ଆଖିରେ ଆଖିଏ ସ୍ୱପ୍ନ, ମନରେ ଅସୁମାରି ଆଶା। ତଥାପି ଜୀବନ ଯୁଦ୍ଧରେ ମାନିନାହାନ୍ତି ହାର୍। ପିଲାଙ୍କ ପାଠ ପାଇଁ ରାତି ୪.୩୦ ରୁ ଏମିତି ଅଟୋ ଚଳାଉଛନ୍ତି ମଧୁମିତା। ଦେଖନ୍ତୁ ମଧୁମିତା ପରିବାର ପାଇଁ କେମିତି କରୁଛନ୍ତି ସଂଘର୍ଷ......