ସରିବ ସରିବ ହେଉଛି , ସରୁନି ଜୟପୁର DHH କାମ । ମନ୍ଥର ଗତିରେ ଚାଲିଛି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାମ । ଆସୁନାହାଁନ୍ତି ପ୍ରଶାସନିକ ଅଧିକାରୀ, ନାହିଁନ୍ତି ବିଶେଷଜ୍ଞ ଡାକ୍ତର
ଭଦ୍ରକ ବଡ଼ ଶଙ୍କରପୁର ଉର୍ଦ୍ଦୁ ୟୁଜିଏମଇ ସ୍କୁଲରୁ ଆସିଛି ଅଭିଯୋଗ । ଭଦ୍ରକ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଅସୁସ୍ଥ ୨୫ରୁ ଅଧିକ ପିଲା ।
ସାଇବର ଠକେଇ ସନ୍ଦେହ ହେଲେ ସହଜରେ କରିହେବ ଅଭିଯୋଗ । 'ଚକ୍ଷୁ' ପୋର୍ଟାଲର ଲୋକାର୍ପଣ କଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ।
ତାତିରେ ଲାଗିବ କି ବ୍ରେକ୍ ? ଗତକାଲି ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଥିବା ବେଳେ, ପୁଣି ୭ ତାରିଖରୁ ବର୍ଷା ସମ୍ଭାବନା ରହିଛି।
୧୯୧୬ ମାର୍ଚ୍ଚ ୫ରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ।
ଖଣ୍ଡଗିରି ଥାନାରେ ଏତଲା ଦେଲେ ଯୁବକଙ୍କ ମାଆ । ମୃତ ଯୁବକ ଡେଲ୍ଟା ଛକ ରେଙ୍ଗାଳ ବସ୍ତିର ଦୀପକ ସାହୁ ।
'ମୋଦିଙ୍କୁ ଭେଟିବାକୁ ଯିବା ବେଳେ ପୋଲିସ ନ ଅଟକାଉ' । ଜିଲ୍ଲା ପ୍ରଶାସନକୁ ଦାବି ପତ୍ର ଦେଲେ ପିହୁର ମାଆ ।
ଆଜି ଓଡ଼ିଶା ଆସୁଛନ୍ତି ମୋଦି । ଯାଜପୁର ଚଣ୍ଡିଖୋଲ ସମାବେଶରେ ଯୋଗଦେବେ ମୋଦି
ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଇଣ୍ଡୋନେସିଆର ନେତାମାନଙ୍କୁ ଡଚ୍ ଅଧିକାରୀଙ୍କ ଷଡଯନ୍ତ୍ରରୁ ରକ୍ଷା କରିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥିଲେ। ଏନେଇ ଇଣ୍ଡୋନେସିଆ ତାଙ୍କୁ 'ଭୂମିପୁତ୍ର' ସମ୍ମାନରେ ସମ୍ମାନିତ କରିଥିଲା
ସାରା ଦେଶ ଯେତେବେଳେ ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରେ ଓଡ଼ିଶାରେ ଏହାକୁ ଅନ୍ୟ ଏକ ଦିନରେ କାହିଁକି ପାଳନ କରାଯାଏ? କ’ଣ ରହିଛି ଏହାର କାରଣ ଆସନ୍ତୁ ଜାଣିବା।
ନୂଆ ଓଡ଼ିଶାର ବିଶ୍ୱକର୍ମା ଥିଲେ ବିଜୁବାବୁ। ସେ କେବଳ ଜଣେ ରାଜନେତା ନ ଥିଲେ, ସେ ଥିଲେ ରାଷ୍ଟ୍ରନାୟକ। ବିଚକ୍ଷଣ ବୁଦ୍ଧି ସାଙ୍ଗକୁ ତାଙ୍କ ଦୁଃସାହସିକତା, ଦୁର୍ବାର ବ୍ୟକ୍ତିତ୍ୱ ଓଡ଼ିଶା ରାଜନୀତିରେ ସୃଷ୍ଟି କରିଥିଲା ନୂଆ ଅଧ୍ୟାୟ। ଜୀବଦଶାରେ ହିଁ ସେ ପାଲଟିଥିଲେ କିମ୍ବଦନ୍ତୀ।
ଆଜିକାଲି ଏକ ଭଲ କ୍ୟାରିୟରଟିଏ ବାଛିବା ସେତେ ସହଜ ନୁହେଁ। ଏନେଇ ସମସ୍ତେ ନିଜ କ୍ୟାରିୟର ପାଇଁ ଚିନ୍ତିତ। ତେଣୁ ଆଜି ଆମେ ଏହିପରି ୫ଟି କଥା ବିଷୟରେ ଜାଣିନେବା ଯାହାକୁ ଅନୁସରଣ କଲେ ଜଣେ ଏକ ଭଲ କ୍ୟାରିୟର ତିଆରି କରିବାରେ ସକ୍ଷମ ହେବେ।
ସୌର କୁମ୍ଭମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀ ୦୫ ତାରିଖ ମଙ୍ଗଳବାର ଚନ୍ଦ୍ର- ଧନୁ ଅହୋରାତ୍ର ତିଥି- ୯ମୀ ଦିବା ୦୮.୦୪ ଗତେ ୧୦ମୀ ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର ଅହୋରାତ୍ର ଘାତବାର- ମକର ରାଶିର ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ
ନା ସେ ଥିଲା ଦେଶର କୌଣସି ସୈନିକ । ନା କୌଣସି ଶତ୍ରୁପକ୍ଷର ଗୁଳିରେ ତା’ର ହୋଇଛି ବୀରଗତି ପ୍ରାପ୍ତ । ତଥାପି ସେ ଯେଉଁ ମହତ୍ କାମ କରି ଆରପାରିକୁ ଚାଲିଯାଇଛି ଆଜି ତାକୁ ସଲାମ୍ ଜଣାଉଛି ପୋଲିସ ।
କଟକ-ବାରବାଟୀ ନିର୍ବାଚନୀ ଅନିୟମିତତା ମାମଲା । ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ । ନାମାଙ୍କନ ବେଳେ ଅପରାଧିକ ତଥ୍ୟ ଲୁଚାଇଥିବାରୁ ରାୟ ।
କଡ଼ା ସୁରକ୍ଷା ଭେଦି କେମିତି ଶ୍ରୀମନ୍ଦିରକୁ ପଶିଗଲେ ଅଣହିନ୍ଦୁ ? ୯ ବାଂଲାଦେଶୀଙ୍କ ପାସପୋର୍ଟ ସିଜ୍ କରି ପୁରୀ ପୋଲିସର ତନାଘନା ।
୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।
ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।
ଜୟଶଙ୍କରଙ୍କ ଏହି ବିବୃତ୍ତି ଚଳିତ ବର୍ଷ ଜାନୁଆରୀରେ ଦେଇଥିବା ମୁଇଜୁଙ୍କ ବିବୃତ୍ତିକୁ ନେଇ ଆସିଛି। ମୁଇଜୁ କହିଥିଲେ ଯେ ଆମେ ଏକ ଛୋଟ ଦେଶ ହୋଇପାରୁ କିନ୍ତୁ ଏହାର ଅର୍ଥ ନୁହେଁ ଯେ, ଆମକୁ କେହି ଗାଳିଗୁଲଜ କରିପାରିବେ ।
ମହିଳା କମିଶନ ଅଧକ୍ଷ୍ୟା ମିନତୀ ବେହେରା ଯୋଗ ଦେଇ ପ୍ରତି କ୍ଷେତ୍ରରେ ମହିଳାମାନେ ନିଜର ଦକ୍ଷତା ପ୍ରତିପାଦନ କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି।
ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ମହିଳା କର୍ମୀ ଯୋଗ ଦେବେ। ଏହି ସମାବେଶ ପ୍ରସ୍ତୁତିର ତଦାରଖ କରିବାକୁ କୋଲକାତାରେ ପହଞ୍ଚିଛନ୍ତି ବୈଜୟନ୍ତ ପଣ୍ଡା।
ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି ।
‘ଲଭ୍ ସେକ୍ସ ଔର୍ ଧୋକା’ ବର୍ତ୍ତମାନ ରୋମାଞ୍ଚକର କଣ୍ଟେଣ୍ଟ୍ ସହିତ ସାରା ଦେଶରେ ତରଙ୍ଗ ସୃଷ୍ଟି କରିଛି। ଯେତେବେଳେ ନିର୍ମାତା ଭାରତୀୟ ମନୋରଞ୍ଜନ ଶିଳ୍ପରେ ବୋଲ୍ଡ କଣ୍ଟେଣ୍ଟ୍ ପାଇଁ ଠିକ୍ ଟୋନ୍ ସ୍ଥିର କରିଛନ୍ତି, ଏବଂ ଏହିପରି ‘ଲଭ୍ ସେକ୍ସ ଔର୍ ଧୋକା ୨’ ସହିତ ଏହାକୁ ଏକ ଲେବୁଲ୍କୁ ନେବାକୁ ସ୍ଥିର କରିଛନ୍ତି।
ସରିଛି ଅନନ୍ତ ରାଧିକାଙ୍କ ପ୍ରି ୱେଡ଼ିଂ ସେରିମନି । ପୂରା ବିଶ୍ୱରୁ ବହୁ ବଡ଼ ବଡ଼ ଲୋକ ଏଥିରେ ଯୋଗ ଦେବାକୁ ନିମନ୍ତ୍ରିତ ହୋଇଥିଲେ । ସିନେମା ଜଗତ, କ୍ରିକେଟ, ଶିଳ୍ପପତି ଆଦି ସମସ୍ତେ ଅମ୍ବାନୀ ପରିବାରର ଏହି ଖୁସିରେ ସାମିଲ ହୋଇଥିଲେ ।
ତ୍ରୁଟି ସଂଶୋଧନ ବା ଅପ୍ଡେଡ୍ କରିବାକୁ ହେଲେ ଆପଣଙ୍କୁ ଅନ୍ଲାଇନ୍ ଜରିଆରେ ନିଜର ଅସଲି ପରିଚୟ ପତ୍ର ଓ ଠିକଣା ପ୍ରମାଣ ପତ୍ର ଦେବାକୁ ପଡ଼ିବ ।