AIIMSରେ ସୃଷ୍ଟି ହୋଇଥିବା ପଦବୀ ପୂରଣ ପାଇଁ ଏକ କମିଟି ଗଠନ କରାଯାଇଛି । ଯେଉଁଥିରେ ନୀତି ଆୟୋଗ କମିଟିର ସଦସ୍ୟ ଡଃ. ବି.କେ ପାଲ୍, ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାର ଅତିରିକ୍ତ ସଚିବ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀ ଏବଂ ଦିଲ୍ଲୀ AIIMSର ନିର୍ଦ୍ଦେଶକ ସାମିଲ ହେବେ ।
FCI ରେ ଚାକିରି ଖୋଜୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ FCI ଆସିଷ୍ଟାଣ୍ଟ୍ ଜେନେରାଲ୍ ମ୍ୟାନେଜର୍ (AE) ଏବଂ ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର (EM) ପଦବୀରେ ନିଯୁକ୍ତି ପାଇଁ ଆବେଦନ ମାଗିଛି।
ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ। ଖାଲି ପଡ଼ିଥିବା ସିନିୟର ଆସୋସିଏଟ୍( Senior Associate ) ପଦବୀ ପାଇଁ ଗେଲ୍ ଗ୍ୟାସ୍ ଲିମିଟେଡ୍ ବିଜ୍ଞପ୍ତି ଜାରି କରିଛି।
IAFରେ ଅଗ୍ନିବୀର ହେବାକୁ ଯୋଜନା କରୁଥିବା ଯୁବକମାନଙ୍କ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ଭାରତୀୟ ବାୟୁସେନା ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି। ଜାଣନ୍ତୁ କେବେଯାଏ କରିପାରିବେ ଆବେଦନ।
ପୂର୍ବତନ ଅଗ୍ନିବୀରଙ୍କୁ କେନ୍ଦ୍ର ସରକାରଙ୍କ ପୁଣି ଏକ ଉପହାର ଦେଇଛନ୍ତି। ସିଆଇଏସ୍ଏଫ୍ରେ ଚାକିରି ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଛନ୍ତି।
ମେଟା ପକ୍ଷରୁ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରାଯିବା ନେଇ କୁହାଯାଇଛି । ଫଳରେ କର୍ମଚାରୀମାନଙ୍କୁ ଶକ୍ତ ଝଟକା ଲାଗିଛି । ଦିଆଯାଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଥର ପାଇଁ ମେଟା ଏହିପରି ପଦକ୍ଷେପ ନେବାକୁ ଯାଉଛି ।
ସୁବର୍ଣ୍ଣ ସୁଯୋଗ। ଆପଣ ଯଦି ୧୦ମ ପାଶ୍ କରିଛନ୍ତି ତେବେ ଭାରତୀୟ ଡାକ ସେବାରେ କରିପାରିବେ ଚାକିରି। ମାସିକ ଦରମା ୬୦ ହଜାର ଉପରେ ମିଳିବ।
ଭାରତ ସରକାରଙ୍କ ପରମାଣୁ ଉର୍ଜା ବିଭାଗ ଅଧୀନରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି କରାଯାଉଛି। ଦ୍ୱାଦଶ ପାସ୍ ଠାରୁ ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
BECIL ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ମାଧ୍ୟମରେ ଟେକ୍ନିସିଆନ, ଇଞ୍ଜିନିୟରଙ୍କ ସମେତ ମୋଟ ୨୮୪ ଟି ପଦବୀ ପୂରଣ ହେବ। ଜାଣନ୍ତୁ କିପରି କରିବେ ଆବେଦନ।
ୟୁନିୟନ ପବ୍ଲିକ୍ ସର୍ଭିସ କମିଶନ(UPSC) ଡେପୁଟି ଡାଇରେକ୍ଟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ଜାରିକରିଛି। ଏନେଇ ପଞ୍ଜୀକରଣ ପ୍ରକ୍ରିୟା ୧୧ ମାର୍ଚ୍ଚରୁ ଆରମ୍ଭ ହୋଇଥିବା ବେଳେ ୩୦ ମାର୍ଚ୍ଚରେ ଶେଷ ହେବ। ଯେଉଁ ପ୍ରାର୍ଥୀମାନେ ୟୁପିଏସ୍ସି ମାଧ୍ୟମରେ ଭାରତ ସରକାରଙ୍କ ଏହି ବିଭାଗରେ ଚାକିରି କରିବାକୁ ଚାହୁଁଛନ୍ତି ଦେଖନ୍ତୁ।
BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...
JNUରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୩୮୮ ପଦବୀ ପାଇଁ ନିଯୁକ୍ତିର ଆବେଦନ ତାରିଖ ବୃଦ୍ଧି ପାଇଛି। ଜାଣନ୍ତୁ କେବେ ଅଛି ଶେଷ ତାରିଖ।
ନିଯୁକ୍ତି ହେବାକୁ ଥିବା ବିଏସଏଫ୍ ପଦବୀରେ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରାଯାଇଛି । ଖାଲି ସେତିକି ନୁହେଁ ଅଗ୍ନିବୀର ମାନଙ୍କ ବୟସ ସୀମା ମଧ୍ୟ କୋହଳ କରାଯିବା ନେଇ କୁହାଯାଉଛି ।
ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଚାକିରି ସୁଯୋଗ ଆଣିଦେଇଛି SBI । ତେବେ ମୋଟ ୮୬୮ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାଣନ୍ତୁ କେମିତି କରିବେ ଆବେଦନ..
ବର୍ତ୍ତମାନ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନେ ସଫଳତା ହାସଲ କରୁଛନ୍ତି । ସେମାନେ ସେମାନଙ୍କର ମାତୃତ୍ୱ ଓ ପରିବାରର ଦାୟିତ୍ୱ ନେବାର ଅଧିକାର ରହିଛି । ସେଥିପାଇଁ ରାଜ୍ୟ ସରକାର ମହିଳା ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।
NEET ୨୦୨୩ ପାଇଁ ଅନଲାଇନ୍ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। NEET UG ପରୀକ୍ଷା ୨୦୨୩ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍କୁ ଯାଇ ନିର୍ଦ୍ଦିଷ୍ଟ ଫର୍ମାଟ୍ରେ ଫର୍ମ ପୂରଣ କରିପାରିବେ।
ଓଏଭିଏସ୍ ପ୍ରଧାନଶିକ୍ଷକ ଓ ଶିକ୍ଷକ ପଦ ପାଇଁ ମେଗା ନିଯୁକ୍ତି ଘୋଷଣା କରିଛି। OAVS ଦ୍ୱାରା ପ୍ରକାଶିତ ଏକ ସାଂକେତିକ ବିଜ୍ଞାପନ ଅନୁଯାୟୀ, ବିଭିନ୍ନ ବିଷୟରେ ୧୦୧୦ଟି ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ ପୂରଣ ହେବ ।
କିଛି ଲୋକ ଅଛନ୍ତି କାମ ମିଳିବା ମାତ୍ରେ କରନ୍ତି ଆଉ କିଛି ଦିନ ପରେ ଏହାକୁ ଛାଡିଦିଅନ୍ତି। ଆଉ କିଛି ଲୋକ ଅନିଚ୍ଛା ସହ କାମ କରୁଥିବାବେଳେ କିଛି ଲୋକ ପ୍ରାୟତଃ କାମ କରିବା ବେଳେ ଅନୁଭବ କରନ୍ତି ଯେ ସେମାନେ ଏହି କାମ ପାଇଁ ତିଆରି ହୋଇ ନାହାଁନ୍ତି। ତେବେ କ୍ୟାରିୟର୍ ବାଛିବା ପୂର୍ବରୁ ଏହି ୫ଟି କଥା ଉପରେ ନଜର ପକାଇବା ଜରୁରୀ।
ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(NIC), ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ତରଫରୁ ବୈଷୟିକ ସହାୟକ ତଥା ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି।
OIL ବଏଲର ଅପରେଟର ପଦବୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏଥିପାଇଁ ଆବେଦନ ଆରମ୍ଭ ହୋଇଯାଇଛି। ୧୦ ପାଶ୍ କରିଥିଲେ ବିନା ପରୀକ୍ଷାରେ ଚାକିରି ସୁଯୋଗ।
ଏଠାରେ ଆପଲ ଆଇଫୋନ୍ ଗୁଡ଼ିକୁ ଆସେମ୍ବଲ କରାଯିବ । ଯାହାଫଳରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ପ୍ରାୟ ୧ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ସରକାରୀ କମ୍ପାନୀ BEL ରେ ନିଯୁକ୍ତି ବାହାରିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୧୫ ମାର୍ଚ୍ଚ।
ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜୁନିୟର ଆସିଷ୍ଟାଣ୍ଡ ଏବଂ ଆସିଷ୍ଟାଣ୍ଡ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ଇଚ୍ଛୁକ ଥିବା ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
ବ୍ୟାଙ୍କ୍ ଅଫ୍ ଇଣ୍ଡିଆ(BOI)ରେ PO ପଦବୀ ପାଇଁ ଆବେଦନ କରି ଅପେକ୍ଷା କରିଥିବା ବ୍ୟକ୍ତିଙ୍କ ପାଇଁ ଆସିଲା ଖୁସି ଖବର। BOI ପରୀକ୍ଷା ତାରିଖ ଘୋଷଣା କରିଛି। ଜାଣନ୍ତୁ କେବେ ହେବ ପରୀକ୍ଷା…
ଆପଣ କୌଣସି ସରକାରୀ କମ୍ପାନୀରେ ଚାକିରି ଖୋଜୁଛନ୍ତି କି? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। IOCL ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଆବେଦନ ପ୍ରକ୍ରିୟା ଚାଲିଛି। ଜାଣନ୍ତୁ କିପରି କରିବେ ଆବେଦନ…