୮ ବର୍ଷର କୁନି ଝିଅ ପିହୁ ବି ଶେଷରେ ଅନୁଭବ କଲା ଏ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା ପାଇଁ କିଛି ଧ୍ୟାନ ଦିଆଯାଉନି.. ପ୍ରତିଦିନ ମହିଳାଙ୍କ ଉପରେ ଅତ୍ୟାଚାର, ଦୁଷ୍କର୍ମ, ହତ୍ୟା ଖବର ଶୁଣି ଅତିଷ୍ଟ ହୋଇଯାଇଛି ଏ କୁନି ଝିଅ..