ସଂସାର କରି ରହିବୁ ଆଉ ଆମେ ଜଙ୍ଗଲରେ ବୁଲିବୁନି। ରାତିରେ ଲୁଚି ଛପି ରହିବୁନି। ଏଣିକି ଆମେ ମୁଖ୍ୟସ୍ରୋତର ମଣିଷ। ଆମେ ଦୁହେଁ ବାହା ହୋଇ ସୁଖର ସଂସାର କରିବୁ... ଲାଲ୍ ବାହିନୀ ଆଉ ଭଲ ଲାଗୁନି...
Published: Pallipuspa Samal
Last updated: 09 September 2022, 11:05 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।