ଖରା ତରାକୁ ଖାତିର ନକରି ମାଆମାନେ କାମ କରୁଥିଲେ । ବକେୟା ଟଙ୍କା ଫେରି ପାଇବାକୁ ଦୌଡି ଦୌଡ଼ି ନୟାନ୍ତ । ପ୍ରାପ୍ୟ ନଦେଇ କମ୍ପାନୀ ଛୁ । ଠକିଗଲେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ।
5T ସ୍କୁଲ୍ ଶୌଚାଳୟରେ ଶୌଚ ହୋଇପାରିଲେ ହେଲା। ଉପର ଚିକ୍କଣ ଭିତର ଖାଲି...
ପାର୍କ ଭିତରେ ପ୍ରଦୀପ ମହାରଥୀଙ୍କ ବିରାଟ ପ୍ରତିମୂର୍ତ୍ତି..ହେଲେ ଲତା ବୁଦା ଏମିତି ମାଡିଗଲାଣି ଯେ ତମ୍ପ, ବୋଡା, ନାଗ ଏଇଠି ଘର କଲେଣି.. ଏପରିକି ଚଢେଇ ମହାରଥୀଙ୍କ ପ୍ରତିମୂର୍ତ୍ତି ଉପରେ ମଳ ତ୍ୟାଗ କରୁଛନ୍ତି..ଖୋଦ ରୁଦ୍ର ମହାରଥୀ ଏଇ ପାର୍କର ଉଦଘାଟନ କରିଥିଲେ.
ହକି ବିଶ୍ୱକପ୍ କଭରେଜ୍ ପାଇଁ ଓଡ଼ିଶା ଆସିଥିବା ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଭୁବନେଶ୍ୱରର ମୁକୁଳା ଡ୍ରେନ୍ରେ ପଡ଼ି ଆହତ ହୋଇଥିବା ଅଭିଯୋଗ ହୋଇଛି।
ରାସ୍ତା ସଂପ୍ରସାରଣ ପାଇଁ ହନୁମାନଙ୍କ ମନ୍ଦିର ଭାଙ୍ଗିବାକୁ ପ୍ରସ୍ତୁତ ହେଲା ପ୍ରଶାସନ। ବିରାଟ ମେସିନ ଆସିଲା, ମନ୍ଦିର ପାଖରେ ଖରାପ ହୋଇଗଲା। ୩ ବର୍ଷ ହେଲାଣି ଭଙ୍ଗା ହୋଇପାରୁନଥିଲା ମନ୍ଦିର। ଶେଷରେ ଜ୍ୟାକ୍ ଲଗାଇ ଘୁଂଚାଗଲା ମନ୍ଦିର। ସେପଟେ ଭକ୍ତ କହିଲେ ସବୁ ମହାବୀରଙ୍କ କରୁଣା...
ଦିନେ ସଞ୍ଜ ନଇଁବା ପୂର୍ବରୁ ଯେଉଁଠି ପର୍ଯ୍ୟଟକ ଜଙ୍ଗଲ ଛାଡ଼ିଦେଉଥିଲେ ଆଜି ସେଠି ଘୋର ଅନ୍ଧକାରରେ ରାତ୍ରିଚର ପଶୁପକ୍ଷୀଙ୍କ ଉପରେ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଛନ୍ତି..
ହଜାରେ ବର୍ଷର ସହର କଟକ ସହର ଧବଳ ଟଗରର ସିନ୍ ଦେଖନ୍ତୁ..
ଗତ ମାସରେ ପିଇଓ ଦେବାନନ୍ଦ ସାଗର କିଛି ଦିନ ଅଜ୍ଞାତବାସରେ ରହିଥିଲେ । ଆଉ ଚାକିରିରୁ ସସପେଣ୍ଡ ପରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।
କାହିଁକି ଡିଲରଙ୍କ ବିରୋଧରେ ହେଉନି ଆକ୍ସନ୍ ? ବିଡିଓ ସବୁ ଜାଣି କାହିଁକି ଚୁପ୍ ବସିଛନ୍ତି? ଏ ସମ୍ପର୍କରେ ବିଡିଓଙ୍କୁ ପଚାରିବାରୁ ସେ ମାର୍କେଟିଂ ଇନ୍ସପେରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ହାଲକା ଫୁଲକା ଢଙ୍ଗରେ କହିଛନ୍ତି ।
ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର। ପ୍ରେସ୍ମିଟ୍ ଜରିଆରେ ଓମ୍ସା ଏହି ଆନ୍ଦୋଳନ ଚେତାବନୀ ଦେଇଛି।
ନିପଟ ମଫସଲ ଗାଁର ପୁଅ ସ୍ୱପ୍ନ ଦେଖିଲେ କ୍ରିକେଟର୍ ହେବେ.. ସତ କରିଦେଲା ୟୁଟ୍ୟୁବ୍..
ଫିଲ୍ମରେ ଦେଖିଥିବା କାହାଣୀ ଏବେ ବାସ୍ତବରେ ଦେଖାଦେଇଛି। ଦେଖିବାକୁ ମିଳିଛି ଯେ ଜଣେ ଧନୀ ଘରର ମହିଳା କିପରି ଜଣେ ଟାୟାର୍ ପଙ୍କ୍ଚର୍ ବ୍ୟକ୍ତିଙ୍କ ପ୍ରେମରେ ପଡୁଛନ୍ତି ଆଉ ବିବାହ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପ୍ରେମ କାହାଣୀ ବିଷୟରେ।
ସାବତ ମାଆ ବୋଲି ସିଏ ତ ପଚାରିଲେନି.. ହେଲେ ତୁମେ ବି ଅନ୍ଧ ପାଲଟିଗଲ.. ମୁଁ ବଞ୍ଚିଥିଲି.. କଣ କ୍ଷତି କରୁଥିଲି ତୁମମାନଙ୍କର ? ମୋତେ ମାରି ପୋଡ଼ିଦେଲ.. ମଶାଣି ଧୋଇଦେଲ,.
ଏମରଜେନ୍ସି ଡ୍ୟୁଟିରେ ବାବୁ ଅଛନ୍ତି.. ତଥାପି ନା ଚିନ୍ତା ନା ଫିକର.. ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରି ଶୋଇଛନ୍ତି ଯେ, ଯେତେ ଡାକିଲେ ବି ବାବୁଙ୍କ ନିଦ ଭାଙ୍ଗୁନି..
ହଇରେ ନାରଣ.. ସୃଷ୍ଟିରେ ଇଏ ଜଣିଏ ଲୋକ ଯିଏ ପଡିଲେ କୁହନ୍ତି ରେଡି ରେଡି..
ଶ୍ରୀଅଙ୍ଗକୁ ଏବେ ବିପଦ ସାଜିଛି ମୂଷା ଓ ଅସରପା ! ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେ, ବେଳେବେଳେ ସେବାୟତମାନେ ଶ୍ରୀଅଙ୍ଗ ପାଖକୁ ଯିବା ସମ୍ଭବପର ହେଉନାହିଁ।
ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଧବଳେଶ୍ୱର ପୀଠ ଖୋଲିଛି। ମହାନଦୀ ମଧ୍ୟରେ ଅସ୍ଥାୟୀ ରାସ୍ତା ଦେଇ ଲୋକେ ଧବଳେଶ୍ୱରଙ୍କ ଦର୍ଶନ କରିପାରିବେ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।
ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।
ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ ବନ୍ଦ ରହିବ
ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।
ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ ମଧ୍ୟ ସହଜ ହୋଇଯାଏ, ହେଲେ ଏମିତି ନିଷ୍ପତ୍ତି ପୂରା ଭୁଲ୍ । ଚାରି ଚାରିଟା କଅଁଳା ଝିଅ ପିଲା, ବିଧବା ସ୍ତ୍ରୀ ଓ ମାଆ.. ଏ ଗରିବ ଘରର ଅବସ୍ଥା କଣ ହେଉଥିବ ଏବେ ?
୨୦୨୧ରେ ରାଜ୍ୟ ସରକାର ସମସ୍ତ ସରକାରୀ ଅଧିକାରୀଙ୍କ ପାଇଁ ସମ୍ପତ୍ତି ତାଲିକା ଘୋଷଣାକୁ ବାଧ୍ୟତାମୂଳକ କରିଥିଲେ।
ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।
ରାୟଗଡ଼ାରେ ପ୍ରକୃତିକୁ ମନଭରି ଉପଭୋଗ କରୁଛନ୍ତି ବିଦେଶୀ । ସାପ୍ତାହିକ ହାଟ ବୁଲୁଛନ୍ତି, ନଦୀରେ ସ୍ନାନ କରୁଛନ୍ତି ।