ପୁଅ ପରି ପାଳୁଛୁ ମୟୂର, ନିର୍ଭୟରେ ବିଚରଣ କରୁଛନ୍ତି ହଜାର ହଜାର ମୟୂର
ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଜିଦରେ ଅଟଳ ଓଡ଼ିଶା ଡ୍ରାଇଭର ମହାସଂଘ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟବ୍ୟାପି ପ୍ରଭାବିତ ହୋଇପାରେ ଯାନବାହନ ସେବା । ଠପ୍ ହୋଇପାରେ ହଳଦିଆ ନମ୍ବରପ୍ଲେଟ ଥିବା ଗାଡ଼ି ଚଳାଚଳ ।
ଧୂଆଁମୟ ସାରା ପରିବେଶ । ଛାରଖାର୍ ହେଉଛି ଶହ ଶହ ହେକ୍ଟର ଜଙ୍ଗଲ । ତ୍ରାହି ତ୍ରାହି ଡାକିଲେଣି ସ୍ଥାନୀୟ ବାସିନ୍ଦା । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ରାଜ୍ୟରୁ କେନ୍ଦ୍ର ପର୍ଯ୍ୟନ୍ତ ସବୁଠି ତତ୍ପରତା ।
ଜଙ୍ଗଲ ନିଆଁକୁ ନେଇ ଟେନସନ୍ ରେ ରାଜ୍ୟ ସରକାର। ନିଆଁ ଆୟତ୍ତ କରିବାକୁ ବାଟ ପାଉନି ଜଙ୍ଗଲ ବିଭାଗ। ଦିନେ କି ଦୁଇ ଦିନ ନୁହେଁ, ଲଗାତର ୨ ମାସ ହେଲାଣି ଜଳୁଛି ଜଙ୍ଗଲ ।
ଓଡ଼ିଶା ଜଙ୍ଗଲରୁ ସଫା ହୋଇଯିବେ କି ଗଜରାଜ ? ଆଉ ବଣରେ ନୁହେଁ ବହି ଚିତ୍ରରେ ସୀମିତ ହୋଇଯିବେନି ତ ସ୍ଥଳଭାଗର ଏ ବଡ଼ ଜୀବ ? ପ୍ରଶ୍ନ ଉଠିଛି ବିଧାନସଭାରେ, କାରଣ ହାତୀ ମୃତ୍ୟୁକୁ ନେଇ ରାଜ୍ୟ ସରକାର ରଖିଛନ୍ତି ଅତି ଚିନ୍ତାଜନକ ତଥ୍ୟ ।
ଓଡ଼ିଶାରେ ହୁ ହୁ ବଢୁଛି ହାତୀମୃତ୍ୟୁ । ୨୦୧୨ରୁ ୨୨, ଗତ ୧୦ବର୍ଷରେ ବିଭିନ୍ନ କାରଣରୁ ମରିଛନ୍ତି ୭୮୪ ହାତୀ । ସେମିତି ହାତୀ-ମଣିଷ ଲଢ଼େଇରେ ବି ୯୨୫ ଲୋକଙ୍କ ଜୀବନ ବି ଯାଇଥିବା ଆଜି ବିଧାନସଭାରେ ତଥ୍ୟ ରଖିଛନ୍ତି ଜଙ୍ଗଲମନ୍ତ୍ରୀ ।
ଘରୋଇ ବସ୍ ଆସନ୍ତାକାଲି ଚାଲିବ ସ୍ପଷ୍ଟ କଲା ମାଲିକ ସଂଘ
ଜିନା ମ୍ୟାଡାମ୍ ଏପଟେ କ୍ଲାସରେ ପିଲାଙ୍କୁ ଇତିହାସ ପଢାନ୍ତି.. ସେପଟେ ଦୁଃସାହସିକ ବୁଲେଟ୍ ଷ୍ଟଣ୍ଟ୍ କରନ୍ତି.. ଇଏ ହେଉଛନ୍ତି ଫକୀରମୋହନ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଜିନା ପ୍ରିୟଙ୍କା ଜେଠୀ
ହେ ପ୍ରଭୁ କେଉଁଠି ମୁଣ୍ଡ ପିଟିବି, ସହଜେ ଗ୍ୟାସ ଦର ଯାହା ସରକାରକୁ ଆସିଲେ କହିଲେଣି ଆହୁରି ବଢେଇବେ
ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ। ଏଥିରେ ଲାଗି ପାରୁନି ରୋକ୍। ପ୍ରାୟ ୧୫ ହଜାର ସ୍ଥାନରେ ନିଆଁ ଲାଗିଥିବା ପଛରେ ନିଆଁ ଲିଭାଇବା କାମରେ ବନ କର୍ମଚାରୀ ଲାଗିଛନ୍ତି।
ନିଜେ ସେନାରେ ସାମିଲ ହୋଇ ଦେଶ ସେବା କରିବାକୁ ସ୍ୱପ୍ନ ଦେଖିଥିଲେ ହେଲେ ନିରାଶ ହେଲେ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଏବେ ପିଲାମାନେ ଅଣ୍ଟା ଭିଡ଼ିଛନ୍ତି ୩ ଭାଇ ଭଉଣୀ ।
ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।
ଶବ୍ଦର କାରଣ ଅସ୍ପଷ୍ଟ ରହିଛି ।
ସାର୍ଥକ ହେଲା ଶ୍ରମ ଦାନ । ଯାହା ଅସମ୍ଭବ କୁହାଯାଉଥିଲା, ତାହାକୁ ସମ୍ଭବ କରି ଦେଖାଇଲେ ଚାଷୀ । ପୁଣି ଜୈବିକ ପଦ୍ଧତିରେ ପଥୁରିଆ ମାଟିରୁ ଉତ୍ପାଦନ କଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ଆଳୁ।
ଜଣେ ପ୍ରାଥମିକ ଶିକ୍ଷକ ବର୍ଷକୁ କେତେ ବା ରୋଜଗାର କରିପାରିବେ? ଅତିବେଶିରେ ଲକ୍ଷେ ଟଙ୍କା। ଆପଣ କେବେ ଭାବି ପାରୁଛନ୍ତି କି ଜଣେ ପ୍ରାଥମିକ ଶିକ୍ଷକଙ୍କ ବାର୍ଷିକ ଆୟ ଏକ କୋଟି ହୋଇପାରେ! ଏହା କିନ୍ତୁ ସତ। ଏମିତି ଏକ ଖବର ସାମ୍ନାକୁ ଆସିଛି।
ଅଗ୍ନିକୁ ସାକ୍ଷୀ ରଖି ବ୍ରାହ୍ମଣଙ୍କ ବେଦ ମନ୍ତ୍ର ସହିତ ବର-କନ୍ୟା ପରସ୍ପରକୁ ନିଜର କରିବାରର ପରମ୍ପରା କୌଣସି ଗୁରୁତ୍ୱପୂର୍ଣ୍ଣ ପୂଜାଠାରୁ ବି କମ୍ ନୁହେଁ। ଏଭଳି ଏକ ପବିତ୍ର ଦିନରେ ବର ମଦ୍ୟପାନ କରି ମଣ୍ଡପରେ ପହଞ୍ଚିଲା। ବରର ଅବସ୍ଥା ଦେଖି ବିବାହ କରିବାକୁ ମନାକଲା କନ୍ୟା।
୨୦୨୩ରେ ଆଗକାଳ ଭଳି ବିବାହ ଶୋଭାଯାତ୍ରାର ଚିତ୍ର । ବିଳାସପୂର୍ଣ୍ଣ କାର ବଦଳରେ ପୁରୁଣାକାଳିଆ ଶଗଡ଼ ଗାଡ଼ି ଆଉ ଶୀତତାପ ନିୟନ୍ତ୍ରିତ ଆବଦ୍ଧ ସ୍ଥାନ ବଦଳରେ ବାଉଁଶ ପାତିଆର ଆଢୁଆଳ । ତାରି ଭିତରେ ବୋହୂ ଯାଉଛି ଶାଶୁଘର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ ବାଙ୍କତରା ଗାଁର ଏ ଦୃଶ୍ୟ ଆଜି ଦିନରେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିପାରେ ।
ମିଶନ୍ ଶକ୍ତି ସଂପର୍କିତ ଷ୍ଟାଣ୍ଡିଂ କମିଟି ରିପୋର୍ଟକୁ ନେଇ ଅକଳରେ ସରକାର । ସ୍ୱୟଂ ସହୟିକା ଗୋଷ୍ଠୀ ଲୋନ୍ ବିନିଯୋଗର ପର୍ଦ୍ଦାଫାଶ ଲୋନ୍ ନେଉଛନ୍ତି,କିନ୍ତୁ ସୁଝୁନାହାନ୍ତି । ସଠିକ ଭାବେ ବିନିଯୋଗ ହେଉନି ଋଣ ବାବଦ ମିଳୁଥିବା ଅର୍ଥ ।
ଉପାନ୍ତ ମାଲକାନଗିରି ଜିଲ୍ଲା ତମସା ପଞ୍ଚାୟତର ବାସିନ୍ଦାଙ୍କ ହାତରେ ଗରା ଓ ବାଲଟି ଧରି ଆସିଛନ୍ତି ସିଧା ଜିଲ୍ଲା ମୁଖିଆ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିବାକୁ । ଏବର୍ଷ ଖରାଦିନ ନୁହେଁ, ପୂର୍ବରୁ ବି ବହୁ ବାର ଗାଁରେ ନଳକୂପଟିଏ ବସାଇବାକୁ ଦାବି କରି ଆସୁଛନ୍ତି । କିନ୍ତୁ ବାରମ୍ବାର ଦାବି ପରେ ବି ପୂରଣ ନହେବାରୁ ଏଥର ପଞ୍ଚାୟତର ମହିଳାମାନେ ଏକାଠି ହୋଇ ଏଭଳି ଆନ୍ଦୋଲନାତ୍ମକ ପନ୍ଥା ବାଛିଛନ୍ତି ।

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।
ସବୁ ଗୁଡିକ ଅଧପନ୍ତରିଆ ଏବଂ ସବୁଠି ହୋଇଛି ନିମ୍ନମାନର କାମ