ଆରବ ଦେଶରେ ଅକଥନୀୟ ଯନ୍ତ୍ରଣା ଭୋଗ କରୁଛନ୍ତି ଗଞ୍ଜାମର ଦାଦନ ଶ୍ରମିକ। ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକେ ଗୁହାରି କରିଛନ୍ତି।
ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....
ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି
ମୋବାଇଲ ଫୋନ୍ ପକେଟ୍ରେ ଅଛି। କିନ୍ତୁ ହ୍ୟାକ୍ ହୋଇଗଲା ନମ୍ବର। ପରେ ସାଙ୍ଗସାଥୀଙ୍କ ପାଖକୁ ଫୋନ୍ ଗଲା...ଟଙ୍କା ଦିଅ ବୋଲି କୁହାଗଲା। ହେଲେ ସତ ଜାଣିବା ପରେ....
ଦିନରାତି ବାପାଙ୍କୁ ଅନ୍ତରୀକ୍ଷ ବାବଦରେ ବାପାଙ୍କୁ କରୁଥିଲେ ପ୍ରଶ୍ନ, ଆଜି ନିଜେ ହେଲେ ବୈଜ୍ଞାନିକ। କୋରାପୁଟ୍ର ଉଚ୍ଚ ପାହାଡ଼ ଉପରେ ଛିଡ଼ା ହୋଇ କରୁଥିଲେ ରିସର୍ଚ୍ଚ, ଆଉ ଏବେ ଇସ୍ରୋ ଦେଲା ସୁବର୍ଣ୍ଣ ସୁଯୋଗ। ପୁଅକୁ ନେଇ ଏବେ ଗର୍ବରେ ଫାଟି ପଡ଼ୁଛି ପୂରା ପରିବାର
ସ୍ୱାମୀ ନାଁକୁ ୧୦୦ ଥର ଧରୁଛ, ହେଇଟି ହେଇଟି କଣ ଡାକି ପାରୁନୁ? ଇଏ କି ସ୍ତ୍ରୀ? ୩୬୫ ଦିନ ମୁଣ୍ଡିଆ ମାରି ମାରି ମୋ ଦିନ ଗଲାଣି....ଏମିତି ସ୍ତ୍ରୀକୁ କଣ କହିବି?
ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ...ସମ୍ମାନିତ ହେଲେ ଓଟିଭିର ଲେଡ଼ି ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ ଦଳାଇ...ଦେଖନ୍ତୁ ସେଇ ଭିଡ଼ିଓ
ଡେଙ୍ଗୁରେ ଆକ୍ରାନ୍ତ ହୋଇ ଜଣେ ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ପୋଲିସ୍ ଅଧିକାରୀ ଜଣକ ହେଲେ ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।
ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ
ଦୁଇ ନାବାଳକଙ୍କ ବୟସ ୯ ଓ ୧୨ ବର୍ଷ ସୂଚନା
ଝାଟିମାଟି କୁଡ଼ିଆ ଘର। ପବନ ଆଇଲେ ଦୋହଲୁଛି। ଘର ଖଣ୍ଡିଏ ପାଇଁ ବ୍ଲକ୍ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଗୋଡ଼ ଛିଡ଼ିପଡ଼ିଲାଣି କିନ୍ତୁ କେହି ଦୁଃଖ ଶୁଣୁନାହାନ୍ତି। ବିପଦ ଥିବା ଜାଣିବା ପରେ ବି ଏମିତି ପାଲ ଘେରା ଘରେ ରହୁଛନ୍ତି ପୂରା ପରିବାର। ଝଡ଼ବର୍ଷା ଆସିଲେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାନ୍ତି ପଡ଼ିଶା ଘରକୁ...ହେଲେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ଦେଲାନି ପ୍ରଶାସନ
ରୋଗୀଙ୍କ ପାଇଁ ମେଡ଼ିକାଲ ପରିସରରେ ତିଆରି ହେଲା ପାର୍କ। ଉତ୍ତମ ଚିକିତ୍ସା ସେବା ସହ ପାର୍କରେ ବୁଲି ନିଜର ମନୋରଂଜନ କରୁଛନ୍ତି ରୋଗୀ। ସୁସ୍ଥ ପରିବେଶ ପୂରା ସମାଜକୁ ଦେଉଛି ଉଦାହରଣ....
ହେଇଟି...ହାଉଲେ। ମାମୁଁ ବସିଛନ୍ତି ଦୁଆରେ, ଆଗେ ପକେଟ୍ରୁ ୧୦୦ କାଢ, ପରେ ଆଗକୁ ବଢ। ଆଲୋ ଆଲୋ, ଫୁଲ୍ ୟୁନିଫର୍ମରେ ଇଏ କଣ ବଟି ଆଦାୟ କରୁଛନ୍ତି। ନାରଣ, ତୁ ଜାଣିନୁ କି? ଚାକିରି କରିବ ପୋଲିସ୍ ଆଉ ମାଛ ଖାଇବ....
ଅନ୍ୟପଟେ ମହାନଦୀ ମହାନଦୀ ମଝିରେ ଫସିଛନ୍ତି ୨ ହାତୀ । ଲୋକ ଦେଖି ଭୟରେ ବାହାରୁ ନାହାନ୍ତି ପାଣିରୁ । ସେହିଭଳି ବାଘ ଗଣନା ବେଳେ ୨ କର୍ମଚାରୀଙ୍କୁ କାମୁଡ଼ିଲା ଭାଲୁ ।
ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ
ରାଜଧାନୀର ଭଞ୍ଜକଳା ମଣ୍ଡପରେ ଜାତୀୟ ସାଂସ୍କୃତିକ ମିଶନ ଦ୍ୱାରା ଆୟୋଜିତ ଜୟଦେବ ରାଷ୍ଟ୍ରୀୟ ସମାରୋହ ଆରମ୍ଭ ହୋଇଛି। ଏହା ୩ ଦିନ ଧରି ଚାଲିବ...
ତୀର୍ଥଯାତ୍ରା ହେଲା ମହାଯାତ୍ରା। ପରିବାର ପାଇଁ ମଙ୍ଗଳମନାସୀବାକୁ ଯାଇଥିଲେ...ନିଜେ ଶବ ହୋଇ ଫେରିଲେ। ଏକା ସାଙ୍ଗରୁ ଘରୁ ବାହାରିଥିଲେ, ଏକା ସାଙ୍ଗରେ ଶ୍ମଶାନକୁ ଗଲେ। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ....ରାମ ରାମ ସତ୍ୟ ହେ ଡାକରେ ଉଠିଲା ୨୬ କୋକେଇ....ଦେଖନ୍ତୁ ସେଇ ହୃଦୟ ବିଦାରକ ଦୃଶ୍ୟକୁ
ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଚକାପାଦ-ଟିକାତାଳ ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ କାର୍ ମୁହାଁମୁହିଁ ଧକ୍କା ହେବାଫଳରେ ୨ଜଣଙ୍କର ମୃତ୍ୟୁ ଘଟିଛି।
ସରକାରୀ ଯୋଜନାରେ ଜାଗା ଓ ଘର ଦାବି କରି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।
ବାଘଗଣନା କରୁ କରୁ ଆଟାକ୍ କଲା ଭାଲୁ । ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି ୨ ବନ ସୁରକ୍ଷାକର୍ମୀ । ମୟୂରଭଞ୍ଜ ଜିଲ୍ଲା ଉତ୍ତର ଶିମିଳିପାଳ ଚହଲା ରେଞ୍ଜରେ ବାଘ ଗଣନା ବେଳେ ଏପରି ଅଘଟଣ ଘଟିଥିବା ଜଣାଯାଇଛି।
ସ୍ଥାୟୀ କାର୍ଯ୍ୟାଳୟ ପାଇଁ ଜମି ନମିଳିବାରୁ ନିଷ୍ପତ୍ତି। ସଂସ୍କୃତି ବିଭାଗ ସଚିବଙ୍କୁ ଚିଠି ଲେଖି ଜଣାଇଲେ କର୍ତ୍ତୃପକ୍ଷ ।
ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବା ଶ୍ରେୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା ।
ବୁଲା, ଅସହାୟ ଓ ପରିତ୍ୟକ୍ତ ଅବସ୍ଥାରେ ଥିବା ପ୍ରାଣୀମାନଙ୍କୁ ସହାୟତା ଲାଗି ଜାରି ହେଲା ଷ୍ଟେଟ୍ ଆନିମଲ୍ ହେଲ୍ପଲାଇନ୍ ଟୋଲ ଫ୍ରି ନମ୍ବର ।
ଭିକ ମାଗିବାକୁ ଭୁବନେଶ୍ୱରରୁ ରାଉରକେଲା ଯାଉଛନ୍ତି ଭଗବତୀ। ବର୍ଷା ପବନରେ ଘର ଭାଙ୍ଗିଗଲା....ଧାର ଟଙ୍କା ସୁଝିବା ଲାଗି ରାଜଧାନୀ ମନ୍ଦିରରେ ଭିକ ମାଗୁଥିଲେ। କିନ୍ତୁ ବିଏମସି ମନ୍ଦିରରୁ ତଡ଼ି ଦେବା ପରେ ଟଙ୍କା ସୁଝିବା ପାଇଁ ରାଉରକେଲା ଗଲେ। ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି, ଯେତିକି ଟଙ୍କା ହେଉଛି ତାକୁ ଧାନ ନେଇଥିବା ଲୋକକୁ ସୁଝୁଛନ୍ତି। ୮୫ ବର୍ଷ ବୟସରେ ବି ସ୍ୱାଭିମାନର ସହ ବଞ୍ଚିଛନ୍ତି ଭଗବତୀ...ଆଉ ତାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦିବେ...ଦେଖନ୍ତୁ ଏଇ ଭିଡ଼ିଓ ।