ରୋଗୀଙ୍କ ପାଇଁ ମେଡ଼ିକାଲ ପରିସରରେ ତିଆରି ହେଲା ପାର୍କ। ଉତ୍ତମ ଚିକିତ୍ସା ସେବା ସହ ପାର୍କରେ ବୁଲି ନିଜର ମନୋରଂଜନ କରୁଛନ୍ତି ରୋଗୀ। ସୁସ୍ଥ ପରିବେଶ ପୂରା ସମାଜକୁ ଦେଉଛି ଉଦାହରଣ....
Published: Pallipuspa Samal
Last updated: 09 June 2022, 08:51 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।