• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Literature & Culture Updates

ଘରେ ରଖନ୍ତୁ ନାହିଁ ଏହି ଜିନିଷ; ନକରାତ୍ମକତା ଆଣେ

ବାସ୍ତୁଶାସ୍ତ୍ର ଅନୁଯାୟୀ, କିଛି ଜିନିଷ ଘର ଭିତରେ ଶୁଭ ଆଣୁଥିବା ବେଳେ କିଛି ଜିନିଷ ହେତୁ ଘରେ ନକାରାତ୍ମକ ଶକ୍ତି ବଢି ପାରିବାରିକ କଳହ, ଋଣ ବୃଦ୍ଧି, ଆର୍ଥିକ ସଙ୍କଟ ଇତ୍ୟାଦି ସାମ୍ନା କରିବାକୁ ପଡେ। ଯଦି ଜୀବନ ଅସୁବିଧାରେ ପରିପୂର୍ଣ୍ଣ ହୋଇଯାଏ ଓ ଏଥିରୁ ମୁକୁଳିବାର କୌଣସି ଉପାୟ ନ ମିଳେ ତା’ହେଲେ ତୁମ ଘରେ ପଡ଼ିଥିବା ଜିନିଷ ଉପରେ ନଜର ପକେଇବାକୁ ହେବ।

  • Saturday, 15 May 2021
ପରଲୋକରେ ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଭୁବନେଶ୍ୱର: ‘ଜହ୍ନମାମୁଁ’ ପତ୍ରିକାର ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୭ ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ଚେନ୍ନାଇରେ ତାଙ୍କର ଦେହାନ୍ତ ହୋଇଛି। ୧୯୨୪ରେ କେ.ସି ଶିବଶଙ୍କର ଜନ୍ମଗ୍ରହଣ କରିଥିଲେ। ୧୯୪୭ ମସିହାରେ ‘ଜହ୍ନମାମୁଁ’ ପତ୍ରିକାରେ ଯୋଗ ଦେଇଥିଲେ। ସେ ଏହାର ପ୍ରାରମ୍ଭିକ ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ‘ଜହ୍ନମାମୁଁ’ ପତ୍ରିକାରେ ତାଙ୍କ ପୁରା ଜୀବନକାଳ କଟିଥିଲା। ‘ଜହ୍ନମାମୁଁ’ ପତ୍ରିକା ବନ୍ଦ ହେବା ପର୍ଯ୍ୟନ୍ତ ସେ ସେଥିରେ […]

  • Wednesday, 30 September 2020