• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

ଭୂସ୍ଖଳନ: ମାଟି ଅତଡ଼ା ତଳୁ ୬ ମାସ ଶିଶୁର ମୃତଦେହ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି

ଇଡୁକ୍କି: ଲଗାଣ ବର୍ଷା ଯୋଗୁ କେରଳର ଇଡୁକ୍କି ଜିଲ୍ଲା ରାଜମାଲାରେ ହୋଇଥିବା ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ୪୩କୁ ବୃଦ୍ଧି ପାଇଛିି। ଗତକାଲି ୧୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ୬ ମାସର ଶିଶୁ ଅଛି। ପ୍ରତିକୂଳ ପାଗ ସତ୍ତ୍ୱେ NDRF , ଅଗ୍ନିଶମ ବାହିନୀ ଓ ଅନ୍ୟ ରେସ୍କ୍ୟୁ ଟିମ୍‌ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେସ୍କ୍ୟୁ ଟିମ୍‌ଙ୍କ ସୂଚନା ଅନୁଯାୟୀ, ଭୂସ୍ଖଳନ ଘଟିଥିବା ସ୍ଥାନରେ ୨୦ଟି ଘର ଥିଲା। ଯେଉଁଥିରେ ପ୍ରାୟ […]

  • Monday, 05 July 2021
murder
ବିଷ ଇଞ୍ଜେକ୍ସନ ଦେଇ ୧୧ ପାକିସ୍ତାନ ଶରଣାର୍ଥୀଙ୍କୁ ହତ୍ୟା କରାଯାଇଥିଲା

ଯୋଧପୁର: ରାଜସ୍ଥାନ ଟେଚୁର ଲୋଡ଼ତା ଅଚଲାବତା  ଗାଁ ନିକଟସ୍ଥ ଚାଷଜମିରୁ ୧୧ ଜଣଙ୍କର ମୃତଦେହ ମିଳିବା ଘଟଣାର ରହସ୍ୟ ଧୀରେ ଧୀରେ ଖୋଲୁଛି। ଆଜ ତକ୍‌ ଚ୍ୟାନେଲରୁ ମିଳିଥିବା ତଥ୍ୟ ଅନୁଯାୟୀ,  ଜଣେ ମହିଳା ସମସ୍ତଙ୍କୁ ବିଷ ଇଞ୍ଜେକ୍ସନ ଦେଇ ମାରି ଦେଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରୁ ଜଣାପଡ଼ିଛି। ମୃତବ୍ୟକ୍ତିମାନେ ପାକିସ୍ତାନରୁ ଆସିଥିବା ହିନ୍ଦୁ ଶରଣାର୍ଥୀ। ପୋଲିସ ଶବ ପାଖରେ ପଡିଥିବା ବିଷ ଶିଶି ଏବଂ ଇଞ୍ଜେକ୍ସନକୁ ଜବତ କରିଛି। ଅଭିଯୁକ୍ତ ମହିଳାଙ୍କ ନାଁ ଲକ୍ଷ୍ମୀ ଓ […]

  • Monday, 05 July 2021
baby333
ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି ଏକ ବର୍ଷର ଶିଶୁ, ଫଟୋ ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବେଳେବେଳେ ଏଭଳି ଫଟୋ ଭାଇରାଲ ହୋଇଯାଏ, ଯାହାକୁ ଦେଖି ୟୁଜରମାନେ ଖୁସି ହୋଇଯାଆନ୍ତି। ଏନେଇ ଏକ ବର୍ଷ ଶିଶୁର ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶିଶୁଟି ଘର ଚଟିଆ ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦେଉଛି। My son one year old, feeding sparrows and watching them feed, hope the curiosity will stay with him 4ever, at least 20 sparrows 2 […]

  • Monday, 05 July 2021
123451233245
ସାବଧାନ ! ବିନା ଅର୍ଡରରେ ଘରେ ପହଞ୍ଚୁଛି କି ବିହନ ପ୍ୟାକେଟ ? ଭୁଲ୍‌ରେ ବି ଖୋଲନ୍ତୁନି

ନୂଆଦିଲ୍ଲୀ: ଚୀନ୍‌ରୁ ଆସୁଛି  ମହାବିନାଶକାରୀ ବିହନ ପ୍ୟାକେଟ୍ ! ଏହାକୁ ବ୍ୟବହାର କଲେ ଅମଳ ତ ହେବନି, ତେବେ ଆଖପାଖ ଅଞ୍ଚଳରେ ରୋଗପୋକ ବୃଦ୍ଧି, ଜମିର ଉର୍ବରତା ନଷ୍ଟ ସହ ପୁରା ଜୈବ ବିବିଧତା ବିପର୍ଯ୍ୟସ୍ତ ହୋଇପ଼ଡିବ। ଆମେରିକା, କାନାଡ଼ା ଓ ଜାପାନ ଭଳି କିଛି ଦେଶରେ ଏଧରଣର ବିହନ ପ୍ୟାକେଟ ପହଞ୍ଚିବା ପରେ ଏହା ଉପରେ ସତର୍କ ଦୃଷ୍ଟି ରଖିବାକୁ କେନ୍ଦ୍ର ରାଜ୍ୟମାନଙ୍କୁ ପରାମର୍ଶ ଦେଇଛି। ସୂଚନା ଅନୁସାରେ,  ବିହନ ନାଁରେ  ଘରେ ପହଞ୍ଚୁଛି ବିଷ। […]

  • Monday, 05 July 2021
two
ଉଦ୍ଧାର ହେଲା ବିରଳ ପ୍ରଜାତିର ବିଷାକ୍ତ ସାପ

ମୁମ୍ୱାଇ: ମହାରାଷ୍ଟ୍ରର କଲ୍ୟାଣରୁ ଏକ ଦୁଇ ମୁଣ୍ଡିଆ ସାପକୁ ଉଦ୍ଧାର କରାଯାଇଛି। ବିରଳ ପ୍ରଜାତିର ଏହି ଦୁଇ ମୁଣ୍ଡିଆ ସାପର ନାଁ ରସେଲ ଭାଇପର (Russell Viper) । ଏହି ସାପର ଲମ୍ୱ ୧୧ ସେଣ୍ଟିମିଟର। ସାପର ଯାଆଁଳା ମୁଣ୍ଡର ଲମ୍ୱ ୨ସେମି ପାଖାପାଖି ବୋଲି ଜଣାପଡ଼ିଛି। Double danger😳😳 Two headed Russell’s Viper rescued in Maharashtra. Genetic abnormality and hence low survival rates in the wild. The Russell’s […]

  • Monday, 05 July 2021
modi
ଆଣ୍ଡାମାନ ନିକୋବରକୁ ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଉପହାର

ନୂଆଦିଲ୍ଲୀ: ଆଣ୍ଡାମାନ ନିକୋବରକୁ ହାଇ ସ୍ପିଡ୍ ସବମରିନ ଅପ୍ଟିକ ଫାଇବର କେବୁଲ ସଂଯୋଗ କରାଯାଇଛି। ଚେନ୍ନାଇ ସହିତ ଅପଟିକ ଫାଇବରରେ ଯୋଡ଼ି ହେଲା ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହା ସହିତ ସେଠାରେ ଟେଲି ଯୋଗାଯୋଗ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିବ। ବର୍ତ୍ତମାନ ବ୍ରଡବ୍ୟାଣ୍ଡ ସ୍ପିଡ୍ ଯେତେ ଅଛି, ତାହା ୧୦ ଗୁଣ ହୋଇଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି କେବୁଲର ଦୈର୍ଘ୍ୟ ହେଉଛି ୨ ହଜାର ୩୧୨ କିଲୋମିଟର। ୨୦୧୮ […]

  • Monday, 05 July 2021
rahul
ମୋଦି ସରକାରଙ୍କ EIA ଡ୍ରାଫ୍ଟକୁ ରାହୁଲ ଗାନ୍ଧିଙ୍କ ବିରୋଧ

ନୂଆଦିଲ୍ଲୀ: ହାତୀ-ମଣିଷ ଲଢ଼େଇକୁ କେମିତି ହ୍ରାସ କରାଯାଇ ପାରିବ, ସେ ସଂପର୍କରେ ମଧ୍ୟ କେନ୍ଦ୍ର ସରକାର ଆଜି ଏକ ଡକ୍ୟୁମେଣ୍ଟର ଉନ୍ମୋଚନ କରିଛନ୍ତି। ଏହି ଡକ୍ୟୁମେଣ୍ଟରେ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପ୍ରସ୍ତୁତ କରାଯାଇଛି। ଏହାକୁ ଅନୁସରଣ କଲେ ହାତୀ ମଣିଷ ଲଢ଼େଇ କମିବ ଓ ଜୀବନହାନୀ ମଧ୍ୟ ହ୍ରାସ ପାଇବ ବୋଲି କୁହାଯାଇଛି। EIA2020 ड्राफ़्ट का मक़सद साफ़ है – #LootOfTheNation यह एक और ख़ौफ़नाक उदाहरण है कि भाजपा सरकार […]

  • Monday, 05 July 2021
bs
ହସ୍ପିଟାଲରୁ ଡିସଚାର୍ଜ ହେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା କରୋନା ଭାଇରସ୍ ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଏବଂ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି ଏବଂ ତାଙ୍କୁ ସୋମବାର ଏକ ପ୍ରାଇଭେଟ୍ ହସ୍ପିଟାଲରୁ ଛୁଟି ମିଳିଛି। ଅଗଷ୍ଟ ୨ ତାରିଖରେ ୭୭ ବର୍ଷୀୟ ୟେଦୁରପ୍ପାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ହସ୍ପିଟାଲରୁ […]

  • Monday, 05 July 2021
sushant
ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମୁମ୍ବାଇ: ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଗଣମାଧ୍ୟମ ତାଙ୍କୁ ଦୋଷୀ ସଜାଇ ସାରିଲାଣି ବୋଲି ଅଭିଯୋଗ କରିଛନ୍ତି ରିୟା ଚକ୍ରବର୍ତ୍ତୀ । ଏଭଳି ଅଭିଯୋଗ ସହ ସୁପ୍ରିମକୋର୍ଟରେ ପୁଣି ସେ ସତ୍ୟପାଠ ଦାଖଲ କରିଛନ୍ତି । ରାଜନୈତିକ ଏଜେଣ୍ଡା ଭିତରେ ସେ ବଳି ପଡ଼ିବାକୁ ଯାଉଥିବାରୁ ସୁପ୍ରିମକୋର୍ଟଙ୍କଠାରୁ ସୁରକ୍ଷା ଲୋଡ଼ିଛନ୍ତି ରିୟା।ରିୟାଙ୍କୁ ଅଭିଯୁକ୍ତ […]

  • Monday, 05 July 2021
fire
ଜଳୁଛି ONGC ପାଇପ୍‌ଲାଇନ

ଦିଶପୁର: ଜଳୁଛି ଆସାମ ତିନ୍‌ସୁକିଆର ONGC ପାଇପ୍‌ଲାଇନ। ତିନ୍‌ସୁକିଆ ବାଘଜାନ୍ ଅଞ୍ଚଳରେ ଗତକାଲି ହଠାତ୍ ନିଆଁ ଲାଗି ଯାଇଥିଲା। ବୁଲ୍ ଲାଇନ୍ ଅର୍ଥାତ ଯେଉଁଠୁ ପାଇପ୍ ଅନ୍ୟ ଦିଗକୁ ମୋଡ଼ି ଥାଏ ସେହି ଅଞ୍ଚଳରେ କୌଣସି କାରଣରୁ ନିଆ ଲାଗି ଯାଇଥିଲା। ଫଳରେ କିଛି ଘଣ୍ଟା ଧରି ଅଞ୍ଚଳରେ ନିଆଁ ଜଳୁଥିବାର ଦେଖିବାକୁ ମିଳିଥିଲା। ବେଶ କିଛି ସମୟ ପାଇଁ ହୁତ୍ ହୁତ୍ ହୋଇ ନିଆଁ ଜଳୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ନିଆଁକୁ ଆୟତ୍ତ କରିବାକୁ ସ୍ୱତନ୍ତ୍ର […]

  • Monday, 05 July 2021
student
ବାଇକ୍‌ ଆରୋହୀଙ୍କ ବଦ୍‌ମାସୀ ପାଇଁ ହଜିଗଲା ମେଧାବୀ ଛାତ୍ରୀଙ୍କ ସ୍ୱପ୍ନ

ବୁଲନ୍ଦସହର: ସେ ଥିଲେ ଜଣେ ମେଧାବୀ ଛାତ୍ରୀ। ଆଖିରେ ଥିଲା ଅନେକ ସ୍ୱପ୍ନ। ଅନେକ କିଛି କରି ଦେଖାଇବାର ସଙ୍କଳ୍ପ। ହେଲେ କିଛି ବଦ୍‌ମାସ୍‌ ପିଲାଙ୍କ ପାଇଁ ସବୁକିଛି ହଜିଗଲା। ସ୍ୱପ୍ନକୁ ସାକାର କରିବା ପୁର୍ବରୁ ସବୁଦିନ ପାଇଁ ବନ୍ଦ ହୋଇଗଲା ସେଇ ଆଖି। ଉତ୍ତରପ୍ରଦେଶ ବୁଲନ୍ଦସହରର ସୁଦୀକ୍ଷା ଭାଟି। ଗତବର୍ଷ ଇଣ୍ଟରମିଡିଏଟ ପରୀକ୍ଷାରେ ବୁଲନ୍ଦସହରରେ ଟପ୍ପର ହୋଇଥିଲେ। ଭଲ ପାଠ ପାଇଁ ତାଙ୍କୁ ସ୍କଲାରସିପ୍‌ ମିଳିଥିଲା। ଆମେରିକା ଯାଇଥିଲେ ଉଚ୍ଚ ଶିକ୍ଷା ପାଇଁ। ନିଜ ପରିଶ୍ରମରେ […]

  • Monday, 05 July 2021