Advertisment

ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ୧୨ ମନ୍ତ୍ରୀଙ୍କ ଇସ୍ତଫା

ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣର ପୂର୍ବରୁ କେନ୍ଦ୍ର ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି ରାଷ୍ଟ୍ରପତି ଭବନ ମୁଖପାତ୍ର କହିଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ୧୨ ମନ୍ତ୍ରୀଙ୍କ ଇସ୍ତଫା

Cabinet Ministers Resigned

ନୂଆଦିଲ୍ଲୀ : ମୋଦିଙ୍କ ମନ୍ତ୍ରୀମଣ୍ଡଳରୁ ୧୨ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣର ପୂର୍ବରୁ କେନ୍ଦ୍ର ଆଇନ ତଥା ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବି ଶଙ୍କର ପ୍ରସାଦ ଏବଂ ପ୍ରକାଶ ଜାଭଡେକରଙ୍କ ସମେତ ୧୨ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରିଥିବା କହିଛନ୍ତି ରାଷ୍ଟ୍ରପତି ଭବନ ମୁଖପାତ୍ର କହିଛନ୍ତି ।

Advertisment

ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ଶ୍ରମ ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର, ରାସାୟନିକ ଏବଂ ସାର ମନ୍ତ୍ରୀ ସଦାନନ୍ଦ ଗୋୱଡା, ଜଲ ଶକ୍ତି ରାଜ୍ୟ ମନ୍ତ୍ରୀ ରତନ ଲାଲ କାଟାରିଆ, MSME ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସାମିଲ ଅଛନ୍ତି । ସେହିପରି ଶିକ୍ଷା ରାଜ୍ୟ ମନ୍ତ୍ରୀ ସଞ୍ଜୟ ଧୋତ୍ରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଦେବଶ୍ରୀ ଚୌଧୁରୀ, ସାମାଜିକ ନ୍ୟାୟ ମନ୍ତ୍ରୀ ଥାୱାର ଚାନ୍ଦ ଗେହଲୋଟ୍, ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ବାବୁଲ ସୁପ୍ରିଓ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

Advertisment

ସେପଟେ ଶପଥ ନେଉଛନ୍ତି ମୋଦିଙ୍କ ନୂଆ ମନ୍ତ୍ରୀ । ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଉଛନ୍ତି ରାଷ୍ଟ୍ରପତି ।

ମୋଦିଙ୍କ ନୂଆ ଟିମ୍

ନାରାୟଣ ରାଣେ,

ସର୍ବାନନ୍ଦ ସୋନଓ୍ୱାଲ,

ବୀରେନ୍ଦ୍ର କୁମାର

ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆର. ପି. ସିଂହ

ଅଶ୍ୱିନୀ ବୈଷ୍ଣବ

ପଶୁପତି ପାରସ,

କିରନ ରିଜିଜୁ,

ରାଜକୁମାର ସିଂହ

ହରଦୀପ ସିଂହ ପୁରୀ

ମନସୁଖ ମାଣ୍ଡବ୍ୟ

ଭୁପେନ୍ଦ୍ର ଯାଦବ

ପରଷୋତ୍ତମ ରୁପାଲା

ଜି. କିଷାନ ରେଡ୍ଡି

ଅନୁରାଗ ସିଂ ଠାକୁର

ପଙ୍କଜ ଚୌଧୁରୀ

ଅନୁପ୍ରିୟା ପଟେଲ

ସତ୍ୟପାଲ ବଘେଲ

ରାଜୀବ ଚନ୍ଦ୍ରଶେଖର,

ଶୋଭା କରନ୍ଦଲାଜେ

ଭାନୁପ୍ରତାପ ସିଂ ବର୍ମା

ଦର୍ଶନା ବିକ୍ରମ ଜରଦୋଷ

ମିନାକ୍ଷୀ ଲେଖି

ଅର୍ଣ୍ଣପୂର୍ଣ୍ଣା ଦେବୀ

ଏ. ନାରାୟଣ ସ୍ୱାମୀ

କୌଶଲ କିଶୋର,

ଅଜୟ ଭଟ୍ଟ,

ବି.ଏଲ୍. ବର୍ମା

ଅଜୟ କୁମାର

ଚୌହାନ ଦେବୁ ସିନ୍

ଭଗଓ୍ବନ୍ତ ଖୁବ୍ବା

କପିଲ ମୋରେସର ପାଟିଲ

ପ୍ରତୀମା ଭୌମିକ

ସୁବାଷ ସରକାର

ଭଗୱତ କିଷନ ରାଓ କରଦ୍

ରାଜକୁମାର ରଞ୍ଜନ ସିଂ

ଭାରତୀ ପ୍ରବୀଣ ପାୱାର

ବିଶେଶ୍ୱର ଟୁଡୁ

ଶାନ୍ତନୁ ଠାକୁର,

ଏମ୍ ମହେନ୍ଦ୍ରଭାଇ,

ଜନ୍ ବାର୍ଲା

ଏଲ୍ ମୁରୁଗନ୍

ନିଶିଥ୍ ପ୍ରମାଣିକ

Advertisment
Advertisment