/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654676580.jpg)
Girl Attempts Suicide By Jumping Into Kuakhai River
ଭୁବନେଶ୍ୱର ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ନଦୀକୁ ଡେଇଁଥିବା ଯୁବତୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଛନ୍ତି।
Advertisment
ଭୁବନେଶ୍ୱର: ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ । ବାଲିଅନ୍ତା ନିକଟରେ କୁଆଖାଇ ନଦୀକୁ ଡେଇଁଲେ ଯୁବତୀ । ନଦୀକୁ ଡେଇଁଥିବା ଯୁବତୀଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ନଦୀକୁ ଡେଇଁବା କାରଣ ଅସ୍ପଷ୍ଟ, ମଞ୍ଚେଶ୍ୱର ଥାନାରେ ଯୁବତୀ ଅଟକ#Bhubaneswar#OTVpic.twitter.com/HDkyorrf9q
— ଓଟିଭି (@otvkhabar) June 8, 2022
କେଉଁ କାରଣ ପାଇଁ ସମ୍ପୃକ୍ତ ଯୁବତୀ ନଦୀକୁ ଡେଇଁଲେ ତାହା ଜଣାପଡ଼ିନି। ମଞ୍ଚେଶ୍ୱର ଥାନାରେ ଯୁବତୀ ଅଟକ ରଖାଯାଇ ପଚରାଉଚରା ଚାଲିଛି। ଯୁବତୀଙ୍କ ହାତରେ ଅନେକ କଟା ଦାଗ ଥିବା ଦେଖିବାକୁ ମିଳିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)