• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

woman shot dead
ସ୍ୱାମୀକୁ ବଞ୍ଚାଇ ଟଳିପଡ଼ିଲା ସ୍ତ୍ରୀ

ଅନୁଗୁଳ: ଠାକୁରଗଡ଼ ରଇଡ଼ା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକର ଗୁଳିମାଡ଼ରେ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର। ସ୍ୱାମୀକୁ ଗୁଳି ବେଳେ ସ୍ତ୍ରୀ ବଞ୍ଚାଇବାକୁ ଯାଇ ଗୁଳିରେ ଟଳି ପଡ଼ିଲେ। ସ୍ୱାମୀ ଗୋଡ଼ରେ ବାଜିଛି ଗୁଳି ବାଜିବା ସହ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବ ଶତ୍ରୁତାରୁ ଗୁଳିମାରି ସେହି ଗାଁର ଯୁବକ ଫେରାର ହୋଇଯାଇଥିବାର ସୂଚନା ମିଳିଛି।

  • Friday, 16 July 2021
vigilance
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏସଆଇ

ଭୁବନେଶ୍ୱର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଫସିଛନ୍ତି ପୁଣି ଜଣେ ଲାଞ୍ଚୁଆ। ବାରିପଦା ଟାଉନ ଥାନା ସବ୍ ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଶାନ୍ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି ଭିଜିଲାନ୍ସ ହାତରେ। ବାରିପଦା ଟାଉନ ଥାନା ଅଞ୍ଚଳର ଜଣେ ଯୁବକ ପାରିବାରିକ ଗଣ୍ଡଗୋଳ ଘଟଣାରେ ଗିରଫ ହୋଇ ଜେଲ ଯାଇଥିଲେ।  ଅଭିଯୁକ୍ତ ଯୁବକ ଜେଲରୁ ବାହାରିବା ପରେ ତଦନ୍ତ ଅଧିକାରୀ କିଶାନ୍ ତାଙ୍କୁ ଫୋନ୍ କରି ଧମକ ଚମକ ଦେବା ସହ ମାମଲାକୁ ରଫାଦଫା […]

  • Friday, 16 July 2021
naveen pattnaik
ଉତ୍ସବମୁଖର ବିଜେଡି ଶିବିର : ବିଜେପୁରବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍‌ ସାରିଛି। ବିଜେଡି ପ୍ରାର୍ଥୀ  ରୀତା ସାହୁ ୪୧, ୯୩୩ ଭୋଟରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ହରାଇ ବିଜେପୁର ଗଡ଼ ଜିତିଛନ୍ତି। ରୀତା ସାହୁ ମୋଟ ୧ ଲକ୍ଷ ୨ ହଜାର ୮୭୧ ଭୋଟ ପାଇଛନ୍ତି।  ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ମିଳିଛି ୬୦ ହଜାର ୯୩୮ ଭୋଟ। ସେପଟେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କୁ ମିଳିଛି ମାତ୍ର ୧୦ ହଜାର ୨୭୪ ଖଣ୍ଡ ଭୋଟ୍। ଏହି ଫଳାଫଳକୁ […]

  • Friday, 16 July 2021
shreedevi
ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପାଇଁ ଚାଲିଛି ପ୍ରସ୍ତୁତି

ଆଉ କିଛି ସମୟ ପରେ ମୁମ୍ବାଇରେ ହେବ ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ଶେଷକୃତ୍ୟ। ବିଶାଳ ଶୋଭାଯାତ୍ରାରେ ଶ୍ରୀଦେବୀଙ୍କ ମରଶରୀରକୁ ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନକୁ ନିଆଯାଉଛି। ଅନ୍ତିମ ଯାତ୍ରାରେ ରାସ୍ତାକଡ଼ରେ ଶହ ଶହ ପ୍ରଶଂସକ ଶ୍ରୀଦେବୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ରାଜକୀୟ ସମ୍ମାନ ସହ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ହେବ। ମୁମ୍ବାଇ ପୋଲିସର ଏକ ବ୍ୟାଣ୍ଡ ବି ସେଠାରେ ପହଞ୍ଚ ସାରିଛି। ଆଜି ସକାଳ ସାଢ଼େ ୯ଟାରୁ ଲଖଣ୍ଡଓ୍ୱାଲାସ୍ଥିତ ସେଲିବ୍ରେସନ ସ୍ପୋର୍ଟସ କ୍ଲବରେ ଶ୍ରୀଦେବୀଙ୍କୁ […]

  • Friday, 16 July 2021
ବିଜେଡି ହାତରେ ବିଜେପୁର : ୧,୦୨,୮୭୧ ଖଣ୍ଡ ଭୋଟ ପାଇ ରୀତା ସାହୁ ବିଜୟୀ

ଭୁବନେଶ୍ୱର : ବିଜେପୁରରେ ବାଜି ମାରିଛି ବିଜେଡି। ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ରୀତା ସାହୁ ୧,୦୨,୮୭୧ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟ୍‌ରେ ପରାସ୍ତ କରିଛନ୍ତି। ଅଶୋକ ପାଣିଗ୍ରାହୀ ୬୦,୯୩୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦,୨୭୪ ଭୋଟ୍ ପାଇଛନ୍ତି। ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ରିଟର୍ଣ୍ଣିଂ […]

  • Friday, 16 July 2021
mr vaccine
ରାଜ୍ୟରେ ୧ କୋଟିରୁ ଅଧିକ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି

ଭୁବନେଶ୍ୱର : ଚଳିତ ମାସ ୨୬ ତାରିଖ ସୁଦ୍ଧା ରାଜ୍ୟରେ ୧ କୋଟି ଏକ ଲକ୍ଷ ୭୩ ହଜାର ୫୪୫ ଜଣ ଶିଶୁଙ୍କୁ ଏମଆର୍‌ ଟିକାକରଣ କରାଯାଇଛି।  ଯାହାକି ଧାର୍ଯ୍ୟଲକ୍ଷର ୯୦ପ୍ରତିଶତ ଜାନୁଆର ୨୯ତାରିଖରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନରେ ପ୍ରାୟ ୧୩ ଲକ୍ଷ ଶିଶୁଙ୍କୁ ଟିକାକରଣ ପାଇଁ ଲକ୍ଷ ରଖାଯାଇଥିଲା। ମାତ୍ର ୨୦ ଦିନରେ ଏହି ସଫଳତା ହାସଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ପ୍ରଥମ ୨ସପ୍ତାହରେ ରାଜ୍ୟର ୭୦ […]

  • Friday, 16 July 2021
explosion
ବାଣ ଭିଡ଼ିଲା ବେଳେ ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର

ସାଲେପୁର: କଟକ ଜିଲ୍ଲା ସାଲେପୁରର ହରିଚନ୍ଦନପୁର ଗାଁ ପାଖରେ ଥିବା ଏକ ଘରେ ଆଜି ବାଣ ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି। ଗୁରୁତର ହୋଇ SCBରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ବାଣ ଭିଡ଼ିଲା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି।  ସେମାନଙ୍କ ଘର ପାଟପୁର ଗାଁରେ। ବିସ୍ଫୋରଣରେ ଘରଟି ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

  • Friday, 16 July 2021
jammu
ଜମ୍ମୁ କଶ୍ମୀର ବିଧାନସବା ନିର୍ବାଚନ ନହେବା ନେଇ ରାଜନୀତି

ଜମ୍ମୁ-କଶ୍ମୀର : ଲୋକସଭା ନିର୍ବାଚନ ସହ ଜମ୍ମୁ କଶ୍ମୀରରେ ଏକା ସମୟରେ ବିଧାନସଭା ନିର୍ବାଚନ ନକରିବାକୁ ନେଇ ଜୋର ଧରିଛି ରାଜନୀତି। ପ୍ରସଙ୍ଗକୁ ନେଇ ବିଜେପି ସରକାରକୁ ଘେରିଛନ୍ତି ବିରୋଧୀ। ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରେ ନିର୍ବାଚନ ନକରିବା ଦ୍ୱାର ପ୍ରଧାନମନ୍ତ୍ରୀ ପାକିସ୍ତାନ ଏବଂ ହୁରିୟାତ ଆଗରେ ଆତ୍ମସମର୍ପଣ କରିଛନ୍ତି ବୋଲି ଟୁଇଟ୍‌ କରିଛନ୍ତି ଓମାର୍। ସେହିପରି ଜମ୍ମୁ କଶ୍ମୀରରେ ନିର୍ବାଚନ ନକରିବା ଗଣତନ୍ତ୍ର […]

  • Friday, 16 July 2021