ଗୁଇନ୍ଦା ସୂଚନା ଆଧାରରେ ଜବତ କଲା କଷ୍ଟମ ବିଭାଗ । ସଂପୃକ୍ତ ବ୍ୟକ୍ତିକୁ ଗିରଫ କଲା କଷ୍ଟମ ବିଭାଗ ।
ବ୍ଲଗର୍ ଜାଣିଶୁଣି ପିଲାଟିକୁ ସୂର୍ଯ୍ୟକିରଣରେ ରଖୁଥିଲେ ବୋଲି କୋର୍ଟରେ ପ୍ରମାଣିତ ହୋଇଛି। ଏକ ସୂତ୍ର ଅନୁଯାୟୀ, ସେ ନିଜ ପତ୍ନୀକୁ ଶିଶୁଟିକୁ ସ୍ତନ୍ୟପାନ କରାଇବାକୁ ବାରଣ କରିଥିଲେ ।ଶିଶୁଟି ଉପରେ ପରୀକ୍ଷା ନୀରିକ୍ଷା କରିବାକୁ, ତାକୁ ଖରାରେ ରଖୁଥିଲେ।
ତତଲା କଡେଇରେ ଭାଜି ହେଉଛି ସାରା ରାଜ୍ୟ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ତାତିରୁ ତ୍ରାହି ନାହିଁ। ଆସନ୍ତାକାଲି ପାଇଁ ୨୪ ଜିଲ୍ଲାକୁ ହିଟୱେଭ ଓ ଗୁଳିଗୁଳି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଜନ୍ମିତ ଶିଶୁ ଠାରୁ ବୃଦ୍ଧବୃଦ୍ଧା ରୋଗୀ ଜଣ୍ଡିସରୁ ଭଲ ହେବାକୁ ଏଠାକୁ ଆସନ୍ତି। ଡୁଆଝର ଗାଁର ଗୌନ୍ତିଆ ନିଜ୍ଜାମୁଦ୍ଦିନ ଖାନ ଓ ସର୍ଦ୍ଦାର ଖାନ ଉତ୍ତରପ୍ରଦେଶ ଯାଇ ସେଠାରେ ଜଣେ ଗୁରୁଙ୍କ ଠାରୁ ଜଣ୍ଡିସ ରୋଗର ମନ୍ତ୍ର ଶିଖିକି ଆସିଥିଲେ। ସେମାନଙ୍କ ମନ୍ତ୍ର ଦ୍ଵାରା ଅନେକ ରୋଗୀ ଭଲ ହେବାରୁ ଧୀରେ ଧୀରେ ରୋଗୀ ସଂଖ୍ୟା ବଢ଼ିବାକୁ ଲାଗୁଥିବା କୁହାଯାଉଛି।
ସିଂହଦ୍ୱାରରେ ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଭିତରକୁ ପ୍ରବେଶ କରିଥିଲେ ଅନନ୍ତ।
ଇକ୍ରା ହାସନ ହେଉଛନ୍ତି ମୁସଲମାନ ସମ୍ପ୍ରଦାୟର ଜଣେ ଯୁବତୀ । ତାଙ୍କର ବୟସ ମାତ୍ର ୨୮ ବର୍ଷ । ହେଲେ ଉତ୍ତରପ୍ରଦେଶର କେରାନା ଆସନ ହିନ୍ଦୁ ପ୍ରାଧାନ୍ୟ ହୋଇଥିବାବେଳେ ବିଜେପିକୁ ଚ୍ୟାଲେଞ୍ଜ ଦେବାକୁ ସମର୍ଥ ହେବେ କି ଇକ୍ରା ?
ସାଧାରଣ ସଭାରେ ସମ୍ବୋଧିତ କରିବା ପରେ ଏହି ଦିବ୍ୟ ମୁହୂର୍ତ୍ତକୁ ଦେଖିବା ସୌଭାଗ୍ୟ ମୋତେ ପ୍ରାପ୍ତ ହେଲା ବୋଲି କହିଲେ ମୋଦି ।
ଅଭିଯୁକ୍ତ ମୁକେଶ ଏକ ଅଟୋକୁ ଜୋର୍ ଜବରଦସ୍ତ ଅଟକାଇ ଏହା ଭିତରେ ବସିଥିଲା। ସେ ଡ୍ରାଇଭରକୁ ଗୁଳିମାରିବା ପାଇଁ ଧମକ ଦେବା ପରେ ସେ ସେଠାରୁ ଡେଇଁ ପଳାଇଥିଲା। ଏହା ପରେ ଅଟୋ-ରିକ୍ସା ଭିତରେ ବସି ମୁକେଶ ନିଜେ ନିଜ ମୁଣ୍ଡକୁ ଗୁଳି ଚଳାଇଥିଲା।
କେନ୍ଦ୍ର ସରକାର ଅଧିନରେ ଥିବା ସଂସ୍ଥା ଗୁଡିକ ମଧ୍ୟରେ ନ୍ୟାସ୍ନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ଏକ ନାମକରା ସଂସ୍ଥା। NTPCରେ ଚାକିରି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ଗରମରେ ଥଣ୍ଡା ଥଣ୍ଡା ଆଇସକ୍ରିମ୍ କିମ୍ବା ଲସି ପିଇବା ପାଇଁ ସମସ୍ତେ ଭଲ ପାଆନ୍ତି । ସେଥିପାଇଁ ଆଜି ଆମେ ବନେଇବା ଥଣ୍ଡା ଥଣ୍ଡା ‘କେଶର ପିସ୍ତା କୁଲଫି’ ।
ସମସ୍ତେ ୟୁପିଏସସି ପରୀକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଓ ଶିକ୍ଷାଗତ ଯୋଗ୍ୟତା ଆଦି ଜାଣିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରନ୍ତି। ତେବେ ଆସନ୍ତୁ ଜାଣିବା ଟପ୍ ୫ରେ ଥିବା ଟପ୍ପରଙ୍କ ବିଷୟରେ।
ଦାଉ ସାଧୁଛି ଖରା । ଦିନକୁ ଦିନ ବଢ଼ିଚାଲିଛି ଦିନ ତାପମାତ୍ରା । ପୂରା ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହର.. ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ । ଏପରି ସ୍ଥଳରେ ଗ୍ରୀଷ୍ମ ଦାଉରୁ ଲୋକଙ୍କୁ ସୁରକ୍ଷା ଦେବାକୁ ସରକାର ଅନେକ ନିୟମ କରୁଛନ୍ତି ।
ରାମନବମୀ ଅବସରରେ ବ୍ଲକ୍ବଷ୍ଟର୍ ଫିଲ୍ମ୍ ‘ହନୁମାନ’ ସିକ୍ୱେଲର ଏକ ନୂଆ ପୋଷ୍ଟର୍ ରିଲିଜ୍’ ହୋଇଛି। ଏହି ସିକ୍ୱେଲ୍ 'ଜୟ ହନୁମାନ' ନାମରେ ଆସିବ। ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ବର୍ମା ଫିଲ୍ମ ବିଷୟରେ ଏକ ଫଟୋ ପ୍ରକାଶ କରି ପ୍ରଶଂସକଙ୍କ ଆଗ୍ରହକୁ ଆହୁରି ବଢାଇ ଦେଇଛନ୍ତି।
ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।
ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୪,୧୩୦ ଟଙ୍କା ହୋଇଛି।
ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।
ବିଦେଶରେ ହଙ୍ଗାମା କରିବ ଭାରତୀୟ ସିନେମା। ‘୧୨ଶ ଫେଲ୍’ ଚଳଚ୍ଚିତ୍ର ଚୀନ୍ର ୨୦,୦୦୦ରୁ ଅଧିକ ପରଦାରେ ପ୍ରଦର୍ଶିତ ହେବ। ଏହାକୁ ନେଇ ନିର୍ମାତା ମାଲାମାଲ୍ ହେବେ ବୋଲି ଅନୁମାନ କରାଯାଉଛି।
ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।
ଘୋଷଣା ହେଲା ବିଜେଡ଼ିର ବିଧାନସଭା ପ୍ରାର୍ଥୀ ତାଲିକା । କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଓ ରେଢ଼ାଖୋଲରେ ବଦଳିଲା ପ୍ରାର୍ଥୀ । ସମ୍ବଲପୁର ବଦଳରେ ରେଢ଼ାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ ଆଚାର୍ଯ୍ୟ ।
ତାପମାତ୍ରା ଯୋଗୁଁ ୩ ଦିନ ସ୍କୁଲ ବନ୍ଦ । ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରାକୁ ଦୃଷ୍ଟିରେ ରଖି ୩ ଦିନ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏଁ ବନ୍ଦ ରହିବ ରାଜ୍ୟର ସମସ୍ତ ସ୍କୁଲ ।
ପ୍ରବଳ ବର୍ଷା କାରଣରୁ ବିମାନବନ୍ଦରରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିଥିଲା। ରନ୍ ୱେରେ ପାଣି ଲହଡି ଖେଳୁଥିଲା। ଉଡାଣ ପାଇଁ ଥିବା ବିମାନ ତଳେ ପାଣି ଚାଲୁଥିବା ବେଳେ ପାର୍କିଂ ହୋଇଥିବା କାରଗୁଡିକ ଅଧା ଜଳମଗ୍ନ ହୋଇଯାଇଥିଲା।
ପଶ୍ଚିମ ଓଡ଼ିଶାରୁ ଲଢ଼ିବେ କି ନବୀନ । ପୁଣି ଥରେ ଏଭଳି କଳ୍ପନାଜଳ୍ପନା ଜୋର୍ ଧରିଛି । ଏଣେ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ବିଧାନସଭା ଆସନରୁ ଲଢ଼ିବା ନେଇ ବି ଚର୍ଚ୍ଚା ହେଉଛି ।
ଭୁବନେଶ୍ୱର ରାମ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଛତିଶଗଡ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ ତାଙ୍କ ସହ ଉପସ୍ଥିତ ରହିଛନ୍ତି ।
ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋସିଆଲ୍ ମିଡିଆ ଏକ୍ସରେ ସେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏହି ପବିତ୍ରପର୍ବ ସତ୍ୟ ଓ ଧର୍ମ ମାର୍ଗରେ ଚାଲିବାର ବାର୍ତ୍ତା ଦେଇଥାଏ।