କିଏ ଧାନ ଚାଷ ପାଇଁ ନେଇଥିବା ଋଣକୁ ଝିଅ ବାହାଘରରେ ଲଗେଇ ଦେଇଛନ୍ତି,ତ କେଉଁଠି ବିବାଦରୁ ବୁଡ଼ି ଗଲାଣି ଛତୁ ଚାଷ ଲାଗି ଦିଆଯାଇଥିବା ଲୋନ୍। ରାଜ୍ୟର ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କୁ ଦିଆଯାଉଥିବା ଋଣର ବାସ୍ତବ ସ୍ଥିତି କିଛି ଅଲଗା । ଏକଥା ଆମେ କହୁନୁ । ବିଧାନସଭାରେ ଶାସକ ଦଳ ବିଧାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଷ୍ଟାଣ୍ଡିଂ କମିଟିର ରିପୋର୍ଟରୁ ଖୋଲିଛି ମିଶନ୍ ଶକ୍ତି ଋଣ ବ୍ୟବସ୍ଥାର ଏମିତି କିଛି ଗୁମର। ଯାହାକୁ ନେଇ ଦୁର୍ନୀତିର ଗନ୍ଧବାରି ବର୍ଷିଛନ୍ତି ବିରୋଧୀ।
Published: Tanmay Kumar Mahalik
Last updated: 12 March 2023, 09:34 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।