ମୟୂରଭଞ୍ଜର ଝିଅ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ସଦସ୍ୟା । ମୋଦିଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବା ଇକୋନୋମିକ୍ ଆଡଭାଇଜରି କାଉନସିଲର ସଦସ୍ୟା ଭାବେ ମନୋନୀତ ହୋଇଛନ୍ତି ପୁନମ ଗୁପ୍ତା ମିଶ୍ର ।
Published: Otv Khabar Bureau
Last updated: 31 October 2021, 01:56 PM IST
ଦୀପାବଳି ପରେ ଖୋଲିପାରେ ପ୍ରାଥମିକ ସ୍କୁଲ । ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ଦୀପାବଳି ପରେ ହୋଇପାରେ ନିଷ୍ପତ୍ତି । ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଏ ବିଷୟରେ ଅଧିକ ସୂଚନା ଦେଉଛନ୍ତି ଆମ ସିନିୟର ରିପୋର୍ଟର ଜଗଦୀଶ ଦାସ ।