Advertisment

ଜାତିସଂଘ ରିପୋର୍ଟ: ଏଥର ବି ଆଗରେ ରହିବ ଭାରତର ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ଅର୍ଥନୀତି

ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ୨୦୨୩ ରେ ଦୃଢ଼ ପୁଞ୍ଜି ବିନିଯୋଗ ପ୍ରଦର୍ଶନ କରିଥିଲା।

author-image
Satyendu Shekher Mishra
undefined

Indian Economy

ଗତବର୍ଷ ଭଳି ୨୦୨୪ରେ ବି ଭାରତ, ଦ୍ରୁତତ୍ତମ ଅଭିବୃଦ୍ଧିଶୀଳ ବୃହତ୍ତ ଅର୍ଥନୀତି ସଂପନ୍ନ ରାଷ୍ଟ୍ର ଭାବେ ସ୍ଥିତି ବଜାୟ ରଖିବ। ଏହା କହିଛି ଜାତିସଂଘ ଅର୍ଥନୈତିକ ରିପୋର୍ଟ। ଏଥିସହ ୨୦୨୪ରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ରହିବା ବି ରିପୋର୍ଟରେ ଆକଳନ କରାଯାଇଛି। ରିପୋର୍ଟ ଆହୁରି ମଧ୍ୟ ଦର୍ଶାଇଛି ଯେ- ୨୦୨୩ ମସିହାର ଆନୁମାନିକ ୬.୩ ପ୍ରତିଶତ ତୁଳନାରେ ଯଦିଓ ସାମାନ୍ୟ କମ୍ ଅଟେ। ହେଲେ ବି ଚଳିତ ବର୍ଷର ଅଭିବୃଦ୍ଧିରେ ଦୃତ ଘରୋଇ ଚାହିଦା ସହାୟକ ହେବ। ସରକାରୀ ଭିତ୍ତିଭୂମି ପ୍ରକଳ୍ପ ଏବଂ ବହୁରାଷ୍ଟ୍ରୀୟ ପୁଞ୍ଜି ବିନିଯୋଗ ଦ୍ୱାରା ଭାରତ ୨୦୨୩ ରେ ଦୃଢ଼ ପୁଞ୍ଜି ବିନିଯୋଗ ପ୍ରଦର୍ଶନ କରିଥିଲା।

Advertisment
Economy
Advertisment
Advertisment