• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Monkey menace
ଗୋଡ଼େଇ ଗୋଡ଼େଇ କାମୁଡ଼ୁଛନ୍ତି.. ପୁଳାଏ ମାଉଁସ ନେଇଯାଉଛନ୍ତି

ମାତିଛନ୍ତି ମାଙ୍କଡ଼.. ଲକ୍ଷ୍ୟ କରି ମାଡ଼ିବସୁଛନ୍ତି.. ଯୋଉଠି ପାରୁଛନ୍ତି କାମୁଡ଼ି ପୁଳାଏ ମାଉଁସ ନେଇଯାଉଛନ୍ତି..

Father and Daughter
ଝିଅ ଦେଲା ପ୍ରେରଣା, ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା..

ଝିଅ ସାଙ୍ଗେ ବରାବର୍ ହେବାକୁ ୧୦୦ ଫୁଟ ସମୁଦ୍ର ଭିତରକୁ ଗଲେ ବାପା.. ପାଇଲେ ସଫଳତା, ମିଳିଲା ଲାଇସେନ୍ସ

This woman has undergone 200 surgeries to look young
ୟଙ୍ଗ୍‌ ଦିଶିବା ପାଇଁ ୨୦୦ ସର୍ଜରୀ: ‘ପୁଅ ଚାହାଁନ୍ତି ଡେଟ୍‌, ନାକ ଟେକନ୍ତି ଝିଅ’

ଏମିତି ଜଣେ ମହିଳା ଯିଏକି ସବୁବେଳେ ୟଙ୍ଗ୍‌ ଦିଶିବା ପାଇଁ ୨୦୦ରୁ ଅଧିକ ସର୍ଜରୀ କରିଛନ୍ତି। ଏଥିପାଇଁ ବର୍ତ୍ତମାନ ସୁଦ୍ଧା ସେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ମଧ୍ୟ କରିସାରିଲେଣି।

  • Monday, 08 May 2023
Sarpanch
ଗାଁ ଲୋକଙ୍କ ପାଇଁ ନିଜ ଦରମା ଟଙ୍କାରେ ରାସ୍ତା କରିଦେଲେ ସରପଞ୍ଚ

ସାବାସ୍‌ ସରପଞ୍ଚ । ପ୍ରଶାସନକୁ ଅପେକ୍ଷା କଲେନି...ଗାଁରେ ରାସ୍ତା ନଥିବାରୁ ନିଜ ଦରମା ଟଙ୍କାରେ କରିଦେଲେ ନୂଆ ରାସ୍ତା । ୩୦ ବର୍ଷର ଚୁଟକିରେ ହେଲା ସମାଧାନ

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।

Mobile network Problem
ଚାଲିଛି 5G ଚର୍ଚ୍ଚା, ହେଲେ ମିଳୁନି 2G ସେବା ! ଟେଲି ସାନ୍ଦ୍ରତାରେ କାହିଁକେତେ ପଛରେ ଓଡ଼ିଶା

ସବୁଠି ଏବେ 5Gର ଚର୍ଚ୍ଚା । କଟକ, ଭୁବନେଶ୍ୱର, ରାଉରକେଲା ଭଳି ପ୍ରମୁଖ ସହର ପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 5G ସେବା ଲଞ୍ଚ କରୁଛନ୍ତି ଟେଲିକମ୍ କମ୍ପାନୀ । ହେଲେ ରାଜ୍ୟର ଅନେକ ଅଞ୍ଚଳ ଏବେ ବି 2G ସେବାଠୁ ବହୁ ଦୂରରେ । ଫଳରେ ସରକାରଙ୍କ ଡିଜିଟାଲ ସେବା ତ’ ଦୂର କଥା, ଅନଲାଇନରେ ପାଠପଢ଼ା କିମ୍ବା ଜରୁରୀ କଲ୍ ପାଇଁ ବି ଲୋକଙ୍କୁ ବହୁ ପାହାଡ଼ କିମ୍ବା କିଲୋମିଟର କିଲୋମିଟର ଦୂରରେ ନେଟୱର୍କ ଥିବା ସ୍ଥାନକୁ ଯିବାକୁ ପଡ଼ୁଛି ।

Beneficiaries facing hardship in getting pension money in Odisha
ରାଜ୍ୟରେ ଭତ୍ତା ପାଇଁ ହିନସ୍ତା; ବୃଦ୍ଧ-ବୃଦ୍ଧାଙ୍କୁ ଚାଲିବାକୁ ପଡୁଛି ଲମ୍ବା ରାସ୍ତା

ଭିନ୍ନ ଭିନ୍ନ କାରଣରୁ ଭତ୍ତା ପାଇଁ କେମିତି ହିନସ୍ତା ହେଉଛନ୍ତି ହିତାଧିକାରୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ପୁଳାପୁଳା ଚିତ୍ର । ଗଞ୍ଜାମ, ଯାଜପୁର, କନ୍ଧମାଳରେ ଯୁଆଡ଼େ ନଜର ପକାଇବ, ଭତ୍ତା ପାଇଁ ହିନସ୍ତା ଭୋଗୁଛନ୍ତି ହିତାଧିକାରୀ । ଯାଜପୁର ବିଂଝାରପୁର ବ୍ଲକ ଦୁଆରିପାଟଣା ଗାଁର କାଳୀ ଜେନା ।

Mobile network Problem
ଚାଲିଛି 5G ଚର୍ଚ୍ଚା, ହେଲେ ମିଳୁନି 2G ସେବା ! ଟେଲି ସାନ୍ଦ୍ରତାରେ କାହିଁକେତେ ପଛରେ ଓଡ଼ିଶା

କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ଏ ଘରୋଇ କମ୍ପାନିରେ କାମ କରନ୍ତି ପି. ନୀତିନ ସୁବୁଦ୍ଧି । ଏବେ ୱାର୍କ ଫ୍ରମ୍ ହୋମ୍‌ରେ । ଘରେ ଇଣ୍ଟରନେଟ୍ ଆସୁ ନଥିବାରୁ ନିଜ ସିଫ୍ଟ ଆରମ୍ଭ ହେବା ମାତ୍ରେ ଦୌଡ଼ି ଆସୁଛନ୍ତି ଗଛ ମୂଳକୁ । ଏମିତିକି ରାତି ସିଫ୍ଟ ହେଲେ ବି ଏଠାକୁ ଆସି କାମ କରୁଛନ୍ତି ବୋଲି କହିଛନ୍ତି ନୀତିନ ।

World Laughter Day
ବିଶ୍ୱ ହସ ଦିବସ; ବିଭିନ୍ନ ପାର୍କରେ ମନ ଖୋଲି ହସିଲେ ଲୋକେ

ହସିବା ଦ୍ୱାରା ରକ୍ତ ସଂଚାଳନ ଠିକ ରହେ, ମନ ପ୍ରଫୁଲ୍ଲ ରହେ । ଶରୀରକୁ ଶକ୍ତି ମିଳିବା ସହ ଉର୍ଜା ଜାଗ୍ରତ ହୋଇଥାଏ । ଆୟୁର୍ବେଦ କହୁଛି, ସବୁବେଳେ ହସିବା ଦ୍ୱାରା ଦୀର୍ଘାୟୁ ପ୍ରାପ୍ତ ହୋଇଥାଏ । ହସିଲେ ମଣିଷ ମଧ୍ୟରେ ସକରାତ୍ମକ ଭାବନା ଆସିବା ସହ ଆତ୍ମବିଶ୍ୱାସ ଜାଗ୍ରତ ହୁଏ । ବିଶେଷଜ୍ଞଙ୍କ ମତରେ, ହସିଲେ ଶରୀରରୁ ଏଣ୍ଡୋର୍ଫିନ୍ ନାମକ ହରମୋନ୍ ନିର୍ଗତ ହୋଇଥାଏ, ଯାହା ମାନସିକ ଅବସାଦକୁ ଦୂରେଇ ଦେଇଥାଏ ।

  • Sunday, 07 May 2023
statue of Nabakrushna Choudhury
ସୁଧୁରିବନି ପୌର ପ୍ରଶାସନ : ପୁଣି ନବକୃଷ୍ଣଙ୍କୁ ଅପମାନ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅପମାନ କରୁଛି ପୌର ପ୍ରଶାସନ । ପ୍ରଥମେ ପ୍ୟାଣ୍ଟ ପିନ୍ଧାଇଦେଲା, ଏବେ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦେଲା । ତେଜିଲା ଅସନ୍ତୋଷ...ରାତାରାତି ଗାଏବ ହେଲା ପ୍ରତିମୂର୍ତ୍ତି

Liquor ATM
ଏଣିକି ATM ମେସିନ୍‌ରୁ ବାହାରିବ ମଦ

ଗ୍ରାହକଙ୍କୁ ପାଇଁ ଖୁସି ଖବର । ଏଣିକି କାଉଣ୍ଟରରେ ନୁହେଁ ବରଂ ଏଟିଏମ୍‌ ମେସିନ୍‌ରେ ମିଳିବ ମଦ

Sarpanch
ସ୍ୱାଭିମାନୀ ଯୁବ ସରପଞ୍ଚ ! ସମ୍ମାନ ନିମଳିବାରୁ ଇସ୍ତଫା ଦେଇଦେଲେ

ପ୍ରଶାସନ ଦ୍ୱାରା ଅପମାନିତ ହୋଇ ଇସ୍ତଫା ଦେଲେ କେନ୍ଦୁଝର ବରଦାପାଳ ପଞ୍ଚାୟତର ଯୁବ ସରପଞ୍ଚ ଗଣେଶ ମୁଣ୍ଡା

World Laughter Day 2023
ହସିବା ଲାଗି ଯେବେ ଏକାଠି ହୁଅନ୍ତି ଲୋକେ...

ମେ’୭...ବିଶ୍ୱ ହସ ଦିବସ । ସେଇଥି ଲାଗି ତ ପାର୍କରେ ସବୁ ପ୍ରସ୍ତୁତି ହୋଇଛି । ଏକାଠି ହୋଇଛନ୍ତି ସ୍ଥାନୀୟ ଅଂଚଳର କିଛି ଲୋକେ । ବ୍ୟାୟାମ୍‌ କରିବା ସହିତ ସାଙ୍ଗ ହୋଇ ସମସ୍ତେ ହସିଥିଲେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ୍‌ ସହର ଚନ୍ଦନ ପୋଖରୀ ଅଂଚଳରେ ।

Drunken miscreants attack
ରାତି ୧୦ଟାରେ ଲେଡିଜ୍‌ ହଷ୍ଟେଲରେ ପଶିଗଲେ ଦୁର୍ବୃତ୍ତ

ରାତି ୧୦ଟା ବେଳେ ଲେଡିଜ୍‌ ହଷ୍ଟେଲ୍‌ରେ ପଶିଗଲେ ଦୁର୍ବୃତ୍ତ । ଘୋଷାରି ଆଣି ପିଟିଲେ, ଅଶ୍ଳୀଳ ଇଙ୍ଗୀତ କଲେ । ବିରୋଧ କରିବାରୁ ମାଡ ବି ମାରିଲେ । ପୋଲିସ ପହଞ୍ଚିଲା ବେଳକୁ...

jojanara Na Hariloot
ନିରୀହ ଆଦିବାସୀଙ୍କୁ ସ୍ୱାବଲମ୍ବୀ ହେବାକୁ କହି ଠକିଦେଲେ, ଦାୟୀ କିଏ ?

କାଜୁ ଓ ଲେମନଗ୍ରାସ୍ ଚାଷ ନାଁରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ଠକେଇ !

Droupadi Murmu
ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାରେ ସାଂଘାତିକ ତ୍ରୁଟି

ହେଲିପେଡରେ ଡିଉଟି ପଡ଼ିଥିବା ଫାର୍ମାସିଷ୍ଟଙ୍କ କାରନାମା, ସେଲଫି ଉଠାଇ ଫେସବୁକରେ ପୋଷ୍ଟ କଲେ

News Fuse
ମୁଁ ଓଦା ହେବି ହେଲେ ତୋ ଦେହରେ ପାଣି ପଡିବନି...

ଝିଅ ତୁ ଜମାରୁ ବ୍ୟସ୍ତ ହୁଅନି । ମୁଁ ପରା ଅଛି...ତୋ ଦେହରେ ପାଣି ପକାଇବାକୁ ଦେବନି

otv cares holds counselling for beautician course
ଓଟିଭି କେୟାର୍ସ: ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମାଗଣାରେ ବିୟୁଟିସିଆନ୍‌ ଟ୍ରେନିଂ

ଯୁବତୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଉ ପାଦେ ଆଗେଇଛି ଓଟିଭି କେୟାର୍ସ। ଡାଟା ଏଣ୍ଟ୍ରିଂ ଓ ଟେଲରିଂ ପାଇଁ କାଉନସିଲିଂ ପରେ ଏବେ ଆରମ୍ଭ ହୋଇଛି ବିୟୁଟିସିଆନ୍‌ ପାଇଁ କାଉନସେଲିଂ।

Massive irregularities
ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ କେବେ ହେବ ମଣ୍ଡିରେ ଶତ ପ୍ରତିଶତ ସିସିଟିଭି ବ୍ୟବସ୍ଥା

ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବାକୁ କେବେ ହେବ ମଣ୍ଡିରେ ଶତ ପ୍ରତିଶତ ସିସିଟିଭି ବ୍ୟବସ୍ଥା? ବହୁ ମଣ୍ଡିରେ ଆଜି ବି ନାହିଁ କ୍ୟାମେରା, କିଛି ସ୍ଥାନରେ ଲାଗିଥିଲେ ବି ଅଚଳକୁ ନେଇ ବଢୁଛି ଚାଷୀ ଅସନ୍ତୋଷ, ବିରୋଧୀ କହିଲେ ଚାଷୀଙ୍କୁ ଭକୁଆ ବନାଉଛନ୍ତି ସରକାର

  • Saturday, 06 May 2023
  • CCTV
Saloni Bhandari belonging from millionaire family became jain sadhvi
କୋଟିପତି ପରିବାରର ଝିଅ ହେଲେ ଭିକ୍ଷୁ ; ଜୀବନସାରା ପାଦରେ ହିଁ ଚାଲିବେ

୨୫ ବର୍ଷର ସଲୋନୀ ଭଣ୍ଡାରୀ ଅଧ୍ୟୟନ ଏବଂ ଚାକିରି ପରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। କୋଟିପତି ପରିବାରରେ ବଢିଥିବା ସଲୋନୀ ଏବେ ଏମିତି ପଦକ୍ଷେପ ନେଇଛନ୍ତି ଯାହା ଫଳରେ ସେ ଏବେ ଭିକ୍ଷୁ ଜୀବନ ଜୀଇବେ।

Shocking News
ହସ୍ପିଟାଲ୍‌ ଶୌଚାଳୟରେ ଜନ୍ମହେଲା ପିଲା, ଲାଟ୍ରିନ୍ ପ୍ୟାନରେ ଫସିଗଲା ମୁଣ୍ଡ

ଶିଶୁଟିକୁ ଉଦ୍ଧାର କରାଯାଇ SNCU ରେ ଭର୍ତ୍ତି କରାଯାଇଛି

Vice Chancellor apologies over powercut issues
ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ କ୍ଷମା ମାଗିଲେ କୁଳପତି

ବିଭ୍ରାଟ ପରେ କ୍ଷମା ମାଗିଛନ୍ତି କୁଳପତି। MSCBU କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିଛନ୍ତି।

Viral Video
ଆଶ୍ଚର୍ଯ୍ୟ ! ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା

ହେ ଭଗବାନ ! ଇଏ କଣ? ପିଠିରେ କୁମ୍ଭୀର ଧରି ଧାଇଁଲା କୁନି ପିଲା । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

platform starts from No 2
ଅଜବ ରେଲୱେ ଷ୍ଟେସନ୍‌ : ୧ ନୁହେଁ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ

ଅଜବ ରେଲୱେ ଷ୍ଟେସନ୍‌ । ଏଇଠି ୧ ନୁହେଁ ବରଂ ୨ ରୁ ଆରମ୍ଭ ହୁଏ ପ୍ଲାର୍ଟଫର୍ମ...ଏମିତି ଘଟଣା ପଛର କାହାଣୀ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ