ନୂଆଦିଲ୍ଲୀ: ଶାସକ ବିଜେପି ନେତୃତ୍ୱ ଏନ୍ଡ଼ିଏ ସାଂସଦମାନେ ସେମାନଙ୍କର ୨୩ ଦିନର ଦରମା ଓ ଭତ୍ତା ନେବେନି। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବାନୁଯାୟୀ, ବଜେଟ ଅଧିବେଶନର ୨ୟ ପର୍ଯ୍ୟାୟରେ ସଂସଦରେ କୌଣସି କାର୍ଯ୍ୟ ହୋଇପାରିନି, ଏକପ୍ରକାର ଗୃହ ଅଚଳ ହୋଇରହିଲା। ଏପରିକି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆସିବାକୁ ଥିବା ବେଳେ ଗୃହ କାର୍ଯ୍ୟ ସୁରୁଖୁରରେ କରିବାକୁ ଦେଲାନି କଂଗ୍ରେସ। ଫଳରେ ଜନସାଧାରଣଙ୍କ ଟଙ୍କାକୁ ସାଂସଦମାନେ ଦରମା ଆକାରରେ […]
ଭୁବନେଶ୍ୱର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦୁଇ ଦିନିଆ ଓଡିଶା ଗସ୍ତର ଆଜି ଶେଷ ଦିନ। ଆଜି ଶେଷ ଦିନରେ ଶାହା ବଲାଙ୍ଗିରରେ ଆୟୋଜିତ ଜନସମାବେଶରେ ଯୋଗଦେବେ। ଗତକାଲି ଭବାନୀପାଟଣାରେ ମହାସମାବେଶ ପରେ ସାଂଗଠନିକ ସ୍ଥିତି ନେଇ ଦଳୀୟ ନେତାଙ୍କ ସହ ସେ ଆଲୋଚନା କରିଥିଲେ। ଭବାନୀପାଟଣାର ଏକ ହୋଟେଲ୍ରେ ଆୟୋଜିତ ବୈଠକରେ ରାଜ୍ୟସ୍ତରୀୟ ଏବଂ ଜିଲ୍ଲାସ୍ତରୀୟ ନେତା ଓ କର୍ମୀଙ୍କ ସହ ସାଂଗଠନିକ ସ୍ଥିତି ନେଇ ଆଲୋଚନା କରିଥିଲେ। ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା। ଗତକାଲି ସଂଧ୍ୟାରେ ଭୁବନେଶ୍ୱରରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟିଆସି ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ସେହିପରି କଟକ ସହରରେ ମଧ୍ୟ ବେଶ୍ କିଛି ସମୟ ପାଇଁ ଝଡ଼ବର୍ଷା ହୋଇଛି। ବର୍ଷା ଯୋଗୁଁ ସହରର ବିଭିନ୍ନ ସ୍ଥାନରେ ଅନେକ ସମୟ ଧରି ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଏହାପୂର୍ବରୁ କାଳବୈଶାଖୀ ବର୍ଷା ହେବା ନେଇ ୧୦ଟି ଜିଲ୍ଲା ପାଇଁ ସତର୍କ ସୂଚନା […]
ଭୁବନେଶ୍ୱର: ଛତିଶଗଡ଼ରେ କଲମା ବ୍ୟାରେଜର ଗେଟ୍ ବନ୍ଦ ବିରୋଧରେ ପ୍ରତିବାଦର ସ୍ୱର ଉଠିଛି। ଏହାକୁ ବିରୋଧ କରି ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହାସହ ପୋଷ୍ଟକାର୍ଡ ମାଧ୍ୟମରେ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯିବ ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ପ୍ରାୟ ଏକ ଲକ୍ଷ ଦସ୍ତଖତ ସଂଗ୍ରହ କରାଯାଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ଆନ୍ଦୋଳନର ଆବାହକ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା […]
ଝାରସୁଗୁଡ଼ା: ଟଙ୍କା ପାଇଁ ମାଆକୁ ହତ୍ୟା କଲା ପୁଅ। ଏଭଳି ଲୋମଟାଙ୍କୁରା ଘଟଣା ଝାରସୁଗୁଡ଼ା ସହରରେ ଶୁଣିବାକୁ ମିଳିଛି। ମୁଙ୍ଗାପଡ଼ାର ଉଷା ରାଉତ ନାମ୍ନୀ ଜଣେ ମହିଳାଙ୍କୁ ତାଙ୍କ ପୁଅ ସ୍ତ୍ରୀ ସହିତ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଆଜି ସ୍ଥାନୀୟ ମନମୋହନ ସ୍କୁଲ ପଛପଟେ ଏକ ପରିତ୍ୟକ୍ତ ସ୍ଥାନରୁ ଉଷାଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଥିଲା। ଏହାପରେ ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା ଯେ, ମୁଙ୍ଗାପଡ଼ାରେ ଜରି ଗୋଟାଳି ଭାବେ […]
ଭୁବନେଶ୍ୱର: କାଳବୈଶାଖୀ ନେଇ ସତର୍କ ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏହାର ପ୍ରଭାବରେ ବର୍ଷା, ବଜ୍ରପାତ ଓ ଝଡ଼ତୋଫାନ ସହ କୁଆପଥର ମାଡ଼ ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ୧୦ଟି ଜିଲ୍ଲାର ଲୋକଙ୍କୁ ରାତି ୧୦ଟା ୪୫ ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ଜଗତସିଂହପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ […]
ଭୁବନେଶ୍ୱର: ବଢ଼ିଲା ବସ୍ ଭଡା। ଡିଜେଲ ଦର ୨ଟଙ୍କା ୪୯ ପଇସା ବଢ଼ିବା ପରେ ବସ୍ ଭଡା କିଲୋମିଟର ପିଛା ୧ ପଇସା ବୃଦ୍ଧି ପାଇଛି। ଅଟୋମେଟିକ୍ ମେକାନିଜିମ୍ ହିସାବରେ ଭଡ଼ା ବୃଦ୍ଧି ପାଇଥିବା ଘରୋଇ ବସ୍ ମାଲିକ ସଙ୍ଘର ସଭାପତି ସୂଚନା ଦେଇଛନ୍ତି। ସାଧାରଣ ବସ୍ ଓ ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧ପଇସା ଲେଖାଏଁ ବୃଦ୍ଧି ପାଇଥିବା ବେଳେ ଏସି ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୨ପଇସା ବୃଦ୍ଧି ପାଇଛି। ଏହାକୁ […]
ବଲାଙ୍ଗିର: ବଲାଙ୍ଗିର ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର୍ ସୁଶାନ୍ତ ଧଳସାମନ୍ତ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ଓ୍ୱାର୍ଡରେ ତାଙ୍କର ଚିକିତ୍ସା କରାଯାଉଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା କହିଛନ୍ତି ସିଡିଏମ୍ଓ। ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ ସେଥିପାଇଁ ହସ୍ପିଟାଲ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗତ ୩୦ ତାରିଖରେ ସୁଶାନ୍ତ ଧଳସାମନ୍ତଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲ୍ରୁ ବଲାଙ୍ଗିର ଜେଲକୁ […]
ଭବାନୀପାଟଣା : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଭାଷଣରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ-“କଳାହାଣ୍ଡିରେ ଆଜି ତାପମାତ୍ର ୪୫ ଡିଗ୍ରୀ ରହିଥିଲା। ଏହା ସତ୍ତ୍ୱେ ବିଜେପି ସମାବେଶକୁ ଦୂରଦୂରାନ୍ତରୁ ଲୋକେ ଆସିଛନ୍ତି। ଏଥିରୁ ବୁଝାପଡ଼ୁଛି ଆଗାମୀ ଦିନରେ ବିଜେପି ସରକାର ଗଢ଼ିବ।” ସେ କହିଥିଲେ-“ବର୍ତ୍ତମାନ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିକାଶର ରଥ ଦୌଡ଼ୁଛି। ଏହି […]
ପୁରୀ : ସରିଲା ରତ୍ନ ଭଣ୍ଡାର ଯାଞ୍ଚ। ବାହାର ୨ଟି ଭଣ୍ଡାର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। ବାହାର ଭଣ୍ଡାର ଯାଞ୍ଚ ସାରି ଫେରିଆସିଛନ୍ତି ଯାଞ୍ଚକାରୀ। ଯାଞ୍ଚବେଳେ ଭଣ୍ଡାର ଛାତରେ ଫାଟ ଦେଖିବାକୁ ମିଳିଛି। ଯାଞ୍ଚ ପରେ ବାହାରକୁ ବାହାରିବା ପରେ ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ବିଧି ମୁତାବକ ଯାଞ୍ଚ କାର୍ଯ୍ୟ କରାଯାଇଛି। କେବଳ ବାହାର ଭଣ୍ଡାର ଯାଞ୍ଚ ହେଲା, ଭିତର ହେଲାନି ଭଣ୍ଡାର ଘର ଛାତରେ ଫାଟ ରହିଥିବା ଦେଖିପାରିଲୁ […]
ଭୁବନେଶ୍ୱର : ଇମ୍ଫାଗ୍ରୁପ୍ ଦ୍ୱାରା ପରିଚାଳିତ ‘ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ୍’ ((IMPaCT) ତରଫରୁ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର ୨୦୧୮’ ନିମନ୍ତେ ନାମାଙ୍କନ ପତ୍ର ଆହ୍ୱାନ କରାଯାଉଛି। ‘ଏକଲବ୍ୟ ପୁରସ୍କାର ’ ପୁରସ୍କାର ହେଉଛି ଓଡ଼ିଶାର ଶ୍ରେଷ୍ଠ ଯୁବ କ୍ରୀଡ଼ାବିତ୍ଙ୍କ ପାଇଁ ଉଦ୍ଦିଷ୍ଟ ବାର୍ଷିକ କ୍ରୀଡ଼ା ପୁରସ୍କାର, ଯାହାର ନଗଦ ପୁରସ୍କାର ରାଶି ୫ଲକ୍ଷ ଟଙ୍କା ରହିଛି। ମୁଖ୍ୟ ପୁରସ୍କାର ଛଡ଼ା ଦୁଇଗୋଟି ଦୃଷ୍ଟାନ୍ତମୂଳକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଏ, ଯାହାର ପୁରସ୍କାର ରାଶି […]
ଭବାନୀପାଟଣା : ଆଜିଠୁ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଦିନ ୧ଟା ୩୦ରେ ଶାହା ଭବାନୀପାଟଣାରେ ପହଞ୍ଚିବେ। ଶାହାଙ୍କ ସମାବେଶ ପାଇଁ ଭବାନୀପାଟଣାର ଲାଲବାହାଦୁର ଷ୍ଟାଡିୟମ ପ୍ରସ୍ତୁତ ହୋଇ ରହିଛି। ମହାସମାବେଶରେ କର୍ମୀ ଓ ନେତାଙ୍କୁ ମିଶନ ୧୨୦ ପ୍ଲସ୍ ପାଇଁ ମନ୍ତ୍ର ଦେବେ ଅମିତ ଶାହା। ସଂଗଠନ ମଜବୁତ ପାଇଁ ସେପ୍ଟେମ୍ବରରେ ବିସ୍ତାରକଙ୍କୁ ଦେଇଥିବା ଟାକ୍ସ କେତେ ପୂରଣ ହୋଇଛି ,ତାର ମଧ୍ୟ ସମୀକ୍ଷା କରିବେ। କୋର୍ ଟିମ୍ […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ନିର୍ମାଣ ଶ୍ରମିକ ସେବା ସପ୍ତାହ। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ନିର୍ମାଣ ଶ୍ରମିକମାନଙ୍କ ପାଇଁ ହୋଇଥିବା ବିଭିନ୍ନ ସମାଜ କଲ୍ୟାଣକାରୀ ଯୋଜନାରେ ପାଖାପାଖି ୨୨ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜିକୃତ କରିସାରିଛନ୍ତି। ତନ୍ମଧ୍ୟରୁ ୧୧ ଲକ୍ଷ ଶ୍ରମିକ ରାଜ୍ୟ ସରକାରଙ୍କ ଏହି ଯୋଜନାଗୁଡ଼ିକର ଲାଭ ଉଠାଉଛନ୍ତି। ଏଥିସହିତ ସମସ୍ତ ନିର୍ମାଣ […]
ଭୁବନେଶ୍ୱର: ଦୂରଦର୍ଶନ ଅଫିସ ନିକଟ ଏମସିଏଲ କଲୋନୀରୁ ଏକ ନାଗସାପ ଉଦ୍ଧାର କରାଯାଇଛି। ଏମସିଏଲର ଡିସପେନସାରୀ ଅଫିସରେ ଥିବା ଏକ ଅଚଳ ଏସି ଭିତରୁ ଆଜି ନାଗସାପଟି ବାହାରିଥିଲ॥ କିଛିଦିନ ହେବ ଏସିଟି ଖରାପ ହୋଇପଡ଼ିଥିଲା। ତେଣୁ ଏହାକୁ ସଜାଡ଼ିବା ପାଇଁ ମେକାନିକଙ୍କୁ ଡକାଯାଇଥିଲା। ହେଲେ ମେକାନିକ୍ ଆସି ଏସି ସଜାଡିବାକୁ ଗଲା ବେଳେ ନାଗସାପଟି ହଠାତ୍ ଫଣା ଟେକିଥିଲା। ଏହାପରେ ତୁରନ୍ତ ସ୍ନେକ ହେଲ୍ପ ଲାଇନ ନମ୍ବରରେ ଫୋନ କରାଯାଇଥିଲା। ଖବର ପାଇ ସ୍ନେକ୍ ହେଲ୍ପ […]
ନୂଆଦିଲ୍ଲୀ: କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ୱାରା କରାଯାଉଥିବା NIRF ବା ନ୍ୟାସନାଲ ଇନ୍ଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମ୍ୱାର୍କ ଆଜି ପ୍ରକାଶ ପାଇଛି। ଏଥିରେ ବିଶ୍ୱ ବିଦ୍ୟାଳୟ, କଲେଜ୍, ଇଞ୍ଜିନିୟରିଂ, ମ୍ୟାନେଜ୍ମେଣ୍ଟ, ମେଡିକାଲ, ଆର୍କିଟେକ୍ଚର, ଫାର୍ମାସୀ, ଲ ଏବଂ ସାମଗ୍ରିକ ବା ଓଭର-ଅଲ୍, ଏମିତି ୯ଟି ବର୍ଗରେ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀର ମିରଣ୍ଡା ହାଉସ୍ ଶ୍ରେଷ୍ଠ କଲେଜ୍ ବିବେଚିତ ହୋଇଛନ୍ତି। ଓଭର-ଅଲ୍ ରେଟିଂରେ IIT […]
ଭୁବନେଶ୍ୱର: ପୁଣି ବିବାଦରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍। ମଧ୍ୟାହ୍ନ ଭୋଜନ ଏବଂ ଆହାରକୁ ନେଇ ହାଇକୋର୍ଟରେ ତାଙ୍କ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ଜନସସ୍ୱାର୍ଥ ମାମଲା ଦାଖଲ ହୋଇଛି। ଏଥିରେ ପାଣ୍ଡିଆନ ଓ ଅନ୍ୟ ୯ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଅଭିଯୋଗ ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ଥିବା ବେଳେ ପାଣ୍ଡିଆନ ମାନା ଟ୍ରଷ୍ଟ ନାମକ ଏକ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହୋଇଛି। ଏହି ଟ୍ରଷ୍ଟକୁ ବିନା ଟେଣ୍ଡରରେ ୧୭ଟି […]
ନୂଆପଡ଼ା : ଖରିଆରର କପଡ଼ା ବ୍ୟବସାୟୀ କୈଳାଶ ସରାଫଙ୍କ ପୁଅ ବୈଭକକୁ ହତ୍ୟା ମାମଲାରେ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ୭ ହଜାର ଟଙ୍କା ପାଇଁ ଦଶମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା କରାଯାଇଛି। କୈଳାସ ସରାଫଙ୍କ ପୁଅ ବୈଭବଙ୍କୁ ଆକ୍ରମଣ କରିବା ସହ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଦେଇଥିଲେ ଜଣେ ଯୁବକ ମନୋରଂଜନ ସରାଫ୍ ଏବଂ ଅନ୍ୟ ଜଣେ ନାବାଳକ। ଉଭୟଙ୍କୁ ଧରିଛି ଖରିଆର ପୋଲିସ। ସୂଚନା ଅନୁସାରେ ମନୋରଂଜନ ସରାଫଙ୍କଠାରୁ ବୈଭବ ୭ ହଜାର ଟଙ୍କା ଉଧାର […]