ଅପହରଣର ୩ ଦିନ ପରେ ଫିଲ୍ମଷ୍ଟାଇଲ୍ରେ ବାହାବେଦୀରୁ ପ୍ରେମିକା ପତ୍ନୀଙ୍କୁ ଉଠାଇ ଆଣିଲେ ଭଦ୍ରକ ଧୁଷୁରି ଅଞ୍ଚଳର ଯୁବକ ରାହୁଲ...ଅପହରଣ ଓ ଉଦ୍ଧାର କାହାଣୀକୁ ନେଇ ଚର୍ଚ୍ଚା...
ଦେବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ସରିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା: ପ୍ରବଳ ଗରମ ଗୁଳୁଗୁଳି ସତ୍ତ୍ୱେ ହର-ପାର୍ବତୀଙ୍କ ଯୁଗଳ ଦର୍ଶନ କଲେ ହଜାର ହଜାର ଶ୍ରଦ୍ଧାଳୁ...ଶୋଭାଯାତ୍ରାରେ ମନମୋହିଲା ପାରମ୍ପରିକ ଓ ଆଧୁନିକ ନୃତ୍ୟକଳା...
ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ବିରାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୯ ଜଣଙ୍କ ଜୀବନ ଯାଇଛି
ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା...ଜାଣନ୍ତୁ କେତେ...
ଭାରତୀୟ ରେଲୱେ ପକ୍ଷରୁ ଟ୍ରେନ୍ ସେବାରେ ଏକ ନୂଆ ସର୍ଭିସ ଉପଲବ୍ଧ କରାଯାଇଛି । ଯେଉଁଥିରେ ଷ୍ଟେସନ୍ ଛାଡିବାର ପ୍ରାୟ ୨୦ ମିନିଟ୍ ପୂର୍ବରୁ ହିଁ ରେଲୱେ ଆପଣଙ୍କୁ ଗଭୀର ନିଦରୁ ଉଠାଇଦେବ ।
୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ହାର ପୂର୍ବ ଥର ୨୦୧୫ ମସିହାରେ ବୃଦ୍ଧି କରାଯାଇଥିଲା ।
ଆମେରିକାର କିଛି ଯୁବ ପିଢ଼ିଙ୍କ ମାନସିକ ସ୍ୱାସ୍ଥ୍ୟ ସହ ବେପରୁଆ ଗୁଳିକାଣ୍ଡ ଜଡ଼ିତ ବୋଲି କହିଛନ୍ତି ସଦ୍ଗୁରୁ ଜଗି ବାସୁଦେବ।
ପରୀକ୍ଷା ଦେବାକୁ ଆସି ନିଖୋଜ ହୋଇଯାଇଥିବା ସ୍ତ୍ରୀକୁ ଫେରି ପାଇଲା ରାହୁଲ। ଖୁସିରେ ଆତ୍ମହରା ହୋଇ ବାଇକରେ ଧରି ଫେରିଲେ ଘରକୁ ।
ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରି ଆଶା। ତଥାପି ଜୀବନ ଯୁଦ୍ଧରେ ମାନିନାହାନ୍ତି ହାର୍। ପିଲାଙ୍କ ପାଠ ପାଇଁ ରାତି ୪.୩୦ ରୁ ଏମିତି ଅଟୋ ଚଳାଉଛନ୍ତି ମଧୁମିତା। ଦେଖନ୍ତୁ ମଧୁମିତା ପରିବାର ପାଇଁ କେମିତି କରୁଛନ୍ତି ସଂଘର୍ଷ......
ଓହୋ....ପେଟଟା ପୂରା ଖରାପ ଅଛି। ଏଇଠି ବସି ମାଲ୍ ଖଲାସ କରିଦେବି....ଆଲୋ ବୋଉ...ଏ ବସୁଧା କଣ ଫାଟିଗଲା? ନା ପି....କୁ କିଏ ପିଟିଲା?
ଗାନ୍ଧୀ ପରିବାର ବିନା ଦେଶରେ କଂଗ୍ରେସର ମାନେ କିଛି ନାହିଁ। ଆମେ ସମସ୍ତେ ଚାହୁଁଛୁ କି ରାହୁଲ ଗାନ୍ଧୀ ସଭାପତି ହିଁ ହୁଅନ୍ତୁ। ଆମ ସରକାର ସବୁବେଳେ ଲୋକଙ୍କ ପାଇଁ କାମ କରେ...କିନ୍ତୁ ଏ ବିଜେପି ସରକାର ଦରଦାମ ବଢାଇବାରେ ବ୍ୟସ୍ତ...ଶୁଣନ୍ତୁ ଖୋଲାକଥା କଣ ଅଧିକ ଆଲୋଚନା କରୁଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ
UAEରେ ଇଣ୍ଡଷ୍ଟ୍ର୍ରିଆଲ୍ ମିଟ୍ରେ ଯୋଗଦେବା କାର୍ଯ୍ୟକ୍ରମ
ପୁରୀ ପୋଲିସ ନିଶା ବେପାରୀଙ୍କଠୁ ବଟି ନେଉଥିବା ଅଭିଯୋଗ କରିଛି ଅବକାରୀ ବିଭାଗ । ଅବକାରୀ ଇନ୍ସପେକ୍ଟରଙ୍କ ଚିଠିକୁ ନେଇ ପୁରୀ ପୋଲିସ ବିଭାଗ ହଟଚମଟ ।
ସୋସିଆଲ ମିଡିଆରେ ଏନେଇ ଅନୁଭବ ପୋଷ୍ଟ କରି ଲେଖିଛନ୍ତି ଯେ, ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସେ ନିରବତା ଅବଲମ୍ବନ କରିଛନ୍ତି, ତା ମାନେ ନୁହେଁ ଯେ, କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ୍ ଚ୍ୟାନେଲ ମନକୁ ଯାହା ଆସିବ ତାହା ଲେଖିବେ ।
କେନ୍ଦ୍ରାପଡ଼ା-ଦାନପୁର ରାସ୍ତାର ଝିଙ୍କଡି ହାଟବାଣପୁର ଛକରେ ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ହାଇୱା ଧକ୍କାରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି।
ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚରିଆବାଡ଼ରେ ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ୨୨ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମନ୍ତ୍ରୀ
ଭୟଙ୍କର ଗର୍ଜନ କରୁଛି, କୂଳ ଆଡ଼କୁ ମାଡ଼ି ଆସୁଛି। ୧୦ ରୁ ୧୫ ଘରକୁ ନେଇଗଲାଣି ନିଜ ଗର୍ଭକୁ। ଏବେ ଏଇ ଗାଁକୁ ନେଇଯିବ....ବାରମ୍ବାର କହିଲେ ବି କେହି ଶୁଣୁନାହାନ୍ତି ଏମାନଙ୍କ ଦୁଃଖ। ଆଉ ମାତ୍ର ୩୦ ବର୍ଷରେ ମାନଚିତ୍ରରୁ ଲିଭିଯିବ ପୋଡମ୍ପେଟା
ପୂଜା ତୁମେ ଏମିତି କାହିଁକି ରାଗୁଛ? ଫୋନ୍ କାଟିଦେଲେ ସମ୍ପର୍କ ସିନା ଖରାପ ହୋଇଯିବ କିନ୍ତୁ ନ୍ୟୁଡ୍ ଫଟୋ ଭାଇରାଲ ହେଲେ...ରିଲ୍ ଭିଡ଼ିଓ ଛାଡ଼ି ଫସିଗଲେ କି ଯୁବତୀ...ଦେଖନ୍ତୁ କଣ ଥିଲା ପୂରା ଘଟଣା
କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ମୂଳବସନ୍ତ ଗାଁରେ ଲୋକେ ଭୟରେ ଅଛନ୍ତି। ହେଟା ମାତିଛି। ଚାଷୀଙ୍କୁ ବିଲରେ ପଛପଟୁ ମାଡ଼ି ବସୁଛି। ଦେଖନ୍ତୁ ସେହି ଗାଁରୁ ଏ ଖବର
ମାଳତୀ ନାନିଙ୍କ ଥ୍ରୀ ଇନ୍ ୱାନ ବରା। ବିଦ୍ୟାଧରପୁରରୁ ବିଡ଼ାନାସୀ....ବରା ଖାଇବାକୁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍। ବୁଟ, ଆଳୁ, ବିରି ପକାଇ ଆଣ କରିଦେଉଛି ଦୋକାନୀ ଭାଇ। ସନ୍ଧ୍ୟାରେ ଚାହିଦା ଏତେ ଯେ, ଗୋଟିଏ ବରା ଖାଇବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍....ଦେଖନ୍ତୁ କେମିତି ତିଆରି ଚାଲିଛି ବରା
ଅଲି ଜାଫରଙ୍କ ଗୀତ 'ଝୁମ୍' ପୁଣି ଥରେ ପ୍ରଶଂସକଙ୍କଠାରୁ ବହୁତ ଭଲ ପାଇବା ପାଇଛି। ତାଞ୍ଜାନିଆର ସୋସିଆଲ୍ ମିଡିଆ ସେନ୍ସେସ୍ କିଲି ପଲ୍ ମଧ୍ୟ ଏହି ଗୀତରେ ଏକ ଭିଡିଓ ତିଆରି କରିବା ଠାରୁ ଦୂରେଇ ରହିପାରି ନାହାନ୍ତି। ଆସନ୍ତୁ ଦେଖିବା…
ଆଲୋ ଆଲୋ...ବାବା ତୁମେ କୋଉଠି ରହିଲ? କ’ଣ ଦେଖାଯାଉନ? ଇଏ କ’ଣ...ବାବାଙ୍କୁ ଆଶୀର୍ବାଦ ଦେବା ପାଇଁ ଖୋଜା ଯାଉଛି ଆଉ ଖୋଦ୍ ବାବା ହିଁ କୁଆଡ଼େ ଗାଏବ ହୋଇଗଲେ? ମାରିଦେଲୁରେ ନାରଣ...ପୂରା ଜାଗା ମୁଣ୍ଡରେ ଖେଳ
ଆମ ରାଜ୍ୟ ଓଡ଼ିଶାରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନରେ ନିଜର ସେଭଳି ବିଶେଷ କୌଣସି ଭୂମିକା ନଥାଇ ବି, ପରିଣାମ ଭୋଗୁଛନ୍ତି ଶହ ଶହ ସମୁଦ୍ର କୂଳିଆ ପରିବାର ।