• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦେଶର ପ୍ରଥମ ନାଗରିକ ଭାବେ ଏଣିକି ଦ୍ରୌପଦୀଙ୍କୁ ମିଳିବ ବହୁ ସୁବିଧା ସୁଯୋଗ । ନଜର ପକାନ୍ତୁ ରାଷ୍ଟ୍ରପତି କେତେ ଦରମା ପାଆନ୍ତି, ଆଉ କେଉଁ ସୁବିଧା ମିଳେ ତାଙ୍କୁ ...

- ମାସିକ ପାଖାପାଖି ୫ ଲକ୍ଷ ଟଙ୍କାର ବେତନ, ବିଭିନ୍ନ ପ୍ରକାର ଭତ୍ତା

- ଦୁନିଆର କୌଣସି ବି ସ୍ଥାନକୁ ମାଗଣା ଯାତ୍ରାର ସୁବିଧା

- ରହିବା ପାଇଁ ରାଇସିନା ହିଲ୍ରେ ୩୪୦ ରୁମ୍ ବିଶିଷ୍ଟ ରାଷ୍ଟ୍ରପତି ଭବନ

- ଦେଖାଶୁଣା କରିବାକୁ ହରଦମ୍ ଲାଗି ରହିବେ ୨ଶହ କର୍ମଚାରୀ

- ଯାତାୟତ ପାଇଁ କଷ୍ଟମାଇଜ୍ଡ ମର୍ସିଡିଜ୍ ବେଞ୍ଜ ଏସ୍ ୬୦୦-

- ଏହା ୧୫ କେଜି TNT ଆକ୍ରମଣ ୨ ମିଟର ଦୂରରୁ ସହିପାରିବ

- AK-47 ଗୁଳି ବି ଏହାକୁ ଭେଦ କରିପାରିବନି

- ବିସ୍ଫୋରକ, ବୋମା ଓ ଗ୍ୟାସ୍ ଆକ୍ରମଣରୁ ଏହା ସୁରକ୍ଷା ଦେବ

- ଏହା ମାତ୍ର ୮ ସେକେଣ୍ଡରେ ଶୂନରୁ ୧୦୦ କିଲୋମିଟର ସ୍ପିଡରେ ଧାଇଁପାରିବ

- ଏହାର ସର୍ବାଧିକ ସ୍ପିଡ୍ ରହିଛି ଘଣ୍ଟା ପ୍ରତି ୧୬୦ କିଲୋମିଟର

- ଅବସର ପରେ ମାସିକ ଦେଢ଼ ଲକ୍ଷ ଟଙ୍କା ପେନ୍ସନ୍

- କର୍ମଚାରୀଙ୍କ ଖର୍ଚ୍ଚ ନିମନ୍ତେ ଅତିରିକ୍ତ ୬୦ ହଜାର ଟଙ୍କା

- ରହିବା ପାଇଁ ଟାଇପ୍ ଏଇଟ୍ ବାସଗୃହ

- ଜୀବନ ସାରା ମାଗଣା ମେଡିକାଲ ସେବା

- ଜଣେ ସହଯୋଗୀଙ୍କ ସହ ଟ୍ରେନ୍ ଓ ବିମାନରେ ମାଗଣାରେ ଯାତ୍ରା ସୁବିଧା