• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

sushant-sing
ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟରେ ନିଜ ପକ୍ଷ ରଖିଲା ମୁମ୍ବାଇ ପୋଲିସ୍। ସୁଶାନ୍ତଙ୍କ ମୃତ୍ୟୁ ମାମଲା ତଦନ୍ତ ମୁମ୍ବାଇ ପୋଲିସ୍ କରୁଛି। ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ତଦନ୍ତ ଚାଲିଛି। ତେଣୁ ଏବେ ସିବିଆଇ ଏହି ମାମଲାର ତଦନ୍ତ କରିବା ଆବଶ୍ୟକ ନାହିଁ ବୋଲି ମୁମ୍ବାଇ ପୋଲିସ୍ କୋର୍ଟକୁ ଦର୍ଶାଇଥିବା ସୂଚନା ମିଳିଛି। ଏହାସହ ଜିରୋ ଏଫ୍‌ଆଇଆର୍‌ରେ ମାମଲା ରୁଜୁ ହୋଇଛି। ତେଣୁ ଏହାକୁ ବିହାର ପୋଲିସ୍ ମୁମ୍ବାଇକୁ ହସ୍ତାନ୍ତର କରାଯିବା ଜରୁରୀ […]

  • Monday, 05 July 2021
susanta
ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କ ପାଖରେ କାମ କରୁଥିବା କିଛି ବିଶ୍ୱସ୍ତ କର୍ମଚାରୀଙ୍କ କହିବା ଅନୁଯାୟୀ, ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଜୀବନରେ ଆସବା ପରେ ସୁଶାନ୍ତ ସମ୍ପୂର୍ଣ୍ଣ ଭାବେ ବଦଳି ଯାଇଥିଲେ। ରିୟା ସୁଶାନ୍ତଙ୍କୁ ନିଜ ସାଙ୍ଗମାନଙ୍କ ଠାରୁ ମଧ୍ୟ ଦୂର କରି ଦେଇଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ବାପା କେକେ ସିଂ ମଧ୍ୟ ରିୟାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। କେକେ ସିଂଙ୍କ କହିବା ଅନୁଯାୟୀ, ରିୟା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ […]

  • Monday, 05 July 2021
pm modi
ସାଢ଼େ ୮ କୋଟି ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଗଲା ୧୭ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କୃଷି ଭିତ୍ତିଭୂମି ସଜାଡ଼ିବାକୁ ପ୍ରୟାସ। ଆଜି ୧ ଲକ୍ଷ କୋଟି ଟଙ୍କାର Agriculture Infrastructure Fund ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଦ୍ୱାରା ଦେଶରେ କୃଷି ଭିତ୍ତିଭୂମିର ବିକାଶ ସହ ଦେଶର ଗ୍ରାମୀଣ ଅର୍ଥବ୍ୟବସ୍ଥାର ଚିତ୍ର ବଦଳିବ ବୋଲି ଜଣାପଡ଼ିଛି। ଏହାସହ କରୋନା ମହାମାରୀ ବେଳେ ଏହି ଯୋଜନା ଦ୍ୱାରା କୃଷକମାନେ ବିଶେଷ ଭାବେ ଉପକୃତ ହୋଇପାରିବେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଫଣ୍ଡ୍‌ର ଘୋଷଣା ସହ ପିଏମ୍- କିଷାନ ଯୋଜନାରେ […]

  • Monday, 05 July 2021
jodhpur
ଚାଷଜମିରୁ ମିଳିଲା ୧୧ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତଦେହ

ଯୋଧପୁର: ରାଜସ୍ତାନ ଟେଚୁର ଲୋଡ଼ତା ଅଚଲାବତା ଗାଁରେ ୧୧ ଜଣ ପାକିସ୍ତାନ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ପରେ ଗାଁର କୋକୁଆ ଭୟ ସୃଷ୍ଟି ହୋଇଛି। ଏହି ୧୧ ଜଣ ଗୋଟିଏ ପରିବାରର ଥିଲେ ଓ ସେମାନେ ଅଚଲାବତା ଗାଁରେ ଚାଷ କରି ପେଟ ପୋଷୁଥିଲେ। କେହି ଦୃର୍ବୃତ୍ତ ଏମାନଙ୍କୁ ହତ୍ୟା କରି ଏମିତି ବିଲରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଖବର ପାଇଁ ପୁଲିସ ସେଠାରେ ପହଞ୍ଚି […]

  • Monday, 05 July 2021
policeeee
ସାବଧାନ! ମାସ୍କ ବଦଳରେ ରୁମାଲ ବାନ୍ଧିଲେ ଗଣିବେ ତଣ୍ଡ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏନେଇ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ ଜାରି କରାଯାଇଛି। କିନ୍ତୁ କିଛି ଅମାନିଆ ଅଛନ୍ତି, ଯେଉଁମାନେ କି ନିୟମକୁ ମାନୁନାହାନ୍ତି। ବର୍ତ୍ତମାନ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ କାର୍‌ ଚଲାଉଛନ୍ତି, ତେବେ ତାଙ୍କୁ ଜରିମାନା ସହିତ ଗିରଫ ମଧ୍ୟ କରାଯିବ। ଏନେଇ ଦିଲ୍ଲୀ ପୋଲିସ ଏକ ଗାଇଡଲାଇନ୍‌ ଜାରି କରିଛି। ପୋଲିସର କହିବା ଅନୁଯାୟୀ, ଯଦି କାର୍‌ରେ ଦୁଇ ଜଣ ବ୍ୟକ୍ତି […]

  • Monday, 05 July 2021
ଭୂସ୍ଖଳନ: ମାଟି ଅତଡ଼ା ତଳୁ ୬ ମାସ ଶିଶୁର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଇଡୁକ୍କି: ଲଗାଣ ବର୍ଷା ଯୋଗୁ କେରଳର ଇଡୁକ୍କି ଜିଲ୍ଲା ରାଜମାଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛିି। ଗତକାଲି ୧୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଅଛି। ପ୍ରତିକୂଳ ପାଗ ସତ୍ତ୍ୱେ NDRF , ଅଗ୍ନିଶମ ବାହିନୀ ଓ ଅନ୍ୟ ରେସ୍କ୍ୟୁ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେସ୍କ୍ୟୁ ଟିମ୍‌ଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ ଘଟିଥିବା ସ୍ଥାନରେ ୨୦ଟି ଘର ଥିଲା। ଯେଉଁଥିରେ ପ୍ରାୟ […]

  • Monday, 05 July 2021
murder
ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ଯୋଧପୁର: ରାଜସ୍ଥାନ ଟେଚୁର ଲୋଡ଼ତା ଅଚଲାବତା  ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ଘଟଣାର ରହସ୍ୟ ଧୀରେ ଧୀରେ ଖୋଲୁଛି। ଆଜ ତକ୍‌ ଚ୍ୟାନେଲରୁ ମିଳିଥିବା ତଥ୍ୟ ଅନୁଯାୟୀ,  ଜଣେ ମହିଳା ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ମୃତବ୍ୟକ୍ତିମାନେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ। ପୋଲିସ ଶବ ପାଖରେ ପଡିଥିବା ବିଷ ଶିଶି ଏବଂ ଇଞ୍ଜେକ୍ସନକୁ ଜବତ କରିଛି। ଅଭିଯୁକ୍ତ ମହିଳାଙ୍କ ନାଁ ଲକ୍ଷ୍ମୀ ଓ […]

  • Monday, 05 July 2021
baby333
ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year old, feeding sparrows and watching them feed, hope the curiosity will stay with him 4ever, at least 20 sparrows 2 […]

  • Monday, 05 July 2021
123451233245
ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ନୂଆଦିଲ୍ଲୀ: ଚୀନ୍‌ରୁ ଆସୁଛି  ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର ବିହନ ପ୍ୟାକେଟ ପହଞ୍ଚିବା ପରେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ସୂଚନା ଅନୁସାରେ,  ବିହନ ନାଁରେ  ଘରେ ପହଞ୍ଚୁଛି ବିଷ। […]

  • Monday, 05 July 2021
two
ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double danger😳😳 Two headed Russell’s Viper rescued in Maharashtra. Genetic abnormality and hence low survival rates in the wild. The Russell’s […]

  • Monday, 05 July 2021