• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Much hyped E-Seva centres a flop, fail to serve people in Odisha
ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କାନ୍ଧରେ ଅଢେଇ ମାସର ଶିଶୁ ତ ହାତରେ ଜନ୍ମ ପ୍ରମାଣପତ୍ର ପାଇବାକୁ ଆବେଦନ ଫର୍ମ ଅସହ୍ୟ ଗୁଳୁଗୁୁଳିରେ ଶିଶୁଟି ଅସ୍ତବ୍ୟସ୍ତ ହୋଇପଡୁଥିଲେ ବି ଅନ୍ୟ ଉପାୟ ନାହିଁ। ଅନଲାଇନ୍ ସେବା କାମ କରୁନଥିବାରୁ ବାଧ୍ୟ ହୋଇ ବିଏମସିର ଜନ୍ମ-ମୃତ୍ୟୁ ପଞ୍ଜିକରଣ ଅଫିସକୁ ଆସିବାକୁ ପଡିଛି ଏ ମହିଳାଙ୍କୁ।

  • Friday, 09 September 2022
  • E Seva
ଆରାଧ୍ୟଙ୍କୁ ଅପମାନ
ଜଗନ୍ନାଥଙ୍କୁ ବାନ୍ଧି ନେଲେ, ଭୁଲ ଜାଣିବା ପରେ କାନ ଧରି କ୍ଷମା ମାଗିଲେ

ଯାହାଙ୍କୁ ଦେଖିଲେ ଦଣ୍ଡବତ କରିବାକୁ ଦୁଇ ହାତ ଆପେ ଯୋଡ଼ି ହୋଇଯାଏ, ତାଙ୍କୁ ବାଉଁଶ ବୋଝେଇ ଗାଡ଼ି ପଛରେ ବାନ୍ଧିବାକୁ କେଉଁ ମଣିଷର ବା ହାତ ଗଲା! ମହାପ୍ରଭୁ ଜଗନ୍ନାଥଙ୍କୁ ଗାଡ଼ି ପଛରେ ବାନ୍ଧିକି ନେଲେ। ଦୃଶ୍ୟ ଜଗନ୍ନାଥପ୍ରେମୀଙ୍କୁ ଶକ୍ତ ଆଘାତ ଦେଲା ଭଳି। ଦୃଶ୍ୟ କୋଟି ଓଡ଼ିଆଙ୍କ ମଉଡ଼ମଣିଙ୍କୁ ଅପମାନ କଲା ଭଳି।

ASI starts removing sand from Konark Sun Temple
ବାଲିମୁକ୍ତ ହେବ ଐତିହାସିକ ବ୍ଲାକପାଗୋଡ଼ା ? ହେଲେ କେମିତି ?

ଗର୍ଭଗୃହରୁ ବାଲିକଢ଼ା ଗଲେ ସୁରକ୍ଷିତ ରହିବ ତ ବ୍ଲାକ୍ ପାଗୋଡ଼ା ? ଭୂମିପୂଜା ପରେ ଏଥିପାଇଁ ପ୍ରାରମ୍ଭିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା ବେଳେ, ଏବେ ଏ ପ୍ରଶ୍ନକୁ ନେଇ ସବୁଠି ଚର୍ଚ୍ଚା କାରଣ ଅଭିଯୋଗ ହେଉଛି। ଏତେବଡ଼ ପଦକ୍ଷେପ ନେବା ପୂର୍ବରୁ ଏଏସ୍ଆଇ କୌଣସି ପକ୍ଷ ସହ ଆଲୋଚନା କରିନାହିଁ।

ଆରାଧ୍ୟଙ୍କୁ ଅପମାନ
''ହେ ମହାବାହୁ.... ଏଭଳି ଅପକର୍ମ ପାଇଁ କ୍ଷମା କରିଦିଅ...''

ସୋସିଆଲ୍ ମିଡିଆରେ ଦୃଶ୍ୟ ଭାଇରାଲ୍ ପରେ ଜଳେଶ୍ୱରର ଟେଣ୍ଟ ହାଉସ ମାଲିକ ଗୌତମ ପ୍ରଧାନ, ତାଙ୍କ କର୍ମଚାରୀଙ୍କୁ ସାଙ୍ଗରେ ଧରି ସିଧା ପହଞ୍ଚିଥିଲେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ।

E Seva
ରାଜ୍ୟରେ ବାଟବଣା କି ଇ-ସେବା ? ତିନି ତିନି ଥର ଆବେଦନ କଲେ ବି ମିଳୁନି ପ୍ରମାଣପତ୍ର

କେଉଁଠି ସୁବିଧାକେନ୍ଦ୍ର ବନ୍ଦ ତ କେଉଁଠି ନାହିଁ ଇଣ୍ଟରନେଟ୍

  • Friday, 09 September 2022
  • E Seva
Migrant Son Gold Medalist
ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।

ASI starts removing sand from Konark Sun Temple
ବାଲି କଢ଼ାଗଲେ ସୁରକ୍ଷିତ ରହିବ ତ ବ୍ଲାକ୍‌ ପାଗୋଡ଼ା?

ମାସେ କି ଦୁଇ ମାସ ନୁହେଁ, ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲିକଢ଼ା ସଂପୂର୍ଣ୍ଣ କରିବାକୁ ୩ ବର୍ଷର ଲମ୍ବା ଟାର୍ଗେଟ୍ ରଖିଛି ଏଏସ୍ଆଇ।

matric fail farmer scripts success
ଦିନ ମଜୁରିଆରୁ ସଫଳ ଚାଷୀ..ଦିନେ ରୋଜଗାର କରୁଥିଲେ ୫୦ଟଙ୍କା..ଆଜି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ..ଶାଗୁଆନଠୁ ପରିବା ଯାଏଁ ଚାଷ କରୁଛନ୍ତି ଆଉ ଏଥିରୁ ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା..

Anubhav- Varsha Marital Discord
କୋର୍ଟର ସମୟ ନଷ୍ଟ କରିବାରୁ ଫାଇନ୍‌ ଗଣିବେ ବର୍ଷା-ଅନୁଭବ

ଫ୍ୟାମିଲି କୋର୍ଟରେ ୫ ହଜାର ଲେଖାଏଁ ଫାଇନ୍‌ ଗଣିବେ ସାଂସଦ ଅନୁଭବ ମହାନ୍ତି ଏବଂ ପତ୍ନୀ ବର୍ଷା ।

Disrespect to Lord Jagannath – Tent house owner seeks forgiveness from deity
କାନ ଧରି ଭୁଲ୍‌ ମାଗିଲେ, ଗୋଟିଏ ଦିନ ନିର୍ଜଳା ଉପବାସ କଲେ...

ପିକ୍ଅପ୍ ଭ୍ୟାନ୍‌ରେ ଗଦା ହୋଇଥିବା ବାଉଁଶ, କାଠ ଓ କପଡ଼ା ଉପରେ ଅଳିଆ ବୋହିଲା ଭଳି ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ଲଦି ନିଆ ଯାଉଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।

Neet Qualifier
ସାବାସ୍ ! ବାପାଙ୍କ ସ୍ୱପ୍ନ ସାକାର କଲା ଝିଅ, ଝାଳବୁହା ପରିଶ୍ରମର ରଖିଲା ମୂଲ୍ୟ

ଇଶ୍ରିତା ପଣ୍ଡା । ଘର ଗଜପତିର ଅଡ଼ବା ଗାଁରେ । ପିଲାଟି ଦିନରୁ ପାଠ ପ୍ରତି ତାଙ୍କର ଥିଲା ଅହେତୁକ ଦୁର୍ବଳତା ।

Red sandalwood smuggling
ରକ୍ତ ଚନ୍ଦନର ଚୋରା କାହାଣୀ...ଆନ୍ଧ୍ର ସିଜ୍‌ କରୁଛି, ଓଡ଼ିଶା ଜଳକା ହୋଇ ଚାହିଁଛି

ସଫା ହୋଇଗଲାଣି ରକ୍ତ ଚନ୍ଦନ ଜଙ୍ଗଲ। ନାଭିରେ ଯଡା ତେଲ ମାରି ଶୋଇଛି ଓଡ଼ିଶା ପୋଲିସ ଓ ବନବିଭାଗ। ସେପଟେ ଜଙ୍ଗଲ ଦସ୍ୟୁଙ୍କୁ ଧରି କାଠ ସିଜ୍‌ କରି କୋଟି କୋଟି ଟଙ୍କାର ରାଜସ୍ୱ ପାଉଛି ଆନ୍ଧ୍ର...ଆଉ ଜଳକା ହୋଇ ଚାହିଁ ରହିଛି ଓଡ଼ିଶା

Multitalented Odisha Model
ସାମ୍ବାଦିକ ହେବେ ସୁନ୍ଦରୀ ଶ୍ୱେତା

ସିଏ ନୃତ୍ୟଶିଳ୍ପୀ, କଣ୍ଠଶିଳ୍ପୀ, ଚିତ୍ରଶିଳ୍ପୀ। ଏବେ ତାଙ୍କ ଫ୍ୟାବ୍ରିକ୍ ପେଣ୍ଟିଂ ପାଇଁ ରାଜ୍ୟ ବାହାରୁ ଆସୁଛି ଅର୍ଡର। ସିଏ ସିନେମାର ହିରୋଇନ୍। ମଡେଲ୍। ଗୀତ ମଧ୍ୟ ଗାଆନ୍ତି। ଏତେ ସବୁ ପରେ ସେ ଜଣେ ସାମ୍ବାଦିକତାର ଛାତ୍ରୀ ମଧ୍ୟ। ସୁନ୍ଦରୀ ଶ୍ୱେତା କହୁଛନ୍ତି ମୁଁ ହେବି ସାମ୍ବାଦିକା। ଚାଲନ୍ତୁ ଭେଟିବା ତାଙ୍କୁ।

Man shares reels on social media
ହରଡଘଣାରେ ରସିକଆ ସ୍ୱାମୀ....ଥାନାରେ ପିଟାପିଟି ହେଲେ ୨ ଗର୍ଭବତୀ ସ୍ତ୍ରୀ...

ବାଃ ବାଃରେ ରସିକିଆ ସ୍ୱାମୀ। ଜଣଙ୍କୁ ବାହା ହୋଇ ଗର୍ଭବତୀ କରିବା ପରେ ଏବେ ଆଉ ଜଣଙ୍କ ସହ ରଖିଛନ୍ତି ପ୍ରେମ ସମ୍ପର୍କ। ଖାଲି ସମ୍ପର୍କ ନୁହେଁ ବରଂ ତାଙ୍କ ସହ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ କରୁଛନ୍ତି ପୋଷ୍ଟ। ଇନଷ୍ଟା ଭିଡ଼ିଓ ଦେଖିବା ପରେ ଥାନାର ଦ୍ୱାରସ୍ଥ ହେଲେ ପ୍ରଥମ ସ୍ତ୍ରୀ...ହେଲେ ଉଭୟ ସାମ୍ନାସାମ୍ନି ହେବା ପରେ

matric fail farmer scripts success
ଦିନେ ୫୦ ଟଙ୍କାରେ ମଜୁରୀ ଖଟୁଥିଲେ, ଏବେ ୫୦ ଲକ୍ଷ ଫାର୍ମର ମାଲିକ

ଦିନେ ୫୦ ଟଙ୍କା ପାଇଁ ପର ଦୁଆରେ ମୂଲ ଲାଗୁଥିଲେ ସହଦେବ। ଆଉ ଆଜି ପରିଶ୍ରମ କରି ୫୦ ଲକ୍ଷ ଟଙ୍କା ଫାର୍ମ ହାଉସ୍‌ର ମାଲିକ। ହେକ୍ଟର ହେକ୍ଟର ଜମିରେ ମୁକ୍ତାଠୁ ମାଛ...ଶାଗୁଆନଠୁ ପରିବା ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା...

Doctor
ମେଡିକାଲରେ ଡାକ୍ତର କରୁଛନ୍ତି ନର୍ସଙ୍କ କାମ ! ହେଲେ କାହିଁକି.. ?

ଡାକ୍ତରଖାନାରେ ଷ୍ଟାଫ ନର୍ସ କେହି ନଥିବାରୁ ଡାକ୍ତରମାନେ ନିଜେ ନର୍ସଙ୍କ କାମ କରିବାକୁ ବାଧ୍ୟ ହେଉଛନ୍ତି ।

Grocery seller wins hearts
ରିଲ୍‌ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା....

ରିଲ୍‌ ଭିଡ଼ିଓ ଅପଲୋଡ୍‌ କରି ସୋସିଆଲ ମିଡ଼ିଆକୁ ଘାଂଟୁଛନ୍ତି ପୂର୍ଣ୍ଣ ମଉସା। ଦୋକାନରୁ ଟିକିଏ ଫୁରସତ ପାଇଲେ ବନାଉଛନ୍ତି ରିଲ୍‌। ଆଉ ଭିଡ଼ିଓ ଅପଲୋଡ୍‌ ହେବା ମାତ୍ରେ ଲକ୍ଷଲକ୍ଷ ଦର୍ଶକ ଦେଖୁଛନ୍ତି ମଉସାଙ୍କ ଏଇ ସବୁ ଭିଡ଼ିଓ। ଗୀତ ସାଙ୍ଗକୁ ଲିରିକ୍ସରେ ଦେଖାଉଛନ୍ତି ଜଲୱା

Maoist couple
ଆମେ ମାଓବାଦୀ ହୋଇ ରହିବୁନି...

ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...

MKCG
MKCG ଛାତରୁ ପୁଣି ଖସିଲା ସିଲିଂ

କେହି ରୋଗୀ କିମ୍ବା ତାଙ୍କ ସଂପର୍କୀୟ ଆହତ ହୋଇ ନଥିବା ସୂଚନା ମିଳିଛି ।​​​​​​​

  • Friday, 09 September 2022
  • MKCG
Fraudster dupes Odisha man on pretext of booking room in Shirdi
‘ଶିରିଡି ଯାଇଥାନ୍ତି ବାବାଙ୍କ ଦର୍ଶନ ପାଇଁ, ହେଲେ ଠକ ମୋର ଚିତା କାଟିଦେଲା’

ଶିରିଡିରେ ରୁମ୍‌ ବୁକ୍‌ କରିବା ନାଁରେ ଶ୍ରଦ୍ଧାଳୁ ଜଣକ ୨୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିବା ସହ ଖୋଳତାଡ଼ କରିବାକୁ ଅନୁରୋଧ କରିଛନ୍ତି।

Konark Temple
ପ୍ରସ୍ତୁତି ଶେଷ, ଆଜିଠୁ ଗର୍ଭ ଗୃହରୁ ବାଲି ବାହାର କରିବ ASI

ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସ୍‌ଆଇ ଆରମ୍ଭ କରିଛି ବାଲି ନିଷ୍କାସନ ପ୍ରକ୍ରିୟା । ବାଲି ବାହାର କରିବାକୁ ଘରୋଇ ସଂସ୍ଥା ନିର୍ମାଣ କରିବ ମେକାନିକାଲ ଓ୍ୱାର୍କିଂ ପ୍ଲାଟଫର୍ମ ।

Odisha sculptors face hardship due to unavailability of stones
ପଥର ତଳେ ଶିଳ୍ପୀଙ୍କ ଭାଗ୍ୟ: ମିଳୁନି ପଥର, ହାତ ବାନ୍ଧି ବସିଛନ୍ତି କାରିଗର

ପଥର ଅଭାବରୁ କାମ ନପାଇ କାରିଗରମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ଖଣି ଖାଦାନ ଉପରେ ସରକାରୀ କଟକଣା ଲାଗିବା ପରେ ଏଭଳି ସ୍ଥିତି ଉପୁଜିଛି। 

Mo Bus vandalised on Jatani-Sundarpada road
ରାସ୍ତାରେ ଅଟକାଇ ‘ମୋ ବସ୍‌’କୁ ପିଟି ଭାଙ୍ଗି ଦେଲେ

କେହି କିଛି ବୁଝିବା ଆଗରୁ ଯୁବକ ଜଣକ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ହଠାତ୍‌ ଡ୍ରାଇଭର ବସିଥିବା ସିଟ୍‌ର କାଚ ଡୋର୍‌କୁ ଏକ ଲୁହା ରଡ୍‌ରେ ବାଡ଼େଇ ଭାଙ୍ଗିଥିଲେ।

Indo-China
ସାଂଘାଇ ସମିଟ୍‌ ପୂର୍ବରୁ ଲଦାଖ ସୀମାରୁ ପଛକୁ ହଟିବେ ଭାରତ-ଚୀନ

ଲଦାଖ ଅଚଳାବସ୍ଥାରେ ସୁଧାର ସଙ୍କେତ । ଗୋଗ୍ରା ଓ ହଟ୍‌ସ୍ପ୍ରିଙ୍ଗ୍‌ର ପାଟ୍ରୋଲିଂ ପଏଣ୍ଟ-15ରୁ ସୈନ୍ୟ ଅପସାରଣ ।

News Fuse
ବାଃ ବାଃ....ଜନଶୁଣାଣୀ ଦିନ ଖୋଲା, ଅନ୍ୟ ଦିନ ବନ୍ଦ

ଆଚ୍ଛା !! ଏମିତି ଚାଲିଛି ଜିଲ୍ଲାପାଳଙ୍କ ଜନ ଶୁଣାଣୀ? ଜନ-ଶୁଣାଣି ଦିନ ସବୁ ଖୋଲା ହେଲେ ଜନ ଶୁଣାଣୀ ସରିବା ପରେ ସବୁ ହୋଇଗଲା ବନ୍ଦ...ଦେଖୁନୁରେ ନାରଣ କେମିତି ସବୁ କଠୋରୀରେ ଝୁଲୁଛି ଚାଲା