/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654704020.jpg)
CM may Meet Pope
ପୋପ୍ଙ୍କୁ ଭେଟିପାରନ୍ତି ନବୀନ ! ଇଟାଲି ଗସ୍ତରେ ପୋପ୍ଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ। ଇଟାଲି ଇନଭେଷ୍ଟର୍ସ ମିଟ୍ ଅବସରରେ ସାକ୍ଷାତ ସମ୍ଭାବନା ରହିଛି। ଏନେଇ ବୈଦେଶିକ ମନ୍ତ୍ରାଳୟରୁ ଅନୁମତି ମିଳିଥିବା ସୂଚନା ମିଳିଛି। ଇଟାଲୀରୁ ଫେରି ଦୁବାଇରେ ଅଟକିବେ ମୁଖ୍ୟମନ୍ତ୍ରୀ। ସେଠାରେ ଇନଭେଷ୍ଟର୍ସ ମିଟ୍ ଓ ପ୍ରବାସୀ ଓଡ଼ଇାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)