ମୃତ ଦେହର ଆଖିକୁ ମୂଷାମାନେ ଖାଇ ଯାଇଥିଲେ। ଶବ ବ୍ୟବଚ୍ଛେଦ ଗୃହର ଝରକାରେ କୌଣସି ଜାଲି ନଥିଲା। ଯେଉଁଥିପାଇଁ ମୂଷାମାନେ ଭିତରକୁ ସହଜରେ ପ୍ରବେଶ କରିଥିଲେ।
IPR ଏବଂ RCL ପ୍ରୋଜେକ୍ଟ ସାଇଟ୍ ଇଞ୍ଜିନିୟର ଏବଂ ଅନ୍ୟାନ୍ୟ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏନେଇ ଅନ୍ଲାଇନ୍ ଆବେଦନ ଆରମ୍ଭ ହୋଇଯାଇଛି। ଆପଣ ଯଦି ଆଗ୍ରହୀ ତେବେ ତୁରନ୍ତ ଆବେଦନ କରନ୍ତୁ।
HALକୁ ୧୮୦ ଟି ବିମାନ ଅର୍ଡର ମିଳିଛି। ୨୦୨୧ ଫେବ୍ରୁଆରୀରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୮୩ଟି ତେଜସ ମାର୍କ 1A ଅର୍ଡର ଦେଇଥିଲା। ଏହାର ଦୁଇ ବର୍ଷ ପରେ ୩୦ ନଭେମ୍ବର ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଅତିରିକ୍ତ ୯୭ଟି ତେଜସ୍ ମାର୍କ 1A ଅର୍ଡର ଦିଆଯାଇଥିଲା।
ରଣବୀର କପୁରଙ୍କ ଫିଲ୍ମ ‘ପଠାନ୍’, ‘ଜବାନ୍’, ‘ଗଦର ୨’, ‘ଟଇଗର ୩’ର ସର୍ବକାଳୀନ ରୋଜଗାରକୁ ମଧ୍ୟ ପଛରେ ପକେଇ ଦେଇଛି। ରୋଜଗାରରେ ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଏଥିରେ ବବି ଦେଓଲଙ୍କ ଭୂମିକାକୁ ଖୁବ ପ୍ରଶଂସା କରାଯାଉଛି। ତେବେ ସେ ଏହି ଚରିତ୍ର କିପରି ପାଇଲେ ତାହା କହିଛନ୍ତି।
ଆଜି ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି ରାମମନ୍ଦିର ଗର୍ଭଗୃହ ଫଟୋ । ସୋସିଆଲ ମିଡିଆ ‘ଏକ୍ସ’ରେ ଗର୍ଭଗୃହର ୨ଟି ଫଟୋ ଜାରି କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ।
୨୦୧୫ ଓ ୨୦୧୬ରେ ପଞ୍ଜାବ ଦଳର ମୁଖ୍ୟ କୋଚ୍ ରହିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରରେ ଯୋଗ ଦେଇଥିଲେ। ସେ ବ୍ୟାଟିଂ ପ୍ରଶିକ୍ଷକ ଭାବେ ଆରସିବି ସହ ଯୋଡ଼ି ହୋଇଥିଲେ। ଏହା ପରେ ଦୁଇ ବର୍ଷ ପାଇଁ ସେ ଆରସିବିର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇଥିଲେ।
ଆତଙ୍କବାଦୀ ଆକ୍ରମଣ ଲାଗି ଥିଲା ଯୋଜନା ! ମହାରାଷ୍ଟ୍ର ଓ କର୍ଣ୍ଣାଟକ ପୋଲିସର ସହାୟତରେ NIA ରେଡ୍ କରୁଛି ..
‘ଆନିମଲ୍’ରେ ବବି ଦେଓଲଙ୍କ ଅନସ୍କ୍ରିନ ପତ୍ନୀ ଭାବେ ମାନସୀ ତକ୍ଷକଙ୍କୁ ଦେଖିବାକୁ ମିଳେ। ସେ ତାଙ୍କର ତୃତୀୟ ପତ୍ନୀ ଭାବେ ଅଭିନୟ କରିଛନ୍ତି। ବର୍ତ୍ତମାନ ମାନସୀ ଏଥିରେ ତାଙ୍କ ସହ ହୋଇଥିବା ଏକ ରେପ୍ ସିନ୍କୁ ନେଇ ଖୁଲାସା କରିଛନ୍ତି।
ଯେତେବେଳେ ବିଦ୍ୟୁତ୍ ବିଭାଗ ଟିମ୍ ଉପଭୋକ୍ତାଙ୍କୁ ବକେୟା ବିଲ୍ ଜମା କରିବାକୁ ଅନୁରୋଧ କରିଥିଲେ ସେ ସମୟରେ ବିଲ୍ ଜମା କରିବାକୁ ସିଧା ସିଧା ମନା କରିଦେଇଥିଲେ ଉପଭୋକ୍ତାଙ୍କ ପୁଅ । ଏପରିକି ବିଦ୍ୟୁତ୍ ବିଭାଗ ଟିମ୍କୁ ଆକ୍ରମଣ ପାଇଁ ତାଙ୍କ ଘରେ ଥିବା ପୋଶା କୁକୁରକୁ ଲଗାଇ ଦେଇଥିଲେ।
ଜେଜେବାପା ବୟସର ଲୋକଙ୍କୁ ସ୍ନେହ ଆଦର ଦେବା ବଦଳରେ ବେକରେ ଜୋତାମାଳ ପିନ୍ଧାଇ ବୁଲାଇଲେ ।
ଇଶରାତଙ୍କ ଦେହରେ ଗୁଳି ବାଜିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଛି। ଯେଉଁଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ତେବେ ଏହି ଘଟଣା ପରଠାରୁ ଉକ୍ତ ପୋଲିସ୍ ଅଫିସର ଫେରାର୍ ଅଛନ୍ତି।
କିଛିବର୍ଷ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସୋନିଆ ଗାନ୍ଧି ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି ।
ବିଶ୍ୱ ନେତା ରାଙ୍କିଂରେ ସର୍ବାଗ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସର୍ଭେରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସର୍ବାଧିକ ୭୬% ରେଟିଂ ମିଳିଛି ।
ଘରେ ଲୁଚି ଲୁଚି ପ୍ରେମ କରୁଥିଲା ଝିଅ। ମା’ର ନଜରରେ ପଡିଗଲା ଝିଅର ଚୋରା ପୀରତି। ତା’ ପରେ ଅବସ୍ଥା ସାଂଘାତିକ। ଦେଖନ୍ତୁ ଏହି ଭିଡିଓ।
ଆସନ୍ତାକାଲି ମଧ୍ୟପ୍ରଦେଶ ଓ ୧୧ ତାରିଖରେ ଛତିଶଗଡ଼ରେ ବସିବ ବିଜେପି ବିଧାୟକ ଦଳ ବୈଠକ । ସେଥିରେ ନିଜର ନେତା ଅର୍ଥାତ୍ ମୁଖ୍ୟମନ୍ତ୍ରୀଙ୍କୁ ବାଛିପାରନ୍ତି ଏହି ଦୁଇ ରାଜ୍ୟର ବିଧାୟକମାନେ ।
ଦିନକୁ ଦିନ ବୃଦ୍ଧି ପାଉଥିବା ଦୁର୍ନୀତି ସାରା ବିଶ୍ୱ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହାକୁ ରୋକିବା ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଉଛି। ତେବେ ଆସନ୍ତୁ ଏହାକୁ ରୋକିବା ନେଇ କେତେକେ ପଦକ୍ଷେପ ବିଷୟରେ ଜାଣିନେବା।
ଏହି ଫଟୋ ଉଠାଇଛି ସୋଲାର୍ ଅଲଟ୍ରାଭାୟୋଲେଟ ଇମେଜିଂ ଟେଲିସ୍କୋପ୍ ବା ସୁଟ୍ ପେଲୋଡ୍ । ଫଟୋ ଗୁଡ଼ିକୁ ଇସ୍ରୋ ପକ୍ଷରୁ ଟ୍ୱିଟ୍ କରାଯାଇଛି ।
ଲୋକସଭାରୁ ବହିଷ୍କୃତ ହେଲେ ଟିଏମ୍ସିର ମହୁଆ ମୈତ୍ର । ଏଥିକ୍ସ କମିଟି ରିପୋର୍ଟ ଆଧାରରେ ହରାଇଲେ ସାଂସଦ ପଦ ।
ଚେତାବନୀ ଶୁଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଡ଼ାଗଣ୍ଡା କରି ଆଦାୟ କରାଯିବ ଜନତାଙ୍କଠୁ ଲୁଟ୍ ଟଙ୍କା କହିଲେ ପ୍ରଧାନମନ୍ତ୍ରୀ ।
ସାମ୍ନାକୁ ଆସିଯାଇଛି ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ‘ଫାଇଟର୍’ର ଟିଜର, ଯେଉଁଥିରେ ଦମଦାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି।
୧୭ ହଜାର ଫିଟ୍ ଉପରେ ବିମାନ ଉଡ଼ୁଥିବା ବେଳେ କକ୍ପିଟ୍ ଝରକାରୁ ଖସିପଡ଼ିଲେ ପାଇଲଟ୍ । ଦେବଦୂତ ସାଜିଲେ ବିମାନର ଆଟେଣ୍ତାଣ୍ଟ ।
‘କେଜିଏଫ୍’ ଫେମ୍ ୟଶ ତାଙ୍କର ନୂଆ ଫିଲ୍ମ ଘୋଷଣା କରିଛନ୍ତି। ସାଉଥ୍ ରକିଂ ଷ୍ଟାର୍ ୟଶଙ୍କ ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏକ ନୂଆ ଫିଲ୍ମକୁ ଅପେକ୍ଷା କରିଥିଲେ, ଯାହାର ଅପେକ୍ଷା ବର୍ତ୍ତମାନ ଶେଷ ହେବାକୁ ଯାଉଛି।
ରଣବୀର କପୁର ଫିଲ୍ମ ‘ଆନିମଲ୍’ ବକ୍ସ ଅଫିସ୍ରେ ହଇଚଇ ସୃଷ୍ଟି କରୁଛି। ସାତ ଦିନ ମଧ୍ୟରେ ବିଶ୍ୱବ୍ୟାପୀ ବକ୍ସ ଅଫିସ୍ରେ ୫୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିସାରିଲାଣି। କିନ୍ତୁ ରଣବୀର କପୁରଙ୍କ ପାଇଁ ‘ଆନିମଲ’ କରିବା ଏକ ବଡ ସମସ୍ୟା ହୋଇଛି। କିପରି, ଆସନ୍ତୁ ଜାଣିବା।
ମଦ ବ୍ୟବସାୟୀଙ୍କ ଘରୁ ଶହ ଶହ କୋଟି ଟଙ୍କା ମିଳିବା ଘଟଣାକୁ ନେଇ ‘ଏକ୍ସ’ରେ ପ୍ରତିକ୍ରିୟା ଦେଲେ ପ୍ରଧାନମନ୍ତ୍ରୀ ମୋଦି ।
ଫେବ୍ରୁଆରୀରେ ରେପୋ ରେଟ୍ 6.5 ପ୍ରତିଶତକୁ ବୃଦ୍ଧି କରାଯାଇଥିଲା। ସେହି ଦିନଠାରୁ ରେପୋ ରେଟ୍ ସ୍ଥିର ରହିଆସିଛି।