛନ୍ତି। ଆମେ ତ କହୁଚୁ ଏକାକୀ ଲଢିବୁ। ବିଜେଡ଼ିର ଯଦି ଦମ୍ ଅଛି କହୁ ଯେ, ସେମାନେ ଏକାକୀ ଲଢ଼ିବେ ।
ଗତକାଲି ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିବା ସହ ଦିଲ୍ଲୀରେ ମେଣ୍ଟକୁ ନେଇ କୌଣସି ଚର୍ଚ୍ଚା କିମ୍ବା ଆଲୋଚନା ହୋଇ ନାହିଁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ବିଲ୍ଡିଂର ତୃତୀୟ ମହଲାରୁ ପ୍ରବଳ ଧୂଆଁ ବାହାରୁଥିଲା। ଏହି ଖବର ପ୍ରଚାରିତ ହେବା ପରେ ବିଲ୍ଡିଂରେ ଥିବା ସମସ୍ତ ଲୋକ ପ୍ରାଣ ବିକଳରେ ବାହାରକୁ ଚାଲି ଆସିଥିଲେ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୬,୨୭୦ ଟଙ୍କା ହୋଇଛି।
ଅଜୟ ଦେବଗନ୍ ଏବଂ ଆର୍. ମାଧବନଙ୍କ ସୁପର୍ନେଚୁରାଲ୍ ହରର୍ ଫିଲ୍ମ 'ଶୈତାନ' ମାର୍ଚ୍ଚ ୮ରେ ମହାଶିବରାତ୍ରୀ ଅବସରରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଛି। ଫିଲ୍ମକୁ ମଧ୍ୟ ଦର୍ଶକଙ୍କ ଦମଦାର ରେସପନ୍ସ ମିଳୁଛି। ସମାଲୋଚକମାନେ ମଧ୍ୟ ଏହି ଫିଲ୍ମକୁ ଉଚ୍ଚ ପ୍ରଶଂସା କରୁଛନ୍ତି।
ସାଧାରଣତଃ ଆପଣମାନେ ଜାଣିଥିବେ ଯେ, କମ୍ପୁଟର ଚାଲିଲେ ଏହା ତାପ ବାହାର କରେ । ସିପିୟୁ ଗରମ ହୋଇଥାଏ । କିନ୍ତୁ ସେହି ଉତ୍ତାପରେ ଆପଣମାନେ ଖାଦ୍ୟ ପ୍ରସ୍ତୁତ କରିବା କେବେ ଭାବିଛନ୍ତି କି.. ନୁହେଁ ନା ।
ଆପଣ ମାନେ ଆଗରୁ ମାଛର ବିଭିନ୍ନ ରେସିପି ଖାଇଥିବେ । କିନ୍ତୁ ମାଛର ମଞ୍ଚିରେ ତିଆରି ରେସିପି ଖାଇଛନ୍ତି କି ? ଆଜି ଆମେ ଏହି ମାଛ ମଞ୍ଜିକୁ ନେଇ ଏକ ସ୍ବାଦିଷ୍ଟ ରେସିପି ତିଆରି କରିବୁ । ଏହି ରେସିପିର ନା ହେଉଛି ‘ମାଛ ମଞ୍ଜି କୋଫ୍ତା’
ମେଣ୍ଟ ଚର୍ଚ୍ଚାକୁ ପୁଣି ଖଣ୍ଡନ କଲେ ରାଜ୍ୟ ବିଜେପି ସଭାପତି ।
ପାକିସ୍ତାନର ପଞ୍ଜାବ ପ୍ରାଦେଶିକ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ଶୁଣାଇଛନ୍ତି। ଅଭିଯୁକ୍ତ ଦ୍ୱୟ ପୈଗମ୍ୱର ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅପମାନଜନକ ଶବ୍ଦର ପ୍ରୟୋଗ କରିବା ସହ ଫଟୋ ଓ ଭିଡିଓ ପ୍ରସ୍ତୁତ କରିଥିଲେ।
ଆଜିଠୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ଜଙ୍ଗଲ ସଫାରିରେ ପରିଭ୍ରମଣ କରିଥିଲେ । ହାତୀ ଉପରେ ବସି କିଛି ସମୟ ହାତୀ ସଫାରୀରେ ବୁଲିଥିଲେ ପ୍ରଧାନମନ୍ତ୍ରୀ ।
ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି। ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ। ଆବେଦନକାରୀ-ସ୍ୱାମୀ ଛାଡପତ୍ର ନେଇ ଆବେଦନ କରିଥିଲେ।
ଋଷ-ୟୁକ୍ରେନ ଯୁଦ୍ଧରେ ଫଶିଛନ୍ତି ଭାରତୀୟ । ଚାକଚକ୍ୟ ଜୀବନର ସ୍ୱପ୍ନ ଦେଖାଇ ରୁଷକୁ ମାନବ ଚାଲାଣ । ଏଜେଣ୍ଟଙ୍କ ଦ୍ୱାରା ରୁଷ ଯାଇ ଫସିଛନ୍ତି ଅନେକ ଭାରତୀୟ ।
ଏମିତିକି ଆଶୁ ଚିକିତ୍ସା ପରେ କ୍ୟାପିଟାଲ ହସ୍ପିଟାଲକୁ ଆହତ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କିଛି ପୋଲିସ ମଧ୍ୟ ଦଳାଚକଟାରେ ଗୁରୁତର ଆହତ ହୋଇଥିଲେ।
ଏଏସ୍ଆଇ ପକ୍ଷରୁ ଦକ୍ଷିଣ ଘର ଉପର ଅଂଶର ମରାମତି କରାଯାଇଥିଲା।
ପାରାଚ୍ୟୁଟ୍ ଜରିଆରେ ପାର୍ସଲ ଫିଙ୍ଗାଯାଉଥିଲା । ଯେଉଁଥିରେ ପାରାସୁଟ୍ ନଖୋଲିବା ଦ୍ୱାରା ଲୋକଙ୍କ ଉପରେ ପଡିଯାଇଥିଲା ପାର୍ସଲ । ଯାହାଫଳରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଆହତ ହୋଇଛନ୍ତି ।
ଆଜି ମହାପ୍ରଭୁଙ୍କ ଅଳଙ୍କାର ଓ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା କରିବ କମିଟି । ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ କମିଟିରେ ଅଧ୍ୟକ୍ଷଙ୍କ ସହ ୧୨ ସଦସ୍ୟଜଷ୍ଟିସ୍ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ।
୨ ଦିନ ପରେ ପୁଣି ବଢିବ ତାତି। ୪ ରୁ ୬ ଡ଼ିଗ୍ରୀ ଯାଏଁ ତାପମାତ୍ରା ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି।
ଭୀମରାମ ଅଞ୍ଚଳରେ ଥିବା ଏକ ଘରୋଇ କଲେଜରେ ଏହି ଘଟଣା ଘଟିଛି। ମୃତ ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ।
ସୈାର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୯ ତାରିଖ ଶନିବାର,ଚନ୍ଦ୍ର- କୁମ୍ଭ ଅହୋରାତ୍ର ,ତିôଥ- ୧୪ଶୀ । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...